QNETIC – Mobile
Browsing Tag

patana news odia news odisha news

ମହଙ୍ଗା ପଡ଼ିଲା ଲାଞ୍ଚ ନେବା : ଫସିଲେ ଘଟଗାଁ କନିଷ୍ଠ ରାଜସ୍ୱ ସହାୟକ

ପାଟଣା : ଲାଞ୍ଚ ନେବା ସମୟରେ ଦୁର୍ନୀତି ନିର୍ବାରଣ ବିଭାଗ (ଭିଜିଲାନ୍ସ) ହାତରେ ଧରାପଡ଼ିଛନ୍ତି ଘଟଗାଁ କନିଷ୍ଠ ରାଜସ୍ୱ ସହାୟକ ଦେବାଶିଷ ପଣ୍ଡା। ସୂଚନା ଅନୁସାରେ, ଘଟଗାଁ ତହସିଲ ଅନ୍ତର୍ଗତ ଟାଙ୍ଗରତଳି ଗ୍ରାମର ବନମାଳୀ…
Read More...

ମିଲେଟ ମିଶନ ପକ୍ଷରୁ ସଚେତନତା ରଥ

ପାଟଣା : କେନ୍ଦୁଝର ଜିଲ୍ଲା କୃଷି ବିଭାଗର ମିଲେଟ ମିଶନ ତରଫରୁ ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ଜୁନ ୫ ବିଶ୍ୱ ପରିବେଶ ସଚେତନତା ଦିବସ ଉପଲକ୍ଷେ ଏକ ସଚେତନତା କାର୍ୟ୍ୟକ୍ରମ କରିବା ନିମନ୍ତେ କେନ୍ଦୁଝର ଜିଲ୍ଲାର ୧୧…
Read More...

ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ ; ଡ଼ାକଘର ଘେରିଲେ ଶତାଧିକ ମହିଳା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ କଣ୍ଟିଆପଡା ଡାକଘର ଘେରିଥିଲେ ଶତାଧିକ ମହିଳା ଜମାକାରୀ । ୩ଶହରୁ ଉର୍ଦ୍ଧ୍ବ ଜମାକାରୀଙ୍କ ଲକ୍ଷାଧିକ ଜମା ଟଙ୍କାକୁ ଶାଖା ଡାକପାଳ ଭୈରବ ଚନ୍ଦ୍ର ନାଏକ ହଡ଼ପ କରିଥିବା ଅଭିଯୋଗ…
Read More...

ପୁଲିସ୍ କନେଷ୍ଟବଳଙ୍କ ଆତ୍ମହତ୍ୟା

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି  । ଜଣେ ପୁଲିସ କର୍ମଚାରୀ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ପୁଲିସ କର୍ମଚାରୀ ପ୍ରେମାନନ୍ଦ ନାଏକ…
Read More...

ବଜ୍ରାଘାତରେ ମହିଳା ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ପଞ୍ଚାୟତ ଚିଲିଦା ବେହେରା ସାହିରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ମୂରଲିଧର ବେହେରାଙ୍କ ସ୍ତ୍ରୀ ବିମଳା ବେହେରା (୫୦) ବୋଲି…
Read More...

ଏସ୍ଏଚଜି ଅର୍ଥ ହେରଫେର ମାମଲାରେ ମହିଳା ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୋରାସ ଗ୍ରାମରେ ଏସ୍ଏଚଜି ଅର୍ଥ ହେରଫେର ମାମଲାରେ ଜଣେ ମହିଳା ଗିରଫ ହୋଇଛନ୍ତି। ଗିରଫ ମହିଳା ଗୋରାସ ଗ୍ରାମର ସୁନାଫୁଲ ସେଠୀ(୪୫) ବୋଲି ଜଣାପଡିଛି। ସେ ଏସ୍ଏଚଜି…
Read More...

୨୦ନଂ ଜାତୀୟ ରାଜପଥରେ ଆମ୍ବ ପଣସର ପସରା

ପାଟଣା : ୨୦ ନଂ ଜାତୀୟ ରାଜପଥର ବାଙ୍କପାଟୁଳି, ପିପିଳିଆ, ଚିକିଣିଆ, ଖଣ୍ଟଘର, ସାନମସିଣାବିଲ୍ଲା, ବରବେଡା, ଗଦାଧରପୁର ଶନି ମନ୍ଦିର ନିକଟ, ବାଲିଯୋଡି ଆଦି ସ୍ଥାନରେ ଖରାଦିନିଆ କଞ୍ଚା ଆମ୍ବ, ପାଚିଲା ଆମ୍ବ, ପଣସ, ପଣସ…
Read More...

ଜହ୍ନେଇ ନାଳ ପୋଲ ପାଖ କାଦୁଅ ପଚପଚ, ଗମନାଗମନ ବାଧାପ୍ରାପ୍ତ

ପାଟଣା : ପାଟଣା-ବାଉଁଶୁଳି ରାସ୍ତାର ଜଡିଚାତର ନିକଟରେ ଜହ୍ନେଇ ନାଳରେ ଉଚ୍ଚ ପୋଲ ନିର୍ମାଣ କରାଯାଇଛି । ଏହି ପୋଲକୁ ମୁଖ୍ୟ ରାସ୍ତା ସହ ସଂଯୋଗ ପାଇଁ ଠିକାଦାର ମୁଖ୍ୟରାସ୍ତା ସହ ପୋଲ ସଂଯୋଗୀକରଣ ରାସ୍ତାରେ ଦେଢ଼ ଫୁଟ…
Read More...

ଟ୍ରଲର ପଛରେ ଧକ୍କା ଦେଲା ଟ୍ରକ, ଜଣେ ମୃତ , ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ…
Read More...

ବିଷାକ୍ତ ଚିତି ସାପ କାମୁଡାରେ ବୃଦ୍ଧ ମୃତ

ପାଟଣା : ପାଟଣା ବ୍ଲକ କୁମୁଳାବାହାଳି ରଙ୍ଗାମାଟିଆ ସାହିରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡ଼ି ଦେବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ଉକ୍ତ ଗାଁର ସାଙ୍ଗେନ ଓରଫ୍…
Read More...