ଖଣ୍ଡଗିରି ଉଦୟଗିରି ମହୋତ୍ସବ ଆରମ୍ଭ ..
୬ପେଣ୍ଡାଲରେ ୧୨ ଅପେରା ନାଚିବେ..
ନୂଆଦିଲ୍ଲୀରେ ଆଜିଠାରୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ..
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଚୂଡାନ୍ତ ରଣନୀତି..
ସାଧାରଣ ନିର୍ବାଚନ ଲାଗି କେତେ ପ୍ରସ୍ତୁତ ଓଡିଶା ..
ଭୁବନେଶ୍ବରରେ ସିଇସି ରାଜୀବ କୁମାରଙ୍କ ୭ ଜଣିଆ ଟିମର ସମୀକ୍ଷା ଜାରି..
ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ , ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ସହ କରିବେ ଆଲୋଚନା..
ଶନିବାରଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା: ଚଳିତବର୍ଷ କଳାରେ ୨ ଲକ୍ଷ ୩୭ ହଜାର , ବାଣିଜ୍ୟରେ ୨୬ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା..
ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ: ଉତକ୍ଷେପଣ ହେବ ଇନସାଟ୍-3DS ସାଟେଲାଇଟ୍..
ରୁଷ୍ରେ ଆଲୋଡ଼ନ: ଜେଲ୍ରେ ବିରୋଧୀ ଦଳ ନେତା ନାଭାଲ୍ନିଙ୍କ ସନ୍ଦେହଜନକ ମୃତ୍ୟୁ..
ପାଟଣାଗଡ: ଗୋଟିଏ ପରିବାରର ୫ ମୃତ..
ବେଲପଡା କାନୁଟିରେ ପୋଡି ହୋଇ ୪ଜଣଙ୍କ ମୃତ୍ୟୁ..
ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୯ବର୍ଷ ପୁଅର ଆତ୍ମହତ୍ୟା..
ଆଲେକ୍ସି ନାଭାଲ୍ନିଙ୍କ ମୃତ୍ୟୁ ଲାଗି ପୁଟିନ୍ ଦାୟୀ: ଜୋ ବାଇଡେନ୍..
ସମ୍ବଳପୁରରେ ପିକଅପ୍ ଭ୍ୟାନ୍ ଓଲଟି ୫ ଆହତ..
ବୌଦ୍ଧ କଣ୍ଟାମାଳ ରେଞ୍ଜ ଖୁଣ୍ଟିଗୋରା ଛକରୁ କେନ୍ଦୁ କାଠ ଜବତ, ଦୁଇ ଗିରଫ..
ଏମକେସିଜି ମେଡିକାଲ କଲେଜରେ ଛାତ୍ର ରାଗିଂ ଘଟଣା: ୪ ସିନିୟର୍ ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍..



