nua o banner
Browsing Tag

kendujhar news odia news odisha news

ଖଣ୍ଡା ଓ ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍

କେନ୍ଦୁଝର : ଖଣ୍ଡା ଓ ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଜଣେ ଟ୍ରାନ୍ସପୋର୍ଟ କମ୍ପାନୀ କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଥିବା ସୋମବାର ଅଭିଯୋଗ ହୋଇଛି।୨ ଜଣ ଦୁର୍ବୃତ୍ତ ଲୁଟ୍ କରିଛନ୍ତି। ସଦର…
Read More...

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସରେ ସହାୟକ ହେବ ‘ରକ୍ଷକ’

କେନ୍ଦୁଝରଗଡ : ବଣପାହାଡଘେରା କେନ୍ଦୁଝର ଜିଲାରେ ମନୁଷ୍ୟ-ବନ୍ୟପ୍ରାଣୀ ଲଢ଼େଇ ଦିନକୁ ଦିନ ବେଶ୍‌‌ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଅତ୍ୟାଧୁନିକ ଯାନ ‘ରକ୍ଷକ’ ଏହାକୁ ହ୍ରାସ ଦିଗରେ ବିଶେଷ ସହାୟକ ହେବ ବୋଲି କେନ୍ଦୁଝର…
Read More...

ଜଙ୍ଗଲକୁ କାଠ ଗୋଟାଇବା ପାଇଁ ଯାଇଥିଲେ ମହିଳା ; ଚାଲିଗଲା ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ରାମଚନ୍ଦ୍ରପୁର ନିକଟରେ ଛିଡ଼ି ପଡ଼ିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ରାମଚନ୍ଦ୍ରପୁର ଗାଁର ପୂର୍ଣ୍ଣିମା…
Read More...

ହାତୀ ଉପଦ୍ରବ ; ଭାଙ୍ଗିଲା ଘର, ଖାଇଗଲା ୫୦ କେଜି ଚାଉଳ

କେନ୍ଦୁଝର : କେନ୍ଦୁଝରରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ଲୋକଙ୍କ ଘର ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। କିରିବୁର ହିଲଟପ୍‌‌ ଡାଲମିୟା ହାଟିଙ୍ଗରେ ଗୋଠଛଡା ଦନ୍ତା ହାତୀର ଉପଦ୍ରବ ଦେଖାଦେଇଛି। ଦନ୍ତା…
Read More...

ଧରା ପଡ଼ିଲା ନକଲି ସିମ୍ କାର୍ଡ ରାକେଟ, ୩ଶହରୁ ଅଧିକ ସାଇବର କ୍ରାଇମରେ ସମ୍ପୃକ୍ତ

କେନ୍ଦୁଝର : ଦିନକୁ ଦିନ ସାଇବର କ୍ରାଇମ ଜନିତ ଅପରାଧର ସଂଖ୍ୟା ବୃଦ୍ଧି ପାଉଛି। ଏହି ସାଇବର କ୍ରାଇମ ନେଇ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି। ବ୍ୟାପକ ସଚେତନତା ଅଭିଯାନ ସତ୍ତେ୍ୱ ସାଇବର…
Read More...

ଲାଞ୍ଚ ନେଇ ଧରାପଡିଲେ ବିଲେଇପଦା ଆରଆଇ

କେନ୍ଦୁଝର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶନିବାର ଫସିଲେ ଯୋଡା ବିଲେଇପଦା ଆରଆଇ। ଆରଆଇ ପୀର୍‌‌ ମହମ୍ମଦ ଖାନ୍‌‌ଙ୍କୁ ଧରିଲା ଭିଜିଲାନ୍ସା ଜମି ମ୍ୟୁଟେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି। ଆୟ…
Read More...

ହାଟ ସାରି ଘରକୁ ଫେରୁଥିଲେ ଯୁବକ, ଦଳି ଦେଲା ହାତୀ

ଝୁମ୍ପୁରା : ହାତୀ ଆକ୍ରମଣରେ ମଣିଷ ପୁଣି ମଣିଷ କାରଣରୁ ଅନେକ ସମୟରେ ହାତୀଙ୍କ ଜୀବନ ଯାଉଥିବା ଅନେକ ଘଟଣା ଲଗାତାର ସାମ୍ନାକୁ ଆସୁଛି। ହାତୀ ଆକ୍ରମଣରେ ଚାଲିଯାଇଛି ପୁଣି ଏକ ମୂଲ୍ୟବାନ ଜୀବନ। ହାତୀ ଆକ୍ରମଣରେ ଜଣେ…
Read More...

ବଡ ଧରଣର ଲୁଟ୍‌‌ ; ୫ ରାଉଣ୍ଡ ଗୁଳି ଚାଳନା କରି ୫ ଲକ୍ଷ ଲୁଟ୍‌‌

କେନ୍ଦୁଝର : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳି ଚାଳନା କରି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା। ଏଭଳି ଘଟଣା ଗୁରୁବାର କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ ଘଟିଛି। ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି…
Read More...

ହାଇୱା ଧକ୍କାରେ ଆମ୍ବୁଲାନ୍ସ ଚୁର୍‌‌ମାର୍‌‌

କେନ୍ଦୁଝର : ହାଇୱା ଧକ୍କାରେ ଆମ୍ବୁଲାନ୍ସ ଚୁର୍‌‌ମାର୍‌‌ ହୋଇଛି। ଘଟଗାଁ ଥାନା ପିପିଳିଆ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ…
Read More...

ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

କେନ୍ଦୁଝର : ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝରରେ ଘଟିଛି। ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି କରି ଭଉଣୀକୁ ହତ୍ୟା କରିଛି ଭାଇ। ପଣ୍ଡାପଡା ଥାନା ସମଗିରି ଗାଁରେ ଘରୋଇ କଳିରୁ ଏହି…
Read More...