www.samajalive.in
Saturday, December 6, 2025
14.1 C
Bhubaneswar

ରେଳ ଲାଇନ୍‌‌ରେ ପଡିଛି ୨ଶିଶୁ,ଜଣେ ମହିଳା, ପୁରୁଷଙ୍କ ମୃତଦେହ ; ହତ୍ୟା ସନ୍ଦେହ

କୋଇଡା : ଓଡିଶା-ଝାଡଖଣ୍ଡ ସୀମାନ୍ତ ରେଳ ଲାଇନରେ ଶନିବାର ଠାବ ହୋଇଛି ୪ ମୃତଦେହ। ବିମଳାଗଡ-କିରିବୁରୁ ରେଳ ଟ୍ରାକ୍‌‌ ପାଖରେ ୪ ମୃତଦେହ ଠାବ ହୋଇଛି। ୨ଟି ମୃତଦେହ ଅଖା ଭିତରେ,ଆଉ ୨ଟି ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଟ୍ରାକ୍‌‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ତେବେ ଏମାନଙ୍କୁ ବୀଭତ୍ସ ହତ୍ୟା କରି ଟ୍ରାକ୍‌‌ରେ ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories