ଅପରାହ୍ଣ ୪ଟା ମୁଖ୍ୟ ଖବର

ବାଙ୍ଗାଲୋରର ଏକ କାଫେରେ ବିସ୍ଫୋରଣ, ୫ ଗୁରୁତର ..

ବିଶ୍ୱରେ ମହିଳା ସଶକ୍ତୀକରଣ ପାଇଁ ଭାରତ ଆଦର୍ଶ ପାଲଟିଛି – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ..

ଗଞ୍ଜାମ ଜିଲ୍ଲା ଭଞ୍ଜବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଷ୍ଟ୍ରପତି  କହିଛନ୍ତି..

‘ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ବୃଦ୍ଧି କଲେ ସରକାର..

କଂଗ୍ରେସକୁ ଆଉ ଏକ ଝଟ୍‌କା, ଦଳ ଛାଡ଼ିଲେ ରଜତ ଚୌଧୁରୀ..

ବିଶ୍ୱ ଦହିବରା ଦିବସ ; କଟକ ପ୍ରସିଦ୍ଧ ଦହିବରାର ମଜା ନେଉଛନ୍ତି ଲୋକେ..

ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦର..

୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୨୫ଟଙ୍କା ବଢିଲା..

ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ୧୭୯୫ଟଙ୍କାକୁ ବୃଦ୍ଧି..

ବଢିଲା ଗଣଶିକ୍ଷକଙ୍କ ଦରମା..

ଓଟିଇଟି ପାସ୍‍ କରିନଥିବା ଗଣଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର..

୭ହଜାରୁ ୧୦ହଜାର ଟଙ୍କାକୁ ବୃଦ୍ଧି..

ବାଂଲାଦେଶର ଏକ ବ୍ୟାସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ..

ଅଗ୍ନିକାଣ୍ଡରେ ୪୪ଜଣଙ୍କ ମୃତ୍ୟୁ, ୨୦ ଗୁରୁତର..

ଢାକାର ବେଲି ରୋଡ ସ୍ଥିତ ସାତମହଲା କୋଠାରେ ଅଗ୍ନିକାଣ୍ଡ..

କରଞ୍ଜିଆ: ୧୨ ଘଣ୍ଟିଆ ଠାକୁରମୁଣ୍ଡା ବନ୍ଦ..

ବସଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ..

ଖୁବଶୀଘ୍ର ୧୨୫ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି..

ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ..

ବିଳମ୍ବିତ ରାତି ଯାଏଁ ଚାଲିଥିଲା ବୈଠକ..

ଇସ୍ରାଏଲ ସେନାର ଗୁଳିମାଡରେ ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ..

ମାନବୀୟ ସହାୟତା ପାଇଁ ଅପେକ୍ଷା ବେଳେ ଆଇଡିଏଫର ଗୁଳିମାଡ..

ଉତ୍ତର ଗାଜାରେ ଖାଦ୍ୟ ପାଇଁ ଅପେକ୍ଷା ବେଳେ ଆଖିବୁଜା ଗୁଳିମାଡ..

 

Comments are closed.