ବଦାପାଜୁରେ ବିଏସଏଫ କ୍ୟାମ୍ପ ଉଦଘାଟିତ

ଫୁଲବାଣୀ : ମାଓ ଅଧ୍ୟୁଷିତ ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର ବଦାପାଜୁ ଠାରେ ସୀମା ସୁରକ୍ଷା ବଳ ତରଫରୁ ଏକ ନୂତନ କ୍ୟାମ୍ପ ସ୍ଥାପନ କରାଯାଇଛି। ଏ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଏସଏଫ ୯୯…
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ

ପାଟଣା : ପାଟଣା ପ୍ରତି ଅବହେଳା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାରଙ୍କୁ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି…
Read More...

ସୁବ୍ୟବସ୍ଥିତ ହୋଇ ପାରୁନାହିଁ ସାହାରପଡା ବ୍ଲକ ପରିସର 

ପାଟଣା : ସାହାରପଡା ବ୍ଲକ ପରିସର ଦୀର୍ଘ ବର୍ଷ ହେବ ସୁବ୍ୟବସ୍ଥିତ ହୋଇ ପାରୁନାହିଁ । ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା ଏକ ପୋଖରୀ ସଦୃଶ୍ୟ ଖାଲକୁ ପୋତି ସମତୁଲ କରିବା ପାଇଁ ଦୀର୍ଘ ୨୦ ବର୍ଷ ହେଲା କୌଣସି ବିଡିଓ ଆଗ୍ରହ…
Read More...

ଜାଣନ୍ତୁ ବୁଲେଟପ୍ରୁଫ୍‌‌ କଫି ପିଇଲେ ମିଳେ କି କି ଲାଭ..

ଓଜନ ବୃଦ୍ଧି ହେବା ଦ୍ୱାରା ଅନେକ ରୋଗ ହେବାର ସମ୍ଭାବନା ଥାଏ। କୋଲେଷ୍ଟେରୋଲ୍‌‌ ଠାରୁ ଆରମ୍ଭ କରି ମଧୁମେହ ଭଳି ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ। ଆପଣଙ୍କ ଓଜନ ଅଧିକ ଥିଲେ,ହ୍ରାସ ପାଇଁ ଇଚ୍ଛୁକ ଥିଲେ, ଏକ ପାନୀୟ ବେଶ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ବାଙ୍ଗାଲୋରର ଏକ କାଫେରେ ବିସ୍ଫୋରଣ, ୫ ଗୁରୁତର .. ବିଶ୍ୱରେ ମହିଳା ସଶକ୍ତୀକରଣ ପାଇଁ ଭାରତ ଆଦର୍ଶ ପାଲଟିଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ .. ଗଞ୍ଜାମ ଜିଲ୍ଲା ଭଞ୍ଜବିହାରଠାରେ ବ୍ରହ୍ମପୁର…
Read More...

ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା ; ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଲେ

ଛତ୍ରପୁର : ଦୀର୍ଘଦିନ ପରେ ଛତ୍ରପୁର ବାସୀଙ୍କ ଦାବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଥିଲେ । ଯାହା ଛତ୍ରପୁର ବାସୀଙ୍କ ନିମନ୍ତେ ଉପହାର ଭେଟି ସଦୃଶ୍ୟ ମିଳିଛି । ଫେବୃଆରୀ ୨୪ତାରିଖ ଦିନ୧୯୫୫ ମସିହାରେ ଗଠନ…
Read More...

ଇସ୍ରାଏଲ ସେନାର ଗୁଳିମାଡରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଇସ୍ରାଏଲ ସେନାର ଗୁଳିମାଡରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ମାନବୀୟ ସହାୟତା ପାଇଁ ଅପେକ୍ଷା ବେଳେ ଆଇଡିଏଫର ଗୁଳିମାଡ ହୋଇଛି। ଉତ୍ତର ଗାଜାରେ ଖାଦ୍ୟ ପାଇଁ ଅପେକ୍ଷା ବେଳେ ଆଖିବୁଜା…
Read More...

ମହାଶିବରାତ୍ରୀ : ଏବର୍ଷ ପଡୁଛି ଏହି ସବୁ ଯୋଗ,ଜାଣନ୍ତୁ ଏହାର ମହତ୍ତ୍ୱ ଓ ଫଳ..

ମହାଶିବରାତ୍ରୀ ପର୍ବ ଭକ୍ତଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ପୂଜାର୍ଚ୍ଚନା ଦ୍ୱାରା ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ଭଗବାନ ଭୋଳା ଶଙ୍କର ଧରାପୃଷ୍ଠରେ ଥିବା ସମସ୍ତ…
Read More...

ଠିଆ ହୋଇ ଶିବଲିଙ୍ଗରେ ଜଳ ଅର୍ପଣ କରୁଛନ୍ତି କି?

ଭଗବାନ ଶଙ୍କରଙ୍କ ଉପାସନାର ମହାପର୍ବ ‘ମହାଶିବରାତ୍ରୀ’। ଶିବ ଭକ୍ତଙ୍କ ପାଇଁ ଏହି ଦିନର ବେଶ ମହତ୍ତ୍ୱ ରହିଛି। ପୁରାଣ ଅନୁଯାୟୀ ଏହି ଦିନ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ରୁଦ୍ରାଭିଷେକ କରି ମଧ୍ୟ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବାଂଲାଦେଶର ଏକ ବ୍ୟାସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ.. ଅଗ୍ନିକାଣ୍ଡରେ ୪୪ଜଣଙ୍କ ମୃତ୍ୟୁ, ୨୦ ଗୁରୁତର.. ଢାକାର ବେଲି ରୋଡ ସ୍ଥିତ ସାତମହଲା କୋଠାରେ ଅଗ୍ନିକାଣ୍ଡ.. କରଞ୍ଜିଆ: ୧୨ ଘଣ୍ଟିଆ…
Read More...

ବିଶ୍ୱ ଦହିବରା ଦିବସ ; କଟକ ପ୍ରସିଦ୍ଧ ଦହିବରାର ମଜା ନେଉଛନ୍ତି ଲୋକେ

କଟକ : ମାର୍ଚ୍ଚ ୧ ହେଉଛି ବିଶ୍ୱ ଦହିବରା ଦିବସ। ଦହିବରା ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ପ୍ରସିଦ୍ଧ। କଟକର ପ୍ରସିଦ୍ଧ ଦହିବରା ଖାଇବା ପାଇଁ ଖାଲି କଟକ ନୁହେଁ ବରଂ ଜିଲା ଓ ରାଜ୍ୟ ବାହାରୁ ମଧ୍ୟ ଲୋକେ ଆସି ଏହାର…
Read More...

ସୁରକ୍ଷା ଖୋଜୁଛି ସୁରକ୍ଷା କବଚ

ରେଙ୍ଗାଲିକ୍ୟାମ୍ପ : ସମୟର ପରିବର୍ତ୍ତନ ସହ ବଢ଼ୁଛି ଲୋକଙ୍କର ବ୍ୟାଙ୍କ୍ କାରବାର । କିନ୍ତୁ ଅନ୍ୟ ବ୍ୟାଙ୍କ ମାନଙ୍କ ଠାରୁ ଷ୍ଟେଟ ବ୍ୟାଙ୍କ ଉପରେ ଲୋକଙ୍କର କିଛି ଅଧିକ ଆସ୍ଥା ଓ ବିଶ୍ୱାସ ରହିଛି । ଫଳତଃ ବହୁତ ଗୁଡାଏ…
Read More...

ଗଛ କଟାକୁ କେନ୍ଦ୍ର କରି ମାରପିଟ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବନାଞ୍ଚଳ ଅଧୀନରେ ଥିବା ଯୋକା ବିଟ ଅନ୍ତର୍ଗତ ପାକଟିଆ ଜଙ୍ଗଲରେ ଗଛ କଟାକୁ କେନ୍ଦ୍ର କରି ମାରପିଟ ଲାଗିଥିଲେ ଫରେଷ୍ଟ ଗାର୍ଡ ଓ ସ୍ଥାନୀୟ ଗ୍ରାମବାସୀ । ଫଳରେ ଅଭାବନୀୟ…
Read More...

ସମ୍ବଲପୁର ପୁଲିସର ହାତରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ; ସୁନା ଦୋକାନ ଓ ପେଟ୍ରୋଲ ପମ୍ପକୁ କରୁଥିଲେ ଟାର୍ଗେଟ

ସମ୍ବଲପୁର : ସମ୍ବଲପୁର ପୁଲିସର ହାତରେ ଧରାପଡିଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଗତ ୧୨ ତାରିଖରେ ସ୍ପଷ୍ଟ ଦିବାଲୋକରେ ଅପରାହ୍ନ ପ୍ରାୟ ୨ଟା ୩୦ରେ ସମ୍ବଲପୁରର ଗୋବିନ୍ଦତୋଲା ସ୍ଥିତ ନ୍ୟୁ ପାୟଲ ସୁନା ଦୋକାନକୁ ଗ୍ରାହକ…
Read More...

କାର୍ଯ୍ୟ କରି ବିଲ ନପାଇବାରୁ ମହିଳାଙ୍କର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଠାକୁରମୁଣ୍ଡା: କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପା୍ଝର ପଞ୍ଚାୟତ ଚମ୍ପା୍ଝର ଠାରେ ସ୍ଥାନୀୟ ଅଧିବାସୀ ଏବଂ ଏସଏଚଜି ମହିଳା ମାନଙ୍କ ଉଦ୍ୟମରେ ବ୍ଲକ ସହାୟତାରେ ଏକ ଶିବ ମନ୍ଦିର ନିର୍ମାଣ…
Read More...

ଦୁର୍ଗମ ଅଞ୍ଚଳରେ ଆମ ବ୍ୟାଙ୍କ ସେବା ଆରମ୍ଭ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ସେବା ପାଇଁ ଅନେକ ଅବ୍ୟବସ୍ଥା ଦେଖାଦେଇଥିଲା। ଅନେକ ଦୁର୍ଗମ ଅଞ୍ଚଳବାସୀ ଭତ୍ତା ପାଇବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଅନେକ ହଇରାଣ ହରକତ ହେଉଥିଲେ ଘଣ୍ଟା…
Read More...

ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଧାମରା :  ଧାମରା ନିକଟସ୍ଥ କଇଥଖୋଲା ଠାରେ କେକେ ସ୍ପୋର୍ଟିଂ କ୍ଲବ ତରଫରୁ ୭ଦିନ ଧରି ଚାଲିଥିବା ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହାର ଉଦଯାପିତ ଉତ୍ସବରେ ବାସୁଦେବପୁର ଉତ୍କଳିକା ଟିମ ଟସ…
Read More...

ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ନପାଇ ଫେରିଲେ ଛାତ୍ରଛାତ୍ରୀ

ଧାମରା : ଧାମରା ନିକଟସ୍ଥ କରଞ୍ଜମାଳ ଠାରେ ଥିବା ଧାମକୁଟା ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ନ ପାଇ ଫେରିଲେ ଛାତ୍ରଛାତ୍ରୀ। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବିଦ୍ୟାଳୟରେ ସମୁଦାୟ ୨୪ଜଣ ଛାତ୍ରଛାତ୍ରୀ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ.. ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ କମିଟି ଗଠନ.. ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‍ ଅରିଜିତ ପଶାୟତ କମିଟି…
Read More...

କାର୍‌‌ରେ ଆସି ପେଟ୍ରୋଲ ପମ୍ପରୁ ଲୁଟିଲେ

ପାନିପତ୍‌‌ : ପାନିପତ୍‌‌ରେ ସମାଲଖାରେ ଜିଟି ରୋଡ ସ୍ଥିତ କାରଗିଲ ଶହୀଦ ରିୟାସତ ଫିଲିଙ୍ଗ ଷ୍ଟେସନରେ ବନ୍ଧୁକ ମୁନରେ ବଡ ଧରଣର ଲୁଟ୍‌‌ ହୋଇଛି। କାର୍‌‌ରେ ଦୁର୍ବୃତ୍ତମାନେ ଆସି ପେଟ୍ରୋଲ ପମ୍ପରେ ପହଞ୍ଚି ଥିଲେ। ବନ୍ଧୁକ…
Read More...

ବଦହଜମି, ଏସିଡିଟି, କୋଷ୍ଠକାଠିନ୍ୟର ଗୋଟିଏ ଔଷଧ ; ତେଜପତ୍ର

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହେବା ଏକ ସାଧାରଣ କଥାରେ ପରିଣତ ହୋଇଛି। ଶରୀରକୁ ସୁସ୍ଥ ରଖିବା ପାଇଁ ରୋଷେଇ ଘରେ ଥିବା କେତେକ ଜିନିଷ ବେଶ…
Read More...

ବନ୍ଦ ଦୋକାନରୁ ମିଳିଲା ବିଜେପି ମହିଳା କର୍ମୀଙ୍କ ମୃତଦେହ ; ଗଳା ଚିପି କରାଯାଇଛି ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ନରେଲାରେ ବିଜେପି ମହିଳା କର୍ମୀଙ୍କ ମୃତଦେହ ଜବତ ହୋଇଛି। ଏହି ମୃତ ଯୁବତୀ ଗତ ୪ ଦିନ ହେବ ନିଖୋଜ ଥିଲେ। ସେ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ମିଳିଥିବା…
Read More...

ରତ୍ନ ଭଣ୍ଡାର ମୂଲ୍ୟବାନ୍ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ୍ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ କମିଟି ଗଠନ କରିଛନ୍ତି। ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର…
Read More...

ଏହି ୫ଟି ରାଶିରେ ରହିବ ଶନିଙ୍କ ପ୍ରଭାବ : ଆପଣାନ୍ତୁ ଏହି ଉପାୟ..

ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ। ଶନିଦେବତା କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି। ୨୦୨୩ରେ ଶନି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ମାର୍ଚ୍ଚ ଠାରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ଶନି କୁମ୍ଭ ରାଶିରେ ଗୋଚର…
Read More...

ମହାଶିବରାତ୍ରୀରେ ଆଣନ୍ତୁ ଏହି ୪ଟି ଗଛ ; ସୁଖସମୃଦ୍ଧି ସହ ହେବ ଧନବର୍ଷା..

ଚଳିତ ବର୍ଷ ମାର୍ଚ୍ଚ ୮ରେ ମହାଶିବରାତ୍ରୀ ପବିତ୍ର ପର୍ବ ପାଳନ କରାଯିବ। ପ୍ରତିବର୍ଷ ଏହା ବେଶ ଧୂମଧାମରେ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ଭଗବାନ ଶିବ ଓ ମା’ପାର୍ବତୀଙ୍କ ବିବାହ ହୋଇଥିଲା। ତେଣୁ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ.. ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ.. ନୂତନ ଶ୍ରୀମନ୍ଦିର ପ୍ରଶାସନ ଅଫିସ ନିର୍ମାଣ ନେଇ ହେବ…
Read More...

କେନ୍ଦୁଝରରେ ମହାମହିମ ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

କେନ୍ଦୁଝରଗଡ : ଗୁରୁବାର ସକାଳ ୧୦ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳୁ ରାଇରଙ୍ଗପୁରରୁ ତିନୋଟି ହେଲିକପ୍ଟର ଯୋଗେ ରାଇସୁଆଁ ହେଲିପ୍ୟାଡରେ ପହଞ୍ଚି ଥିଲେ ମହାମହିମ। ସେଠାରୁ କାରକେଡ…
Read More...

ଘରକୁ ଆସୁଛି ନୂଆ ଅତିଥି ;ପ୍ରଂଶସକଙ୍କୁ ଖୁସି ଖବର ଦେଲେ ଦୀପବୀର

ମୁମ୍ବଇ : ବଲିଉଡ୍‌‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂହ ଖୁବ୍‌‌ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଦମ୍ପତି ନିଜ ପ୍ରଂଶସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେପ୍ଟେମ୍ବର…
Read More...

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଅଟ୍ଟାଳିକାର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନୂତନ ୩ ମହଲା ବିଶିଷ୍ଟ…
Read More...

କଖଡି-ବାଉଁଶଦଣ୍ଡା ରାସ୍ତା ହେବ ୨ ଥାକିଆ

ଗୁରୁଡିଝାଟିଆ : କଖଡି ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରୁ ବ୍ରହ୍ମପୁର, ଅନନ୍ତପୁର ଦେଇ ବାଉଁଶଦଣ୍ଡା ଛକରେ ସଂଯୋଗ ହୋଇଥିବା ରାସ୍ତା ହେବ ୨ ଥାକିଆ। ଏହି ୬ କିମି ରାସ୍ତା ପାଇଁ ବ୍ୟୟ ଅଟ୍ଟକଳ ରହିଛି ୧୦କୋଟି ୫୨ ଲକ୍ଷ ୨୮…
Read More...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ; ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ

ନବରଙ୍ଗପୁର : ମିଶନ ଶକ୍ତି ସଭାଗୃହରେ ନବରଙ୍ଗପୁର ଜିଲାପାଳ ଡ଼ଃ .କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ…
Read More...

ଗଳାପୋଲ ପାଇଁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ଗୁରୁଡିଝାଟିଆ : ୫୫ ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ବଜାର ଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗଳାପୋଲ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଅଛି। ବାରମ୍ବାର ଲିଖିତ ଅଭିଯୋଗ ଓ ଆନ୍ଦୋଳନ ପରେ ମଧ୍ୟ କର୍ତ୍ତୃପକ୍ଷ ଗଳାପୋଲ…
Read More...

ଗଭୀର ଖାଇକୁ ଖସିଲା କାର୍‌‌ ; ୬ ମୃତ

ଡେରାଡୁନ୍‌‌ : ସୀମାବର୍ତ୍ତି ତ୍ୟୁଣୀ ପାଣ୍ଡ୍ରୁ ଅଞ୍ଚଳରେ ବୁଧବାର ଏକ କାର୍‌‌ ଜେପିଆରଆର ରାଜପଥରେ ଅଟାଲ ନିକଟରେ ଅନିୟନ୍ତ୍ରିତ ହୋଇ ପ୍ରାୟ ୮୦୦ ମିଟର ଗଭୀର ଖାଇକୁ ଖସି ପଡିଛି। ଦୁର୍ଘଟଣାଗ୍ରସ୍ତ କାର୍‌‌ରେ ଥିବା ୭…
Read More...

ଲେମ୍ବୁ ରସ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ – ୫୦୦ ଗ୍ରାମ (ବୋନଲେସ ଚିକେନ) କ୍ରିମ – ୧ କପରୁ ସାମାନ୍ୟ କମ ତେଲ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଅଦାରସୁଣ ବଟା – ୧ ଚାମଚ ଗରମ ମସଲା – ୧ ଚାମଚ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ବଦଳିଲେ ସିଏମସି କମିଶନର.. ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାପାଳଙ୍କୁ ବଦଳି କରାଯାଇଛି.. ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ…
Read More...

ବୁଧଙ୍କ ସ୍ଥିତି ଦୁର୍ବଳ ହେଲେ ଜୀବନରେ ଲାଗି ରହେ ସମସ୍ୟା : ଏମିତି ମିଳିବ ଶୁଭଫଳ..

ସନାତନ ଧର୍ମରେ ଭଗବାନ ଗଣେଶଙ୍କୁ ପ୍ରଥମ ପୂଜ୍ୟ ବୋଲି ମାନ୍ୟତା ରହିଛି। ସପ୍ତାହର ବୁଧବାର ଦିନ ପ୍ରଭୁ ଗଣେଶଙ୍କୁ ସମର୍ପିତ। ଏହି ଦିନ ଗଣେଶଙ୍କ ପୂଜା ଓ ବୁଧ ଗ୍ରହ ସହ ଜଡିତ କିଛି ଉପାୟ କରିବା ଦ୍ୱାରା ଜୀବନରେ ଶୁଭଫଳ…
Read More...

ଏହି ଭିଟାମିନ୍‌‌ ଅଭାବରେ କମ୍‌‌ ବୟସରେ ଧଳା ହୋଇଯାଏ କେଶ: ଖାଆନ୍ତୁ ଏସବୁ ଜିନିଷ

ବୟସ ଅଧିକ ହେବା ସାଙ୍ଗକୁ କେଶ ଧଳା ହେବା ସାଧାରଣ କଥା। ମାତ୍ର କମ୍‌‌ ବୟସରେ କେଶ ଧଳା ହେବା ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନେକ ସମୟରେ ଏହାର କାରଣ କିଛି ବିଶେଷ ଭିଟାମିନ୍‌‌ର ଅଭାବରୁ ହୋଇଥାଏ। କେଶକୁ…
Read More...

ମାର୍ଚ୍ଚର ପ୍ରଥମ ସପ୍ତାହରେ ଲାଗୁ ହୋଇ ପାରେ ସିଏଏ ନିୟମ

ନୂଆଦିଲ୍ଲୀ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ମାର୍ଚ୍ଚର ପ୍ରଥମ ସପ୍ତାହରେ ଲାଗୁ ହେବ। ସରକାରଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ଆସନ୍ତା ମାସର ପ୍ରଥମ ସପ୍ତାହରେ ସିଏଏର ନିୟମ ଲାଗୁ କରାଯାଇପାରିବ। ସୂତ୍ର…
Read More...

ୟୁକ୍ରେନକୁ ସେନା ପଠାଇବାକୁ ଇଙ୍ଗିତ କଲା ଫ୍ରାନ୍ସ ; ରାଗିଗଲା ରୁଷ ,ଯୁଦ୍ଧ ପାଇଁ ଦେଲା ଧମକ..

ମସ୍କୋ : ରୁଷ ମଙ୍ଗଳବାର ନାଟୋ ଦେଶ ଗୁଡିକୁ ଚେତାବନୀ ଦେଇଛି। କ୍ରେମଲିନ୍‌‌ କହିଛନ୍ତି, ନାଟୋର ୟୁରୋପୀୟ ସଦସ୍ୟ ୟୁକ୍ରେନରେ ଯୁଦ୍ଧ ପାଇଁ ସେନା ପଠାଇଲେ, ଆମେରିକାର ନେତୃତାଧୀନ୍ୱ ସୈନ୍ୟ ସଙ୍ଗଠନ ମଧ୍ୟରେ ବିବାଦକୁ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ପ୍ରଥମେ ମୟୁରଭଞ୍ଜ ଜିଲ୍ଲା ଏବଂ ପରେ କେନ୍ଦୁଝର, ଭୁବନେଶ୍ବରରେ ଆଦି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ .. ସୁରକ୍ଷା ବ୍ୟବସ୍ଥା କଡାକଡି..…
Read More...

ବାସି ରୁଟି ଚମକାଇବ ଭାଗ୍ୟ, ଏମିତି ଶାନ୍ତ ହେବେ ଶନି,ରାହୁ, କେତୁ ,ମିଳିବ ଧନସମ୍ପତ୍ତି..

ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ନିୟମିତ ଏହାର ସେବନ କଲେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ଓଜନ ହ୍ରାସ ହୋଇଥାଏ। କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ବାସି ରୁଟିର କିଛି ସରଳ ଉପାୟ ଆପଣାଇବା…
Read More...

ଦେଓଗାଁ ବ୍ଳକ ସ୍ତରୀୟ ସୁଧ ବଣ୍ଟନ କାର୍ଯ୍ୟକ୍ରମ ଉଦଯାପିତ

ଦେଓଗାଁ: ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ସୁଧ ପଇଠ କରିଥିବା ମହିଳା ସ୍ବୟଂ ସହାୟକ ଦଳକୁ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦେଓଗାଁ ଓଡ଼ିଶା ଜୀବନ ଜିବିକା ମିଶନର ପ୍ରକଳ୍ପ…
Read More...

ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଓଟିଏମ୍ କଲୋନୀ ଓ ବସ୍ତି ସଂଗଠନ

ଚୌଦ୍ୱାର : ଓଟିଏମ୍ ସ୍ଥାନରେ ନୂତନ ଶିଳ୍ପ ପ୍ରତିଷ୍ଠା ହେଉଥିବାରୁ ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ପରିବାରଙ୍କୁ ଥଇଥାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ପାଇଁ ଓଟିଏମ୍ କଲେନୀ ଓ ବସ୍ତି ବାସିନ୍ଦା ଥଇଥାନ ସଂଗଠନ…
Read More...

ଗଞ୍ଜେଇ ଜବତ ; ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ବାଉଁଶୁଣୀ : ବାଉଁଶୁଣୀ ଥାନା ଝାରମୁଣ୍ଡା ହାଟପଦା ନିକଟରୁ ୧୪ କେଜି ଗଞ୍ଜେଇ ଜବତ ମାମଲାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାଉଁଶୁଣୀ ପୁଲିସ। ମିଳିଥିବା ସୁଚନା ଅନୁଯାୟୀ ଝାରମୁଣ୍ଡା ହାଟପଦା ନିକଟରେ ଚଢାଉ କରି…
Read More...

ଠାକୁରମୁଣ୍ଡାରେ ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ନିମନ୍ତେ ଦାବିପତ୍ର ପ୍ରଦାନ 

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକର ଠାକୁରମୁଣ୍ଡା ବଜାର ଠାରେ ସ୍ଥାୟୀ ବସଷ୍ଟାଣ୍ଡ ଓ ଶୌଚାଳୟ ନର୍ମାଣ କରାଯିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ବାରମ୍ବାର ଦାବି…
Read More...

ଶାଗରେ ଏମିତି ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି କି?

ଆବଶ୍ୟକ ସାମଗ୍ରୀ ମେଥି ଶାଗ – ଆବଶ୍ୟକ ପରିମାଣରେ ତେଲ – ୪ ଚାମଚ ପିଆଜ – ଗୋଟିଏ (କଟା ହୋଇଥିବା ) କଞ୍ଚା ଲଙ୍କା – ୨ଟି ଅଦା-ରସୁଣ ବଟା – ୩ ଚାମଚ କାଜୁ – ଅଳ୍ପ ଜିରା – ସାମାନ୍ୟ କ୍ରିମ – ଆବଶ୍ୟକ…
Read More...

ବିବାହ ହେଉଛି ନିକଟତର, ଏବେ ପ୍ରି ୱେଡିଙ୍ଗ୍‌‌ ,ଯୋଗ ଦେବେ ବିଶିଷ୍ଟ ତାରକା

ମୁମ୍ବଇ : ଏସିଆର ସବୁଠାରୁ ଅଧିକ ଧନୀ ତଥା ବିଶିଷ୍ଟ ଉଦ୍ୟୋଗପତୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହର ସମୟ ନିକଟତର ହେଉଛି। ଏହା ପୂର୍ବରୁ ବିବାହର ପୂର୍ବ ପ୍ରସ୍ତୁତି ସହ ପ୍ରି ୱେଡିଙ୍ଗ୍‌‌ର…
Read More...

ବଦଳିଲେ ହରଭଙ୍ଗା ବିଡିଓ

ହରଭଙ୍ଗା : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମଙ୍ଗଳବାର ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶ ପାଇଥିବା ୩୫ ଜଣ ଓଏଏସ ଅଫିସର ବଦଳି ତାଲିକାରେ ୩୧ଜଣ ବିଡିଓଙ୍କୁ ବିଭିନ୍ନ ବ୍ଲକକୁ ବଦଳି…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

୫ବର୍ଷରେ ୫ହଜାର ମିଶନ ଶକ୍ତି ବଜାର: ବିନା ସୁଧରେ ମିଳିବ ୧୦ଲକ୍ଷ ଋଣ - ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ଅଭିଯୋଗ.. ତେଜସ୍ୱୀ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ, ୧୦…
Read More...

ଏହି ୫ଟି ଉପାୟରେ ସେବନ କଲେ ତୁଳସୀ ପତ୍ର : ମିଳିବ ଅନେକ ଲାଭ..

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କ ଖୁବ୍‌‌ ମହତ୍ତ୍ୱ ରହିଛି। ଏହି ବୃକ୍ଷ ପୂଜନୀୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଆୟୁର୍ବେଦରେ ଜଡି-ବୁଟୀ ଭାବେ ଏହାର ବ୍ୟବହାର କରାଯାଏ। ତୁଳସୀ ପତ୍ରରେ ୧୦୦ରୁ ଅଧିକ…
Read More...

ବଜାରକୁ ଆସୁଛି ସାମ୍‌‌ସଙ୍ଗ ଗ୍ୟାଲେକ୍ସିର ଏହି ମଡେଲ୍‌‌ ; ଜବରଦସ୍ତ ସ୍ପୀଡ୍‌‌ ସହ ଆଣୁଛି ଏସବୁ ଫିଚର୍‌‌..

ନୂଆଦିଲ୍ଲୀ : ସାରା ଦୁନିଆରେ ବର୍ତ୍ତମାନ ସମୟରେ ବଜାରରେ ଉନ୍ନତ ମାନର ପ୍ରୋସେସର ଓ ଜବରଦସ୍ତ ସ୍ପୀଡ୍‌‌ ଥିବା ସ୍ମାର୍ଟ ଫୋନ୍‌‌ର ଅଧିକ ଚାହିଦା ରହିଛି। ସମସ୍ତ କମ୍ପାନୀ ନିଜର ସ୍ମାର୍ଟଫୋନ୍‌‌ରେ ଗ୍ରାହକଙ୍କ ଏହି…
Read More...

ଛତିଶଗଡରେ ଏନ୍‌‌କାଉଣ୍ଟର ; ୪ ମାଓବାଦୀ ନିହତ

ଛତିଶଗଡ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମଙ୍ଗଳବାର ଏକ ବଡ ସଫଳାତା ମିଳିଛି। ବିଜାପୁରରେ ଏନ୍‌‌କାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଛନ୍ତି। ମିର୍ତୁର ଥାନାଠାରୁ ୧୪ କିମି ଦୂର ପୋମରା ଜଙ୍ଗଲରେ ଜଙ୍ଗଲରେ ଏହି ଏନକାଉଣ୍ଟର…
Read More...

ଏହି କାରଣରୁ ମହିଳାଙ୍କର ହୋଇଥାଏ ହୃଦଘାତ! ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ଅନିଦ୍ରା କିମ୍ବା ଯଥେଷ୍ଟ ପରିମାଣରେ ନ ଶୋଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ସହ ଅନେକ ରୋଗର ଏହାର କାରଣ। ଏହା ସଭିଁଙ୍କୁ ଜଣା। ଏକ ଅଧ୍ୟୟନ ଅନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନିଦ୍ରାକୁ ନେଇ ସାମ୍ନାକୁ ଆସିଛି।…
Read More...

+୨ ଫିଜିକ୍ସ ତ୍ରୁଟି ; ପିଲା ପାଇବେ ଗ୍ରେସମାର୍କ..

ଭୁବନେଶ୍ୱର : +୨ ଫିଜିକ୍ସ ପରୀକ୍ଷାକୁ ନେଇ ତ୍ରୁଟି ମାନିଲା ସିଏଚଏସଇ। ସିଏଚଏସଇ ଯୁକ୍ତ ଫିଜିକ୍ସ ପରୀକ୍ଷା ତ୍ରୁଟି ମାନିଲେ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ନିୟନ୍ତ୍ରକ ଅଶୋକ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମଙ୍ଗଳବାର ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ.. ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶରେ ୧୫ଟି ଆସନରେ ଥିବା ୧୮ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ.. ମଙ୍ଗଳବାର ଦିଲ୍ଲୀରେ ବସିବ ସ୍କ୍ରିନିଂ କମିଟି…
Read More...

ପୂଜା ଘରେ ଏହି ଭୁଲ୍‌‌ କରୁଥିଲେ ସାବଧାନ..

ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଘରେ ପୂଜା କରିବା ସମୟରେ ନିଶ୍ଚୟ ଧ୍ୟାନ ଦେବା ଉଚିତ୍‌‌ ଯେ ଦେବାଦେବୀଙ୍କ କେଉଁ ସ୍ୱରୂପକୁ ପୂଜା କରୁଛନ୍ତି। ଏହା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ। ସନାତନ…
Read More...

ଲକ୍ଷାଧିକ ଟଙ୍କାର ଧଳାଜହର ଜବତ

ବିଞ୍ଝାରପୁର :  ବିଞ୍ଝାରପୁର ଥାନା ଅଞ୍ଚଳରେ ଧଳାଜହର କାରବାର ଚାଲିଥିବା ନେଇ କିଛି ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଞ୍ଝାରପୁର ଥାନା ପୁଲିସ ଜଣେ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
Read More...

ଯୌତୁକ ପାଇଁ ଗର୍ଭବତୀ ନବବଧୂକୁ ହତ୍ୟା ଅଭିଯୋଗ

ବିଞ୍ଝାରପୁର : ଯୌତୁକ ପାଇଁ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମର…
Read More...

ଚୁନରୁ ତିଆରି ହେଉଛି ପନୀର! ଜାଣିଲେ ମୁଣ୍ଡ ବୁଲାଇବ..

ଆମିଷ ପ୍ରେମୀ ହୁଅନ୍ତୁ କିମ୍ବା ସାଧା ଭୋଜନ ପସନ୍ଦ କରୁଥିବା ବ୍ୟକ୍ତି,ସଭିଁଙ୍କୁ ପନୀର ଖୁବ୍‌‌ ପସନ୍ଦ। ପନୀର ଖାଇବାକୁ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ। ତେବେ ସୋସିଆଲ ମିଡିଆରେ କିଛି ଦିନ ହେବ…
Read More...

ଭେଟେରାନ୍‌‌ ବଲିଉଡ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍‌‌ ବଲିଉଡ କଣ୍ଠଶିଳ୍ପୀ ପଙ୍କଜ ଉଧାସ। ଦୀର୍ଘ ଦିନର ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଆଖି ବୁଜିଛନ୍ତି। ୭୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୁପକ୍ଷ, କହିଲେ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ.. ଗଞ୍ଜାମରେ ଅଘଟଣ: ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ.. ୨୮ରେ ଓଡ଼ିଶା ଆସିବେ…
Read More...

କପେ ଚା’ର ଦାମ୍‌‌ରେ କିଣନ୍ତୁ ୪ ଲିଟର ପେଟ୍ରୋଲ୍‌‌; ଜାଣନ୍ତୁ କେଉଁଠି..

ଭାରତ ଦେଶରେ ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ଏହା ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାଏ। ଚା’ର ଦାମ୍‌‌ କମ୍‌‌ ଥିବା ବେଳେ ପେଟ୍ରୋଲ ଦାମ୍‌‌ରେ ଲୋକଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ଯଦି…
Read More...

କେତେ ଥର ପିଉଛନ୍ତି ବ୍ଲାକ କଫି ?

ବହୁ ଲୋକଙ୍କୁ ବାରମ୍ବାର ବ୍ଲାକ କଫି, କଫି, ଚା’ପିଇବାକୁ ପସନ୍ଦ ଓ ଅଭ୍ୟାସ। ଏହାସହ କାମ କରିବା ସମୟରେ ଅନେକ ଲୋକଙ୍କୁ ବହୁବାର ବ୍ଲାକ କଫି ପିଇବା ମଧ୍ୟ ପସନ୍ଦ। ମାତ୍ର ଦିନକୁ ଏହାକୁ ଥରେ କିମ୍ବା ୨ ଥର ହିଁ ପିଇବା…
Read More...

୧୩୦ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ଆୱାର୍ଡରେ ସମ୍ମାନିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରର ୧୩୦ଜଣ ଛାତ୍ରଛାତ୍ରୀ, ଶିକ୍ଷକ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟିକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ଆୱାର୍ଡରେ ସମ୍ମାନିତ କରାଯାଇଛି । ରବିବାର ଦିନ ରାୟଗଡା…
Read More...

ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ପୋଡିଗଲା ଘର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ଶାନ୍ତିନଗର ଗ୍ରାମର ନରେନ୍ଦ୍ର ବାଗଙ୍କ ଘରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘର ପୋଡି ଯାଇଥିବା ଦେଖିବାକୁ ମିଳିଛି ।ସକାଳ ୮ଘଣ୍ଟା ସମୟରେ…
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା

ଲକ୍ଷ୍ମୀପୁର : ଖରାଦିନ ପୁର୍ବରୁ କୋରାପୁଟ ଜିଲାର ବିଭିନ୍ନ ପାହାଡ଼ ସହିତ ଜଙ୍ଗଲରେ ଲୋକମାନେ ନିଆଁ ଲଗେଇ ଦିଅନ୍ତି । ଏପରିକି ପୋଡୁଚାଷ ପାଇଁ ନିଆଁ ଲଗେଇ ପାହାଡ଼କୁ ପଦା କରିବା ପରେ ସେଥିରେ ପୋଡୁଚାଷ କରିଥାନ୍ତି ।…
Read More...

ଚମତ୍କାର ; ଏଠାରେ ୮୦ ପଇସାରେ ତିଆରି ହୁଏ ୩ ହଜାର ଟଙ୍କିଆ ନାମିଦାମୀ କମ୍ପାନୀର ସାର୍ଟ

ନୂଆଦିଲ୍ଲୀ : ୱାଲମାର୍ଟ ଠାରୁ ଟମି ହିଲଫିଗର୍ ଏବଂ ପୁମା ଠାରୁ ଗ୍ୟାପ୍ ପର୍ଯ୍ୟନ୍ତ ସୁପର ବ୍ରାଣ୍ଡର ପ୍ରସ୍ତୁତ ପୋଷାକ କେବଳ ବାଂଲାଦେଶରେ ତିଆରି ହୋଇଥାଏା ଏହା ପରେ ଏହା ଭାରତ, ୟୁରୋପ ଏବଂ ଆମେରିକାର ବଜାରରେ ବିକ୍ରି…
Read More...

ମହାଶିବରାତ୍ରୀରେ ଏହି ରାଶିଙ୍କର ସୁନାଭଳି ଚମକିବ ଭାଗ୍ୟ, ଧନ ସହ ମିଳିବ ଚାକିରି..

ମହାଶିବରାତ୍ରୀ ଚଳିତ ବର୍ଷ ମାର୍ଚ୍ଚ ୮ ଶୁକ୍ରବାରରେ ପାଳନ କରାଯିବ। ହିନ୍ଦୁ ପଞ୍ଜିକା ଅନୁସାରେ ଫାଲଗୁଣ ମାସର କୃଷ୍ଣ ପକ୍ଷର ଚର୍ତୁଦଶୀ ତିଥିରେ ମହାଶିବରାତ୍ରୀ ପାଳନ କରାଯାଏ। ଚଳିତ ବର୍ଷ ମହାଶିବରାତ୍ରୀର ଖୁବ…
Read More...

ଏହି ସମୟରେ ଗାୟତ୍ରୀ ମନ୍ତ୍ର ଜପ କଲେ ମିଳେ ଆଶ୍ଚର୍ଯ୍ୟଜନକ ଫଳ,ଶାନ୍ତ ହୋଇଥାଏ କ୍ରୋଧ

ଓଁ ଭୂର୍ଭୁବଃ ସ୍ୱଃ ତସ୍ତବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟଃ ଧୀମହି ଧୀୟୋ ୟୋ ନଃ ପ୍ରଚୋଦୟାତ ଗାୟତ୍ରୀ ମନ୍ତ୍ରର ଅର୍ଥ - ଭଗବାନ ସୂର୍ଯ୍ୟଙ୍କର ସ୍ତୁତିରେ ଗାୟନ କରାଯାଉଥିବା ଏହି ମନ୍ତ୍ରର ଅର୍ଥ ହେଉଛି…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭେଟି.. ସୋମବାର ୪୧ ହଜାର କୋଟିର ପ୍ରାୟ ୨ ହଜଳାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ.. ବିହାର କିମୁର ଜିଲ୍ଳାରେ ମର୍ମନ୍ତୁଦ…
Read More...

ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦଘାଟନୀ ଉତ୍ସବ 

ଜି.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୪ନଂ ଓ୍ବାର୍ଡ ସ୍ଥିତ ଶ୍ରୀରାମପଦାଠାରେ ନିର୍ମୀତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା…
Read More...

ଯୁବ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଆର୍ଥିକ ସହାୟତା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଅନୁସୂଚିତ ଜନଜାତି ଯୁବକ ଯୁବତୀ ମାନଙ୍କୁ ଅଧିକ ସ୍ୱ।ବଲମ୍ବି କରିବା ପାଇଁ…
Read More...

ସୁନାପୁର ବେଳାଭୂମି ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର : ପାଲୁର ହିଲଠାରେ ଥିବା ନିଷ୍ଟ ବିଶ୍ୱବିଦ୍ୟାଳୟର ଏନଏସଏସ ବିଦ୍ୟାର୍ଥୀଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳୀ ସୁନାପୁର ବେଳାଭୂମି ସଫେଇ କରିବା ସହ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମିକୁ ସଫା ସୁତୁରା…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ.. ଚାରିଟି ଜିଲାର ପାଞ୍ଚଟି ଏନଏସିକୁ ମ୍ୟୁନିସିପାଲଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..…
Read More...

ସୁନା ଚୋରାଚାଲାଣର ଉପାୟ ଦେଖି ପୁଲିସ ବି କାବା ; ଧରାପଡିଲା ୫୦ ଲକ୍ଷ ଟଙ୍କାର ସୁନା

ନାଗପୁର : କିଛି ବର୍ଷ ମଧ୍ୟରେ ନାଗପୁର ବିମାନବନ୍ଦରରେ ସୁନା ଚୋରାଚାଲାଣର ଅନେକ ମାମଲା ସାମ୍ନାକୁ ଆସିଛି। ପୁଣି ଏଠାରେ କଷ୍ଟମ୍ସ ବିଭାଗ ୫୦ ଲକ୍ଷ ଟଙ୍କାର ସୁନା ଓ ୭୭ ଲକ୍ଷ ଟଙ୍କାର ମୋବାଇଲ, ଘଣ୍ଟା ସହ କୋଟି କୋଟି…
Read More...

ସମୟ ପୂର୍ବରୁ ଜାଣନ୍ତୁ ହୃଦଘାତର ଏହି ଲକ୍ଷଣ

ବର୍ତ୍ତମାନ ସମୟରେ ହୃଦଘାତର ଅନେକ ମାମଲା ସାମ୍ନାକୁ ଆସୁଛି। କମ୍‌‌ ବୟସର ଲୋକେ ମଧ୍ୟ ଏହାର ଶିକାର ହେଉଛନ୍ତି। ହୃଦଘାତ ହେବା ପୂର୍ବରୁ ଆରମ୍ଭରୁ କିଛି ଲକ୍ଷଣ ଦେଖାଯାଏ। ଯାହାକୁ ଅଧିକାଂଶ ଲୋକେ ଅଣଦେଖା କରନ୍ତି। ଏହି…
Read More...

ରାଜ୍ୟରେ ଆଉ ୩୪ ଏନ୍‌‌ଏସି ଗଠନ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନଏସିକୁ ମ୍ୟୁନିସିପାଲଟିକୁ ଉନ୍ନୀତ କରାଯିବା ନେଇ ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା…
Read More...

ମର୍ମନ୍ତୁଦ ; ଟ୍ରାକ୍ଟର ଓଲଟି ଶ୍ରଦ୍ଧାଳୁ ମୃତ୍ୟୁ ଘଟଣା ; ୨୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଲଖନଉ : ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ୨୦ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଥମେ ଏଥିରେ ଟ୍ରାକ୍ଟର…
Read More...

ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେଲା କାର୍‌‌ ; ୬ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଲଗାବୀରୁ ପ୍ରାୟ ୯୦ କିଲୋମିଟର ଦୂର ଦତ୍ତ ଜାମ୍ବୋଟି ରାସ୍ତାରେ କାର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣଙ୍କର ଘଟଣାସ୍ଥଳରେ ଓ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।…
Read More...

ମୁକୁଳା ଡ୍ରେନରେ ପଡ଼ି ସାଇକେଲ ଆରୋହୀଙ୍କ ଆଖିରେ ପଶିଲା ଲୁହା ରଡ଼

ହରଭଙ୍ଗା : ହରଭଙ୍ଗା ଥାନା ଧଳପୁର ସ୍ଥିତ ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ି ସାଇକେଲ ଆରୋହୀ ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଲୁହାଛଡ଼ ପଶି ଯାଇଥିବା ଜଣାପଡିଛି। ଆହତଙ୍କ ପରିଚୟ…
Read More...

ମର୍ମନ୍ତୁଦ ; ଗଙ୍ଗା ସ୍ନାନ ପାଇଁ ଯାଉଥିଲେ, ଟ୍ରାକ୍ଟର ଓଲଟି ୧୫ ଶ୍ରଦ୍ଧାଳୁ ମୃତ

ଲଖନଉ : ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟି ୭ ଶିଶୁ ସହ ୧୫ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି। ପଟିଆଲୀ-ଦରିୟାଗଞ୍ଜ ମାର୍ଗରେ ସକାଳେ ପ୍ରାୟ ୧୦ଟା ସମୟରେ…
Read More...

ମାଘ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ଉପରେ ହେବ ଧନବର୍ଷା..

ଶନିବାର ମାଘ ପୂର୍ଣ୍ଣିମା। ଦୀର୍ଘ ୧୩ ବର୍ଷ ପରେ ମାଘ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ ରହିଛି। ଏହାର ପ୍ରଭାବ ରାଶି ଉପରେ ମଧ୍ୟ ପଡିବ। ହିନ୍ଦୁ ପଞ୍ଜିକା ଅନୁସାରେ ମାଘ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ମାଘ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ବରରେ କୋହଲା ପାଗ ସାଙ୍ଗକୁ ଝିପ୍‌ଝିପ୍‌ ବର୍ଷା.. ଭୁବନେଶ୍ବରରେ ଦିଲ୍ଲୀ ପୁଲିସ: ଫ୍ଲାଟ୍ ଭିତରୁ ଯୁବକଙ୍କୁ ଉଠାଇନେଲା.. ଶନିବାର ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଗଜୋଦ୍ଧାରଣ…
Read More...

ମନ୍ଦିରରୁ ଦାନବାକ୍ସ ଚୋରି

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ନୁଆସାହି ସ୍ଥିତ ମା' ଶିବାନୀ ମନ୍ଦିରର ଦାନବାକ୍ସ ଚୋରି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ ୨ଟା ସମୟରେ କେହି ଦୁର୍ବୃତ୍ତ ମନ୍ଦିର ସମ୍ମୁଖରେ…
Read More...

ଆଠଗଡ ତହସିଲ ପକ୍ଷରୁ ପଥର ବୋଝେଇ ଗାଡି ଜବତ

ଆଠଗଡ : ଆଠଗଡ ତହସିଲ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ପଥର ବୋଝେଇ ଗାଡିକୁ ଜବତ କରାଯାଇଛି। ଶୁକ୍ରବାର ସକାଳେ ଆଠଗଡ ଥାନା ଅନ୍ତର୍ଗତ ଆଠଗଡ ମୁଣ୍ତଳି ରାସ୍ତାର ହୋଟେଲ ନିକଟରେ ପଥର ବୋଝେଇ ଗାଡିକୁ ଜବତ କରି ଆଠଗଡ ତହସିଲ…
Read More...

ବୌଦ୍ଧ ପୁଲିସ ପକ୍ଷରୁ ବିପୁଳ ଗଂଜେଇ ଜବତ, ୨ ଗିରଫ 

ବୌଦ୍ଧ : ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗଂଜେଇ ଜବତ କରାଯାଇଛି। ସୂଚନା ମୁତାବକ ବୌଦ୍ଧ ପୁଲିସ ପେଟ୍ରୋଲିଂ ସମୟରେ ବିଭିନ୍ନ ସ୍ଥାନରୁ ୧୫୩୫ କିଲୋ ଗଂଜେଇ ଜବତ କରିଛି।…
Read More...

ବୀର ସୁରେନ୍ଦ୍ର ସାଏ ଜନ୍ମ ପୀଠ ବିକାଶ ପ୍ରକଳ୍ପ: ସମୀକ୍ଷା କଲେ ଆର୍.ଡି.ସି

ରେଙ୍ଗାଲି : ପ୍ରଖ୍ୟାତ ସ୍ବାଧିନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଖିଣ୍ଡାରେ ଥିବା ଜନ୍ମ ପୀଠ ବିକାଶ ପ୍ରକଳ୍ପ କାମର ଅଗ୍ରଗତିର ସମୀକ୍ଷା ପାଇଁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀକାନ୍ତ ପୃଷ୍ଟି ଜନ୍ମ…
Read More...

ଧାମନଗରରେ ଲୁଟେରାଙ୍କ ଆତଙ୍କରାଜ ; ଝାମ୍ପିନେଲେ ସୁନା ହାର, ରୁପା ମୁଦି

ଦୋବାଲ : ଭଦ୍ରକ ଜିଲ୍ଲା ଧାମନଗର ଫଳପୁର ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ। ରାମେଶ୍ବରପୁର ଗେଟ୍ ପାଖରେ ୨ଜଣ ଦୁର୍ବୃତ୍ତ ବଡି ଭୋରୁ ରାସ୍ତାରେ ସ୍କୁଟିରେ ଯାଉଥିବା ଯୁବତୀଙ୍କ ଠାରୁ ସୁନା ହାର, ରୁପା ମୁଦି ଝାମ୍ପିନେବା…
Read More...

୭କେଜି ଗଞ୍ଜେଇ ଜବତ ଜଣେ କୋର୍ଟ ଚାଲାଣ

ଦେଓଗାଁ : ଦେଓଗାଁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଉପରେ ଦେଓଗାଁ ଦମକଳ କେନ୍ଦ୍ର ନିକଟରେ ପୁଲିସ ଚଢ଼ାଉ କରି ୭ କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗତ ଗୁରୁବାର ଦିନ…
Read More...

ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଗୁରୁଡିଝାଟିଆ : ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ପୀଠ ପରିସରରେ ଅନୁଷ୍ଠିତ ହୋଇଛି। ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ…
Read More...

ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଲୋକାର୍ପିତ

ଆଠଗଡ : ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ନିର୍ମାଣ ସରି ଉଦଘାଟନ ଅପେକ୍ଷାରେ ଥିବା ଆଠଗଡର ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଶେଷରେ ଶୁକ୍ରବାର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

କମିବ ଦିନ ତାପମାତ୍ରା ; ଏସବୁ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : କମିବ ଦିନ ତାପମାତ୍ରା। ଆସନ୍ତା ୭ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ସମୁଦ୍ରରୁ ସ୍ଥଳଭାଗକୁ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମିବ। ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ…
Read More...

କାହିଁକି ଖିଆ ଯାଏ ଗୁଡ-ଘିଅ..

ଘିଅ ସହ ଗୁଡ ଏକାଠି ଖାଇବା କିଛି ସ୍ଥାନର ଏକ ପାରମ୍ପରିକ ପ୍ରଥା। ଏହା ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ଓ ମଜଭୂତ କରିଥାଏ। ଆୟୁର୍ବେଦରେ ଗୁଡର ଔଷଧୀୟ ଗୁଣ ବିଷୟରେ…
Read More...

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ: କପାଳମୋଚନ ମନ୍ଦିରରୁ ମୂର୍ତ୍ତି ଚୋରୀ.. ପଥର ମୂର୍ତ୍ତି ଚୋରୀ ହୋଇଥିବା ସେବାୟତଙ୍କ ଅଭିଯୋଗ... ଭୁବନେଶ୍ୱର : କମିବ ଦିନ ତାପମାତ୍ରା.. ଆଗମୀ ୬ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି.. ଭଦ୍ରକ…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ପୀଠର ପ୍ରତିଷ୍ଠା ଦିବସ ପାଳିତ

ସାକ୍ଷୀଗୋପାଳ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରକୃତରେ ଉତ୍କଳର ମଣି ଥିଲେ। ତ୍ୟାଗ,ସେବା ଓ ସମର୍ପଣର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କର ସ୍ମୃତି ରକ୍ଷା ପାଇଁ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ। ଏହା କେବଳ…
Read More...

ବରଫରେ ପୁଦିନା,ଲଙ୍କା ଚିନି ପକାଇ ଖାଉଛନ୍ତି ଲୋକେ ; ଭିଡିଓ ଭାଇରାଲ୍‌‌..

ଶିମଲା: ବିଭିନ୍ନ ରାଜ୍ୟର ନିଜର ସ୍ୱତନ୍ତ୍ର ଖାଦ୍ୟ ରହିଛି। ମାତ୍ର ଗତ କିଛି ଦିନ ଧରି ହିମାଚଳପ୍ରଦେଶରେ ବରଫ ଖାଦ୍ୟର ଏକ ଭିଡିଓ ବେଶ ଭାଇରାଲ ହେଉଛି। ଏଥିରେ ଜିରା, ଧନିଆ, ହଳଦି ସହ ରାଗୁଆ ପୁଦିନା ଚଟଣି ଓ ଲଙ୍କା…
Read More...

ବାହାଘର ହେଉନଥିଲା ବୋଲି ଯୁବକ କଲେ ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ : ଜୀବନରେ ବିବାହର ବିଶେଷ ମହତ୍ତ୍ୱ ରହିଛି। ସେହିଭଳି ଉପଯୁକ୍ତ ବୟସ ହେବା ପରେ ପୁଅ ପାଇଁ କନ୍ୟା ଓ ଝିଅ ପାଇଁ ବରପାତ୍ର ଖୋଜାଯାଏ। ପଡୋଶୀ ହେଉ କିମ୍ବା ମଧ୍ୟସ୍ତି କନ୍ୟା ଓ ବରପାତ୍ର ଖୋଜି ଥାଆନ୍ତି। ମାତ୍ର…
Read More...

ଆଳୁ ଦାମ୍‌‌ ଏତେ ; ୧୦ କିମ୍ବା ୨୦ ନୁହେଁ ଆଶ୍ଚର୍ଯ୍ୟ କରିବ ଦାମ୍‌‌,ଜାଣନ୍ତୁ କେତେ..

ଆଳୁକୁ ପରିବାର ରାଜା ବୋଲି କୁହାଯାଏ। ଅଧିକାଂଶ ତରକାରୀରେ ଆଳୁ ବ୍ୟବହାର କରାଯାଇଥାଏ। ଆଳୁ ପ୍ରତ୍ୟେକ ତରକାରୀର ସ୍ୱାଦ ବଢାଇଥାଏ। ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ରଖାଯାଇପାରିବ। ଏହାସହ ଅନ୍ୟ ପନିପରିବା ତୁଳନାରେ…
Read More...

ତୁଳସୀ ମାଳା ଧାରଣ କଲେ ମିଳେ ଶୁଭଫଳ : ଜାଣନ୍ତୁ କେଉଁମାନେ କରିବେ ନାହିଁ ଧାରଣ..

ତୁଳସୀ ବୃକ୍ଷକୁ ପୂଜା କଲେ ଯେଭଳି ଶୁଭଫଳ ପ୍ରାପ୍ତି ହୋଇଥାଏ,ତୁଳସୀ ମାଳା ଧାରଣ କଲେ ମଧ୍ୟ ସମାନ ଫଳ ମିଳିଥାଏ। ଏହାକୁ ଧାରଣ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିଥାଏ। ଘରେ ସୁଖସମୃଦ୍ଧି ପ୍ରବେଶ କରିବା ସହ…
Read More...

ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଦୋବାଲ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଶାସନ ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସୁଦୂର ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅଞ୍ଚଳର ଅଭୟ ପଣ୍ଡାଙ୍କ ପୁଅ…
Read More...