ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ..
ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ..
ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ହୋଇଛି ବ୍ୟବସ୍ଥା..
ସବ୍କା ସାଥ୍ ,ସବ୍କା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଛି – ଅର୍ଥମନ୍ତ୍ରୀ..
୫ ବର୍ଷରେ ଆଉ ୨ କୋଟି ପକ୍କା ଘର-ସୀତାରମଣ
ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର – ଅର୍ଥମନ୍ତ୍ରୀ..
୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ଅର୍ଥମନ୍ତ୍ରୀ..
୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ଅର୍ଥମନ୍ତ୍ରୀ..
ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ରାଜଧାନୀରେ ଚାଞ୍ଚଲ୍ୟ : ଖଣ୍ଡଗିରି ଅଞ୍ଚଳରୁ ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ..
ଭରତପୁର ଥାନାରେ ଅଭିଯୋଗ କଲେ ପରିବାର ଲୋକ..
ଶୀତରେ ଥରୁଛି ସାରା ଓଡିଶା : ପ୍ରବଳ ଜାଡ ସାଙ୍ଗକୁ କଲବଲ କରୁଛି ଘନ କୁହୁଡି..
ପଶ୍ଚିମା ଝଡ ପ୍ରଭାବରେ ଗୁରୁବାରଠୁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା..
ଆଠଗଡରେ ମର୍ମନ୍ତୁଦ ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ , ୨୦ ଆହତ..
ମୋହନା ରାଇସିଂ ଘାଟି ରାସ୍ତାରେ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା ବସ୍ , ୧୦ ଆହତ..
ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର, କିଲୋ ପିଛା ୫୦୦ ଟଙ୍କାରେ ବିକ୍ରି..
ବଜେଟ୍ ଦିନ ମହଙ୍ଗା ଝଟକା : ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବୃଦ୍ଧି..
ରାଜଧାନୀରୁ ନିଖୋଜ ହୋଇଥିବା ଦୁଇ ଛାତ୍ରୀଙ୍କୁ ପୁରୀରୁ ଠାବ କଲା ଭରତପୁର ପୁଲିସ..
ଭୂକମ୍ପ ଝଟକାରେ ଥରିଲା ଗୁଜରାଟ..
ଭଦ୍ରକ ମାର୍କେଟ୍ କଂପ୍ଲେକ୍ସ ନିକଟରୁ ମଣିଷ କଙ୍କାଳ ଠାବ..



