www.samajalive.in
Saturday, December 6, 2025
19.1 C
Bhubaneswar

ଗ୍ରାମାଞ୍ଚଳରେ ଲୁକାୟିତ କଳାର ବିକାଶ ପାଇଁ ନୃତ୍ୟ ପ୍ରତିଯୋଗିତା

ଜି ଉଦୟଗିରି : ଗ୍ରାମାଞ୍ଚଳରେ ଲୁକାୟିତ କଳାର ବିକାଶ ପାଇଁ ଗ୍ରାମାଞ୍ଚଳର ଛୋଟ ବଡ଼ କଳାକାର ମାନଙ୍କୁ ନେଇ ଅଗ୍ରପୂଜ୍ୟ ଗଣେଶ ପୂଜା ଅବସରରେ କଳାର ବିକାଶ ପାଇଁ ଜି ଉଦୟଗିରି ବ୍ଲକ ଅନ୍ତର୍ଗତ କିଲାଳିଆ ଠାରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଫିତା କାଟି ଉଦଘାଟନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଉଦୟନାଥ ପ୍ରଧାନ, ବାସୁଦେବ ପ୍ରଧାନ, ମାଜିରା ପ୍ରଧାନ, ଜନେକ ପ୍ରଧାନ , ପ୍ରଶାନ୍ତ ପ୍ରଧାନ ଓ ବକ୍ସି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ପ୍ରତଯୋଗିତାରେ ବିଚାରକ ଭାବେ ଶିଶିରକାନ୍ତ ନ।ୟକ ଓ ରାହୁଲ୍ ଦିଗାଲ ଥିବାବେଳେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଶିବାନୀ ପ୍ରଧାନ ,ରାଇକିଆ ବ୍ଲକ ଦଦୀଙ୍ଗିଆ ଗ୍ରାମର ଦ୍ୱିତୀୟ ସ୍ଥାନରେ ସନାଖି ପ୍ରଧାନ ଟିକାବାଲି ବ୍ଲକ ପେନାଗବେରି ଗ୍ରାମର ସନୁ ପ୍ରଧାନ ,ଜି ଉଦୟଗିରି ବ୍ଲକ ରାଇକୋଲା ଗ୍ରାମର ଓ ପ୍ରତିଭା ପ୍ରଧାନ ଜି ଉଦୟଗିରି କନ ବାଗେଡି ଗ୍ରାମର ପ୍ରମୁଖଙ୍କ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା କରିଥଲେ ଫିରୋଜ ଦିଗାଲ ।  ଶେଷରେ ମାଜୀରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories