Browsing Tag

patana news odia news odisha news

ସୁବ୍ୟବସ୍ଥିତ ହୋଇ ପାରୁନାହିଁ ସାହାରପଡା ବ୍ଲକ ପରିସର 

ପାଟଣା : ସାହାରପଡା ବ୍ଲକ ପରିସର ଦୀର୍ଘ ବର୍ଷ ହେବ ସୁବ୍ୟବସ୍ଥିତ ହୋଇ ପାରୁନାହିଁ । ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା ଏକ ପୋଖରୀ ସଦୃଶ୍ୟ ଖାଲକୁ ପୋତି ସମତୁଲ କରିବା ପାଇଁ ଦୀର୍ଘ ୨୦ ବର୍ଷ ହେଲା କୌଣସି ବିଡିଓ ଆଗ୍ରହ…
Read More...

ରାଜ୍ୟସ୍ତରୀୟ ଦୌଡ ପ୍ରତିଯୋଗୀତାରେ ସୁଖୀ ବାସ୍କେଙ୍କ ସଫଳତା

ପାଟଣା :ରାଜ୍ୟସ୍ତରୀୟ ବିଶ୍ବ ବିଦ୍ୟାଳୟ ଦୌଡକୁଦ ପ୍ରତିଯୋଗିତା ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୨୦ଟି ବିଶ୍ବ ବିଦ୍ୟାଳୟରୁ ୫୦୦ ରୁ…
Read More...

ଛାତ୍ରୀ ନିବାସରେ ସାପ କାମୁଡାରେ ଛାତ୍ରୀଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ସରକାରୀ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ନିବାସରେ ଜଣେ ଛାତ୍ରୀଙ୍କ ସାପ କାମୁଡାରେ ମୃତ୍ୟୁ ବରଣ କରିବା ଘଟଣା ଏବେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି…
Read More...

ନିମ୍ନମାନର କାମ ଯୋଗୁ ଛାତରୁ ଖସୁଛି ପ୍ଲାଷ୍ଟର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟରେ ମାର୍କେଟ କମ୍ପ୍ଲେକ୍ସ ନବ ନିର୍ମିତ ଛାତରୁ ପ୍ଲାଷ୍ଟର ଖସୁଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଏହି କମ୍ପ୍ଲେକ୍ସ ନିର୍ମାଣ ମାତ୍ର କିଛି ବର୍ଷ ହେବ…
Read More...

ଗାଁ ମଝିରେ ଇଟା କାରଖାନାକୁ ବିରୋଧ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ବାଇକଳା ପଞ୍ଚାୟତ ତୁରୁମୁଙ୍ଗା ଥାନା ବିଲ୍ଲା ଗ୍ରାମ ମଧ୍ୟରେ ଏକ ବର୍ଷ ହେବ ଜଣେ ବ୍ୟକ୍ତି ନିଜ ଜମିରେ ଏକ ଇଟା ମେସିନ ବସାଇ ବ୍ୟବସାୟ କରୁଛନ୍ତି । ମେସିନଟି ଖୋଲା ପଡିଆରେ ବସିଛି।…
Read More...

ଅଭିନବ ଉପାୟରେ ଚୋରି, ଟ୍ରକରେ ଆସି ଟ୍ରକରୁ ଡିଜେଲ ଚୋରି କଲେ ଦୁର୍ବୃତ୍ତ

ପାଟଣା : ଅଭିନବ ଉପାୟରେ ଚୋରି।୧୨ ଚକିଆ ଟ୍ରକରେ ଆସି ୩ ଟ୍ରକରୁ ଦୁର୍ବୃତ୍ତ ଡିଜେଲ ଚୋରି କରିଛନ୍ତି। କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରର କଟରାବେଡା ନିକଟରେ ବିଳମ୍ବିତ ରାତିରେ ଗୋଟିଏ ୧୬ ଚକିଆ ଟ୍ରକର…
Read More...

ବଡ ଯାଆକୁ ମାଡ ମାରି ସାନ ଯାଆ ଗିରଫ

ପାଟଣା : ପାଟଣା ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମରେ ଗତ ୩ ତାରିଖ ବଡ ଯାଆ ବୁଦ୍ଧିନୀ ମୁଣ୍ଡାଙ୍କୁ ଲୁହା ପାଇପରେ ପ୍ରବଳ ମାଡ଼ ମାରି ଗୁରୁତର କରିଥିବା ସାନ ଯାଆ ସୁକାନ୍ତି ମୁଣ୍ଡା (୩୬)କୁ ପାଟଣା ପୁଲିସ ଗିରଫ କରି…
Read More...

ହରିଶଚନ୍ଦ୍ର ଯୋଜନା ବାଟବଣା, ଶୁଦ୍ଧିକ୍ରିୟା ସହାୟତା କଲା ଭରସା ପରିବାର

ପାଟଣା : ସଦର ବ୍ଲକ ବୋଦାପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମର ଦିନମଜୁରିଆ ମୋହନ କୁମାର ନାଏକଙ୍କୁ ପାଗଳ କୁକୁର କାମୁଡିବା ପରେ ସଚେତନତାର ଅଭାବରେ ଡାକ୍ତରଖାନା ନଆସି ଦେଶୀ ଔଷଧ ବ୍ୟବହାର କରି ୯ ଦିନ ପୂର୍ବରୁ…
Read More...

ମଲ୍ଲିପଶି-ଏରେଣ୍ଡେଇ ରାସ୍ତା ପିଚୁ କରାଯିବାକୁ ଦାବି

ପାଟଣା : ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ସଡକ ତାଲିକାରେ ନୂଆ ନୂଆ ରାସ୍ତା ଯୋଡି ହୋଉଥିବା ବେଳେ କଂଗ୍ରେସ ଅମଳରେ ଗୋଟିଏ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଏବେ କଚ୍ଚା ରାସ୍ତାରେ ପରିଗଣିତ ହେବା ଚିନ୍ତାର କାରଣ ହୋଇଛି।…
Read More...

ମିଲେଟ ମିଶନ ପକ୍ଷରୁ ବିହନ ପ୍ରଦର୍ଶନୀ

ପାଟଣା : ପାଟଣା ବ୍ଲକ ମିଲେଟ ମିଶନ ପକ୍ଷରୁ ବ୍ଲକ ଅଞ୍ଚଳର ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମରେ ବିହନ ପ୍ରଦର୍ଶନୀ ଓ ଏହି ଚାଷ ସମ୍ପର୍କିତ ପ୍ରଚାର ପତ୍ର ଓ ପୁସ୍ତିକା ବଣ୍ଟନ କରାଯାଇଛି । ଏହି ଚାଷ ପ୍ରତି କୃଷକ…
Read More...