www.samajalive.in
Saturday, December 6, 2025
17.1 C
Bhubaneswar

ବଦଳିଲେ ହରଭଙ୍ଗା ବିଡିଓ

ହରଭଙ୍ଗା : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମଙ୍ଗଳବାର ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପ୍ରକାଶ ପାଇଥିବା ୩୫ ଜଣ ଓଏଏସ ଅଫିସର ବଦଳି ତାଲିକାରେ ୩୧ଜଣ ବିଡିଓଙ୍କୁ ବିଭିନ୍ନ ବ୍ଲକକୁ ବଦଳି କରାଯାଇଥିବା ବେଳେ ୦୪ ଜଣ ଡେପୁଟି କଲେକ୍ଟରଙ୍କୁ ବିଡିଓ ଭାବେ ବଦଳି କରାଯାଇଛି। ଏହି ତାଲିକାରେ ହରଭଙ୍ଗା ବ୍ଲକ ବିଡିଓ ସ୍ୱପ୍ନିତା ନାଏକଙ୍କୁ କଣ୍ଟପରା ବ୍ଲକକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ବଲାଙ୍ଗୀର ସଦର ବ୍ଲକ ବିଡିଓ ଶରତ କୁମାର ସେଠିଙ୍କୁ ହରଭଙ୍ଗା ବ୍ଲକ ବିଡିଓ ଭାବେ ବଦଳି କରାଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଡିଓ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଥିବା ଅନୁମାନ କରାଯାଉଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories