www.samajalive.in
Sunday, December 7, 2025
15.1 C
Bhubaneswar

ଏହି ୫ଟି ରାଶିରେ ରହିବ ଶନିଙ୍କ ପ୍ରଭାବ : ଆପଣାନ୍ତୁ ଏହି ଉପାୟ..

ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ। ଶନିଦେବତା କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି। ୨୦୨୩ରେ ଶନି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ମାର୍ଚ୍ଚ ଠାରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ଶନି କୁମ୍ଭ ରାଶିରେ ଗୋଚର କରିବେ। ତେବେ ଏହାର ପ୍ରଭାବ ରାଶି ଉପରେ ପଡିବ। ଶନି ବର୍ତ୍ତମାନ ଅସ୍ତ ଅବସ୍ଥାରେ ଅଛନ୍ତି, ମାତ୍ର କିଛି ଦିନ ପରେ ଉଦୟ ହେବେ। ଜାଣନ୍ତୁ ଆଗକୁ ଆସୁଥିବା ମାସ ଗୁଡିକରେ କେଉଁ କେଉଁ ରାଶି ଉପରେ ଶନିଙ୍କ ପ୍ରଭାବ ପଡିବ। କେଉଁ ଉପାୟ କରିବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିବ..

ଶନିଦେବତା କୁମ୍ଭ ରାଶିରେ ବିରାଜମାନ ରହିବା ଦ୍ୱାରା କୁମ୍ଭ ରାଶି, ମକର ରାଶି ଓ ମୀନ ରାଶିରେ ପ୍ରଭାବ ରହିବ। ସେହିପରି ବିଛା, କର୍କଟ ରାଶି ଉପରେ ମଧ୍ୟ ପ୍ରଭାବ ରହିବ। ଆସନ୍ତା ୧୦ ମାସରେ ଏହି ସବୁ ରାଶିର କେତେକ ସମସ୍ୟା ଦେଖାଦେବ। ଶନିଙ୍କ ପ୍ରଭାବରୁ କର୍ମକ୍ଷେତ୍ର,ଆର୍ଥିକ କ୍ଷେତ୍ର ଓ ପ୍ରେମ ସମ୍ବନ୍ଧ ଉପରେ ଉତ୍ଥାନପତନ ଦେଖାଦେବ। କିଛି ଉପାୟ ଦ୍ୱାରା ଏହି ପ୍ରଭାବକୁ କମ୍‌‌ କରାଯାଇପାରିବ।

- Advertisement -

ଉପାୟ..
ଶନିବାର ଦିନ କଳାରାଶି ଦାନ କରନ୍ତୁ।

ପ୍ରତ୍ୟେକ ଶନିବାର ପ୍ରଭୁ ହନୁମାନଙ୍କର ଉପାସନା କରନ୍ତୁ।

ପ୍ରଭୁ ଶିବଙ୍କର ପୂଜା କରିବା ଦ୍ୱାରା ଶନିଙ୍କ ପ୍ରଭାବ କମ୍‌‌ ହୋଇଥାଏ।

ଶନିଙ୍କ ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା ଶନିଦେବଙ୍କ ଆଶୀର୍ବାଦ ମିଳିଥାଏ।

ଶନିବାର ଦିନ କଳା ବିରି, ସୋରିଷ ତେଲ, କଳାରଙ୍ଗ ବସ୍ତ୍ର ଦାନ କରିବା ଅତ୍ୟନ୍ତ ଶୁଭ।

ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ଓ ଶମି ବୃକ୍ଷର ପୂଜା କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories