ଓଡିଶା ପ୍ରଜ୍ଞାପନ ମେଢ ଶ୍ରେଷ୍ଠ ବିବେଚିତ ; ଏହା ଅତ୍ୟନ୍ତ ଗୌରବର ବିଷୟ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ପ୍ରଜ୍ଞାପନ ମେଢ ଶ୍ରେଷ୍ଠ ବିବେଚିତ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଟୁଇଟ୍‌‌ କରିଛନ୍ତି। ଏହା ଅତ୍ୟନ୍ତ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଟ୍ଟଚିତ୍ର ସହ ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ସୁନ୍ଦର କଳାକୃତି ଦେଖାଯାଇଛି। ନାରୀ ସଶକ୍ତିକରଣ ବିଷୟବସ୍ତୁକୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି। ଏହାକୁ ଆକର୍ଷଣୀୟ କରିଥିବା ଶିଳ୍ପୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.