Browsing Tag

patana news odia news odisha news

ବନ ବିଭାଗର ବଡ ଧରଣର ଚଢ଼ାଉ‌ ; ଚୋରା କାଠ ଜବତ

ପାଟଣା : ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଡିଏଫଓ ଏଚଡି ଧନରାଜଙ୍କ ତତ୍ବାବଧାନରେ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ ଧରଣର ଚଢ଼ାଉ‌ କରିଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୁଲିସ…
Read More...

ବିଷାକ୍ତ ସାପ ଦଂଶନରେ ୧୬ ବର୍ଷ ନାବାଳକ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମର ୧୬ ବର୍ଷର ନାବାଳକଙ୍କର ଆଜି ସାପ ଦଂଶନରେ ମୃତ୍ୟୁ ହୋଇଛି।‌ ସୂଚନା ଅନୁଯାୟୀ ପୁଟୁଳିଆ ଗ୍ରାମର ଦାଶରଥି ପାତ୍ରଙ୍କ ପୁଅ…
Read More...

ପାଟଣାରେ ମହିଳାଙ୍କୁ ଲକ୍ଷପତି ଦିଦି ପ୍ରଶିକ୍ଷଣ

ପାଟଣା : ସରକାରଙ୍କ ଲକ୍ଷପତି ଦିଦି ଯୋଜନାକୁ ସଫଳ କରାଇବା ପାଇଁ ପାଟଣା ବ୍ଲକ ଓଡ଼ିଶାଜୀବିକା ମିଶନ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି।…
Read More...

ରଜ ମହୋତ୍ସବକୁ ଆସିବେ କେନ୍ଦୁଝର ରାଣୀ

ପାଟଣା: ପାରମ୍ପରିକ ଗଣପର୍ବ ଭାବେ ରଜ ପର୍ବଟିକୁ ଓଡିଆ ମାନେ ଖୁବ ଆଡମ୍ବର ସହକାରେ ପାଳନ କରୁଥିବା ବେଳେ ଏହା ପାଟଣାର ବିଭିନ୍ନ ଅଞ୍ଚଳରେ ବେଶ ଧୁମଧାମରେ ପାଳନ କରାଯାଇଥାଏ। ରଜ ପର୍ବଟିକୁ ପାଳିବା ନେଇ ବିଭିନ୍ନ…
Read More...

ବୁଲୁଛି ଗୋଠ ଛଡା ଦନ୍ତା,ବୁଲି ବୁଲି ଖାଉଛି ପଣସ 

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ କଣ୍ଟିଆପଡ଼ା ଜଙ୍ଗଲରେ ୩ ଦିନ ହେଲା ଗୋଟିଏ ଗୋଠ ଛଡା ଦନ୍ତା ଡେରା ପକାଇଛି। ଲୋକ ମାନେ ଦନ୍ତାକୁ ଦେଖିବାକୁ ଆସିବା ସମୟରେ ଦନ୍ତାକୁ ଚିଡାଉଥିବାରୁ ସେ ଏଣେତେଣେ ଘୁରି ବୁଲିବା ସହ…
Read More...

ଜମିବାଡ଼ି ବିବାଦ ; ଠେଙ୍ଗାରେ ପିଟିପିଟି ମହିଳାଙ୍କୁ ହତ୍ୟା, ଦୁଇ ଅଟକ 

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗ୍ରାମ ପାରାଭାଡି ସାହିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ଘଟଣାରେ ପୁଲିସ…
Read More...

ପାଣି ପାଇଁ ରାସ୍ତାରୋକ ; ଗରା ବାଲତି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ହାଟସାହିରେ ପିଇବା ପାଣି ସମସ୍ୟା ଉତ୍କଟ ହୋଇଥିବା ବେଳେ ଶନିବାର ସକାଳୁ ହାଟସାହିର ଶତାଧିକ ମହିଳା ଗରା ବାଲତି ରଖି ରାସ୍ତାରୋକ କରିଛନ୍ତି। ପାଟଣା -…
Read More...

ତାଣ୍ଡବ ରଚିଲା କାଳ ବୈଶାଖୀ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳ ବାଉଁଶୁଳି, ଭଅଁରପୁର, ଦାଶରଥୀପୁର, ଚିଲିଦା, ରେଙ୍ଗାଳବେଡା, ରାଜନଗର, ନୁଆଖମଣ, ନୁଆଗାଁ ଓ ବାରଡାଙ୍ଗୁଆ ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଧବାର…
Read More...

ପିକଅପ୍ ଲଗାଇ ଘରୁ ଲୁଟିନେଲେ

ପାଟଣା : ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପୁଟୁଗାଁ ଗ୍ରାମରେ ଦିନବେଳା ଘର ଆଗରେ ପିକଅପ ଲଗାଇ ଚୋରମାନେ ଗ୍ରାମର ବନ ବିହାରୀ ମୁଣ୍ଡାଙ୍କ ଘରୁ ବଡ଼ ଏଲସିଡିଟିଭି, ନଗଦ ୧୫ ହଜାର ଟଙ୍କା ଓ କଂସା ବାସନକୁସନ ଆଦି ଲୁଟିନେଇ…
Read More...

ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଗାଁ ମୁହାଁ, ପରିବା ବଗିଚାରୁ ହରିଣ ଉଦ୍ଧାର

ପାଟଣା : ପାଟଣା ରେଞ୍ଜ ସାହରପଡା ସେକ୍ସନ ରାଇଡିହା ବିଟ ଅନ୍ତର୍ଗତ ଭଣ୍ଡାରିବିଲା ଗ୍ରାମର ଏକ ପରିବା ବଗିଚାରୁ ଆଜି ଏକ ହରିଣକୁ ଉଦ୍ଧାର କରିଛି ବନ ବିଭାଗ। ହରିଣଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସି ଗ୍ରାମର…
Read More...