www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦଶପଲ୍ଲାରେ ଅଭାବନୀୟ ଘଟଣା: ଘରେ ପଶି ଦମ୍ପତ୍ତିଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟ୍..

ଭୁବନେଶ୍ବର ଓ କଟକରେ ଘନ କୁହୁଡି : ପ୍ରବଳ କୁହୁଡି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ..

- Advertisement -

ଗୁରୁବାରଠୁ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା..

ସକାଳ ସାଢେ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା..

ଆଜିଠାରୁ ଭାରତ ଓ ଇଂଲଣ୍ଡର ତୃତୀୟ ଟେଷ୍ଟ..

ଗୁଜୁରାଟ ରାଜକୋଟରେ ମୁକାବିଲା, ଅଧିନାୟକ ରୋହିତ୍ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ..

ଆଠଗଡ ନୂଆଆଙ୍କୁଲା ଛକ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଲା ଟ୍ରକ୍ : ଡ୍ରାଇଭର ମୃତ..

ଆଜି ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର: ନିର୍ବାଚନ ପ୍ରସ୍ତୁତି ନେଇ କରିବେ ସମୀକ୍ଷା..

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଆରଟିଓ..

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାର ୧୦ଟି ସ୍ଥାନରେ ଚଢଉ..

ବିଧାୟକଙ୍କ ଘରେ ଇଡି ଚଢଉ..

ଭଦ୍ରକ ସହରର ୪ଟି ସ୍ଥାନରେ ଚଢଉ..

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ରେଡ..

ବୌଦ୍ଧ: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ..

ଏକାଧିକ ଏସଓଜି ଯବାନ ଗୁରୁତର..

ହାତୀ ଉପଦ୍ରବ ; ଭାଙ୍ଗିଲା ଘର, ଖାଇଗଲା ୫୦ କେଜି ଚାଉଳ..

ଆମେରିକା କାନସାସ୍ ସହରରେ ଗୁଳିମାଡ଼; ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଆହତ..

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅଶ୍ବିନୀ ବୈଷ୍ଣବ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories