www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗା ପୁଲିସର ଅପରେସନ ଗ୍ରୀନ ;କଟା ହେଲା ଶହ ଶହ ଗଞ୍ଜେଇ ଗଛ

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଂଚାୟତର ଆଡିପଦର ପର୍ବତ କିସମ ଜଙ୍ଗଲରୁ ହରଭଙ୍ଗା ପୁଲିସ ଦ୍ୱାରା ପ୍ରାୟ ୧୦ ଏକର ପରିମିତ ଜମିରୁ ଶହ ଶହ ପରିମାଣରେ ଗଞ୍ଜେଇ ଗଛ କଟାଯାଇଥିବା ଜଣାପଡିଛି । ଏଭଳି ବେଆଇନ ଗଞ୍ଜେଇ ଚାଷ ଉପରେ ହରଭଙ୍ଗା ଆଇ.ଆଇ.ସି ନଳିନୀ ଦାସଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହଯୋଗରେ ଗଞ୍ଜେଇ ଗଛ କଟାଯାଇଥିଲା । ଚାରୋଟି ପର୍ଯ୍ୟାୟରେ ହରଭଙ୍ଗା ପୁଲିସ କୁଟିଗାଡୁ ,ଆଡିପଦର ଏବଂ ସରାଡିଖୋଲ ଅଂଚଳରୁ ୪୦ଏକର ପରିମାଣ ଜମିରୁ ଶହ ଶହ ସଂଖ୍ୟାରେ ଗଞ୍ଜେଇ ଗଛ କାଟିବାକୁ ସକ୍ଷମ ହୋଇଛି । ବୌଦ୍ଧ,କଂଟାମାଳ ପରେ ଏବେ ହରଭଙ୍ଗା ବ୍ଲକରେ ବେଆଇନ ଗଞ୍ଜେଇ ଚାଷ ଉପରେ ହରଭଙ୍ଗା ପୁଲିସର କଡା କାର୍ଯ୍ୟାନୁଷ୍ଠାନ ବୁଦ୍ଧିଜୀବି ମହଲରେ ପ୍ରଂଶସା କରାଯାଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories