www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରଙ୍କୁ ନିସ୍ତୁକ ମାଡ ..

ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ..

- Advertisement -

ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ବିଳମ୍ବର ପ୍ରତିବାଦ..

ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା..

ମଙ୍ଗଳବାର ମହାତ୍ମାଗାନ୍ଧୀଙ୍କ ୭୬ତମ ପୁଣ୍ୟତିଥି..

ଦିଲ୍ଲୀ ରାଜଘାଟରେ ମହାତ୍ମାଗାନ୍ଧୀଙ୍କ ସମାଧି ପୀଠରେ ସ୍ବତନ୍ତ୍ର ଆୟୋଜନ..

ସାରା ରାଜ୍ୟକୁ ଥରାଉଛି ଜାଡ: ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡି ..

୩୧ରୁ ପଶ୍ଚିମା ଝଡ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା..

ପୁରୀ ପରେ ଗଞ୍ଜାମ ସୁନାପୁର ବିଚ୍‌କୁ ମିଳିଲା ସମ୍ମାନଜନକ ବ୍ଲୁ ଫ୍ଲାଗ୍‌ ବିଚ୍‌ ର ମାନ୍ୟତା..

ନୀଳଗିରିରେ ହୃଦଘାତ ଯୋଗୁଁ ଚଳନ୍ତା ବସ୍ ଡ୍ରାଇଭରଙ୍କ ମୃତ୍ୟୁ : ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ..

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍..

ଓଇଆରସିରେ ବିଦ୍ୟୁତ୍ ଦର ସଂଶୋଧନ ନେଇ ମଙ୍ଗଳବାରଠାରୁ ଶୁଣାଣି..

ମହାନଦୀ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା: ୩ ଘଣ୍ଟା ପରେ ଉଦ୍ଧାର ହେଲେ ଯାତ୍ରୀ..

ବରମୁଣ୍ଡା ବସ୍ ଟର୍ମିନାଲର ସମୀକ୍ଷା : ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories