bjd gruha runa
Browsing Tag

patana news odia news odisha news

ମିଲେଟ ମିଶନ ପକ୍ଷରୁ ବିହନ ପ୍ରଦର୍ଶନୀ

ପାଟଣା : ପାଟଣା ବ୍ଲକ ମିଲେଟ ମିଶନ ପକ୍ଷରୁ ବ୍ଲକ ଅଞ୍ଚଳର ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମରେ ବିହନ ପ୍ରଦର୍ଶନୀ ଓ ଏହି ଚାଷ ସମ୍ପର୍କିତ ପ୍ରଚାର ପତ୍ର ଓ ପୁସ୍ତିକା ବଣ୍ଟନ କରାଯାଇଛି । ଏହି ଚାଷ ପ୍ରତି କୃଷକ…
Read More...

ସୂଚନା ଫଳକ ଲାଗିଛି ,କାମ ହେଉନାହିଁ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ମହ୍ଲାରପଦା ପଞ୍ଚାୟତ ଜାମୁଦା ତଳ ସାହି ଠାରେ ଏକ ଛଉ ମଣ୍ଡପ ଅଛି । ସେହି ମଣ୍ଡପକୁ ଲାଗି ଏକ ଫଳକ ତିନି ମାସ ହେବ ନୂଆ କରି ତିଆରି ହୋଇଛି । ସେଥିରେ ଲେଖାଅଛି ମୋ ଓଡିଶା ନବୀନ…
Read More...

ବିଦେଶୀ ମଦ ସହ କାର୍‌‌ ଜବତ

ପାଟଣା : ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଙ୍ଗଳବାର ହାଣ୍ଡିଆଶିଲ ନିକଟରୁ ବିଦେଶୀ ମଦ ସହ ଏକ କାର୍‌‌କୁ ଜବତ କରାଯାଇଛି। ୧୬.୮୬ ଲିଟର ପରିମାଣର ଭାରତ ତିଆରି ବିଦେଶୀ ମଦ ଭର୍ତ୍ତି ବୋତଲ ସହ ରାଜେନ୍ଦ୍ର…
Read More...

ମିରିଗିଖୋଜି-ଏରେଣ୍ଡେଇ ମଧ୍ୟରେ ବୈତରଣୀ ସେତୁ ସ୍ଥାପନ ପାଇଁ ଦାବି ଉଠିଲା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ଗ୍ରାମର ଡଙ୍ଗାଘାଟ ନିକଟରେ ମିରିଗିଖୋଜି-ଏରେଣ୍ଡେଇ ମଧ୍ୟରେ ବୈତରଣୀ ଉପରେ ଏକ ସେତୁ ନିର୍ମାଣ ପାଇଁ ୫-ଟି ଅଧ୍ୟକ୍ଷ, କେନ୍ଦୁଝର ଜିଲ୍ଲାପାଳ ଓ ପାଟଣା ବିଧାୟକଙ୍କୁ…
Read More...

ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତ ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ପୁଲିସ ଜଣେ କୁଖ୍ୟାତ ଠକ ଯୁବକକୁ ଗିରଫ କରିଛି।‌ ଗିରଫ ଅଭିଯୁକ୍ତ ସଦର ଥାନା ତଳଜାଗର ଗ୍ରାମର ଦେବାନନ୍ଦ ମହାନ୍ତ (୨୯) ବୋଲି ଜଣାପଡିଛି।‌ ଅଭିଯୁକ୍ତଙ୍କ ନାମରେ ଦଫା ୪୨୦,…
Read More...

ପାଟଣାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଲ୍ୟାମ୍ପ୍ସ କର୍ମଚାରୀଙ୍କ ବୈଠକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା କୃଷି ବିଭାଗ ସମ୍ମିଳନୀ କକ୍ଷରେ ପାଟଣା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ୨୩ଟି ଲ୍ୟାମ୍ପ୍ସର ସଭାପତି ଓ ପରିଚାଳନା ନିର୍ଦ୍ଦେଶକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…
Read More...

ଭୀମକୁଣ୍ଡକୁ ଯୋଗାଯୋଗ କରୁଥିବା କପାସପଡା-ଡୁମୁରିଆ ରାସ୍ତା ବିପଦ ସଙ୍କୁଳ

ପାଟଣା :୨୨୦ନଂ ଜାତୀୟ ରାଜପଥର କପାସପଡା ଠାରୁ ଭାୟା ଚିନାମାଳିପଶି ଦେଇ ଡୁମୁରିଆ ଓ ସେଠାରୁ ଭୀମକୁଣ୍ଡ ଯାଇଥିବା ଏହି ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଡୁମୁରିଆରୁ ଜାମୁଳେଇବେଡା ପର୍ଯ୍ୟନ୍ତ ରାସ୍ତା ଏକରକମ…
Read More...

ଖଜୁରିଡିହା ୟୁକାଲିପଟାଶ ଜଙ୍ଗଲରୁ ହରିଣ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖଜୁରିଡିହା ୟୁକାଲିପଟାଶ ଜଙ୍ଗଲରୁ ଏକ ହରିଣ ଉଦ୍ଧାର ହୋଇଛି। ଏଠାରେ ୨୫ ଟିକିଆ ହାତୀ ପଲ ଡେରା ପକାଇ ଥିବାବେଳେ ହାତୀପଲଙ୍କୁ ଦେଖିବା ପାଇଁ ଲୋକ ଗହଳି ଲାଗି…
Read More...

ତୁଳସୀ ଗଛରେ ଅଦ୍ଭୁତ କୀଟ

ପାଟଣା :ସାହାରପଡା ବ୍ଲକ ଅନ୍ତର୍ଗତ ବଲାଣିପସି ଗ୍ରାମର ମନୋଜ ମହାନ୍ତଙ୍କ ବାଡ଼ିରେ ଥିବା ତୁଳସୀ ଗଛରେ ବୁଧବାର ସକାଳୁ ଅପରାହ୍ନ ୩ ଟା ଯାଏଁ ଏକ ଅଦ୍ଭୁତ କୀଟ ଦେଖାଯାଇଥିଲା । ବେଳେ ବେଳେ ଏହି କୀଟ ଜଗନ୍ନାଥଙ୍କ ମୁହଁ…
Read More...

ଜଙ୍ଗଲରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଶାଳ ଜଙ୍ଗଲରୁ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଗୋଡିପୋଖରୀ ଗ୍ରାମର ଚକ୍ରଧର ନାଏକ ବୋଲି…
Read More...