www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମଙ୍ଗଳବାର ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ..

ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶରେ ୧୫ଟି ଆସନରେ ଥିବା ୧୮ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ..

- Advertisement -

ମଙ୍ଗଳବାର ଦିଲ୍ଲୀରେ ବସିବ ସ୍କ୍ରିନିଂ କମିଟି ବୈଠକ: ପ୍ରାର୍ଥୀ ଚୟନ ଉପରେ ହେବ ମାନସ ମନ୍ଥନ, ଓଡିଶାରୁ ଦିଲ୍ଲୀ ଯାଇଛନ୍ତି..

ପିସିସି ସଭାପତି ଏବଂ କଂଗ୍ରେସ ବିଧାୟକ ଦଳ ନେତା , ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ..

ଥମୁନି ଏନଏସି ଦାବି ନିଆଁ :୧୨ ଘଣ୍ଟିଆ ବନ୍ଦ ଡାକରା ଦେଲେ ସ୍ଥାନୀୟ ଲୋକ..

ବିନିକାକୁ ସବଡିଭିଜନ୍ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା..

ଦିବଙ୍ଗତ ଗଜଲ ଗାୟକ ପଙ୍କଜ ଉଧାସଙ୍କ ଆଜି ଶେଷକୃତ୍ୟ..

ଚିଠି ଆଇ ହେ ଗୀତ ପାଇଁ ହୋଇଥିଲେ ସର୍ବାଧିକ ଲୋକପ୍ରିୟ, ୨୦୦୬ ରେ ପାଇଥିଲେ ପଦ୍ମଶ୍ରୀ ପୁରସ୍କାର..

ଭୁବନେଶ୍ୱର ଲୋଏର ପିଏମଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ..

୬ଦଫା ଦାବିରେ ମତ୍ସ୍ୟଜୀବୀ ଆନ୍ଦୋଳନ..

ଚମକିବ ବାରବାଟୀ ଷ୍ଟାଡିୟମ୍: ଭର୍ଚୁଆଲରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ସମ୍ବଲପୁରରେ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ଅଭିଯୋଗ..

ତେଜସ୍ୱୀ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ, ୧୦ ଆହତ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories