www.samajalive.in
Friday, December 5, 2025
20.1 C
Bhubaneswar

ଗୋରୁ ବୋଝେଇ ଗାଡିକୁ ଅଟକ ରଖି ପୁଲିସ୍ ଜିମାଦେଲେ ଦାରା ସେନା

ପାଟଣା : ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ହେବାରେ ଲାଗିଥିବା ବେଳେ ଗତକାଲି ରାତ୍ର ପ୍ରାୟ ୧୧ଟା ସମୟରେ ପାଟଣା ଥାନା ମାଛଗଡ଼ ପଞ୍ଚାୟତ ସୁନାରିପଶି ଗ୍ରାମ ନିକଟରେ ଦାରା ସେନା ପକ୍ଷରୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଗାଡ଼ିକୁ ଅଟକ ରଖା ଯାଇଥିଲା। ଦାରା ସେନା ପକ୍ଷରୁ ପାଟଣା ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଗୋରୁ ବୋଝେଇ ଗାଡ଼ି ଓ ଗାଡ଼ି ଚାଳକକୁ ଅଟକ ରଖିଛି।

ଦୈନିକ ଏହି ରାସ୍ତାରେ ଗୋ ମାଫିଆମାନେ ବିଭିନ୍ନ ଗାଡିରେ ଗୋ ଚାଲାଣ କରୁଥିବା ବେଳେ ଗତ ରାତିରେ ସ୍ଥାନୀୟ ଦାରା ସେନା ପକ୍ଷରୁ ଗାଡିକୁ ଅଟକ ରଖି ଯାଞ୍ଚ କରାଯାଇଥିଲା। ଗାଡିରେ ଗୋ ଚାଲାଣ ହେଉଥିବା ଜଣାପଡିବା ପରେ ଗାଡ଼ି ସହ ଚାଳକଙ୍କୁ ଅଟକ ରଖାଯାଇଛି। ଗାଡିରେ ମୋଟ ୧୨ଟି ଗୋରୁ ଥିବା ଥାନା ଅଧିକାରୀ ବିବତ୍ସ ପ୍ରଧାନ ସୂଚନା ଦେଇଛନ୍ତି।

ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories