www.samajalive.in
Sunday, December 7, 2025
23.1 C
Bhubaneswar

ଅପରାହ୍ନ ୩ଟା ମୁଖ୍ୟ ଖବର

କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍ ଲୋଗୋ .. ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ..  ଭାରତୀୟ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଉଠାଇଲେ ଫଟୋ ..  ଫିଫାର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଆଜିଠୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା… ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି… ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

- Advertisement -

ହାଇଦ୍ରାବାଦର ବାଲାପୁର ପ୍ରଭୁ ଗଣେଶଙ୍କ ୨୧ କିଲୋଗ୍ରାମର ପ୍ରସିଦ୍ଧ ଲଡୁ  ୨୪.୬୦ ଲକ୍ଷ ଟଙ୍କାରେ ହୋଇଛି ନିଲାମ ..

ବିଷ ପିଇଦେଲେ ଆଇଟିଆଇ ଛାତ୍ର… ଭଦ୍ରକ ଜିଲ୍ଲା ତିହିଡ଼ି ନନ୍ଦପୁରର ଜଣେ ଛାତ୍ର ବିଷପାନ କରିଥିବା ଅଭିଯୋଗ… ଗୁରୁତର ଛାତ୍ରଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି… ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ….

ମାଙ୍କଡର ବାଇକ୍‍ ନିଶା; ଦେଖନ୍ତୁ ଭିଡିଓ

ରାଜଧାନୀରେ ପୁଣି ହତ୍ୟାକାଣ୍ଡ… ୟୁନିଟ୍‌ ୮ର ବସ୍ତି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ… କ୍ୟାପିଟାଲ ଡାକ୍ତରଖାନାରେ ଡାକ୍ତର କଲେ ମୃତ ଘୋଷଣା… ହତ୍ୟାର କାରଣ ଅସ୍ପଷ୍ଟ… ଛାନଭିନ୍‌ କରୁଛି ପୁଲିସ…

୨୦୨୪ ପାଇଁ ରଣନୀତି ପ୍ରସ୍ତୁତି କରୁଛି ବିଜେପି… ଓଡ଼ିଶାରେ ଏକାବେଳେ ୭ କେନ୍ଦ୍ରମନ୍ତ୍ରୀ… ଆଜି କେନ୍ଦ୍ରାପଡ଼ା ଯିବେ ନିଶଥ ପରମାଣିକ… ପୁରୀ ଯିବେ ଭୂପିନ୍ଦର ଯାଦବ… କଟକରେ ନିତ୍ୟାନନ୍ଦ ରାୟ ଏବଂ  ଯାଜପୁରରେ ଅର୍ଜୁନ ମୁଣ୍ଡା ସାଙ୍ଗଠନିକ ସ୍ଥିତିର କରିବେ ସମୀକ୍ଷା…

ହରିଦ୍ୱାର ପଥରୀ ଥାନା ଅନ୍ତର୍ଗତ ଶିବଗଡ ଉର୍ଫ ତେଲୀବାଲା ଫୁଲଗଡରେ ମଦ ପାଇଁ ଚାଲିଗଲା ୭ ଜୀବନ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories