ବୃକ୍କକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ
ବୃକ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଧ୍ୟାନ ରଖିବା ନିତାନ୍ତ ଜରୁରୀ। ନଚେତ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବୃକ୍କକୁ ସଫା ରଖିବା ପାଇଁ ପାଞ୍ଚଟି ଫଳର ସେବନ କରିବା ଖୁବ ଲାଭଦାୟକ ହୋଇଥାଏ।
ଲାଲ ଅଙ୍ଗୁର ବୃକ୍କ ପାଇଁ ଖୁବ ହିତକାରକ। ଏଥିରେ ଥିବା ପୋଷକ ତତ୍ତ୍ୱ ବୃକ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ବୃକ୍କୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରବେରୀ ଓ ଜାମୁକୋଳି ଖୁବ ଲାଭକାରୀ।
ଗୁଣକାରୀ ଜାମୁକୋଳି ଓ ଷ୍ଟ୍ରବେରୀ ଖାଇବା ଦ୍ୱାରା ବୃକ୍କ ପ୍ରାକୃତିକ ଭାବେ ସଫା ରହିଥାଏ।
ବୃକ୍କ ସୁସ୍ଥ ରହିବା ପାଇଁ ଭିଟାମିନ୍ ସି ଖୁବ ଜରୁରୀ। ଏଥିପାଇଁ କମଳା ଓ ଲେମ୍ବୁ ଖାଇବା ଖୁବ ଉପକାରୀ।
ବୃକ୍କ ସୁସ୍ଥ ରହିବା ପାଇଁ ତରଭୂତ ସେବନ ମଧ୍ୟ ବେଶ ଲାଭଦାୟକ।
ତରଭୂଜ ପାଣି ବୃକ୍କୁ ସୁସ୍ଥ ରଖିବା ସହ ଏହାକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ।
ବୃକ୍କ ପାଇଁ ଡାଳିମ୍ବ ଖୁବ ଉପକାରୀ। ଡାଳିମ୍ବ ଜୁସ୍ ପିଇବା ଦ୍ୱାରା ବୃକ୍କ ସୁସ୍ଥ ରହିଥାଏ। ଏହି ସବୁ ଫଳ ସେବନ କରିବା ଦ୍ୱାରା ବୃକ୍କ ସଫା ରହିଥାଏ।
Comments are closed.