ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 5, 2024 ବହୁମତ ପ୍ରମାଣିତ କଲେ ଚମ୍ପାଇ ସୋରେନ.. ସରକାରଙ୍କ ସମର୍ଥନରେ ୪୭ ଭୋଟ.. ବିପକ୍ଷରେ ପଡିଲା ମାତ୍ର ୨୯ ଭୋଟ.. ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହେଲେ ହେମନ୍ତ ସୋରେନ.. ବିପକ୍ଷରେ ପଡିଲା ମାତ୍ର ୨୭ ଭୋଟ..… Read More...
ସାବଧାନ.. ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିଲେ ଆଉ ତ୍ରାହି ନାହିଁ,ଜାମିନ୍ ବି ମୁସ୍କିଲ୍.. Samaja Digital (SM) Feb 5, 2024 ନୂଆଦିଲ୍ଲୀ : ସର୍ବସାଧାରଣଙ୍କ ସମ୍ପତ୍ତିକୁ ନଷ୍ଟ କିମ୍ବା କ୍ଷତି ପହଞ୍ଚାଇଲେ ଉପଯୁକ୍ତ ଶିକ୍ଷା ଦେବା ପାଇଁ ,ଉପଦେଶ ଦେଇ ବିଧି ଆୟୋଗ କେନ୍ଦ୍ର ସରକାରଙ୍କୁ ଅନେକ ସୁପାରିଶ କରିଛନ୍ତି। ଆୟୋଗ କହିଛନ୍ତି, ସର୍ବସାଧାରଣଙ୍କ… Read More...
ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ Samaja Digital (SM) Feb 5, 2024 ଝୁମ୍ପୁରା : ସୋମବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ନିଜର ବାଇକକୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରଖି କାର୍ଯ୍ୟାଳୟ ଭିତରକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ କରିଥିବା ଜଣାପଡିଛି।… Read More...
ଲାଞ୍ଜିଗଡରୋଡ ପଞ୍ଚାୟତରେ ଆମ ଓଡ଼ିଶା-ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ Samaja Digital (SM) Feb 5, 2024 ଲାଞ୍ଜିଗଡ : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଓ ଏହାର ପ୍ରଚାର, ପ୍ରସାର ପାଇଁ ଆରମ୍ଭ ହୋଇଛି ପଂଚାୟତ ସ୍ତରୀୟ ଆମ ଓଡିଶା-ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲା… Read More...
ଏଭଳି ମନିପ୍ଲାଣ୍ଟ ଘରେ ରଖୁଛନ୍ତି କି? ହୋଇଯିବେ କାଙ୍ଗାଳ Samaja Digital (SM) Feb 5, 2024 ଅଧିକାଂଶ ନିଜ ଘରେ ମନିପ୍ଲାଣ୍ଟ ରଖିଥାଆନ୍ତି। ବାସ୍ତୁ ଅନୁସାରେ ମନିପ୍ଲାଣ୍ଟ ଗଛକୁ ଘରେ ରଖିବା ଖୁବ ଶୁଭଙ୍କର। ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ। ଯେଉଁ ଘରେ ମନିପ୍ଲାଣ୍ଟ ରଖାଯାଏ,ପରିବାର ସଦସ୍ୟଙ୍କ କଦାପି ଆର୍ଥିକ… Read More...
ପାକିସ୍ତାନରେ ପୁଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ; ୧୦ ପୁଲିସ କର୍ମୀ ମୃତ Samaja Digital (SM) Feb 5, 2024 ଇସଲାମାବାଦ : ପାକିସ୍ତାନର ଖେବର ପାଖ୍ଟନଖୱା ଡେରା ଇସମିଲ୍ ଖାନ ଜିଲାରେ ଏକ ପୁଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୋଇ ପ୍ରାୟ ୧୦ ଜଣ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ପୁଲିସ… Read More...
ସୌର ପ୍ୟାନେଲ୍ ; ସରକାର କଲେ ଏହି ଘୋଷଣା ,କମିଯିବ ବିଜୁଳି ବିଲ୍ Samaja Digital (SM) Feb 5, 2024 ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ସୌର ଶକ୍ତି ଦ୍ୱାରା ଚାଳିତ ଅନେକ ଜିନିଷକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଆପଣ ଯଦି ନିଜ ଘରର ଛାତ ଉପରେ ରୁଫଟଫ୍ ସୌର ପ୍ୟାନେଲ ଲଗାଇବାକୁ ଚିନ୍ତା କରୁଛନ୍ତି,… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 5, 2024 ସୋମବାରଠୁ ବିଧାନସଭାର ବଜେଟ୍ ଅଧିବେଶନ.. ମାଘରେ ଶୀତ ଉଭାନ: ୬ ତାରିଖରୁ ଉତ୍ତର ଏବଂ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ବର୍ଷା ସମ୍ଭାବନା.. ସୋମବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ… Read More...
ନାଳକୁ କାର୍ ଖସି , ବିଏସଏଫ୍ ଯବାନଙ୍କ ସହ ୬ ମୃତ Samaja Digital (SM) Feb 5, 2024 ଲଖନଉ : କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି। କାର୍ ଅନିୟନ୍ତ୍ରିତ ହୋଇ ନାଳକୁ ଖସି ପଡି ବିଏସ୍ଏଫ ଯବାନଙ୍କ ସହ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୨ ଜଣ ଆହତ ହୋଇଛନ୍ତି।… Read More...
ମଲ୍ଲିପଶି-ଏରେଣ୍ଡେଇ ରାସ୍ତା ପିଚୁ କରାଯିବାକୁ ଦାବି Samaja Digital (SM) Feb 5, 2024 ପାଟଣା : ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ସଡକ ତାଲିକାରେ ନୂଆ ନୂଆ ରାସ୍ତା ଯୋଡି ହୋଉଥିବା ବେଳେ କଂଗ୍ରେସ ଅମଳରେ ଗୋଟିଏ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏବେ କଚ୍ଚା ରାସ୍ତାରେ ପରିଗଣିତ ହେବା ଚିନ୍ତାର କାରଣ ହୋଇଛି।… Read More...
ଢେପଗୁଡା ଘାଟିରେ ଟ୍ରକ ଦୁର୍ଘଟଣା; ୨ ମୃତ ,ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ Samaja Digital (SM) Feb 5, 2024 ଲାଞ୍ଜିଗଡ : ଟ୍ରକ ଓଲଟି ୨ ବାଇକ ଆରୋହୀଙ୍କ ମୃତ୍ୟୁ। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ… Read More...
ମିଲେଟ ମିଶନ ପକ୍ଷରୁ ବିହନ ପ୍ରଦର୍ଶନୀ Samaja Digital (SM) Feb 5, 2024 ପାଟଣା : ପାଟଣା ବ୍ଲକ ମିଲେଟ ମିଶନ ପକ୍ଷରୁ ବ୍ଲକ ଅଞ୍ଚଳର ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମରେ ବିହନ ପ୍ରଦର୍ଶନୀ ଓ ଏହି ଚାଷ ସମ୍ପର୍କିତ ପ୍ରଚାର ପତ୍ର ଓ ପୁସ୍ତିକା ବଣ୍ଟନ କରାଯାଇଛି । ଏହି ଚାଷ ପ୍ରତି କୃଷକ… Read More...
ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ… ବଣ୍ଟନ ହେଲା ବିକାଶ ପୁସ୍ତକ Samaja Digital (SM) Feb 3, 2024 ହରଭଙ୍ଗା : ଗ୍ରାମାଞ୍ଚଳ ଭିତିଭୂମି ପ୍ରୟାସ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟଗୁଡିକ ଉପରେ ପଞ୍ଚାୟତର ଜନସାଧାରଣଙ୍କ ସଚେତନତା ଏବଂ ଲୋକାଭିମୁଖୀ ଲକ୍ଷ୍ୟନେଇ ଶନିବାର… Read More...
ହରଭଙ୍ଗା ପୁଲିସର ଅପରେସନ ଗ୍ରୀନ ;କଟା ହେଲା ଶହ ଶହ ଗଞ୍ଜେଇ ଗଛ Samaja Digital (SM) Feb 3, 2024 ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଂଚାୟତର ଆଡିପଦର ପର୍ବତ କିସମ ଜଙ୍ଗଲରୁ ହରଭଙ୍ଗା ପୁଲିସ ଦ୍ୱାରା ପ୍ରାୟ ୧୦ ଏକର ପରିମିତ ଜମିରୁ ଶହ ଶହ ପରିମାଣରେ ଗଞ୍ଜେଇ ଗଛ କଟାଯାଇଥିବା ଜଣାପଡିଛି । ଏଭଳି ବେଆଇନ… Read More...
ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ମାପଚୁପ ଆରମ୍ଭ ; ନିର୍ମାଣ ହେବ ପୋଲ Samaja Digital (SM) Feb 3, 2024 ହରଭଙ୍ଗା : ବୌଦ୍ଧର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜେ. ସୋନାଲ ହରଭଙ୍ଗା ବ୍ଲକର ଦୁର୍ଗମ ମହାଲିକପଡା ପଞ୍ଚାୟତର ହିଞ୍ଜଳ, କୁଟିବାରୀ, ସାତଖଣ୍ଡ ଭଳି ତିନୋଟି ଦୁର୍ଗମ ଗ୍ରାମ ପରିଦର୍ଶନ କରି ଲୋକଙ୍କ… Read More...
ବିଶ୍ୱ ଓଡ଼ିଆ ଭାଷା ସମିଳନୀ ଅବସରରେ ବ୍ଲକ ସଭା Samaja Digital (SM) Feb 3, 2024 ଗଞ୍ଜାମ : ଗଞ୍ଜାମ ବ୍ଲକ ପରିସରରେ ଶନିବାର ଦିନ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମିଳନୀ ପରିପ୍ରେକ୍ଷୀରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 3, 2024 ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ.. ନୂତନ ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ .. ଓଡ଼ିଶାର ଲୋକଙ୍କ ପାଇଁ ୭୦ହଜାର କୋଟିର ପ୍ରକଳ୍ପ ଭେଟି… Read More...
କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ..କ୍ଷୀର ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ Samaja Digital (SM) Feb 3, 2024 କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ .. କ୍ଷୀର : କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ।… Read More...
ଅଯୋଧ୍ୟା ରାମମନ୍ଦିର ; ୧୧ ଦିନରେ ୧୨ କୋଟି ଦାନ Samaja Digital (SM) Feb 3, 2024 ଅଯୋଧ୍ୟା : ରାମଭକ୍ତମାନେ ମନଖୋଲା ରାମଲାଲାଙ୍କ ଦରବାରରେ ଦାନ କରୁଥିବା ଖବର ସାମ୍ନାକୁ ଆସିଛି। ଉଭୟ ଅନ୍ଲାଇନ ଓ ଅଫ୍ଲାଇନରେ ଭକ୍ତମାନେ ଏହି ଦାନ କରୁଛନ୍ତି। ଜାନୁଆରୀ ୨୩ ଠାରୁ ରାମଲାଲାଙ୍କୁ ସର୍ବସାଧାରଣ ଦର୍ଶନ… Read More...
ଭାଷା ହେଉଛି ଜାତିର ମୁକୁଟ ଓ ଏକତାର ମହାନ ମନ୍ତ୍ର – ମୁଖ୍ୟମନ୍ତ୍ରୀ Samaja Digital (SM) Feb 3, 2024 ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଶନିବାର ପୂର୍ବାହ୍ନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଉଦ୍ଘାଟନୀ ଉତ୍ସବରେ… Read More...
ଆଉ ସହଜ ହେବନି ହ୍ୱାଟସ୍ଆପ୍: ଆସିଲା ନୂଆ ନିୟମ,ଏଣିକି ଏସବୁ ପାଇଁ ଦେବାକୁ ପଡିବ ଟଙ୍କା.. Samaja Digital (SM) Feb 3, 2024 ନୂଆଦିଲ୍ଲୀ : ଏମିତି କେହି ନଥିବେ ଯିଏ କି ହ୍ୱାଟସ୍ଆପ୍କୁ ବ୍ୟବହାର କରୁନଥିବେ। ତେବେ ଆପଣ ମଧ୍ୟ ହ୍ୱାଟସ୍ଆପ୍ ବ୍ୟବହାର କରୁଥିଲେ, ବର୍ତ୍ତମାନ ଏହା ଜଟିଳ ହେବାକୁ ଯାଉଛି। ସେଭଳି ଦେଖିବାକୁ ଗଲେ… Read More...
ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ Samaja Digital (SM) Feb 3, 2024 ଭୁବନେଶ୍ୱର : ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଝାରସୁଗୁଡାରେ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାରସୁଗୁଡାରୁ ସମ୍ବଲପୁର ଯିବେ ପ୍ରଧାନମନ୍ତ୍ରୀ। ୪୦୦ କୋଟି ଟଙ୍କା… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 3, 2024 ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ.. ଆଡଭାନୀଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ.. କରଞ୍ଜିଆରେ ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ..… Read More...
ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ Samaja Digital (SM) Feb 3, 2024 ନୂଆଦିଲ୍ଲୀ : ଭେଟେରାନ ,ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ସମ୍ମାନରେ ମଣ୍ଡିତ ହେବାକୁ ଯାଉଛନ୍ତି। ଏନେଇ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର… Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟିତ Samaja Digital (SM) Feb 3, 2024 ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଶନିବାର ପୂର୍ବାହ୍ନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ… Read More...
୧୧ ଫେବ୍ରୁଆରୀ ପରେ ଶନିଦେବତାଙ୍କ ମିଳିବ ବିଶେଷ କୃପା Samaja Digital (SM) Feb 3, 2024 ପ୍ରଭୁ ଶନିଦେବ ୧୧ ଫେବ୍ରୁଆରୀ ୨୦୨୪ରେ କୁମ୍ଭ ରାଶିରୁ ଅସ୍ତ ହେବେ। କୁମ୍ଭ ରାଶିରୁ ଅସ୍ତ ହୋଇ ଶନିଦେବ ବିଶେଷ ପରିଣାମ ଦେଇଥାଆନ୍ତି। ଶନିଦେବତା ୩୦ ବର୍ଷ ପରେ କୁମ୍ଭ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି।… Read More...
ବାଙ୍ଗିରିପୋଷିରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ Samaja Digital (SM) Feb 3, 2024 ବାଙ୍ଗିରିପୋଷି : ବାଙ୍ଗିରିପୋଷି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାମଣ୍ଡପ ଠାରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ଜନସଚେତନତା କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାକାନ୍ତ… Read More...
କେବେ ସୁଧୁରିବ କଣ୍ଟାବାଞ୍ଜି – ଗୁଡିଘାଟ ରାସ୍ତା? ଏହା ରାସ୍ତା ନୁହେଁ ମରଣଯନ୍ତା.. Samaja Digital (SM) Feb 2, 2024 କଣ୍ଟାବାଞ୍ଜି : ରାସ୍ତା ପାଇଁ ସରକାର କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ। ଗ୍ରାମାଞ୍ଚଳରୁ ସହରାଞ୍ଚଳ ସଂଯୋଗ ପାଇଁ ଅନେକ ଯୋଜନା ମାଧ୍ୟମରେ ରାସ୍ତା ତିଆରି କରାଯାଉଛି । ହେଲେ ପ୍ରଶାସନିକ ଉଦାଶୀନତା ଯୋଗୁ ଏବେ ମଧ୍ୟ… Read More...
ବୃକ୍କକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ Samaja Digital (SM) Feb 2, 2024 ବୃକ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଧ୍ୟାନ ରଖିବା ନିତାନ୍ତ ଜରୁରୀ। ନଚେତ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବୃକ୍କକୁ ସଫା ରଖିବା ପାଇଁ ପାଞ୍ଚଟି ଫଳର ସେବନ କରିବା ଖୁବ ଲାଭଦାୟକ ହୋଇଥାଏ।… Read More...
କବି ଓ ଲେଖକଙ୍କୁ ସମ୍ମାନ ଜଣେଇଲେ କେ. ଭି କଲେଜ ଛାତ୍ରଛାତ୍ରୀ Samaja Digital (SM) Feb 2, 2024 କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବଲାଙ୍ଗିରର ବିଶିଷ୍ଟ କବି ଓ ଲେଖକଙ୍କୁ ଭେଟି ତାଙ୍କୁ ସମ୍ମାନ ଜଣେଇଛନ୍ତି କଣ୍ଟାବାଞ୍ଜି ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟର ସ୍ନାତ କୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ । ପୂଜ୍ୟ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 2, 2024 ଶନିବାରଠାରୁ ଆରମ୍ଭ ହେବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ.. ଶନିବାର ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ; ପ୍ରସ୍ତୁତି ଜୋରଦାର.. ଫେବ୍ରୁଆରୀ ୪ ପର୍ୟ୍ୟନ୍ତ ଜାରି ରହିବ ଶୀତ ଲହରୀ.. ୫… Read More...
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲା ସୁଲେକେଲା ଗ୍ରାମପଞ୍ଚାୟତ Samaja Digital (SM) Feb 2, 2024 କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକର ସୁଲେକେଲା ଗ୍ରାମ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ… Read More...
ବୁଧଙ୍କ ରାଶି ପରିବର୍ତ୍ତନ : ଏହି ରାଶିଙ୍କୁ ମିଳିବ ଶୁଭଫଳ, ଅଛି କି ଆପଣଙ୍କ ରାଶି? Samaja Digital (SM) Feb 2, 2024 ଗ୍ରହମାନଙ୍କ ପ୍ରଭାବ ସମସ୍ତ ରାଶିରେ ରହିଛି। ଏହି କାରଣରୁ ଅନେକ ସମୟରେ ସମସ୍ତ ରାଶିଙ୍କୁ ଭିନ୍ନ ଭିନ୍ନ ଫଳ ଭୋଗିବାକୁ ପଡିଥାଏ ବୋଲି ମାନ୍ୟତା ରହିଛି। ଫେବ୍ରୁଆରୀ ୧ରୁ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିଛନ୍ତି।… Read More...
ଖୁସିରେ ରହିବାର ରହସ୍ୟ ; ଅନ୍ୟ ଠାରୁ ଆଶା କରନ୍ତୁ ନାହିଁ ପ୍ରଂଶସା Samaja Digital (SM) Feb 2, 2024 ଦୁନିଆର ସବୁଠାରୁ ପ୍ରାଚୀନ ସଭ୍ୟତା ମଧ୍ୟରେ ରୋମ ସଭ୍ୟତା ଗୋଟିଏ। ରୋମାନ୍ ସମ୍ରାଟ୍ ମାର୍କସ୍ ଆରୋଲିୟସ୍ ୧୨୧ ଖ୍ରୀଷ୍ଟାବ୍ଦରୁ ୧୮୦ ଖ୍ରୀଷ୍ଟାବ୍ଦରେ ସେଠାରେ ଶାସନ କରିଥିଲେ। ସେ ରୋମାନ ସାମ୍ରାଜ୍ୟର ଶେଷ… Read More...
ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ Samaja Digital (SM) Feb 2, 2024 ନୂଆଦିଲ୍ଲୀ : ଉତ୍ତର ଭାରତରେ ଗତ ୩ ସପ୍ତାହ ଧରି ଲଗାତାର ଜାରି ରହିଥିବା ଶୀତଲହରୀ ସହ ହୋଇଥିବା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚଳିତ ବର୍ଷ ଜାନୁଆରୀ ମାସରେ ଗତ ଦଶନ୍ଧି ମଧ୍ୟରେ ସବୁଠାରୁ ଅଧିକ ଥଣ୍ଡା… Read More...
୬୦ ଜାହାଜ, ୧୨ ବିମାନ ସମୁଦ୍ରକୁ ସୁରକ୍ଷା ଦେଉଛନ୍ତି – ଆଇସିଜି ମହାନିର୍ଦ୍ଦେଶକ Samaja Digital (SM) Feb 2, 2024 ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ (ଆଇସିଜି)ର ମହାନିର୍ଦ୍ଦେଶକ ରାକେଶ ପାଲ କହିଛନ୍ତି, ପ୍ରାୟ ୫୫ରୁ ୬୦ ଜାହାଜ ଓ ୧୦ ରୁ ୧୨ ସେ ବିମାନ ନିୟମିତ ଭାବେ ପ୍ରତ୍ୟେକ ଦିନ ସମୁଦ୍ରରେ ଦେଶର ସୁରକ୍ଷାରେ ନିୟୋଜିତ ରହିଛନ୍ତି।… Read More...
ସେନା ଏକ ବ୍ୟାପକ ପରିବର୍ତ୍ତନ ଦେଇ ଗତି କରୁଛି – ଜେନେରାଲ ପାଣ୍ଡେ Samaja Digital (SM) Feb 2, 2024 ନୂଆଦିଲ୍ଲୀ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଭାରତୀୟ ସେନା ଏକ ବ୍ୟାପକ ପରିବର୍ତ୍ତନ ଦେଇ ଗତି କରୁଛି। ଏହାସହିତ ସ୍ୱତନ୍ତ୍ର ଅଭିଯାନ ସହ ଜଡିତ ପ୍ରସ୍ତୁତିକୁ ଆହୁରି ମଜଭୂତ କରିବା ପାଇଁ ଏକ ରୂପରେଖ… Read More...
ଏକ ବର୍ଷ ଶିଶୁର ଝୁଣି ଝୁଣି ଜୀବନ ନେଲେ ବୁଲା କୁକୁର Samaja Digital (SM) Feb 2, 2024 ହାଇଦ୍ରାବାଦ : ବୁଲା କୁକୁରର ଦଳ ଏକ ବର୍ଷର ଶିଶୁକୁ ଝୁଣି ଝୁଣି ଜୀବନ ନେଇ ଯାଇଛନ୍ତି। ଘଟଣା କ୍ରମେ ହାଇଦ୍ରାବାଦରେ ବୁଧବାର ବିଳମ୍ବିତ ରାତିରେ ଶିଶୁଟିର ବାପା ଓ ପରିବାରର ଅନ୍ୟ ସଦସ୍ୟ ଶମଶାବାଦରେ ନିଜ ଝୁମ୍ପୁଡି ଘରେ… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 2, 2024 ଶନିବାର ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ; ପ୍ରସ୍ତୁତି ଜୋରଦାର.. ବସକୁ ଧକ୍କା ଦେଲ ଟ୍ରକ: ୨୦ ଆହତ, ୧୬ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଠାରେ ଦୁର୍ଘଟଣା.. ଶୁକ୍ରବାର ଶପଥ ନେବେ ଚମ୍ପଇ… Read More...
ଟ୍ୟାଙ୍କର ଚାଳକଙ୍କ ବେପରୁଆ ଗାଡି ଚାଳଲା ;ଜଣେ ମୃତ Samaja Digital (SM) Feb 2, 2024 ଭଦ୍ରକ : ଟ୍ୟାଙ୍କର ଚାଳକଙ୍କ ବେପରୁଆ ଗାଡି ଚାଳଲା ପାଇଁ ଚାଲିଗଲା ଜଣଙ୍କ ଜୀବନ। ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକରେ ସିରିଜ୍ ଦୁର୍ଘଟଣାରେ ଶୁକ୍ରବାର ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକ୍କୁ ଟ୍ୟାଙ୍କର ଧକ୍କା… Read More...
ପୂଜା ଘରେ ଏସବୁ ରଖିଲେ ; ଆପେ ଆପେ ଆସେ ଧନ,ଆଦୌ ହୁଏ ନାହିଁ ଅଭାବ.. Samaja Digital (SM) Feb 1, 2024 ସମସ୍ତେ ଇଚ୍ଛା କରନ୍ତି ସେମାନଙ୍କ ନିକଟରେ ଧନର ଅଭାବ ନହେଉ। ଟଙ୍କା ସଞ୍ଚୟ ହୋଇ ରହୁ। ମା’ଲକ୍ଷ୍ମୀ ସର୍ବଦା ସେମାନଙ୍କ ଉପରେ ନିଜର କୃପା ରଖିଥାଆନ୍ତୁ। ତେବେ ଏଭଳି ଇଚ୍ଛା ଥିଲେ କିଛି ସରଳ ଉପାୟ ଆପଣାଇ ପାରିବେ।… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Feb 1, 2024 ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ.. ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ.. ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ହୋଇଛି ବ୍ୟବସ୍ଥା.. ସବ୍କା… Read More...
ଲକ୍ଷାଧିକ ଟଙ୍କାର ଶାଳକାଠ ଶହ ଗାଡି ଜବତ,୩ ଗିରଫ Samaja Digital (SM) Feb 1, 2024 ହରଭଙ୍ଗା : ହରଭଙ୍ଗା ବ୍ଲକ ମାଧପୁର ବନବିଭାଗ ବୁଧୁବାର ରାତିରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରିଛି। ଏହି ଘଟଣାରେ ଗୋଟିଏ ପିକଅପ ଭ୍ୟାନ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ… Read More...
ଗାଳି ଦେବା ଦ୍ୱାରା ମସ୍ତିଷ୍କ ଉପରେ ପଡେ କୁପ୍ରଭାବ: ହୋଇଥାଏ ଏହି ସମସ୍ୟା.. Samaja Digital (SM) Feb 1, 2024 ଗାଳି ଏକ ଅଶୋଭନୀୟ ଭାଷା କିମ୍ବା ଶବ୍ଦ ବୋଲି କୁହାଯାଏ। ଯାହାକୁ ଅସଭ୍ୟ,ଅପମାନ ଦେବା ପାଇଁ ବ୍ୟବହାର କରାଯାଏ। ଅନ୍ୟମାନଙ୍କୁ ଏହାଦ୍ୱାରା ଅପମାନିତ କରାଯାଏ। ଗାଳି ଦେବା କିମ୍ବା ଶୁଣିବା ସାମାଜିକ ସମ୍ବନ୍ଧ ଓ ଅନ୍ୟ… Read More...
ସଂକ୍ଷେପରେ ଅନ୍ତରୀଣ ବଜେଟ୍ Samaja Digital (SM) Feb 1, 2024 -ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ -୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ -ବିକଶିତ ଭାରତ ପାଇଁ ରାଜ୍ୟମାନଙ୍କୁ ମିଳିବ ଋଣ -ବିନା ସୁଧରେ ରାଜ୍ୟମାନଙ୍କୁ ୭୫ ହଜାର କୋଟିର ଋଣ - ସବୁ ବର୍ଗର ଯୋଗ୍ୟ… Read More...
ଅନ୍ତରୀଣ ବଜେଟ୍ ୨୦୨୪ ; ମଧ୍ୟବିତ୍ତଙ୍କୁ ମିଳିବ ଘର,ଆରମ୍ଭ ହେବ ଯୋଜନା Samaja Digital (SM) Feb 1, 2024 ନୂଆଦିଲ୍ଲୀ : ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ପୂର୍ବାହ୍ନ ୧୧ଟାରେ ୨୦୨୪ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି। ଅନ୍ୟାନ୍ୟ କ୍ଷେତ୍ର ପରି ଆବାସିକ କ୍ଷେତ୍ର ଉପରେ ମଧ୍ୟ ଅନେକ… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Feb 1, 2024 ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ.. ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ.. ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ହୋଇଛି ବ୍ୟବସ୍ଥା.. ସବ୍କା… Read More...
ଅନ୍ତରୀଣ ବଜେଟ୍ ୨୦୨୪ ; ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି – ଅର୍ଥମନ୍ତ୍ରୀ Samaja Digital (SM) Feb 1, 2024 ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଗୁରୁବାର ଅନ୍ତରୀଣ ବଜେଟ୍ ୨୦୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ… Read More...
ସଂସଦରେ ଅର୍ଥମନ୍ତ୍ରୀଙ୍କ ଅନ୍ତରୀଣ ବଜେଟ୍ ଉପସ୍ଥାପନ ; ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର… Samaja Digital (SM) Feb 1, 2024 ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଗୁରୁବାର ଅନ୍ତରୀଣ ବଜେଟ୍ ୨୦୨୪ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍ ମୋଦୀ ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍। ଅର୍ଥମନ୍ତ୍ରୀ ଚଳିତ ଥର… Read More...
ଗୁଜରାଟରେ ଭୂକମ୍ପ ଝଟକା Samaja Digital (SM) Feb 1, 2024 ଅହମଦାବାଦ : ଭୂକମ୍ପ ଝଟକାରେ ଥରିଲା ଗୁଜରାଟ। ଗୁଜରାଟରେ ସକାଳ ୮ଟା ୬ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ,… Read More...
ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଭାର ଉତ୍ତୋଳନରେ ବ୍ରୋଞ୍ଜ ପଦକ Samaja Digital (SM) Feb 1, 2024 ଗୋପାଳପୁର : ଚଣ୍ଡିଗଡ ସ୍ଥିତ ଚଣ୍ଡିଗଡ ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ମହିଳା ବର୍ଗର ଭାର ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୨ ଜଣ ଅଂଶ… Read More...
ରାସ୍ତାରୁ ଛାଡିଯାଇଛି ପିଚୁ ,ଲୋକେ ହେଉଛନ୍ତି ହୀନସ୍ତା Samaja Digital (SM) Feb 1, 2024 ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କପୁରମାଲ ଠାରୁ କୁହୁରୀଗୁମା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତାରୁ ପିଚୁ ଖୋଳି ଦେଇ ଛାଡି ଦେଇ ଥିବାରୁ ରାସ୍ତାରେ ଯିବାଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ… Read More...
ସୂଚନା ଫଳକ ଲାଗିଛି ,କାମ ହେଉନାହିଁ Samaja Digital (SM) Feb 1, 2024 ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ମହ୍ଲାରପଦା ପଞ୍ଚାୟତ ଜାମୁଦା ତଳ ସାହି ଠାରେ ଏକ ଛଉ ମଣ୍ଡପ ଅଛି । ସେହି ମଣ୍ଡପକୁ ଲାଗି ଏକ ଫଳକ ତିନି ମାସ ହେବ ନୂଆ କରି ତିଆରି ହୋଇଛି । ସେଥିରେ ଲେଖାଅଛି ମୋ ଓଡିଶା ନବୀନ… Read More...
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଏବଂ ଜଙ୍ଗଲ ସୁରକ୍ଷା ସମ୍ବନ୍ଧିତ ମିଳିତ ସଚେତନ, ମକଡ୍ରିଲ Samaja Digital (SM) Jan 31, 2024 ଫୁଲବାଣୀ, ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନବିଭାଗ କାର୍ଯ୍ୟାଳୟ ସଭାଗୃହରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମ୍ପର୍କିତ ସଚେତନ ତାଲିମ ଏବଂ ମିଳିତ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।… Read More...
ପୁଣି ସିରିଜ୍ ଲୁଟ୍ ; ପାହାଳ ପରେ ପଟିଆ ; ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ ଲୁଟେରା Samaja Digital (SM) Jan 31, 2024 ଭୁବନେଶ୍ୱର : ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ। ୨ ଦିନରେ ରାଜଧାନୀ ଭୁବନେଶ୍ୱରୁ ୨ଟି ସିରିଜ୍ ଲୁଟ୍ ଘଟଣା ବୁଧବାର ସାମ୍ନାକୁ ଆସିଛି। ପ୍ରଥମଟି ପାହାଳରୁ ଆସିଥିବା ବେଳେ ୨ୟ ଘଟଣାଟି ପଟିଆ ରୟାଲ… Read More...
ଦିନେ ଥିଲେ ମେକାନିକ୍ ; ଏବେ ବୁର୍ଜ ଖଲୀଫାରେ ୯୦୦ରୁ ୨୨ ଫ୍ଲାଟ୍ର ମାଲିକ ଏହି ଭାରତୀୟ ବ୍ୟବସାୟୀ Samaja Digital (SM) Jan 31, 2024 ନୂଆଦିଲ୍ଲୀ : ଦୁବାଇରେ ବୁର୍ଜ ଖଲୀଫା ଦୁନିଆର ସବୁଠାରୁ ବଡ ଅଟ୍ଟାଳିକା ଭାବେ ଜଣାଶୁଣା। ଅଧିକାଂଶଙ୍କ ପାଇଁ ବୁର୍ଜ ଖଲୀଫାରେ ଏକ ଆପାର୍ଟମେଣ୍ଟ କିଣିବା କୌଣସି ସ୍ୱପ୍ନରୁ ମଧ୍ୟ କମ୍ ନୁହେଁ। ସେମାନଙ୍କ ମଧ୍ୟରୁ ଜଣେ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Jan 31, 2024 କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ .. ସଂସଦର ନୂଆ ଭବନରେ ନୂଆ ଭାରତର ଝଲକ୍.. ସଂସଦର ବଜେଟ୍ ଅଧିବେଶନ ଆରମ୍ଭ.. ରାଷ୍ଟ୍ରପତିଙ୍କ… Read More...
ଥରେ ତିଆରି କଲେ ବାରମ୍ବାର ତିଆରି କରିବେ ଏହି ଚିଙ୍ଗୁଡି Samaja Digital (SM) Jan 31, 2024 ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ ତେଲ – ୬ ରୁ ୭ ଚାମଚ ଅଦା, ରସୁଣ ବଟା କଟା ପିଆଜ -୩ଟି ଅଳ୍ପ – କାଜୁ ବଟା ନଡ଼ିଆ ରସ ଲୁଣ – ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଗରମ ମସଲା କଟା ଧନିଆ… Read More...
ପୁଣି ଲୁଟ୍ ; ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ ; ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ Samaja Digital (SM) Jan 31, 2024 ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ରହିଛି ଆପାର୍ଟମେଣ୍ଟ। କିଛି ଦିନର ବ୍ୟବଧାନ ପରେ ପୁଣି ଆପାର୍ଟମେଣ୍ଟରୁ ଲୁଟ୍ ହୋଇଛି। ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ ହୋଇଛି। ପାହାଳ ଥାନା ଭୀମପୁର କଲ୍ୟାଣୀ… Read More...
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ; ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ.. Samaja Digital (SM) Jan 31, 2024 କଟକ : କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ବୁଧବାର ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଅନ୍ତରୀଣ ଆଦେଶ ବଳବତ୍ତର ରଖିଛନ୍ତି। ସୂଚନାଯୋଗ୍ୟ ଯେ ,… Read More...
ପୁରୁଣା ଐତିହ୍ୟକୁ ପୂର୍ଣ୍ଣଜୀବିତ କରିବ ହରଭଙ୍ଗା ମହୋତ୍ସବ Samaja Digital (SM) Jan 31, 2024 ହରଭଙ୍ଗା : ସଂସ୍କୃତି ଓ ପରମ୍ପରାକୁ ନେଇ ହରଭଙ୍ଗା ଠାରେ ଚାଲିଥିବା ଦିତୀୟ ହରଭଙ୍ଗା ଲୋକ ମହୋତ୍ସବ , ପଲ୍ଳିଶ୍ରୀ ମେଳା ଓ ମିନାବଜାରର ମଙ୍ଗଳବାର ଦିନ ଥିଲା ଚତୁର୍ଥ ଦିବସ । ଚତୁର୍ଥ ଦିବସ ସନ୍ଧ୍ୟାରେ ମହୋତ୍ସବ ପଡିଆରେ… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Jan 31, 2024 ବୁଧବାରଠାରୁ ସଂସଦର ବଜେଟ୍ ଅଧିବେଶନ.. ଗୁରୁବାର ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ.. ସଂସଦର ନୂଆ ଭବନରେ ନୂଆ ଭାରତର ଝଲକ୍.. ସଂସଦର ବଜେଟ୍ ଅଧିବେଶନ ଆରମ୍ଭ.. ରାଷ୍ଟ୍ରପତିଙ୍କ… Read More...
ସଂସଦର ନୂଆ ଭବନରେ ବଜେଟ୍ ଅଧିବେଶନ ; ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି-ରାଷ୍ଟ୍ରପତି Samaja Digital (SM) Jan 31, 2024 ନୂଆଦିଲ୍ଲୀ : ସଂସଦର ନୂଆ ଭବନରେ ନୂଆ ଭାରତର ଝଲକ୍ ଦେଖାଯିବା ସହ ସଂସଦର ବଜେଟ୍ ଅଧିବେଶନ ବୁଧବାର ଆରମ୍ଭ ହୋଇଛି। ଅଭିଭାଷଣ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚି ସାରିଛନ୍ତି। ବଜେଟ୍ ଅଧିବେଶନରେ… Read More...
କାହିଁକି ପିନ୍ଧନ୍ତି ମୁଦି,ଘରେ ରଖନ୍ତି କଇଁଛ ? କଇଁଛ ଥିଲେ ଘରୁ ଜମା ଯିବେ ନାହିଁ ମା’ଲକ୍ଷ୍ମୀ.. Samaja Digital (SM) Jan 31, 2024 ବର୍ତ୍ତମାନ ସମୟରେ ଆଙ୍ଗୁଠିରେ କଇଁଛ ମୁଦି ଧାରଣ କରୁଥିବା ଦେଖିଥିବେ। ଘରେ ମଧ୍ୟ ଧାତୁ କଇଁଛକୁ ରଖିଥାଆନ୍ତି। ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସେ ଏପରି ରଖିବା ଦ୍ୱାରା କି କି ଲାଭ ମିଳିଥାଏ। କଇଁଛ ସହ ଜଡିତ ଅନେକ ଉପାୟ… Read More...
ବନକଲାଗି ନୀତି ; ବୁଧବାର ଜଗା ଦର୍ଶନ ବନ୍ଦ Samaja Digital (SM) Jan 30, 2024 ପୁରୀ : ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ମାଘ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୩ ଘଣ୍ଟା ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଆପାତତଃ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Jan 30, 2024 ଓଡିଶା ପ୍ରଜ୍ଞାପନ ମେଢ ଶ୍ରେଷ୍ଠ ବିବେଚିତ ; ଏହା ଅତ୍ୟନ୍ତ ଗୌରବର ବିଷୟ- ମୁଖ୍ୟମନ୍ତ୍ରୀ.. ଦେଶର ଗୋପନୀୟ ତଥ୍ୟ ଲିକ୍ କରିବା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ… Read More...
ଅଟା କେଉଁଥିରେ ଚକଟିବେ? ପାଣି ନା କ୍ଷୀରରେ.. Samaja Digital (SM) Jan 30, 2024 ସଭିଁଙ୍କର ମୁଖ୍ୟ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ରୁଟି ଓ ଅନ୍ୟଟି ଭାତ। ତେବେ କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଖାଦ୍ୟ ଅଧିକ ସ୍ୱାଦିଷ୍ଟ ହୋଇଥାଏ। ସେହିଭଳି ରୁଟିକୁ ସ୍ୱାଦିଷ୍ଟ ଓ ନରମ କରିବା ପାଇଁ… Read More...
ଏହି ସ୍ଥାନରେ ରଖିଲେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ; ମିଳିବ ଶୁଭଫଳ Samaja Digital (SM) Jan 30, 2024 ଗୃହର ଏହି ସ୍ଥାନରେ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ପ୍ରତ୍ୟେକଙ୍କ ଏହି ଇଚ୍ଛା ଥାଏ, ତାଙ୍କ ଘର ପରିବାରରେ ଖୁସିର ବାତାବରଣ ରହୁ। ଏଥିପାଇଁ ଲୋକେ ପୂଜାପାଠ ସହ ହୋମ ଯଜ୍ଞ ମଧ୍ୟ… Read More...
କାହିଁକି ହସ୍ପିଟାଲରେ ବିବାହ ପରେ ୧୮ ଘଣ୍ଟା ପରେ ଆଖି ବୁଜିଲେ ମହିଳା? Samaja Digital (SM) Jan 30, 2024 ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଣେ ଦମ୍ପତିଙ୍କ ଭିନ୍ନ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହାକୁ ଜାଣିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିବ। ଘଟଣା କ୍ରମେ, ଜଣେ ରୋଗଗ୍ରସ୍ତ ମହିଳା ହସ୍ପିଟାଲରେ ହିଁ ନିଜ… Read More...
ଗ୍ୟାସ କଟରରେ କାଟି ଏଟିଏମରୁ ଟଙ୍କା ଲୁଟ Samaja Digital (SM) Jan 30, 2024 କେନ୍ଦୁଝର : କେନ୍ଦୁଝର ଜିଲା ଯୋଡ଼ା ସହର ବନେଇକଳାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମରୁ ଲୁଟ୍ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମକୁ ଗ୍ୟାସ କଟରରେ କାଟି ଟଙ୍କା ଲୁଟି ନେଇଥିବା ସନ୍ଦେହ… Read More...
ବିଦେଶୀ ମଦ ସହ କାର୍ ଜବତ Samaja Digital (SM) Jan 30, 2024 ପାଟଣା : ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଙ୍ଗଳବାର ହାଣ୍ଡିଆଶିଲ ନିକଟରୁ ବିଦେଶୀ ମଦ ସହ ଏକ କାର୍କୁ ଜବତ କରାଯାଇଛି। ୧୬.୮୬ ଲିଟର ପରିମାଣର ଭାରତ ତିଆରି ବିଦେଶୀ ମଦ ଭର୍ତ୍ତି ବୋତଲ ସହ ରାଜେନ୍ଦ୍ର… Read More...
ଓଡିଶା ପ୍ରଜ୍ଞାପନ ମେଢ ଶ୍ରେଷ୍ଠ ବିବେଚିତ ; ଏହା ଅତ୍ୟନ୍ତ ଗୌରବର ବିଷୟ- ମୁଖ୍ୟମନ୍ତ୍ରୀ Samaja Digital (SM) Jan 30, 2024 ଭୁବନେଶ୍ୱର : ଓଡିଶା ପ୍ରଜ୍ଞାପନ ମେଢ ଶ୍ରେଷ୍ଠ ବିବେଚିତ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଟୁଇଟ୍ କରିଛନ୍ତି। ଏହା ଅତ୍ୟନ୍ତ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଟ୍ଟଚିତ୍ର ସହ… Read More...
ବାଇକ୍ରୁ ବି ଶସ୍ତା ଏହି ଇଲେକ୍ଟ୍ରିକ କାର୍ ; ଦାମ୍ ଶୁଣିଲେ ହେବେ କାବା Samaja Digital (SM) Jan 30, 2024 ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବୈଦ୍ୟୁତିକ ଯାନ କିଣିବାକୁ ଇଚ୍ଛୁକ। ତେବେ ଇଲେକ୍ଟ୍ରିକ ସ୍କୁଟର ଆଦି କିଣୁ ଥିବା ସମୟରେ ଏବେ ତାଲିକାରେ କାର୍ ମଧ୍ୟ ଯୋଡି ହୋଇଛି। ପୁଣି କାର୍ର ଦାମ୍ ବାଇକ୍… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Jan 30, 2024 ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରଙ୍କୁ ନିସ୍ତୁକ ମାଡ .. ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ.. ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ବିଳମ୍ବର ପ୍ରତିବାଦ..… Read More...
ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ; ଭାଲେଣ୍ଟାଇନ୍ ଓ୍ବିକରେ ପରଦାକୁ ଆସିବ “ଆଶିକ୍ ସରେଣ୍ଡର ହେଲା” Samaja Digital (SM) Jan 30, 2024 ଭୁବନେଶ୍ବର : ଭାଲେଣ୍ଟାଇନ୍ ଓ୍ବିକରେ ଓଡିଆ ସିନେ ପ୍ରେମୀଙ୍କ ପାଇଁ ବିଶ୍ୱାସ ପ୍ରଡକସନ୍ସ ଖୁସି ଖବର ଆଣିଦେଇଛି । ପ୍ରେମୀ ଯୁଗଳଙ୍କ ଭାଲେଣ୍ଟାଇନ୍ ହେବ ଉତ୍ସବ ମୁଖର । ଓଡ଼ିଆ ଫିଲ୍ମ "ଆଶିକ୍ ସରେଣ୍ଡର ହେଲା" ଖୁବ୍… Read More...
ରେଳଗାଡି ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ Samaja Digital (SM) Jan 30, 2024 ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ସମ୍ବଲପୁର ସିଟି ଷ୍ଟେସନ ଓ ମାନେଶ୍ୱର ଷ୍ଟେସନ ମଧ୍ୟରେ ରହିଥିବା ରେଳ ଧାରଣାରେ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ସମ୍ବଲପୁର ଜିଆରପି ଥାନା ପକ୍ଷରୁ… Read More...
ଓଡିଶାରେ ଥାଇଲ୍ୟାଣ୍ଡ ବରକୋଳି ; ନିଜେ ସ୍ୱାବଲମ୍ବୀ ହେବା ସହ ୫ଟି ପରିବାରକୁ ରୋଜଗାର ଯୋଗାଇଛନ୍ତି ଶିକ୍ଷିତ ଯୁବକ Samaja Digital (SM) Jan 30, 2024 ଆଠଗଡ : ବୈଷୟିକ ଶିକ୍ଷାଲାଭ କରିଥିବା ଯୁବକ ଭଲ ନିଯୁକ୍ତି ପାଇପାରିଥାନ୍ତେ। ଆଇଟିଆଇ ଶିକ୍ଷାଲାଭ କରି ଚାକିରୀ ପଛରେ ନଗୋଡାଇ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବା ପାଇଁ ଆପଣାଇଛନ୍ତି ଚାଷକୁ। ନିଜେ ସ୍ୱାବଲମ୍ବୀ ହେବା… Read More...
ଚଟପଟି ମସଲା ପନୀର ପାମ୍ପଡ଼ Samaja Digital (SM) Jan 29, 2024 ଆବଶ୍ୟକ ସାମଗ୍ରୀ ପନୀର – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ଜିରା – ଅଳ୍ପ ଅଦା କଞ୍ଚାଲଙ୍କା ବଟା – ୧ ଚାମଚ କଟା ଗାଜର – ଅଳ୍ପ କଟା କ୍ୟାପସିକମ – ଅଳ୍ପ ବନ୍ଧା କୋବି – ୧କପ ଗ୍ରୀନ ମଟର – ଅଳ୍ପ… Read More...
ଚର୍ଚ୍ଚାରେ ବିବାହ ; ୧୦୩ ବର୍ଷୀୟ ବୃଦ୍ଧ କଲେ ୩ୟ ବିବାହ,କନ୍ୟାଙ୍କ ବୟସ ୪୯ Samaja Digital (SM) Jan 29, 2024 ଭୋପାଳ : ଭୋପାଳର ବାସିନ୍ଦା ହବୀବ ନାମକ ଜଣେ ୧୦୩ ବର୍ଷୀୟ ବୃଦ୍ଧ ମଧ୍ୟପ୍ରଦେଶର ସବୁଠାରୁ ବୟସ୍କ ବର ବୋଲି କୁହାଯାଇଛି। ଏହାର କାରଣ ହେଉଛି ୧୦୩ ବର୍ଷରେ ସେ ୪୯ ବର୍ଷୀୟ ଫିରୋଜଙ୍କୁ ବିବାହ କରିଛନ୍ତି। ସୋସିଆଲ… Read More...
ଫେବ୍ରୁଆରୀରେ ବଦଳିବ ଏମାନଙ୍କ ଭାଗ୍ୟ; ଅଛି କି ଆପଣଙ୍କ ରାଶି? Samaja Digital (SM) Jan 29, 2024 ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଫେବ୍ରୁଆରୀରେ ବୁଧ ଓ ଶୁକ୍ର ଏକାଠି ହୋଇ ରାଶି ପାଇଁ ଶୁଭଫଳ ପ୍ରଦାନ କରିବେ। ମକର ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ ରହିଛି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ମାତ୍ର ୩ଟି ରାଶିରେ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Jan 29, 2024 ଆହୁରି ସପ୍ତାହ ଯାଏଁ କୁହୁଡି ସମ୍ଭାବନା ; ବିଳମ୍ବରେ ଚାଲୁଛି ଟ୍ରେନ୍,ବିମାନ ବାତିଲ.. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ: ପରୀକ୍ଷା ଲାଗି ପ୍ରସ୍ତୁତି ନେଇ… Read More...
ଏସବୁ ନଖାଇଲେ ୩୦ ବର୍ଷ ପରେ ହାଡରୁ ଆସିବ କଟକଟ ଶବ୍ଦ Samaja Digital (SM) Jan 29, 2024 ବର୍ତ୍ତମାନ ସମୟରେ ଅନେକଙ୍କ ପାଇଁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହା ଅଧିକ ବୟସରେ ନୁହେଁ ବରଂ କମ୍ ବୟସରେ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ହାଡକୁ ମଜଭୂତ ରଖିବା ପାଇଁ କିଛି… Read More...
ବିସ୍କୁଟ୍ ପାଇଁ ଯାଉଥିଲେ ଦଶମ ଶ୍ରେଣୀ ଛାତ୍ର,ଗଳା କାଟି ଫେରାର ଦୁର୍ବୃତ୍ତ Samaja Digital (SM) Jan 29, 2024 ଆଠଗଡ : ଦଶମ ଶ୍ରେଣୀ ଛାତ୍ରଙ୍କ ଗଳା କାଟି ଦୁର୍ବୃତ୍ତ ଫେରାର୍ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା କୁଲେଇଲୋ ଗାଁରେ ସୋମବାର ଘଟିଛି। ଉକ୍ତ ଛାତ୍ର ଜଣଙ୍କ ବିସ୍କୁଟ ପାଇଁ ଦୋକାନକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଛି।… Read More...
ଦିନେ ଇଣ୍ଟରଭିୟୁରେ ଫେଲ୍ ହୋଇ ସାର୍ଟିଫିକେଟ୍ ଜଳାଇଥିଲେ, ତିଆରି କରିଛନ୍ତି କୋଟି କୋଟି ଟଙ୍କାର କମ୍ପାନୀ.. Samaja Digital (SM) Jan 29, 2024 ନୂଆଦିଲ୍ଲୀ : କୁହାଯାଏ,କିଛି ଭିନ୍ନ କରିବାର ଇଚ୍ଛା ଓ ଲକ୍ଷ୍ୟ ଯଦି ମନୁଷ୍ୟ ଭିତରେ ରହେ,ତେବେ ସଫଳତା ପାଇବା ଅସମ୍ଭବ ନୁହେଁ। ଏଭଳି ହିଁ ଏକ ଘଟଣା ବିହାରର ଜଣେ ବାସିନ୍ଦାଙ୍କର। ତାଙ୍କ ନାମ ଦିଲ୍ଖୁସ୍। ସେ… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Jan 29, 2024 ଆହୁରି ସପ୍ତାହ ଯାଏଁ କୁହୁଡି ସମ୍ଭାବନା ; ବିଳମ୍ବରେ ଚାଲୁଛି ଟ୍ରେନ୍,ବିମାନ ବାତିଲ.. ସୋମବାର ଓଡିଶା ଗସ୍ତରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ: ପିଏମଜିରେ ଓଡିଶା ବଞ୍ଚାଅ ସମାବେଶରେ ଦେବେ ଉଦବୋଧନ..… Read More...
ଆହୁରି ସପ୍ତାହ ଯାଏଁ କୁହୁଡି ସମ୍ଭାବନା ; ବିଳମ୍ବରେ ଚାଲୁଛି ଟ୍ରେନ୍,ବିମାନ ବାତିଲ Samaja Digital (SM) Jan 29, 2024 ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆର ସମେତ ଦେଶ ତଥା ରାଜ୍ୟରେ ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ସହ କୁହୁଡିର ଆସ୍ତରଣ ରହିଛି। ଦିଲ୍ଲୀ ଏନସିଆରରେ ସୋମବାର ମଧ୍ୟ କୁହୁଡି ଦେଖାଯାଇଛି। ଏହାସହ ଖରାପ ପାଗ କାରଣରୁ ଦିଲ୍ଲୀ… Read More...
ବଣୁଆ ଦନ୍ତାହାତୀ ଉପଦ୍ରବ ; ଭାଙ୍ଗିଲା ଘର Samaja Digital (SM) Jan 29, 2024 ସମ୍ବଲପୁର : ଦୁଦିଆମାଲ ଠାରେ ବିଳମ୍ବିତ ରାତିରେ ବଣୁଆ ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। ଜୁଯୋମୁରା ବ୍ଳକ ଘେନୁପାଲି ପଞ୍ଚାୟତ ଦୁଦିଆମାଲ ଠାରେ ବିଳମ୍ବିତ ରାତିରେ ବଣୁଆ ଦନ୍ତାହାତୀ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଛି।… Read More...
ମିରିଗିଖୋଜି-ଏରେଣ୍ଡେଇ ମଧ୍ୟରେ ବୈତରଣୀ ସେତୁ ସ୍ଥାପନ ପାଇଁ ଦାବି ଉଠିଲା Samaja Digital (SM) Jan 29, 2024 ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ଗ୍ରାମର ଡଙ୍ଗାଘାଟ ନିକଟରେ ମିରିଗିଖୋଜି-ଏରେଣ୍ଡେଇ ମଧ୍ୟରେ ବୈତରଣୀ ଉପରେ ଏକ ସେତୁ ନିର୍ମାଣ ପାଇଁ ୫-ଟି ଅଧ୍ୟକ୍ଷ, କେନ୍ଦୁଝର ଜିଲ୍ଲାପାଳ ଓ ପାଟଣା ବିଧାୟକଙ୍କୁ… Read More...
ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତ ଯୁବକ ଗିରଫ Samaja Digital (SM) Jan 29, 2024 ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ପୁଲିସ ଜଣେ କୁଖ୍ୟାତ ଠକ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସଦର ଥାନା ତଳଜାଗର ଗ୍ରାମର ଦେବାନନ୍ଦ ମହାନ୍ତ (୨୯) ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନାମରେ ଦଫା ୪୨୦,… Read More...
ଏସବୁ ଖାଇଲେ ଆଉ ଝଡିବ ନାହିଁ କେଶ.. Samaja Digital (SM) Jan 27, 2024 କେଶ ଝଡିବା ସଭିଁଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଖରାପ ଜୀବନଶୈଳୀ କାରଣରୁ ଏହି ସମସ୍ୟା ଅଧିକ ବଢି ଯାଇଛି। ଆପଣଙ୍କ କେଶ ଅଧିକ… Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର Samaja Digital (SM) Jan 27, 2024 ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ .. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କରିଛନ୍ତି ଲୋକାର୍ପଣ.. ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ହୀରକ ଜୟନ୍ତୀ ଉତ୍ସବକୁ ରବିବାର ପ୍ରଧାନମନ୍ତ୍ରୀ… Read More...
ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା Samaja Digital (SM) Jan 27, 2024 କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଥିବା ସରକାରୀ (SSD) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିରିପୁରରେ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ" ର ଆୟୋଜନ ଓ "ଶ୍ରୀମନ୍ଦିର ପରିକ୍ରମା… Read More...
ସ୍ୱାଦିଷ୍ଟ ରୁଟି ଛଣା Samaja Digital (SM) Jan 27, 2024 ସିମଲା ଲଙ୍କା – ୨ଟି ଗାଜର – ୧ଟି ବନ୍ଧାକୋବି – ଅଳ୍ପ ପିଆଜ – ୧ଟି ରସୁଣ – ୨ଟି ଅଦା – ଛୋଟ ଖଣ୍ଡେ ବାସି ରୁଟି – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ପରିମାଣରେ ଚିନି – ଅଳ୍ପ ଗୋଲମରିଚ ଗୁଣ୍ଡ – ଅଳ୍ପ… Read More...
ଦୁର୍ଘଟଣା ; ସାଇକେଲ ଆରୋହୀଙ୍କ ପାଇଁ ଦେବଦୂତ ସାଜିଲେ ଡବ୍ଳୁଓଡିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର Samaja Digital (SM) Jan 27, 2024 ମ.ରାମପୁର : ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କ ପାଇଁ ବିପଦ ସମୟରେ ମାନବିକତା ଦେଖାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ… Read More...
ପିଲାଙ୍କୁ ବିସ୍କୁଟ୍ ସହ କ୍ଷୀର ଖାଇବାକୁ ଦେଉଛନ୍ତି କି? Samaja Digital (SM) Jan 27, 2024 ପିଲାମାନଙ୍କୁ ଖାଦ୍ୟ ଦେବା ସମୟରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ଅନେକ ସମୟରେ ଆପଣ ନଜର କରିଥିବେ ଅଧିକାଂଶ ନିଜ ପିଲାଙ୍କୁ କ୍ଷୀର ସହ ବିସ୍କୁଟ ଖାଇବାକୁ ଦେଇଥାଆନ୍ତି। ପିଲାମାନେ ମଧ୍ୟ ଏହାକୁ ଖାଇବାକୁ ପସନ୍ଦ… Read More...
ଅର୍ନ୍ତଜାତୀୟ ଉଷୁ ଖେଳାଳୀ ରମେଶ ମୁଣ୍ଡା ସମ୍ବର୍ଦ୍ଧିିତ Samaja Digital (SM) Jan 27, 2024 କେନ୍ଦୁଝରଗଡ : ଅର୍ନ୍ତଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଉଷୁ କ୍ରୀଡାବିତ୍ ରମେଶ ମୁଣ୍ଡାଙ୍କୁ ଜିଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଛି। କେନ୍ଦୁଝର… Read More...
୨କୋଟି ୩୫ ଲକ୍ଷ ଠକେଇ ; ୨ ଜଣଙ୍କୁ ୧୦ ବର୍ଷ ଜେଲ୍ Samaja Digital (SM) Jan 27, 2024 ବାଲେଶ୍ୱର : ୨ କୋଟି ୩୫ ଲକ୍ଷ ଠକେଇ ଅଭିଯୋଗରେ ୨ ଜଣଙ୍କୁ ୧୦ ବର୍ଷ ଜେଲ୍ ଓ ୩ ଲକ୍ଷ ଜରିମାନା ହୋଇଛି। ଶନିବାର ବାଲେଶ୍ଵର ଓପିଆଇଡି ଏବଂ ଇଓଡବ୍ଲ୍ୟୁ ସ୍ୱତନ୍ତ୍ର ଜଜ୍ ବିଶ୍ଵଜିତ୍ ଦାସ ଦଣ୍ଡାଦେଶ ଶୁଣାଇଛନ୍ତି।… Read More...
ଜାଣନ୍ତୁ.. ଭଗବାନଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ସମୟରେ ସାମ୍ନାରେ ଥିବା କାଚ କାହିଁକି ଭାଙ୍ଗିଯାଏ? Samaja Digital (SM) Jan 27, 2024 ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହେବାକୁ ଅନେକ ଦିନ ହୋଇସାରିଛି। ମାତ୍ର ଏହାପରେ ମଧ୍ୟ ଅନେକ ଲୋକେ ପ୍ରାଣ ପ୍ରତିଷ୍ଠା ଓ ଏହାସହ ଜଡିତ ସମସ୍ତ କଥା… Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର Samaja Digital (SM) Jan 27, 2024 ଦେବଗଡ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ: ଦୁଇ ଜଣଙ୍କୁ ଦଳି ମାରିଲା ହାତୀ.. ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ୩ ଛାତ୍ର ମୃତ.. ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ… Read More...
କ୍ଷେତ୍ର ପରିଦର୍ଶନ ଓ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ Samaja Digital (SM) Jan 27, 2024 କଣ୍ଟାବାଞ୍ଜି : ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ୮୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ,ଅଶୀଜଣ ଅଭିଭାବକ, ପିତାମାତା ଓ ସଂଯୋଜକମାନଙ୍କୁ ନେଇ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ତିଖାଲି ଡ୍ୟାମ କ୍ଷେତ୍ର… Read More...