www.samajalive.in
Saturday, December 13, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ ..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କରିଛନ୍ତି ଲୋକାର୍ପଣ..

- Advertisement -

ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ହୀରକ ଜୟନ୍ତୀ ଉତ୍ସବକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ..

ଲୋକମାନଙ୍କ ସୁବିଧା ନିମନ୍ତେ ଏକାଧିକ ବୈଷୟିକ ପଦକ୍ଷେପର ଶୁଭାରମ୍ଭ କରିବେ..

ଯେଉଁଥିରେ ଡିଜିଟାଲ୍ ସୁପ୍ରିମକୋର୍ଟ ରିପୋର୍ଟ, ଡିଜିଟାଲ୍ କୋର୍ଟ ୨.୦ ଏବଂ ସୁପ୍ରିମକୋର୍ଟର ଏକ ନୂତନ ୱେବସାଇଟ୍ ରହିଛି..

ଆପ୍‍ ବିଧାୟକଙ୍କୁ ବିଜେପି ଦେଉଛି ୨୫କୋଟିର ଅଫର- କେଜ୍ରିୱାଲ..

୨୯ରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ଆନ୍ଦୋଳନ: ଯୋଗ ଦେବେ ମଲ୍ଲିକାର୍ଜୁନ ଖଡଗେ..

ବିଜେପିର ନିର୍ବାଚନ ପ୍ରଭାରୀ ଘୋଷଣା: ବିଜୟପାଲ ଓ ଲତାଙ୍କୁ ଓଡ଼ିଶା ଦାୟିତ୍ୱ..

ଦେବଗଡ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ: ଦୁଇ ଜଣଙ୍କୁ ଦଳି ମାରିଲା ହାତୀ..

ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା : ୩ ଛାତ୍ର ମୃତ..

ଆଗାମୀ ୭ଦିନ ଯାଏଁ ଶୁଖିଲା ରହିବ ପାଗ: ବିଭିନ୍ନ ଜିଲ୍ଲାରେ ଶୀତ ସହ ଘନ କୁହୁଡି ସମ୍ଭାବନା..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories