ମଧ୍ୟପ୍ରଦେଶର ଗୁନା ଜିଲ୍ଳାରେ ବାହାଘର ଉତ୍ସବରେ ମହୁମାଛି ଆତଙ୍କ: ଆଇସିୟୁରେ ଭର୍ତ୍ତି ହେଲେ କିଛି ଅତିଥି..
ହିନ୍ଦୋଳ : ବାଇକ ଦୁର୍ଘଟଣାରେ ଚାଲିଗଲା ଫରେଷ୍ଟରଙ୍କ ଜୀବନ..
ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍..
କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା ..
ଭିଡ଼ିଓ କନଫରେନ୍ସିଂରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ପାଟଣାରେ ପାଇଖାନା ଛାତ ଖସି ୨ ଜଣ ଛାତ୍ର ଗୁରୁତର..
ଫେବୃଆରୀ ୨୦(ମଙ୍ଗଳବାର ଠାରୁ) ମାଟ୍ରିକ ପରୀକ୍ଷା ଆରମ୍ଭ..
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ..
କପି ଜଗିବ ଏ.ଆଇ କ୍ୟାମେରା..
୨୪ ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ୟ୍ୟାୟ ଟିକେଟ ଘୋଷଣା କରିପାରେ କଂଗ୍ରେସ ..
ଏନେଇ ସୋମବାର ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି..
ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣା: ୫ ଅଭିଯୁକ୍ତ ଗିରଫ..
ଶନିବାର ଦିନ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଠାବ ହୋଇଥିଲା..
ଜଳେଶ୍ବରରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ..



