www.samajalive.in
Saturday, December 6, 2025
23.1 C
Bhubaneswar

ନିମ୍ନମାନର କାମ ଯୋଗୁ ଛାତରୁ ଖସୁଛି ପ୍ଲାଷ୍ଟର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟରେ ମାର୍କେଟ କମ୍ପ୍ଲେକ୍ସ ନବ ନିର୍ମିତ ଛାତରୁ ପ୍ଲାଷ୍ଟର ଖସୁଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଏହି କମ୍ପ୍ଲେକ୍ସ ନିର୍ମାଣ ମାତ୍ର କିଛି ବର୍ଷ ହେବ ହୋଇଥିବା ବେଳେ ନିମ୍ନମାନ କାର୍ଯ୍ୟ ଯୋଗୁ ହିଁ ଛାତରୁ ପ୍ଲାଷ୍ଟର ଖସୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ମାର୍କେଟ କମ୍ପ୍ଲେକ୍ସ ନିର୍ମାଣରେ ଅର୍ଥରାଶି ୧୦ଲକ୍ଷ ଟଙ୍କା ବ୍ୟୟରେ ୪ଟି ଦୋକାନ ଗୃହ ନିର୍ମାଣ ହୋଇଛି । ମାର୍କେଟ କମ୍ପ୍ଲେକ୍ସଟି ନିର୍ମାଣ।ଧିନ ହୋଇ ରହିଥିବା ବେଳେ କମ୍ପ୍ଲେକ୍ସଟି କୌଣସି କାର୍ଯ୍ୟରେ ମଧ୍ୟ ଲାଗି ପାରୁନାହିଁ । ଏପରି ଛାତରୁ ପ୍ଲାଷ୍ଟର ଖସିବାକୁ ନେଇ ବିଭାଗୀୟ କତୃପକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories