www.samajalive.in
Sunday, December 7, 2025
26.1 C
Bhubaneswar

ସେନା ଏକ ବ୍ୟାପକ ପରିବର୍ତ୍ତନ ଦେଇ ଗତି କରୁଛି – ଜେନେରାଲ ପାଣ୍ଡେ

ନୂଆଦିଲ୍ଲୀ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଭାରତୀୟ ସେନା ଏକ ବ୍ୟାପକ ପରିବର୍ତ୍ତନ ଦେଇ ଗତି କରୁଛି। ଏହାସହିତ ସ୍ୱତନ୍ତ୍ର ଅଭିଯାନ ସହ ଜଡିତ ପ୍ରସ୍ତୁତିକୁ ଆହୁରି ମଜଭୂତ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରାଯାଉଛି। ପୁଣେ ସହରର ବମ୍ବେ ସାପର୍ସ ଯୁଦ୍ଧ ମେମୋରିଆଲ୍ ଶତବାର୍ଷିକୀ ଉତ୍ସବ ଏବଂ ମେମୋରିଆଲ୍‌‌ ପ୍ୟାରେଡରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ ସେନା ମୁଖ୍ୟ ଏପରି କହିଛନ୍ତି। ଗୁରୁବାର ଦିନ ସେ କହିଛନ୍ତି, ସେନା ରେଜିମେଣ୍ଟ ଏବଂ ଅନ୍ୟାନ୍ୟ ୟୁନିଟରେ ଅଗ୍ନିବୀରଙ୍କ ଅନ୍ତର୍ଭୁକ୍ତ ଏବଂ ଏକୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯାହାକୁ ଅଧିକ ଧ୍ୟାନ ଦିଆଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories