www.samajalive.in
Saturday, December 6, 2025
14.1 C
Bhubaneswar

ବଣୁଆ ଦନ୍ତାହାତୀ ଉପଦ୍ରବ ; ଭାଙ୍ଗିଲା ଘର

ସମ୍ବଲପୁର : ଦୁଦିଆମାଲ ଠାରେ ବିଳମ୍ବିତ ରାତିରେ ବଣୁଆ ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। ଜୁଯୋମୁରା ବ୍ଳକ ଘେନୁପାଲି ପଞ୍ଚାୟତ ଦୁଦିଆମାଲ ଠାରେ ବିଳମ୍ବିତ ରାତିରେ ବଣୁଆ ଦନ୍ତାହାତୀ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଛି। ମିଳିଥିବା ସୂଚନା ଅନୁସାରେ ବଣୁଆ ଦନ୍ତା ଦୁଦିଆମାଲ ଗ୍ରାମରେ ପବିତ୍ର ମିର୍ଦ୍ଧାଙ୍କ ଘରକୁ ଭାଙ୍ଗିଛି। ତେବେ ଲଗାତାର ଭାବରେ ଏହି ଅଞ୍ଚଳର ବଣୁଆ ହାତୀ ଉପଦ୍ରବ କରୁଥିବା ସୂଚନା  ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories