www.samajalive.in
Saturday, December 6, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆହୁରି ସପ୍ତାହ ଯାଏଁ କୁହୁଡି ସମ୍ଭାବନା ; ବିଳମ୍ବରେ ଚାଲୁଛି ଟ୍ରେନ୍‌‌,ବିମାନ ବାତିଲ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ: ପରୀକ୍ଷା ଲାଗି ପ୍ରସ୍ତୁତି ନେଇ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ..

- Advertisement -

ଯୋଗଦେଇଛନ୍ତି ୧୪ ଲକ୍ଷ ଶିକ୍ଷକ ଓ ୫ ଲକ୍ଷରୁ ଅଧିକ ଅଭିଭାବକ..

କଟକ-ଭୁବେନଶ୍ୱର ଦ୍ୱୈତନଗରୀର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ସଞ୍ଜୀବ ପଣ୍ଡା..

ଇଡି କାର୍ଯ୍ୟାଳୟରେ ଲାଲୁ ପ୍ରସାଦ ଯାଦବ..

ଗିରଫ ହେବେ କି ହେମନ୍ତ ସୋରେନ୍‍: ଦିଲ୍ଲୀରେ ଖୋଜୁଛି ଇଡି..

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ ହେବ, ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ..

ଓଡ଼ିଶାରେ ଖାଲି ହେଉଥିବା ୩ଟି ଆସନ ଲାଗି ନିର୍ବାଚନ ହେବ..

ଭୁବନେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ..

ଓଡ଼ିଶା ବଞ୍ଚାୟ ସମାବେଶରେ ଦେଲେ ଉଦବୋଧନ..

ଆଠଗଡ : ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌‌..

ରାଜ୍ୟରେ ପୁଣି ଖସିଲା ପାରଦ, ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା : ସୁନ୍ଦରଗଡରେ ୮ ଡିଗ୍ରୀକୁ ଖସିଲା ତାପମାତ୍ରା..

ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ..

କଟକ ଦରଖାପାଟଣା ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି..

ସୋମବାର ଠାରୁ ଫେବୃଆରୀ ୨୨ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପ ବୁଲିଦେଖିବେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories