ସଂକ୍ଷେପରେ ଅନ୍ତରୀଣ ବଜେଟ୍
-ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ
-୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ
-ବିକଶିତ ଭାରତ ପାଇଁ ରାଜ୍ୟମାନଙ୍କୁ ମିଳିବ ଋଣ
-ବିନା ସୁଧରେ ରାଜ୍ୟମାନଙ୍କୁ ୭୫ ହଜାର କୋଟିର ଋଣ
– ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର
– ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁୁରୁତ୍ୱ ଦିଆଯାଉଛି
– ଗରିବ କଲ୍ୟାଣ, ଦେଶର କଲ୍ୟାଣ
– ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି
– ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି
– ଜିଡିପିକୁ ସରକାରଙ୍କ ଗୁରୁତ୍ୱ
– ଜି-ଗଭର୍ଣ୍ଣାନ୍ସ, ଡି-ଡେଭଲପମେଣ୍ଟ, ପି-ପର୍ଫର୍ମାନ୍ସକୁ ଗୁରୁତ୍ୱ
-୩ଟି ନୂଆ ରେଳ କରିଡର ସ୍ଥାପନ କରାଯିବ
– ରେଳ ଓ ସମୁଦ୍ର ପଥକୁ ଯୋଡିବା ଯୋଜନା
-୪୦ ହଜାର ସାଧାରଣ ବଗି ହେବ ବନ୍ଦେ ଭାରତ ବଗି
-୫ ବର୍ଷରେ ଆଉ ୨ କୋଟି ପିଏମ ଆବାସ ନିର୍ମାଣ ଲକ୍ଷ୍ୟ
– ୫କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ଯୋଜାନା
-ଇ-ଭେଇକିଲ ନିର୍ମାଣ ଉପରେ ଗୁରୁତ୍ୱ
-ପର୍ଯ୍ୟଟନ ସ୍ଥଳ ଗୁଡିକରେ ବ୍ୟାପକ ବିକାଶ କରାଯିବ
-ନାନୋ-ୟୁରିଆ ପରେ ନାନୋ-ଡିଏପି ଉପରେ ଫୋକସ୍
– ୨୦୨୫ରେ ବିତ୍ତୀୟ ନିଅଣ୍ଟ ୫.୧ ପ୍ରତିଶତ ରଖିବା ଲକ୍ଷ୍ୟ
– ଗରିବ,ମହିଳା, ଯୁବପିଢି, ଅନ୍ନଦାତାଙ୍କ ଉପରେ ଫୋକସ୍
-ଆୟୁଷ୍ମାନ ଭାରତ ଯୋଜନାରେ ଆଶା ଓ ଅଙ୍ଗନବାଡି ଦିଦି ସାମିଲ
-ଜୁଲାଇ ବଜେଟ୍ରେ ବିକଶିତ ଭାରତର ରୋଡମ୍ୟାପ
-ସ୍କିଲ୍ ଇଣ୍ଡିଆ ମିଶନରେ ୧.୪୦ କୋଟିଙ୍କୁ ତାଲିମ ଦିଆଯାଇଛି
-୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି
– ସରକାରଙ୍କ ଲକ୍ଷ୍ୟ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ
-ଦୁଗ୍ଧ ଉତ୍ପାଦନରେ ମିିଳିବ ପ୍ରୋତ୍ସାହନ
-ପିଏମ ମତ୍ସ୍ୟ ସମ୍ପଦ ଯୋଜନାକୁ ପ୍ରୋତ୍ସାହନ ଲକ୍ଷ୍ୟ
Comments are closed.