ବହୁମତ ପ୍ରମାଣିତ କଲେ ଚମ୍ପାଇ ସୋରେନ.. ସରକାରଙ୍କ ସମର୍ଥନରେ ୪୭ ଭୋଟ..
ବିପକ୍ଷରେ ପଡିଲା ମାତ୍ର ୨୯ ଭୋଟ..
ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହେଲେ ହେମନ୍ତ ସୋରେନ..
ବିପକ୍ଷରେ ପଡିଲା ମାତ୍ର ୨୭ ଭୋଟ..
ବିଶାଖାପାଟଣା ଟେଷ୍ଟରେ ଜିତିଲା ଭାରତ..
ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ..
ବର୍ତ୍ତମାନ ସିରିଜ ୧-୧ରେ ବରାବର..
ଝୁମ୍ପୁରା : ତହସିଲ କାର୍ୟ୍ୟାଳୟ ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ୪୯ ହଜାର ଟଙ୍କା ଲୁଟ..
ସୋମବାରଠୁ ବିଧାନସଭାର ବଜେଟ୍ ଅଧିବେଶନ..
ମାଘରେ ଶୀତ ଉଭାନ: ୬ ତାରିଖରୁ ଉତ୍ତର ଏବଂ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ବର୍ଷା ସମ୍ଭାବନା..
ଚିଲିରେ ଜଳୁଛି ଜଙ୍ଗଲ: ୯୯ ମୃତ..
ଉତ୍ତର ଭାରତରେ ପ୍ରବଳ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ..
ରେଢାଖୋଲରେ ଯାତ୍ରୀବାହୀ ବସ୍ ଓଲଟି ୧୦ ଗୁରୁତର..
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ..
ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କଲେ ରାଜ୍ୟପାଳ..
୮ଶହ କୋଟିରେ ନିର୍ମାଣ ହୋଇଛି, ଶ୍ରଦ୍ଧାଳୁଙ୍କୁ ସୁବିଧା ଯୋଗାଇବ..
ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା..



