www.samajalive.in
Friday, December 5, 2025
26.1 C
Bhubaneswar

ବିଦେଶୀ ମଦ ସହ କାର୍‌‌ ଜବତ

ପାଟଣା : ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଙ୍ଗଳବାର ହାଣ୍ଡିଆଶିଲ ନିକଟରୁ ବିଦେଶୀ ମଦ ସହ ଏକ କାର୍‌‌କୁ ଜବତ କରାଯାଇଛି। ୧୬.୮୬ ଲିଟର ପରିମାଣର ଭାରତ ତିଆରି ବିଦେଶୀ ମଦ ଭର୍ତ୍ତି ବୋତଲ ସହ ରାଜେନ୍ଦ୍ର ମଣ୍ଡଳ ନାମକ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଛି। ପାଟଣା ଅବକାରୀ ଥାନାଧିକାରୀ ପ୍ରିୟମ୍ବିତା ଓଝା, ଅବକାରୀ ବିଭାଗର ସୁନାରାମ ଟୁଡୁ, ସୁରେଶ ଚନ୍ଦ୍ର ବେହେରା, ରାଜୀବଲୋଚନ ନାଏକ ଓ ସଞ୍ଜିତ କୁମାର ସ୍ୱାଇଁ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ।

 

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories