ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ..
ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ..
ନୂତନ ଶ୍ରୀମନ୍ଦିର ପ୍ରଶାସନ ଅଫିସ ନିର୍ମାଣ ନେଇ ହେବ ଆଲୋଚନା..
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ..
ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍ ଶାହା ଓ ଜେପି ନଡ୍ଡା..
ଖୁବ୍ ଶୀଘ୍ର ବିଜେପି ଘୋଷଣା କରିପାରେ ୧୦୦ ଜଣିଆ ପ୍ରାର୍ଥୀ ତାଲିକା..
ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..
ସମ୍ବଲପୁରରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ବସ୍ ହେଲପର୍ ମୃତ, ୧୦ରୁ ଅଧିକ ଆହତ..
ଭୋପାଳରେ ଘାଟିକୁ ଖସିଲା ପିକଅପ୍ ଭ୍ୟାନ୍: ୧୪ ମୃତ, ୨୦ ଆହତ..
ଢେଙ୍କାନାଳ ଜିଲ୍ଲା ରାସୋଳକୁ ଏନଏସି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ..
କୁହୁଡି ହେଲା କାଳ : ଗଞ୍ଜାମ ଖଲ୍ଲିକୋଟରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୧୦ ଜଣ ଗୁରୁତର..
ଲାଞ୍ଚ ନେଇ ଧରାପଡିଲେ ରାଉରକେଲା ଜେଲ ରୋଡରେ ଥିବା ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ..
ପଶ୍ଚିମବଙ୍ଗ ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ୍ ଶେଖ ଗିରଫ..
ବାରିପଦାରେ ବାଇକ୍-ସ୍କୁଟି ଧକ୍କା: ୩ ମୃତ..
ମାର୍ଚ୍ଚ ୫ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ପ୍ରଧାନମନ୍ତ୍ରୀ ଆସିବା ନେଇ ସହ ପ୍ରଭାରୀ ଲତା ଉସେଣ୍ଡଙ୍କ ସୂଚନା..
ମହଙ୍ଗା ପଡିଲା ବିଶୃଙ୍ଗଳିତ ଆଚରଣ : ବାଧ୍ୟତାମୂଳକ ଅବସର ନେଲେ ଭିସୁଟ ପ୍ରଫେସର..
କେନ୍ଦୁଝରରେ ମହାମହିମ ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ..



