ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 23, 2024 ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ.. ଶୁକ୍ରବାରଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି.. ଦିନ ଗୋଟାଏରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ସରିବ.. ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାସଙ୍କୁ… Read More...
ମାଘ ପୂର୍ଣ୍ଣିମାରେ ସରଳ ଉପାୟ ; ବର୍ଷଯାକ ହେବ ଧନର ବର୍ଷା.. Samaja Digital (SM) Feb 23, 2024 ସନାତନ ଧର୍ମରେ ପୂର୍ଣ୍ଣିମାର ତିଥି ଖୁବ ମହତ୍ତ୍ୱପୂର୍ଣ୍ଣ। ହିନ୍ଦୁ ପଞ୍ଜିକା ଅନୁସାରେ ମାଘ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ଏହି ପୂର୍ଣ୍ଣିମା ପାଳନ କରାଯାଏ। ମାଘ ମାସର ପୂର୍ଣ୍ଣିମା ୨୪ ଫେବ୍ରୁଆରୀ ଅର୍ଥାତ… Read More...
ଟ୍ରକ ଧକ୍କାରେ ବାପା ଓ ପୁଅଙ୍କ ମୃତ୍ୟୁ ଖବର ପାଇ ହୃଦଘାତରେ ଦାଦା ମୃତ Samaja Digital (SM) Feb 23, 2024 ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ୨୦ ନଂ ଜାତୀୟ ରାଜପଥରେ ଏକ ରଡ଼ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଗାଁରେ ସମ୍ପର୍କୀୟ ଦାଦା ହୃଦଘାତରେ… Read More...
ମାଡ ମାରି ଲୁଟିନେଲେ ସୁନାଚେନ୍,ଟଙ୍କା Samaja Digital (SM) Feb 23, 2024 ସମ୍ବଲପୁର : ଧନୁପାଲି ଥାନା ଅନ୍ତର୍ଗତ ମାୟାବଗିଚା ଠାରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ପେନସନପଡା… Read More...
ମନ୍ଦିର ଚୋରି ଘଟଣାରେ ସନ୍ଧାନୀ କୁକୁର ହାବୁଡ଼ରେ ଯୁବକ Samaja Digital (SM) Feb 23, 2024 ରେଙ୍ଗାଲିକ୍ୟାମ୍ପ : ନିଦ ହଜି ଯାଇଥିଲା ଗ୍ରାମବାସୀଙ୍କର। ମାଁ ସମଲେଶ୍ଵରୀ ଦେବୀଙ୍କ ପରିଧାନ ନିମନ୍ତେ ଅତି ଶ୍ରଦ୍ଧା ଓ ଭକ୍ତିରେ ଅର୍ପଣ କରିଥିବା ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୂପାର ଗହଣା, ଲୋକଙ୍କର ଆସ୍ଥା ଓ… Read More...
ବୁଢ଼ାରଜା – ଅଇଁଠାପାଲି ଅଞ୍ଚଳରେ ଦୁର୍ଘଟଣାକୁ ଆମନ୍ତ୍ରଣ Samaja Digital (SM) Feb 23, 2024 ସମ୍ବଲପୁର : ସମ୍ବଲପୁର ସହର ସମୟର ତାଳଦେଇ ବୃଦ୍ଧି ହୋଇ ଚାଲିଥିବା ବେଳେ ଜନସଂଖ୍ୟା ସହିତ ଯାନବାହନ ସଂଖ୍ୟା ମଧ୍ୟ ବେଶ ବୃଦ୍ଧି ପାଇଛି। ଫଳରେ ଐତିହ୍ୟ ସମ୍ପନ୍ନ ଏହି ସହରରେ ଥିବା ରାସ୍ତା ଗୁଡିକ ଏବେକାର ଆବଶ୍ୟକତାକୁ… Read More...
କେଶ ପାଇଁ ପେସ୍ତାବାଦାମ ମାସ୍କ.. Samaja Digital (SM) Feb 22, 2024 ନିୟମିତ ପେସ୍ତାବାଦାମ ଓ କାଜୁ ଖାଇଲେ କେଶର ଘନତ୍ବ ବଢ଼ୁଥିବାବେଳେ ଏସବୁକୁ ବାଟି କେଶରେ ପ୍ୟାକ୍ ଭଳି ମଧ୍ୟ ଲଗାଇବା ଭଲ। ପେସ୍ତାବାଦାମରେ ଥିବା ପୋଷକତତ୍ତ୍ବ ଆମ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ଯୋଗାଇବା ସହ… Read More...
ଏମିତି ଏକ ଶିବ ମନ୍ଦିର ; ସବୁଦିନ ସକାଳେ ହୁଏ ଚମତ୍କାର ; ଶିବଲିଙ୍ଗରେ ଥାଏ ଏମିତି କିଛି.. Samaja Digital (SM) Feb 22, 2024 ଭାରତ ଦେଶ ବିଭିନ୍ନ ଧର୍ମ ଓ ଆସ୍ଥାର ଦେଶ। ଦୁନିଆର ସମସ୍ତ ଧର୍ମରେ ଚମତ୍କାର କାହାଣୀ ଓ କିମ୍ବଦନ୍ତୀ ରହିଛି। ବର୍ତ୍ତମାନ ମଧ୍ୟ ରହିଥିବା ରହସ୍ୟ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ। ଏଭଳି ହିଁ ଏକ ରହସ୍ୟମୟ ଓ ଚମତ୍କାର… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 22, 2024 ରାଜଗାଙ୍ଗପୁରରେ ଦିନ ୧୦ଟାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରୀ ମାରି ଦୁଇ ଲକ୍ଷ ଲୁଟ୍.. ରାଜଧାନୀରେ ପୁଳା ପୁଳା ଗଞ୍ଜେଇ ,ଭାଙ୍ଗ ଜବତ ; ୪ ଗିରଫ.. ମାଘରେ ମୁଣ୍ଡଫଟା ଖରା: ସବୁ ଜିଲ୍ଲାପାଳଙ୍କୁ… Read More...
ଗାଡି ଡିକି ଭାଙ୍ଗି ଲୁଟି ନେଲେ ଭତ୍ତା ଟଙ୍କା Samaja Digital (SM) Feb 22, 2024 କାମାକ୍ଷାନଗର : ଲୁଟି ନେଲେ ଭତ୍ତା ଟଙ୍କା। ୧ ଲକ୍ଷ ୮୦ ହଜାର ଭତ୍ତା ଟଙ୍କା ଲୁଟ୍ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ପରଜଙ୍ଗ ଥାନା ପିତିରି ପଞ୍ଚାୟତ ଜିଆରଏସଙ୍କ ଠାରୁ ଏହି ଲୁଟ୍ ହୋଇଛି। ଖାଲପାଳ ଗାଁରେ… Read More...
ରାଜଧାନୀରେ ପୁଳା ପୁଳା ଗଞ୍ଜେଇ ,ଭାଙ୍ଗ ଜବତ ; ୪ ଗିରଫ Samaja Digital (SM) Feb 22, 2024 ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଧଳାଜହର ଲଗାତାର ଜବତ ହେବା ପରେ ବିପୁଳ ପରିମାଣରେ ଭାଙ୍ଗ ଓ ଗଞ୍ଜେଇ ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଛି। ୫ ଶହ କେଜି ଭାଙ୍ଗ,୨୫ କେଜି ଗଞ୍ଜେଇ ଜବତ ହୋଇଛି। ବାଲିଅନ୍ତା ଥାନା… Read More...
ମହାଶିବରାତ୍ରୀରେ ଏହି ଭୋଗ କଲେ ପ୍ରସନ୍ନ ହେବେ ଭୋଳାଶଙ୍କର Samaja Digital (SM) Feb 22, 2024 ଚଳିତ ବର୍ଷ ୦୮ ମାର୍ଚ୍ଚରେ ମହାଶିବରାତ୍ରୀ ପାଳନ କରାଯିବ। ପ୍ରତ୍ୟେକ ବର୍ଷ ମହାଶିବରାତ୍ରୀ ପବିତ୍ର ପର୍ବ ଫାଲଗୁଣ ମାସର କୃଷ୍ଣ ପକ୍ଷ ଚର୍ତୁଦଶୀ ତିଥିରେ ପାଳନ କରାଯାଏ। ଏହି ଦିନ ଭଗବାନ ଶିବ ଓ ମାଆ ପାର୍ବତୀଙ୍କ ବିବାହ… Read More...
ଦିନ ୧୦ଟାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରୀ ମାରି ଦୁଇ ଲକ୍ଷ ଲୁଟ୍ Samaja Digital (SM) Feb 22, 2024 ରାଜଗାଙ୍ଗପୁର : ଛୁରୀ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଗୁରୁବାର ଦିନ ଦଶଟାରେ ଲୁଟ୍ ହୋଇଛି। ରାଜଗାଙ୍ଗପୁର ପଦାଜାମପାଲି ଦଶ ନମ୍ବର ରାଜପଥରେ ଥିବା ରାୟ ଫିଲିଙ୍ଗ ସେଣ୍ଟର ପେଟ୍ରୋଲ ପମ୍ପର କର୍ମଚାରୀ ଅନିଲ… Read More...
କେତୁଙ୍କ ରାଶି ପରିବର୍ତ୍ତନ : ସୁନାଭଳି ଚମକିବ ଏମାନଙ୍କ ଭାଗ୍ୟ.. Samaja Digital (SM) Feb 22, 2024 ଜାତକରେ ବିଭିନ୍ନ ଗ୍ରହଙ୍କ ସ୍ଥିତି ପରିବର୍ତ୍ତନ ରାଶି ଉପରେ ଉଭୟ ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଚଳିତ ବର୍ଷ କନ୍ୟା ରାଶିରେ ରହିବେ। ଫଳରେ ଏହି ୩ ରାଶି ବର୍ଷସାରା ମାଲାମାଲ୍… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 22, 2024 ଦିନିକିଆ ଓଡିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ.. ମାଘରେ ମୁଣ୍ଡଫଟା ଖରା: ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ମାର୍ଗଦର୍ଶିକା .. କହିଲେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରୁହ..… Read More...
ନାଲକୋ ଛକରେ ଟ୍ରାକ୍ଟର- କାର୍ ମୁହାଁମୁହିଁ ଧକ୍କା ; ୩ ଗୁରୁତର Samaja Digital (SM) Feb 22, 2024 ଭୁବନେଶ୍ୱର : ରାଜଧାନୀରେ ବୁଧବାର ବିଳମ୍ବିତ ରାତିରେ ନାଲକୋ ଛକ ଟ୍ରାଫିକ ପୋଷ୍ଟ ଉପରେ ଟ୍ରାକ୍ଟର ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକ,ହେଲ୍ଫର ଏବଂ କାର୍ ଚାଳକ ଗୁରୁତର… Read More...
ବିହାରି ଢାବାରେ ନକଲି ବିଦେଶୀ ମଦର ପସରା ; ମାଡି ବସିଲା ଅବକାରୀ, ଜଣେ ଗିରଫ Samaja Digital (SM) Feb 22, 2024 ଗୁଡଭେଲା: ତୁଷୁରା ଥାନା ଅଞ୍ଚଳରେ ଥିବା ବିଭିନ୍ନ ଚା' ପାନ ଦୋକାନ ସହ ଢାବା ଗୁଡିକରେ ବେଆଇନ ଭାବରେ ଦୀର୍ଘ ବର୍ଷ ହେଲା ନକଲି ବିଦେଶୀ ମଦ କାରବାର ଚାଲୁଥିବାର ଅଭିଯୋଗ ହେଉଥିଲା। ତୁଷୁରାରେ ନୂତନ ଭାବରେ ଅବକାରୀ… Read More...
୫ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ; ଥାଏ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା Samaja Digital (SM) Feb 21, 2024 ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍ ଓ ଅଭ୍ୟାସ ପାଇଁ ହୃଦୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଅନେକ କାରଣରୁ ହୃଦୟ ଜନିତ ରୋଗ ସୃଷ୍ଟି ହୋଇଥାଏ। ଭୁଲ ଖାଦ୍ୟପେୟ, ଅଧିକ… Read More...
କେବେ ଏମିତି ଚିଙ୍ଗୁଡି ପ୍ରସ୍ତୁତ କରିଛନ୍ତି କି? Samaja Digital (SM) Feb 21, 2024 ଆବଶ୍ୟକ ସାମଗ୍ରୀ: ଚୋପା ଛଡ଼ା ହୋଇଥିବା ଚିଙ୍ଗୁଡ଼ି- ୨୦ରୁ ୨୫ଟି କ୍ରିମ୍- ୨କପ୍ ପିଆଜ- ୨ଟି ଟମାଟୋ- ୩ଟି ହଳଦି- ୧ଚାମଚ ଲେମ୍ବୁ ଲୁଣ- ୧ଚାମଚ ଲଙ୍କା ଗୁଣ୍ଡ-୧ଚାମଚ ଅଦା ରସୁଣ ପେଷ୍ଟ- ୧କପ୍ ଦହି- ୨କପ୍… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 21, 2024 ବିଜେପିରେ ମିଶିଲେ ପ୍ରଦୀପ ପାଣିଗ୍ରାହୀ.. ଶଙ୍ଖ ଛାଡି ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ.. ବଡବିଲରେ ନଦୀରେ ବୁଡି ନିଖୋଜ ଘଟଣା : ୩ ଦିନ ପରେ ମିଳିଲା ମୃତଦେହ.. ସମୂର୍ଣ୍ଣ ଭଙ୍ଗାଯିବ… Read More...
ବାସ୍ତୁ : ଲୁଗା ସଫା କରିବା ପରେ କେଉଁ ଦିଗରେ ଶୁଖାଇବେ.. Samaja Digital (SM) Feb 21, 2024 ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୋଷାକ ସଫା କରିବା ପରେ ଏହାକୁ ସଠିକ୍ ଦିଗରେ ଶୁଖାଇବା ବିଷୟରେ ବର୍ଣ୍ଣନା କରାଯାଇଛି। କୁହାଯାଏ ଏହି ନିୟମର ପାଳନ ନକରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ। ବାସ୍ତୁ ଅନୁଯାୟୀ ପୋଷାକ… Read More...
ସରସ୍ୱତୀ ମେଢ ଭଷାଣିକୁ ନେଇ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ Samaja Digital (SM) Feb 21, 2024 ଧାମରା : ଧାମରା ପଂଚାୟତରେ ସରସ୍ୱତୀ ମେଢ ଭଷାଣିକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଏନେଇ ଧାମରା ଥାନାରେ ୨ ଗୋଷ୍ଠୀଙ୍କ ନାମରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି… Read More...
ଜାଣନ୍ତୁ କମ୍ ଦରମାରେ କେମିତି କରିବେ ସଞ୍ଚୟ Samaja Digital (SM) Feb 21, 2024 ନିଜ ଖର୍ଚ୍ଚ ଉପରେ ସବୁବେଳେ ଦୃଷ୍ଟି ରଖିବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଖର୍ଚ୍ଚରେ ନିୟନ୍ତ୍ରଣ ରହିବା ସହ ଟଙ୍କା ସଞ୍ଚୟ ମଧ୍ୟ କରିପାରିବେ। ମାସିକିଆ ବଜେଟ୍ ପ୍ରସ୍ତୁତ କରିବା ସମୟରେ ସଞ୍ଚୟକୁ ନିଶ୍ଚୟ ଯୋଡନ୍ତୁ।… Read More...
ଜାଣନ୍ତୁ କ’ଣ ଏହି କାଳସର୍ପ ଦୋଷ : କେମିତି ମିଳିଥାଏ ମୁକ୍ତି.. Samaja Digital (SM) Feb 21, 2024 ଆପଣ ସବୁବେଳେ ସାପ ସ୍ୱପ୍ନ ଦେଖୁଛନ୍ତି କି? ଏକ ଅଜଣା ଡର ମନ ଭିତରେ ଆସୁଛି କି, ସାପ ଦଂଶନ ପାଇଁ। ଆପଣଙ୍କ ସହ ଏପରି ହୋଇଥିଲେ, ଜାତକରେ କାଳସର୍ପ ଦୋଷ ରହିଛି ବୋଲି କୁହାଯାଏ। ଜାତକରେ କାଳସର୍ପ ଦୋଷ ଥିବାର ଅର୍ଥ ନୁହେଁ… Read More...
ଭୟଙ୍କର ; ଧିରେ ଧିରେ ଆସିଲା ଘରର ଅଗଣାରେ ବୁଲିଲା କଳାବାଘ,ଦେଖନ୍ତୁ ଭିଡିଓ .. Samaja Digital (SM) Feb 21, 2024 ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ସହ ଭୟ ମଧ୍ୟ ଲାଗିଥାଏ। ନିକଟରେ ଏକ୍ସରେ ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ଜଣେ ଆଇଏଫଏସ ଅଧିକାରୀ ସେୟାର କରିଛନ୍ତି। ତାମିଲନାଡୁର… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 21, 2024 ବଣାଇରେ ବସ୍କୁ ପିଟିଲା ଟ୍ରକ୍ : ୧୫ ଆହତ.. ଆଫଗାନିସ୍ତାନରେ ଲଗାତାର ଦୁଇ ଦିନ ଭୂକମ୍ପ ଝଟକା.. କାଲି ୪.୭ , ଆଜି ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ରେକର୍ଡ.. ବିହାରରେ ଅଜଣା ଗାଡି ଧକ୍କାରେ… Read More...
ରାଜ୍ୟସ୍ତରୀୟ ଦୌଡ ପ୍ରତିଯୋଗୀତାରେ ସୁଖୀ ବାସ୍କେଙ୍କ ସଫଳତା Samaja Digital (SM) Feb 21, 2024 ପାଟଣା :ରାଜ୍ୟସ୍ତରୀୟ ବିଶ୍ବ ବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତା ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୨୦ଟି ବିଶ୍ବ ବିଦ୍ୟାଳୟରୁ ୫୦୦ ରୁ… Read More...
ତୁଳସୀ କାଠିରେ ଦୁଇ ଇଞ୍ଚର ରାମ ମନ୍ଦିର ଗଢିଲେ କଳାକାର ସମରେନ୍ଦ୍ର Samaja Digital (SM) Feb 21, 2024 ଫୁଲବାଣୀ : ତୁଳସୀ କାଠିରେ ଦୁଇ ଇଞ୍ଚର ରାମ ମନ୍ଦିର ଗଢି ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି କଳାକାର ସମରେନ୍ଦ୍ର ବେହେରା। ଫୁଲବାଣୀ ବି ଏଡ ମହାବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟରତ ସମରେନ୍ଦ୍ର ଗତ ଦିନରେ… Read More...
ଛାତ୍ରୀ ନିବାସରେ ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ Samaja Digital (SM) Feb 21, 2024 ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ସରକାରୀ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ନିବାସରେ ଜଣେ ଛାତ୍ରୀଙ୍କ ସାପ କାମୁଡାରେ ମୃତ୍ୟୁ ବରଣ କରିବା ଘଟଣା ଏବେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି… Read More...
ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଶିଷ୍ଟ ବ୍ୟବସାୟୀ Samaja Digital (SM) Feb 21, 2024 ରେଙ୍ଗାଲିକ୍ୟାମ୍ପ : ଅତାବିରା ଥାନା ଲାଦେରପାଲି ଛକ ନିକଟ ଜାତୀୟ ରାଜପଥ ୫୩ରେ ଜଣେ ବାଇକ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି।ସୂଚନାଯୋଗ୍ୟ ଯେ ଅତାବିରା ଏନଏସି ୱାର୍ଡ ନଂ ୭ ର ହରି ମହାରଣା(୫୯)… Read More...
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ Samaja Digital (SM) Feb 20, 2024 ବୁର୍ଲା : ସମ୍ବଲପୁର ସହରରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ମାରାଥନ କାର୍ଯ୍ୟକ୍ରମ। ପ୍ରଥମେ ସମ୍ବଲପୁର ରେଳ ଷ୍ଟେସନ ରେ ଉପସ୍ଥିତ ରହି ସମ୍ବଲପୁର ଅଯୋଧ୍ୟା ତୀର୍ଥକ୍ଷେତ୍ର ଆସ୍ଥା ଟ୍ରେନର ଶୁଭାରମ୍ଭ… Read More...
ଆଧାର କାର୍ଡ ଆଣନ୍ତୁ ୫୦ ହଜାର ଟଙ୍କା ନିଅନ୍ତୁ – କେନ୍ଦ୍ର ସରକାରଙ୍କ ଯୋଜନା Samaja Digital (SM) Feb 20, 2024 ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିଥିଲେ। ଯାହା ଅନେକ ଅନେକ ହିତାଧିକାରୀଙ୍କ ପାଇଁ ଲାଭଦାୟକ। କାରଣ ଏହି ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିଯୁକ୍ତ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 20, 2024 ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି.. ସନ୍ଧ୍ୟା ୬ରୁ ରାତ୍ର ୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ.. ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ଓଡିଶାରୁ ନିର୍ବାଚିତ ହୋଇଛନ୍ତି ୩ ପ୍ରାର୍ଥୀ..… Read More...
ମହାପ୍ରଭୁଙ୍କ ବନକଲାଗି ନୀତି ; ସର୍ବସାଧାରଣ ଦର୍ଶନ ବନ୍ଦ Samaja Digital (SM) Feb 20, 2024 ପୁରୀ : ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ୨୧.୦୨.୨୦୨୪ ରିଖ ବୁଧବାର ମାଘ ଶୁକ୍ଳ ଦ୍ଵାଦଶୀ ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ… Read More...
ସ୍କୁଲ୍ ବସ୍ ଓଲଟି ମହିଳା ମୃତ ; ବସ୍ରେ ନଥିଲେ ସ୍କୁଲ ପିଲା Samaja Digital (SM) Feb 20, 2024 କୋରାପୁଟ : ଘରୋଇ ସ୍କୁଲ୍ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସହ ୮ ଜଣ ଆହତ ହୋଇଛନ୍ତି। ବୈପାରୀଗୁଡା ଥାନା ମନ୍ତ୍ରୀଆମ୍ବ ନିକଟରେ ମଙ୍ଗଳବାର ଏହି ଘରୋଇ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ… Read More...
ଏହି ଖାଦ୍ୟ କାରଣରୁ ବାରମ୍ବାର ଆସିଥାଏ କ୍ରୋଧ : ଜାଣନ୍ତୁ.. Samaja Digital (SM) Feb 20, 2024 ବର୍ତ୍ତମାନ ସମୟରେ କର୍ମବ୍ୟସ୍ତ ଜୀବନରେ ରାଗ ଓ ଚିଡ୍ଚିଡାପଣ ଏକ ସାଧାରଣ କଥା। ମାତ୍ର ଏହା ଦରକାର ଠାରୁ ଅଧିକ ହେବା ଚିନ୍ତାର ବିଷୟ। ତେଣୁ ନିଜ ଡାଏଟରେ ଓ ଦୈନନ୍ଦିନ ଖାଦ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ।… Read More...
ଏହି ସ୍ଥାନରେ ରାହୁ ରହିଲେ ହେବେ ଧନୀ, ସୁଖମୟ ହେବ ଦାମ୍ପତ୍ୟ ଜୀବନ Samaja Digital (SM) Feb 20, 2024 ଜାତକରେ ଗ୍ରହଙ୍କ ସ୍ଥିତି କାରଣରୁ ଶୁଭଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ସେହିପରି ରାହୁଙ୍କ ସ୍ଥିତି ଧନୀ କରିବା ସହ ବଳବାନ୍ କରିଥାଏ। ଜାଣନ୍ତୁ ଜାତକରେ ରାହୁ କେଉଁ ସ୍ଥାନରେ ରହିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ପ୍ରଥମ… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 20, 2024 ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୩୦୪୭ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ.. ଆଫଗାନିସ୍ତାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ.. ବଲାଙ୍ଗୀରରେ… Read More...
ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ Samaja Digital (SM) Feb 20, 2024 ହରଭଙ୍ଗା : ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କରକମଳରେ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ୪ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସାଙ୍ଗକୁ ଦୁଇଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ବ୍ଲକର… Read More...
ଦୁର୍ଗମ ଅଞ୍ଚଳ କାଚପାଜୁ ପରିଦର୍ଶନ କଲେ ଜିଲ୍ଲାପାଳ Samaja Digital (SM) Feb 20, 2024 ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା କାଚପାଜୁ ଗାଁରେ ବୌଦ୍ଧ ଜିଲାପାଳ ଜେ. ସୋନାଲ ଏବଂ ବୌଦ୍ଧ ଏସ. ପି ରାଜପ୍ରସାଦଙ୍କ ସହିତ ପରିଦର୍ଶନ ପାଇଁ ପହଁଚିଥିଲେ। କାଚପାଜୁ ସରକାରୀ… Read More...
ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ; ବାଟରେ ଚାଲିଗଲା ସ୍ତ୍ରୀ’ର ଜୀବନ,ସ୍ୱାମୀ ଆହତ Samaja Digital (SM) Feb 20, 2024 କୋଣାର୍କ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ୱାମୀ ଆହତ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ମଙ୍ଗଳବାର ଗୋପ ଚାରିଛକ ରାସ୍ତା ଛଣିଜଙ୍ଗ ନିକଟରେ ଘଟିଛି।ଏକାଦଶୀରେ ଦମ୍ପତି ମନ୍ଦିର ଯିବା ବେଳେ ଏହି… Read More...
ଘରେ ପଶି ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ ; ମାଆ ମୃତ, ପୁଅ, ବୋହୂ ଗୁରୁତର Samaja Digital (SM) Feb 20, 2024 ଜଗତସିଂହପୁର : ଘରେ ପଶି ମାଆ,ପୁଅ, ବୋହୂକୁ ହାଣିଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ବାଲିକୁଦା ଥାନା ଓଗରପୁରରେ ଘଟିଛି। ମାଆ,ପୁଅ, ବୋହୂକୁ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ମାଆଙ୍କ ମୃତ୍ୟୁ… Read More...
ପୁଷ୍ଟିକର ଖାଦ୍ୟ ପ୍ରଦାନରେ ଅନିୟମିତତା Samaja Digital (SM) Feb 20, 2024 ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ମୁଖ୍ୟମନ୍ତ୍ରୀ ପୁଷ୍ଟିକର ଖାଦ୍ୟ ଯୋଜନାରେ ୧୩ରୁ ଉର୍ଦ୍ଧ ବୟସର କିଶୋରୀ ବାଳିକାମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଅନିୟମିତତା… Read More...
ସୁଧୀର ପାଇବେ କିଶୋରୀ ଚରଣ ପୁରସ୍କାର Samaja Digital (SM) Feb 20, 2024 ଭବାନୀପାଟଣା : ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବାକୁ ଯୁବ ସାହିତ୍ୟିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମନୋନୀତ ହେଇଛନ୍ତି। ଟାଇମପାସ୍ ପକ୍ଷରୁ ପ୍ରକାଶିତ ତାଙ୍କର ଗଳ୍ପ ପୁସ୍ତକ ‘ଖଂଗାର୍’ ପାଇଁ ସେ ଏହି… Read More...
ରାଜ୍ୟ ସ୍ତରୀୟ ଯୁବ ରେଡ଼କ୍ରସ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ପ୍ରଥମ Samaja Digital (SM) Feb 20, 2024 ଗଞ୍ଜାମ : ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ ମାଧ୍ୟମରେ ସାଂସ୍କୃତିକ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣା ପଡ଼ିଛି । ଗଞ୍ଜାମ ମହାବିଦ୍ୟାଳୟର ଅର୍ଥନୀତି ବିଜ୍ଞାନ ବିଭାଗ ସମ୍ମାନ ଛାତ୍ର… Read More...
ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ପାଇଁ ସହଜ ଓ ସରଳ ଉପାୟ.. Samaja Digital (SM) Feb 19, 2024 ମୁହଁର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ପାଇଁ ସହଜ ଓ ସରଳ ଉପାୟ.. ଗ୍ରୀନ ଟି ପ୍ୟାକ୍ – ପେଷା ହୋଇଥିବା ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତୁଳାର ବ୍ୟବହାର କରି ଏହି ପେଷ୍ଟକୁ ରାତି ଯାକ ମୁହଁରେ ଲଗାଇ ରଖନ୍ତୁ। ସକାଳେ… Read More...
ଛଅ ଦଫା ଦାବି ନେଇ ରାଜସ୍ୱ ଅଧିକାରୀଙ୍କ ଧାରଣା Samaja Digital (SM) Feb 19, 2024 କଲ୍ୟାଣସିଂହପୁର : ଛଅ ଦଫା ଦାବି ନେଇ ରାଜସ୍ୱ ଅଧିକାରୀଙ୍କ ଧାରଣା । ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଆଖତରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଶାଖା ସହାୟତାରେ ବ୍ଲକ… Read More...
ହାତିମୁଣ୍ଡା ଚେକଡେମ କାର୍ଯ୍ୟ ପରିଦର୍ଶନ କଲେ ଜିଲା ଅଧିକାରୀ Samaja Digital (SM) Feb 19, 2024 କଲ୍ୟାଣସିଂହପୁର : ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଳକର ବୃହତ ଜଳ ସେଚନ ପ୍ରକଳ୍ପ ହାତିମୁଣ୍ଡା ଚେକଡେମ କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି ବିଭାଗୀୟ ଅଧିକାରୀ । ହାତିମୁଣ୍ଡା ଚେକଡେମ କେନାଲ କାର୍ଯ୍ୟକୁ କିପରି ଜମିକୁ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 19, 2024 ମଧ୍ୟପ୍ରଦେଶର ଗୁନା ଜିଲ୍ଳାରେ ବାହାଘର ଉତ୍ସବରେ ମହୁମାଛି ଆତଙ୍କ: ଆଇସିୟୁରେ ଭର୍ତ୍ତି ହେଲେ କିଛି ଅତିଥି.. ହିନ୍ଦୋଳ : ବାଇକ ଦୁର୍ଘଟଣାରେ ଚାଲିଗଲା ଫରେଷ୍ଟରଙ୍କ ଜୀବନ.. ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ… Read More...
ବାସ୍ ଗୋଟିଏ ପିଜୁଳି ; ମଧୁମେହ ଠାରୁ ରକ୍ତଚାପ ରୋଗୀଙ୍କ ପାଇଁ ଉପକାରୀ.. Samaja Digital (SM) Feb 19, 2024 ନିୟମିତ ଗୋଟିଏ ଲେଖାଏଁ ପିଜୁଳି ଖାଇଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଯେଉଁମାନେ ନିଜର ଓଜନ ବୃଦ୍ଧି ପାଇଁ ଚିନ୍ତିତ ସେମାନଙ୍କ ପାଇଁ ପିଜୁଳି ବେଶ ଲାଭଦାୟକ। ନିୟମିତ ଗୋଟିଏ ପିଜୁଳି ଖାଇବା ଦ୍ୱାରା ଓଜନ… Read More...
ଦୁର୍ଘଟଣାରେ ଚାଲିଗଲା ଫରେଷ୍ଟରଙ୍କ ଜୀବନ Samaja Digital (SM) Feb 19, 2024 ହିନ୍ଦୋଳ : ବାଇକ ଦୁର୍ଘଟଣାରେ ଚାଲିଗଲା ଫରେଷ୍ଟରଙ୍କ ଜୀବନ। ହିନ୍ଦୋଳ ଅଞ୍ଚଳରେ ସୋମବାର ଏହି ଦୁର୍ଘଟଣା ଘଟିଛି। ମୃତ ଫରେଷ୍ଟର ହେଉଛନ୍ତି ତରୁଣସେନ ପଟ୍ଟନାୟକ। ତାଙ୍କର ଘର ଗିରିଧରପ୍ରସାଦ ଅଞ୍ଚଳରେ ବୋଲି ପ୍ରାଥମିକ… Read More...
ଭୁଲ୍ ରଙ୍ଗର ରୁମାଲ ଚାକିରିରେ ଆଣେ ଅସଫଳତା ; ରାଶି ଅନୁଯାୟୀ ଚୟନ କରନ୍ତୁ ସଠିକ୍ ରଙ୍ଗ Samaja Digital (SM) Feb 19, 2024 ରୁମାଲ ଯେକୌଣସି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇଥାଏ ବୋଲି ମାନ୍ୟତା ରହିଛି। ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତି ବିଶେଷ ନିଜ ରାଶି ଅନୁଯାୟୀ, ରୁମାଲ ରଖିଲେ ସଫଳତା ମିଳିବା ସହ ଆର୍ଥିକ ଲାଭ ହୋଇଥାଏ… Read More...
ଆଉ ଫିଙ୍ଗିବେ ନାହିଁ ବଳକା ଭାତ ; ଭାତରୁ ଏମିତି ତିଆରି କରନ୍ତୁ ସ୍ୱାଦିଷ୍ଟ ପରଟା Samaja Digital (SM) Feb 19, 2024 ଖାଦ୍ୟ ପ୍ରସ୍ତୁତି କରିବା ପରେ ଅନେକ ସମୟରେ ବଳକା ଭାତ ରହିଯାଏ। କିଛି ଲୋକେ ଏହାକୁ ଫ୍ରାଏ କରି କିମ୍ବା ଅନ୍ୟ ଉପାୟରେ ଖାଇଥାଆନ୍ତି। ସେଭଳି କିଛି ଲୋକେ ଏହାକୁ ଫିଙ୍ଗି ଦେଇଥାଆନ୍ତି। ତେବେ ବଳକା ଭାତ ଥିଲେ ,ଏହାକୁ… Read More...
ଆସୁଛି ବର୍ଷା! କମିବ ତାପମାତ୍ରା,ଘନ କୁହୁଡି ସମ୍ଭାବନା.. Samaja Digital (SM) Feb 19, 2024 ନୂଆଦିଲ୍ଲୀ : ଫେବ୍ରୁଆରୀ ମାସର ୨ୟ ସପ୍ତାହରୁ ହିଁ ଦେଶର ଅଧିକାଂଶ ସ୍ଥାନରୁ ଥଣ୍ଡାର ପ୍ରକୋପ କମିଗଲାଣି। ଏହା ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପାଶ୍ଚାତ୍ୟ ବିଶୃଙ୍ଖଳା କାରଣରୁ ଦିଲ୍ଲୀ ସମେତ ଉତ୍ତର… Read More...
ଘରର ଜିନିଷ କିଣିବା ପାଇଁ ଯାଉଥିଲେ ଯୁବକ ; ବାଇକ୍ରେ ବସିଥିଲେ, ହୃଦଘାତରେ ଚାଲିଗଲା ଜୀବନ Samaja Digital (SM) Feb 19, 2024 ଇନ୍ଦୌର : କମ୍ ବୟସରେ ହୃଦଘାତ ଜନିତ ଅନେକ ମାମଲା ସାମ୍ନାକୁ ଆସୁଛି । ସ୍କୁଲ ଓ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମଧ୍ୟ ଏହାର ଶିକାର ହେଉଛନ୍ତି। ବିଶେଷଜ୍ଞଙ୍କ ମତାନୁସାରେ ଅନିୟମିତ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 19, 2024 ଜଳେଶ୍ବରରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ.. ଦଶପଲ୍ଲାରେ ଗୋରୁ ବୋଝେଇ ପିକଅପ୍ ଓଲଟି ୧୩ ଗୋରୁ ମୃତ.. ଉପକୂଳ ଓଡିଶାରେ ଘନ କୁହୁଡି: ଯାତାୟାତ ବାଧାପ୍ରାପ୍ତ.. କଣ୍ଟାବାଞ୍ଜି… Read More...
ଘର ଭିତରୁ ମାଆ ଓ ୭ ବର୍ଷ ପୁଅର ମୃତଦେହ ଉଦ୍ଧାର Samaja Digital (SM) Feb 19, 2024 ଗଞ୍ଜାମ : ଘର ଭିତରୁ ମାଆ ଓ ୭ ବର୍ଷ ପୁଅର ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଜରଡା ଥାନା ଚୁଡିଆଗଞ୍ଜ ଗାଁରେ ଘଟିଥିବା ନେଇ ସୋମବାର ଜଣାପଡିଛି। ଚୁଡିଆଗଞ୍ଜ ଗାଁରେ ମାଆ ଓ ପୁଅର ସନ୍ଦେହ ଜନକ… Read More...
ମନ୍ଦିର ବି ଛାଡିଲେନି ଲୁଟେରା ; ତାଡି ନେଲେ ମା’ଙ୍କ ସୁନା ଆଖି,ଟିକିଲି Samaja Digital (SM) Feb 19, 2024 ବୌଦ୍ଧ: ବୌଦ୍ଧରେ ମାତିଛନ୍ତି ଲୁଟେରା। ସହରର ୨ଟି ମନ୍ଦିରରୁ ଏହି ଲୁଟ୍ ହୋଇଥିବା ନେଇ ସୋମବାର ଖବର ମିଳିଛି। ମା’ଭୈରବୀଙ୍କ ମନ୍ଦିରରୁ ପ୍ରତିମାରୁ ସୁନାର ଆଖି ,ଟିକିଲି ଆଦି ଚୋରି କରିଥିବା ବେଳେ ଗାୟତ୍ରୀ ମନ୍ଦିରରୁ… Read More...
ଥମୁନି ଲୁଟେରାଙ୍କ ଉତ୍ପାତ ; ଲୁଟିଲେ ଅଳଙ୍କାର, ଘରେ ବୁଲାଇଲେ କଳାକନା Samaja Digital (SM) Feb 19, 2024 ଭୁବନେଶ୍ୱର : ଥମୁନି ଲୁଟେରାଙ୍କ ଉତ୍ପାତ। ବାଲିଅନ୍ତା ଗଡଶ୍ରୀରାମପୁର ବର୍ଷା ଆପାର୍ଟମେଣ୍ଟରୁ ଲୁଟ୍ ହୋଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଘରୁ… Read More...
ସୋମବାର ; ରାଶି ମିଶାଇ ୧୧ଟି ବେଲପତ୍ର ପ୍ରଭୁଶିବଙ୍କୁ ଅର୍ପଣ କରନ୍ତୁ Samaja Digital (SM) Feb 19, 2024 ସୋମବାର ଦିନ କିଛି ସରଳ ଉପାୟ କରିବା ଦ୍ୱାରା ଭଗବାନ ଭୋଳ।ନାଥ ଖୁବ ପ୍ରସନ୍ନ ହୋଇଥାଆନ୍ତି। ତେବେ ଜାଣନ୍ତୁ.. ସୋମବାର ଦିନ ଚନ୍ଦ୍ରଗ୍ରହଙ୍କ ସହ ଜଡିତ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଚନ୍ଦ୍ରଦେବଙ୍କ ସହ ଧଳାରଙ୍ଗର… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 17, 2024 ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡ଼ି ସମନ.. ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ସମନ କରିଛି.. ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି.. ତାମିଲନାଡୁର ବିରୁଧୁନଗରରେ ବାଣ କାରଖାନାରେ ଭୟଙ୍କର… Read More...
ସୁନା, ରୁପା ନୁହେଁ ମହିଳା ପିନ୍ଧିଲେ କାଜୁବାଦାମ, ପେସ୍ତା, ଗୁଜୁରାତି ହାର , ଚୁଡି ଓ ଝୁମୁକା Samaja Digital (SM) Feb 17, 2024 ନୂଆଦିଲ୍ଲୀ : ବିବାହ ଭଳି ବିଶେଷ ଅବସରରେ ଲୋକେ ବିଭିନ୍ନ ପ୍ରକାର ପୋଷାକ ସହ ଅଳଙ୍କାର ପିନ୍ଧି ଥାଆନ୍ତି। ସୁନ୍ଦର ଓ ଅଲଗା ଦେଖା ଯିବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇଥାଆନ୍ତି। ଏଭଳି କି ଲୋକେ ନିଜର ବିବାହ… Read More...
ଟ୍ରକ୍-କାର ମୁହାଁମୁହିଁ ଧକ୍କା ; ଗୋଟିଏ ପରିବାରର ୫ ମୃତ Samaja Digital (SM) Feb 17, 2024 ଜୟପୁର : ରାଜସ୍ଥାନର ବିକାନରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି। ଏକ ଟ୍ରକ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନେ ସମସ୍ତେ… Read More...
ତାମିଲନାଡୁରେ ଭୟଙ୍କର ବିସ୍ଫୋରଣ ; ୮ ମୃତ Samaja Digital (SM) Feb 17, 2024 ଚେନ୍ନଇ : ତାମିଲନାଡୁର ବିରୁଧୁନଗରରେ ଶନିବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ପୁଲିସ ପକ୍ଷରୁ ଏହି ଘଟଣା ବିଷୟରେ ସୂଚନା… Read More...
ଏହି ଭୋଗ କଲେ ଶାନ୍ତ ହେବେ ଶନିଦେବ ; ମାତ୍ର କରନ୍ତୁ ନାହିଁ ତମ୍ବାପାତ୍ରର ବ୍ୟବହାର.. Samaja Digital (SM) Feb 17, 2024 ସପ୍ତାହର ପ୍ରତ୍ୟେକ ଦିନ ସମସ୍ତ ଦେବୀ ଦେବତାଙ୍କୁ ସମର୍ପିତ। ଶନିବାର ଦିନଟି କର୍ମ ଓ ନ୍ୟାୟ ଦେବତା ଶନିଦେବଙ୍କୁ ସମର୍ପିତ। ଶନିବାର ଦିନ ପୂଜା କରିବା ଦ୍ୱାରା ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଧାର୍ମିକ… Read More...
ଅନିଶ୍ଚିତତା ମଧ୍ୟରେ ହରଭଙ୍ଗା ମେଗା ପାଇପ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ Samaja Digital (SM) Feb 17, 2024 ହରଭଙ୍ଗା : ତିନିମାସ ହେଲା ସରିଲାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମିଆଦି ,ମାତ୍ର ନିର୍ମାଣ କାର୍ଯ୍ୟ ପୁରା କଛପ ଗତିରେ ଚାଲିଥିବାରୁ ଏଥର ବି ଲୋକେ ପ୍ରକଳ୍ପରୁ ପିଇବା ପାଣି ଟୋପାଏ ପିଇବା ପାଇଁ ଆଶା ଛାଡି ଦେଲେଣି।… Read More...
ପାକିସ୍ତାନରେ ଭୂକମ୍ପ ଝଟକା Samaja Digital (SM) Feb 17, 2024 ଇସଲାମାବାଦ : ପାକିସ୍ତାନରେ ଶନିବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୧୨ଟା୫୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।… Read More...
ଖଣ୍ଡଗିରି ମେଳା ଆରମ୍ଭ ; ୬ପେଣ୍ଡାଲରେ ୧୨ ଅପେରା ନାଚିବେ Samaja Digital (SM) Feb 17, 2024 ଭୁବନେଶ୍ୱର : ଆରମ୍ଭ ହୋଇଛି ଖଣ୍ଡଗିରି ଉଦୟଗିରି ମହୋତ୍ସବ ,ଖଣ୍ଡଗିରି କୁମ୍ଭମେଳା। ମନ୍ତ୍ର ଧ୍ବନିରେ ଖଣ୍ଡଗିରି ପାଦଦେଶ ମୁଖରିତ ହୋଇଉଠିଛି। ଲୋକଙ୍କ ଗହଳି ଚହଳି ଲାଗିଲାଣି। ରବିବାର ଠାରୁ ଯାତ୍ରା ପାଇଁ ସମର ସଜ୍ଜା… Read More...
ରେଳ ଲାଇନ୍ରେ ପଡିଛି ୨ଶିଶୁ,ଜଣେ ମହିଳା, ପୁରୁଷଙ୍କ ମୃତଦେହ ; ହତ୍ୟା ସନ୍ଦେହ Samaja Digital (SM) Feb 17, 2024 କୋଇଡା : ଓଡିଶା-ଝାଡଖଣ୍ଡ ସୀମାନ୍ତ ରେଳ ଲାଇନରେ ଶନିବାର ଠାବ ହୋଇଛି ୪ ମୃତଦେହ। ବିମଳାଗଡ-କିରିବୁରୁ ରେଳ ଟ୍ରାକ୍ ପାଖରେ ୪ ମୃତଦେହ ଠାବ ହୋଇଛି। ୨ଟି ମୃତଦେହ ଅଖା ଭିତରେ,ଆଉ ୨ଟି ମୃତଦେହ ଖଣ୍ଡ ବିଖଣ୍ଡିତ… Read More...
ଖାଲି ତେଲ ନୁହେଁ ପାଣିରେ ଛାଣନ୍ତୁ ପୁରି; ଆଶ୍ଚର୍ଯ୍ୟ କରିବ ଭିଡିଓ, ତିଆରି ନ କଲେ ବିଶ୍ୱାସ ହେବ ନାହିଁ.. Samaja Digital (SM) Feb 17, 2024 ପ୍ରତ୍ୟେକ ପୂଜାପର୍ବ ଓ ବିଶେଷ ଉତ୍ସବ ସମୟରେ ଘରେ ଘରେ ପୁରି ପ୍ରସ୍ତୁତ କରାଯାଏ। ଫୁଲା ଫୁଲା ପୁରି ଦେଖିଲେ ହିଁ ଲୋକଙ୍କ ପେଟ ଅଧା ପୂରି ଯାଏ। ଏହା ପାଟିକୁ ସ୍ୱାଦିଷ୍ଟ ଲାଗିଥାଏ। ଅନେକ ସମୟରେ ଦରକାର ଠାରୁ ଅଧିକ ପୁରି… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 17, 2024 ଖଣ୍ଡଗିରି ଉଦୟଗିରି ମହୋତ୍ସବ ଆରମ୍ଭ .. ୬ପେଣ୍ଡାଲରେ ୧୨ ଅପେରା ନାଚିବେ.. ନୂଆଦିଲ୍ଲୀରେ ଆଜିଠାରୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ.. ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଚୂଡାନ୍ତ… Read More...
ମିଆଁମାରରେ ଭୂକମ୍ପ ଝଟକା Samaja Digital (SM) Feb 17, 2024 ନୂଆଦିଲ୍ଲୀ : ମିଆଁମାରରେ ଶନିବାର ସକାଳ ୯ଟା୨୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଲୋକ ନିଜ ନିଜର ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ… Read More...
ରୋଷେଇ ବେଳେ ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ ; ବର୍ତ୍ତିଗଲେ ପରିବାର Samaja Digital (SM) Feb 17, 2024 ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଜମଘାଟୀ ଗ୍ରାମରେ ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ଯମଘାଟି ଗ୍ରାମବାସୀ ଓ ବାଉଁଶୁଣୀ ଦମକଳ ବାହିନୀ… Read More...
୮ କୁଇଣ୍ଟାଲ ଗଞ୍ଜେଇ ଜବତ ; ଗଞ୍ଜେଇ ଛାଡି ମାଫିଆ ଫେରାର Samaja Digital (SM) Feb 17, 2024 ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ପୁଲିସର କଡା ସୁରକ୍ଷା ଓ ମାଫିଆ ମାନେ ରିତିମତ ଭାବରେ ଧରାପଡି ଜେଲ ଯାଉଥିବା ସତ୍ୱେ ଅଞ୍ଚଳରୁ ଗଞ୍ଜେଇ କାରବାର ଥମିବାର ନା ଧରୁନି। ଗୋଛାପଡା ପୁଲିସକୁ ମିଳିଛି ଏକ… Read More...
ପରକୀୟା ପ୍ରୀତି ; ସ୍ୱାମୀକୁ ହେମଦସ୍ତାରେ ଛେଚି ମାରିବା ପରେ ପୋତିଲା ସ୍ତ୍ରୀ Samaja Digital (SM) Feb 16, 2024 ନୟାଗଡ : ନୟାଗଡରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡରେ ଶୁକ୍ରବାର ପୁଲିସକୁ ବଡ ସଫଳତା ମିଳିଛି। ପରକୀୟା ପ୍ରୀତି ପାଇଁ ନିଜେ ସ୍ୱାମୀର ହତ୍ୟାକାରୀ ସାଜିଛି ସ୍ତ୍ରୀ। ଶୋଇଥିବା ଅବସ୍ଥାରେ ସ୍ୱାମୀକୁ ହେମଦସ୍ତାରେ ଛେଚି… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 16, 2024 ବିଜେଡିରେ ମିଶିଲେ ଢେଙ୍କାନାଳର ଖ୍ୟାତନାମା ଡାକ୍ତର ଅବିନାଶ ସାମଲ.. ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଗିରଫ.. ଶନିବାର ଠାରୁ ଉପରମୁହାଁ ହେବ ପାରଦ ; ୩ରୁ… Read More...
ଜାଣିଛନ୍ତି କି? ରସୁଣ ଚୋପାର ରହିଛି କି କି ଉପକାରୀ ଗୁଣ.. Samaja Digital (SM) Feb 16, 2024 ରସୁଣ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏହା ସଭିଁଙ୍କୁ ଜଣା। ମାତ୍ର ରସୁଣ ଚୋପାର ମଧ୍ୟ ଅନେକ ଲାଭଦାୟକ ଗୁଣ ରହିଛି। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିବ। ରସୁଣ ଚୋପାରେ ଭିଟାମିନ୍, ପୋଟାସିୟମ, ଆଣ୍ଟି-ଅକ୍ସିଡାଣ୍ଟ… Read More...
ଗୁଳି ମାଡ କରି ଦୋକାନରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ Samaja Digital (SM) Feb 16, 2024 ସମ୍ବଲପୁର : ଥମୁନି ଲୁଟେରାଙ୍କ ଉତ୍ପାତ। ଦିନ ଦ୍ୱିପ୍ରହରରେ ଗୁଳି ମାଡ କରି ସୁନା ଦୋକାନରୁ ଦୁର୍ବୃତ୍ତ ଲୁଟ୍ କରିବା ସହ ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଶୁକ୍ରବାର ଧନୁପାଲୀ ଥାନା ଗୋବିନ୍ଦପଲାରେ… Read More...
ଶନିବାର ଠାରୁ ଉପରମୁହାଁ ହେବ ପାରଦ ; ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ Samaja Digital (SM) Feb 16, 2024 ଭୁବନେଶ୍ୱର : ଶନିବାର ଠାରୁ ଉପରମୁହାଁ ହେବ ପାରଦ। ଉପାନ୍ତରୁ ଉପକୂଳ ଯାଏଁ ବଢିବ ତାତି। ଏହାସହ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ କମୁଛି। ମେଘମୁକ୍ତ ଆକାଶ… Read More...
ଆଲମିରା: କ’ଣ କହେ ବାସ୍ତୁ? ଏହି ଉପାୟରେ ଆଦୌ ଖାଲି ହେବ ନାହିଁ ଟଙ୍କା.. Samaja Digital (SM) Feb 16, 2024 ବାସ୍ତୁ ଶାସ୍ତ୍ରରେ ଏପରି ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାର ପାଳନ କରିବା ଦ୍ୱାରା ଘରେ ଉନ୍ନତି ହେବା ସହ ଧନଲାଭ ହୋଇଥାଏ। ଘର ନିର୍ମାଣ ଠାରୁ ଆରମ୍ଭ କରି ବାସ୍ତୁରେ ଘରର ରଙ୍ଗ ସହ ଅନେକ ବିଷୟରେ ବର୍ଣ୍ଣନା… Read More...
ଗୋଟିଏ ବାଇକ୍ରେ ୩ ମହିଳା ଜଣେ ଯୁବକ ; ହୋସ୍ ଉଡାଉଛି ଭିଡିଓ.. Samaja Digital (SM) Feb 16, 2024 ନୂଆଦିଲ୍ଲୀ : ଗାଡି ଚଲାଇବା ସମୟରେ ସଭିଏଁ ମୋଟର ଯାନ ଆଇନ ପାଳନ କରିବା ଆବଶ୍ୟକ। ମାତ୍ର ଅନେକ ସମୟରେ କିଛି ଲୋକେ ଏହି ନିୟମକୁ ଉଲ୍ଲଘଂନ କରୁଥିବା ଦେଖାଯାଏ। ସମସ୍ତେ ଜାଣନ୍ତି ବାଇକ୍ରେ ୨ ଜଣ ବସି ଯାତ୍ରା କରିବାର… Read More...
ରନ୍ଧା ମଦ ଜବତ କଲା ଅବକାରୀ ବିଭାଗ ; ଜଣେ ଗିରଫ Samaja Digital (SM) Feb 16, 2024 ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅଞ୍ଚଳରେ ମଦ ମାଫିଆ ସକ୍ରିୟ ହୋଇଥିବା ପରିଲକ୍ଷିତ ହୋଇଛି। ଟିଟିଲାଗଡ଼ ଅବକାରୀ ବିଭାଗ ଏନେଇ ସତର୍କ ଦୃଷ୍ଟି ରଖିଥିବା ବେଳେ ଶୁକ୍ରବାର ବଡ଼ ସଫଳତା ମିଳିଛି। ଟିଟିଲାଗଡ଼ ଥାନା ଅନ୍ତର୍ଗତ… Read More...
ନିଜେ ଡାକିଲେ ନିଜ ମରଣ ; ସିଂହ ସହ ସେଲଫି,ଚାଲିଗଲା ଜୀବନ.. Samaja Digital (SM) Feb 16, 2024 ହାଇଦ୍ରାବାଦ : ସେଲଫି ପାଇଁ ଅନେକ ସମୟରେ ମୂଲ୍ୟବାନ୍ ଜୀବନ ଚାଲିଯାଉଥିବା ଦେଖାଯାଏ। ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି.ଯେଉଁଥିରେ ସେଲଫି ପାଇଁ ଜଣେ ବ୍ୟକ୍ତି ନିଜ ମରଣକୁ ନିଜେ ଆମନ୍ତ୍ରିତ କରିଛନ୍ତି। ସିଂହ ସହ… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 16, 2024 ଶୁକ୍ରବାର କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ପାଳନ.. ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ.. ସଂଯୁକ୍ତ କିଷାନ ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ.. ଶୁକ୍ରବାରଠୁ +୨ ପରୀକ୍ଷା… Read More...
ରାଜଧାନୀ ସହ ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ Samaja Digital (SM) Feb 16, 2024 ଭୁବନେଶ୍ୱର : ଶୁକ୍ରବାର କୃଷକ ସଂଗଠନ ଓ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି। ବିିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ ସହ… Read More...
ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ Samaja Digital (SM) Feb 16, 2024 ବଲାଙ୍ଗୀର : ସଡକ ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ। ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ପୁଇଁତଳା ଥାନା ବଲାଙ୍ଗୀର-ସୋନପୁର ରାସ୍ତାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୁରୁବାର… Read More...
ଶୋଇଥିଲେ ବୃଦ୍ଧ ; ଦଳିଦେଲା ହାତୀ Samaja Digital (SM) Feb 16, 2024 ମୟୁରଭଞ୍ଜ : ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଘରେ ଶୋଇଥିବା ବେଳେ ହାତୀ ବୃଦ୍ଧଙ୍କୁ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ମୋରଡା ବ୍ଲକ କାଳିଆନାଳ ଗାଁରେ ଘଟିଛି। ରାତିରେ ଘରେ… Read More...
ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ ; ୧୧ ଜଣ ଜୀଅନ୍ତା ଜଳିଗଲେ Samaja Digital (SM) Feb 16, 2024 ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଅଲ୍ଲିପୁର ମାର୍କେଟରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଲ୍ଲିପୁର ଦୟାଲ ମାର୍କେଟରେ ସ୍ଥିତ ଏକ କାରଖାନାରେ ଗୁରୁବାର ସନ୍ଧ୍ୟାରେ ଏହି ଅଘଟଣ ଘଟି ୧୧ ଜଣ ଜୀବନ୍ତ ଦଗ୍ଧ… Read More...
ସରକାରୀ ଯୋଜନାରୁ ବଂଚିତ, ପ୍ରତିବାଦରେ ପଂଚାୟତରେ ତାଲା Samaja Digital (SM) Feb 15, 2024 ହରଭଙ୍ଗା : ସରକାର ଗରିବ, ଅସହାୟ, ଭିନ୍ନକ୍ଷମଙ୍କ ପାଇଁ ବିିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ହରଭଙ୍ଗା ବ୍ଲକର ଅନୁସୂଚିତଜାତି ଓ ଜନଜାତି ବହୁଳ ଆଡେଣିଗଡ ପଂଚାୟତରେ ବହୁ ଗରିବ ହିତାଧିକାରୀ ସରକାରୀ… Read More...
ହରଭଙ୍ଗା ବସଷ୍ଟାଣ୍ଡ ଲୋକାର୍ପିତ Samaja Digital (SM) Feb 15, 2024 ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ହରଭଙ୍ଗା ବସଷ୍ଟାଣ୍ଡକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 15, 2024 ଖଣ୍ଡଗିରି ମେଳା ; ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ – ବିଏମସି.. ଶୁକ୍ରବାର ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି ମେଳା.. ଓଲିଉଡ଼ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାପା… Read More...
ଖଣ୍ଡଗିରି ମେଳା ; ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଅଧାରୁ ଯାତ୍ରା ବନ୍ଦ – ବିଏମସି Samaja Digital (SM) Feb 15, 2024 ଭୁବନେଶ୍ୱର : ଖଣ୍ଡଗିରି କୁମ୍ଭମେଳାରେ ଯାତ୍ରା ପରିବେଷଣ ପ୍ରସଙ୍ଗରେ ଗୁରୁବାର ବିଏମସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଖଣ୍ଡଗିରି ଯାତ୍ରା ପରିବେଷଣରେ ଅଶ୍ଲୀଳତାକୁ ନାଁ। ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ… Read More...
କଲରାପତରିଆ ବାଘ ଛାଲ ଜବତ ; ଜଣେ ଗିରଫ Samaja Digital (SM) Feb 15, 2024 ଭୁବନେଶ୍ୱର : ପୁଣି ଜବତ ହେଲା ବାଘ ଛାଲ। କଲରାପତରିଆ ବାଘ ଛାଲ ଜବତ ହୋଇଥିବା ନେଇ ଗୁରୁବାର ଜଣାପଡିଛି। କୁଚିଣ୍ଡା, ଥିଆନଳା ନିକଟରୁ ଦୁଇଟି ବାଘଛାଲ ଜବତ ହୋଇଛି। ଡିଲ ବେଳେ ଅଭିଯୁକ୍ତ ସଂକୀର୍ତ୍ତନ ମୁଣ୍ଡାକୁ ଏସଟିଏଫ… Read More...
ବରକୁ ମିଳିଛି ଏକ କୋଟି,୧.୨୫ କେଜି ସୁନା : ବିବାହ ସମାରୋହରେ ପଢାଗଲା ଯୌତୁକ ତାଲିକା.. Samaja Digital (SM) Feb 15, 2024 ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ବିବାହର ଭିଡିଓ ଏବେ ଖୁବ ଭାଇରାଲ୍ ହେଉଛି। ଏହି ବିବାହରେ ଜ୍ୱାଇଁକୁ ୧.୨୫ କେଜି ସୁନା,ମର୍ସଡିଜ୍ କାର ଓ ୧ କୋଟି ନଗଦ ଟଙ୍କା ଦିଆଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଦେଶରେ… Read More...
ବାସ୍ତୁ : ଘରର ଏହି ଦିଗ ରାହୁ-କେତୁଙ୍କ ଦିଗ ; ଏସବୁ ରଖିଲେ ଲାଗି ରହିବ ସମସ୍ୟା Samaja Digital (SM) Feb 15, 2024 ଜ୍ୟୋତିଷ ଶାସ୍ତ୍ରରେ ରାହୁ-କେତୁଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଜାତକରେ ଏମାନଙ୍କ ସ୍ଥିତି ଖରାପ ଥିଲେ, ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ… Read More...
ଜଙ୍ଗଲକୁ କାଠ ଗୋଟାଇବା ପାଇଁ ଯାଇଥିଲେ ମହିଳା ; ଚାଲିଗଲା ଜୀବନ Samaja Digital (SM) Feb 15, 2024 କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ରାମଚନ୍ଦ୍ରପୁର ନିକଟରେ ଛିଡ଼ି ପଡ଼ିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ରାମଚନ୍ଦ୍ରପୁର ଗାଁର ପୂର୍ଣ୍ଣିମା… Read More...
ରୋବଟ୍ର ଅପରେସନ୍ ; ରୋଗୀର ଅନ୍ତନଳୀରେ ଛିଦ୍ର ପରେ ମୃତ୍ୟୁ ; ଦେଶରେ ହଙ୍ଗାମା Samaja Digital (SM) Feb 15, 2024 ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ର ସହ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଦେଲାଣି। ଚିକିତ୍ସା କ୍ଷେତ୍ରରେ ରୋବଟ୍ ବ୍ୟବହାର କରାଯାଉଛି। ଚିକିତ୍ସା ଏବଂ ଅସ୍ତ୍ରୋପଚାରରେ ରୋବଟଗୁଡିକ… Read More...
ଜୁଆ ଆଡ୍ଡାରେ ଚଢଉ ;୨୫ ଜୁଆଡି ଗିରଫ ,ଲକ୍ଷାଧିକ ଟଙ୍କା ସହ ୯ ବାଇକ ଜବତ Samaja Digital (SM) Feb 15, 2024 ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡା ଗ୍ରାମର ଏକ ପୁରୁଣା ଜୁଆ ଆଡ୍ଡାରେ ଟିଟିଲାଗଡ଼ ପୁଲିସ ବଡ଼ ଧରଣର ଚଢଉ କରିଛି। ଏନେଇ ଗୁରୁବାର ଟିଟିଲାଗଡ଼ ଥାନା ଠାରେ ଏସଡ଼ିପିଓ ଅଙ୍କିତା କୁମ୍ଭାର ଏବଂ ଥାନା… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 15, 2024 ଦଶପଲ୍ଲାରେ ଅଭାବନୀୟ ଘଟଣା: ଘରେ ପଶି ଦମ୍ପତ୍ତିଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍.. ଭୁବନେଶ୍ବର ଓ କଟକରେ ଘନ କୁହୁଡି : ପ୍ରବଳ କୁହୁଡି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ.. ଗୁରୁବାରଠୁ ସିବିଏସଇ ଦଶମ ଓ ଦ୍ବାଦଶ… Read More...
ହାତୀ ଉପଦ୍ରବ ; ଭାଙ୍ଗିଲା ଘର, ଖାଇଗଲା ୫୦ କେଜି ଚାଉଳ Samaja Digital (SM) Feb 15, 2024 କେନ୍ଦୁଝର : କେନ୍ଦୁଝରରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ଲୋକଙ୍କ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। କିରିବୁର ହିଲଟପ୍ ଡାଲମିୟା ହାଟିଙ୍ଗରେ ଗୋଠଛଡା ଦନ୍ତା ହାତୀର ଉପଦ୍ରବ ଦେଖାଦେଇଛି। ଦନ୍ତା… Read More...