ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହଙ୍କ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୁରୁ ଗ୍ରହ ସୁଖ-ସୌଭାଗ୍ୟ, ଜ୍ଞାନ, ଯଶ ପ୍ରଦାନ କରି ଥାଆନ୍ତି । ଜାତକରେ ଗୁରୁ ଗ୍ରହ ଶୁଭ ସ୍ଥାନରେ ରହିଲେ ଯଶ ପ୍ରାପ୍ତି ହୋଇଥାଏ । ଜ୍ଞାନ ପ୍ରାପ୍ତି ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ମାନ-ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ । ଗୁରୁ ଗ୍ରହ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ବର୍ତ୍ତମାନ ଗୁରୁ ଗ୍ରହ ବୃଷ ରାଶିରେ … Continue reading ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..