ଦେଖନ୍ତୁ ଭିଡିଓ; ପାକିସ୍ତାନରେ ଏ କି ଅବସ୍ଥା, ମଲ୍‌ ଭିତରେ ପଶି ସବୁ କିଛି ଲୁଟି ନେଲେ, ମୁଣ୍ଡରେ ହାତ ଦେଲେ ମାଲିକ..

ଇସଲାମାବାଦ : ପାକିସ୍ତାନରେ ଦରଦାମ୍‌ ବୃଦ୍ଧି ପାଇଁ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି । କୁହାଯାଉଛି ଏହା ଏଭଳି ଏକ ଦେଶ ଯେଉଁଠାରେ କୌଣସି ନିବେଶ ସୁରକ୍ଷିତ ନୁହେଁ । ଏହାର ଏକ ପ୍ରମାଣ କରାଚିରେ ନିକଟରେ ଘଟିଥିବା ଏକ ଘଟଣା । ମିଳିଥିବା ସୂଚନାନୁସାରେ, କରାଚିର ଗୁଲିସ୍ତାନ-ଏ-ଜୌହର ଅଞ୍ଚଳରେ ବିଦେଶରେ ରହୁଥିବା ଜଣେ ପାକିସ୍ତାନୀ ବ୍ୟବସାୟୀ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆକର୍ଷଣୀୟ ସପିଙ୍ଗ୍‌ ମଲ୍‌ ତିଆରି କରିଥିଲେ । ମାତ୍ର ଉଦଘାଟନ ଦିନ … Continue reading ଦେଖନ୍ତୁ ଭିଡିଓ; ପାକିସ୍ତାନରେ ଏ କି ଅବସ୍ଥା, ମଲ୍‌ ଭିତରେ ପଶି ସବୁ କିଛି ଲୁଟି ନେଲେ, ମୁଣ୍ଡରେ ହାତ ଦେଲେ ମାଲିକ..