www.samajalive.in
Saturday, December 6, 2025
14.1 C
Bhubaneswar

ନୂଆଗାଁରେ ଘର ଭାଙ୍ଗିଲା ହାତୀ

ପାଟଣା : ପାଟଣା ବନାଞ୍ଚଳରେ ଉପଦ୍ରବ ଜାରି ରଖିଥିବା ହାତୀପଲ ରାତିରେ ନୂଆଗାଁ ଗ୍ରାମର ମହୁର ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି। ଏହି ହାତୀପଲ କ୍ଷିପ୍ର ଗତିରେ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ଖଡିବେଡା ନିକଟରେ ଥିବା ହାତୀପଲ କେନ୍ଦୁଯୋଡ଼ା, ଫୁଲପାହାଡ଼ି, ପୁରୁଣାପାଣି,ନୂଆଗାଁ, ତେଣ୍ଡରା, ବଡ଼ବିଲ, ଟଭାସରୁଆ ହୋଇ ଗତକାଲି ସନ୍ଧ୍ୟାରେ ଗଣ୍ଡବେଡା ନିକଟରେ ଥିବା ଜଣାପଡିଛି। ଏହି ହାତୀପଲଙ୍କ ଦ୍ଵାରା ବ୍ୟାପକ ଧାନ ଫସଲ ସହ ମକା, ବୋଇତାଳୁ ଚାଷ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ଦେଖନ୍ତୁ ଭିଡିଓ; ପାକିସ୍ତାନରେ ଏ କି ଅବସ୍ଥା, ମଲ୍‌ ଭିତରେ ପଶି ସବୁ କିଛି ଲୁଟି ନେଲେ, ମୁଣ୍ଡରେ ହାତ ଦେଲେ ମାଲିକ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories