www.samajalive.in
Friday, December 5, 2025
26.1 C
Bhubaneswar

ହାତୀ ଉପଦ୍ରବ ; ଭାଙ୍ଗିଲା ଘର, ଖାଇଗଲା ୫୦ କେଜି ଚାଉଳ

କେନ୍ଦୁଝର : କେନ୍ଦୁଝରରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ଲୋକଙ୍କ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। କିରିବୁର ହିଲଟପ୍‌‌ ଡାଲମିୟା ହାଟିଙ୍ଗରେ ଗୋଠଛଡା ଦନ୍ତା ହାତୀର ଉପଦ୍ରବ ଦେଖାଦେଇଛି। ଦନ୍ତା ହାତୀ ୩ଟି ଘର ଭାଙ୍ଗିଥିବା ବେଳେ ପ୍ରାୟ ୫୦ କେଜି ଚାଉଳ ଖାଇ ଦେଇଛି। ଘର ଭାଙ୍ଗି ଚାଉଳ ଖାଇବା ସହ ହାତୀ ଫସଲ ମଧ୍ୟ ନଷ୍ଟ କରିଛି। ହାତୀ ଘଉଡାଇବାକୁ ବନବିଭାଗ ନାକେଦମ୍‌‌ ହୋଇଛି ବୋଲି ସୂଚନା ମିଳିଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories