ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଆଠଗଡ ମହୋତ୍ସବ

ଆଠଗଡ: ଆଠଗଡ ମହୋତ୍ସବ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ ଆହୁତ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ପାଳନ କମିଟିର କାର୍ଯ୍ୟକାରୀ ସଭାପତି ତଥା…
Read More...

ମାତୃଭୂମିର ପରମପୂଜକ ଶହୀଦ ଲକ୍ଷ୍ମଣ ନାଏକଙ୍କ ଦେଶପ୍ରେମ, ବୀରତ୍ବ ଓ ନେତୃତ୍ବ ଥିଲା ବଳିଷ୍ଠ: ମନ୍ତ୍ରୀ

ଭୁବନେଶ୍ୱର: ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ…
Read More...

ପାହାଡ଼ିଆ ଏବଂ ସମତଳ ଅଞ୍ଚଳରେ ଖସୁଛି ରାତିର ସର୍ବନିମ୍ନ ତାପମାତ୍ରା, ୭ ଜିଲାରେ ବଢୁଛି ଶୀତ ପ୍ରକୋପ

ଭୁବନେଶ୍ବର: ରାଜ୍ୟର ପାହାଡ଼ିଆ ଏବଂ ସମତଳ ଅଞ୍ଚଳ ଗୁଡିକରେ ରାତିର ସର୍ବନିମ୍ନ ତାପମାତ୍ରା ଖସିବା ସହ ଶୀତ ଅନୁଭୂତ ହେଉଛି। ସପ୍ତାହେ ହେଲା  ଶୀତ ପ୍ରକୋପ ବଢୁଛି। କନ୍ଧମାଳ, ଅନୁଗୋଳ, କଳାହାଣ୍ଡି, ନବରଙ୍ଗପୁର,…
Read More...

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର,…

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଓଡ଼ିଆ ଭାଷାରେ 'ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ' ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।…
Read More...

ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ…
Read More...

ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର। ଯେ କୌଣସି ମୁହୂର୍ତ୍ତରେ ରୋଗୀ ଆସିଲେ ସେମାନଙ୍କୁ ଠିକ୍‌ ସମୟରେ ଔଷଧ ଯୋଗାଇ ଦିଆଯିବ। ଯଦି ଏଥିରୁ କୌଣସି କେନ୍ଦ୍ର…
Read More...

ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ରୁ : ବିରୋଧୀଙ୍କ ହାତରେ ଏକାଧିକ ପ୍ରସଙ୍ଗ, ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି…

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଶାସକ ବିଜେପିକୁ ବିଧାନସଭାରେ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପାଇଁ ଅନେକ ପ୍ରସଙ୍ଗ ରହିଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା,…
Read More...

ମାଣିକପାଟଣା ଦହିକୁ ମିଳିବ ଜିଆଇ ମାନ୍ୟତା !

ପୁରୀ : ମାଣିକପାଟଣା ଦହିକୁ ମିଳିବ ଜିଆଇ ଟ୍ୟାଗ। ଏଥିପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଖୋଦ୍ କେନ୍ଦ୍ର ସରକାରଙ୍କ ଏନବିଏଆର୍ ସଂସ୍ଥା ଏକ ପ୍ରମାଣିତ ତଥ୍ୟ ପ୍ରସ୍ତୁତ କରୁଛି। ମାଣିକପାଟଣା ଦହିର ଐତିହ୍ୟ, ଔଷଧୀୟ ଗୁଣ ଏବଂ…
Read More...

ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କୁ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କୁ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବ ଦାୟିତ୍ବ ସହ ଏହି…
Read More...

ଭାଲୁକୁହୁଡ଼ିରେ ବ୍ୟାପୁଛି କିଡ୍‌ନୀ ରୋଗ: ବର୍ଷକରେ ମଲେଣି ୮, ଆକ୍ରାନ୍ତ ହେଲେଣି ୩୦ରୁ ଊର୍ଦ୍ଧ୍ବ

ଯାଜପୁର: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଭାଲୁକୁହୁଡ଼ି ଗ୍ରାମରେ ବ୍ୟାପୁଛି କିଡ୍‌ନୀ ରୋଗ। ଆଦିବାସୀ ସାନ୍ତାଳୀ ବର୍ଗର ଲୋକେ କାହିଁକି ଏହି ରୋଗରେ ଅକାଳରେ ଝଡ଼ି ପଡ଼ୁଛନ୍ତି ସେ ନେଇ ଜିଲା ସ୍ବାସ୍ଥ୍ୟ…
Read More...

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଥିବା ଡ଼ଃ…
Read More...

ଓଡ଼ିଶାର ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ୱେବ ଓ ଡିଜିଟାଲ ବ୍ୟବହାର ନିୟନ୍ତ୍ରଣକୁ ଗୁରୁତ୍ଵ

ଭୁବନେଶ୍ଵର:  ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଆନୁକୂଲ୍ୟରେ #websafeAndwise ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲରେ ଆୟୋଜନ…
Read More...

ଜାତୀୟତାବାଦ ଓ ସ୍ୱାଧୀନତା ସଂଗ୍ରାମ ଇତିହାସର କଷଟି ପରୀକ୍ଷାରେ ପରିକ୍ଷିତ ଐତିହାସିକ ପ୍ରବାଦ ପୁରୁଷ ଡଃ ହରେକୃଷ୍ଣ…

ଭୁବନେଶ୍ୱର: ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ସଂଗ୍ରାମମୟ ବୈପ୍ଲବିକ ଭୂମିକା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବରେ ନୁହେଁ…
Read More...

ଓଡ଼ିଶାର ଦ୍ବିତୀୟ ବିହନ ପରୀକ୍ଷାଗାର: କୋଠା ଅଛି କର୍ମଚାରୀ ନାହାନ୍ତି, ବିହନ ପରୀକ୍ଷଣ ପାଇଁ ଭୂବନେଶ୍ବର ସାହା

ଗୋପାଳପୁର: କୃଷି ଓ କୃଷକଙ୍କୁ ସଶକ୍ତିକରଣ କରିବା ପାଇଁଁ ରାଜ୍ୟରେ ୨ ଟି ବିହନ ପରୀକ୍ଷାଗାର ରହିଛି। ସେଥିମଧ୍ୟରୁ ଗୋଟିଏ କାର୍ଯ୍ୟକ୍ଷମ ରହିଥିବା ବେଳେ ଅନ୍ୟଟିରେ କର୍ମଚାରୀ ନଥିବା ଦେଖିବାକୁ ମିଳିଛି। ଓଡ଼ିଶାର…
Read More...

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ୪୩ ତମ ବିଶ୍ବ କବି ସମ୍ମିଳନୀ ଅବସରରେ ୱାର୍ଲ୍‍ଡ ଏକାଡେମୀ ଅଫ୍‍ ଆର୍ଟ ଆଣ୍ଡ କଲଚର (ଡବ୍ଲୁଏଏସି) ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ରବୀନ୍ଦ୍ର…
Read More...

ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ନୂଆ କମଳାପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ଇନ୍ଦିରା ମହାରଣା (୩୪)। ଝିଅକୁ ତାଙ୍କ ଜ୍ୱାଇଁ ଶରତ ମହାରଣା ନିର୍ଯାତନା…
Read More...

ଗାଡ଼ି ଧକ୍କାରେ କନ୍‌ଷ୍ଟେବଳ ମୃତ

ଜୟପୁର: ପ୍ରାତଃଭ୍ରମଣ ସମୟରେ ଗାଡି ଧକ୍କାରେ ବୋରିଗୁମ୍ମା ଥାନାର କନ​‌େ​‌ଷ୍ଟବଳ କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୀର୍ଲା ଗଁାର ପୀତାମ୍ବର ପୂଜାରୀ (୫୯)ଙ୍କ ଜୀବନ ଚାଲି ଯାଇଛି। ପୀତାମ୍ବର ଗୁରୁବାର ସକାଳ ସାଢ଼େ ୫ଟା ସମୟରେ…
Read More...

ପ୍ରଦର୍ଶିତ ହେଲା ଡ. ମହତାବଙ୍କ ବହୁ ବିରଳ ଓ ସ୍ମରଣୀୟ ଫଟୋଚିତ୍ର

ଭୁବନେଶ୍ୱର: ମହାନ ଜନନାୟକ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ…
Read More...

ଟ୍ରକ୍‌ ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି: ମାଲକାନଗିରି ଜିଲା ସଦର ବ୍ଲକ ମୋଟୁ ମୁଖ୍ୟ ରାସ୍ତା ଏମ୍‌ଭି-୧୩ ଗାଁ ନିକଟରେ ଟ୍ରକ୍‌ ଚାପାରେ ବାଇକ ଚାଳକ ମାଥିଲି ଥାନା ନାୟକଗୁଡ଼ା ଗାଁର ଗଙ୍ଗା ମାଡ଼କାମୀ(୨୬)ଙ୍କ ମୃତ୍ୟୁ ହୋଇଛି। ଏହାସହ ଏମ୍‌‌ଭି-୧୩…
Read More...

କନ୍ଧମାଳକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

ଫୁଲବାଣୀ: କନ୍ଧମାଳରେ ଦିନକୁ ଦିନ ଶୀତ ପ୍ରକୋପ ବଢ଼ିବାରେ ଲାଗିଛି। ଜି.ଉଦୟଗିରିରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲସିୟସରେ ପହଞ୍ଚି ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି। ଫୁଲବାଣୀରେ ତାପମାତ୍ରା ୯…
Read More...

ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ

ସିମୁଳିଆ: ମାର୍କୋଣା ସ୍ଥିତ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ୯୧ଗୋଟି ପ୍ରକଳ୍ପ ପ୍ରଦର୍ଶିତ । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ରଘୁନାରାୟଣ ଉଚ୍ଚ…
Read More...

୩ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଲା

ଭୁବନେଶ୍ବର: ଆଜି କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି  ବୋଲି କୁଳାଧିପତିଙ୍କ ପ୍ରମୁଖ ସଚିବ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି…
Read More...

ଗାଡ଼ି ଧକ୍କାରେ ଯୁବକ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

ରାଜକନିକା: ରାଜକନିକା ବ୍ଲକ ଅନ୍ତର୍ଗତ କଟକ-ଚାନ୍ଦବାଲି ଜାତୀୟ ରାଜପଥ ଭାରିଗଦା ମା’ ଅନ୍ଧାର ଘରଣୀ ମନ୍ଦିର ଛକ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ…
Read More...

ବୈଦ୍ୟେଶ୍ୱରଟି ସେତୁ ନିକଟରୁ ୨୬ଗୋରୁ ଉଦ୍ଧାର: ୨ ଗାଈ ମୃତ, ୨ ବେପାରୀ ଗିରଫ 

କଳାପଥର(ବାଙ୍କୀ ): ଆଜି ଭୋର ସମୟ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ଥାନା ପୁଲିସ ପକ୍ଷରୁ ଗୋରୁ ଚାଲାଣ ଖବର ପାଇ ହୋଇଥିଲା ଚଢ଼ାଉ କରାଯାଇଥିଲା। ଖବର ପାଇ ପୁଲିସ ଗୋରୁ ଗାଡିକୁ ଜବତ ପାଇଁ ଉଦ୍ୟମ କରିଥିବାବେଳେ ଗୋ…
Read More...

କଇଥଖୋଲା ଗୁଳିକାଣ୍ଡ ଘଟଣା: ୨୦ ଦିନ ପରେ ୩ ଯୁବକ ଗିରଫ, ମୋଟର ସାଇକେଲ ସହ ୨ଖୋକା ସହ ପିସ୍ତଲ ଜବତ

ଧାମରା: ଧାମରା ଥାନା ଅର୍ନ୍ତଗତ କିଶୋର ପ୍ରସାଦ ଗ୍ରାମରେ ଗତ ୨ତାରିଖରେ ହୋଇଥିବା ଗୁଳିମାଡ ଘଟଣାରେ ଧାମରା ପୁଲିସକୁ ଏକ ବଡ ସଫଳତା ମିଳିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ…
Read More...

ମହାରାଷ୍ଟ୍ରରେ ୧୦ଟନ୍ ରୁପା ସହ ଟ୍ରକ ଜବତ

ମୁମ୍ବଇ: ମହାରାଷ୍ଟ୍ରର ଧୂଲେ ଜିଲା ଅନ୍ତର୍ଗତ ଥାଲନେର ଥାନା ଅଞ୍ଚଳରେ ପୁଲିସ ୧୦ଟନ୍ (୧୦,୦୮୦ କିଲୋ) ରୁପା ସହିତ ଏକ ଟ୍ରକକୁ ଜବତ କରିଛି। ବୁଧବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ଏହି…
Read More...

‘ଶ୍ରେଷ୍ଠ ସମ୍ବଳ ସୃଷ୍ଟିରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ’

ଗୁରୁଡ଼ିଝାଟିଆ: ବରିଷ୍ଠ ନାଗରିକ ଅସୀମ ଶକ୍ତିର ଅଧିକାରୀ। ସେମାନେ ସକାରାତ୍ମକ ଢଙ୍ଗରେ ଅଭିଜ୍ଞତାକୁ ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଉତ୍‌ଥାନ ଦିଗରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରିପ୍ରକାଶ କରି ଉତ୍ତର ପିଢ଼ିଙ୍କ…
Read More...

ବଣାଇ କାରାଗାରରେ ବିଚାରାଧୀନ କଏଦୀ ମୃତ

ବଣାଇ: ବଣାଇ ସ୍ବତନ୍ତ୍ର ଉପ କାରାଗାରରେ ହତ୍ୟା ମାମଲାରେ ବିଚାରଧୀନ ଥିବା ଜଣେ କଏଦୀର ଆଜି ସକାଳେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ କେ.ବଲାଙ୍ଗ ଥାନା ଅଞ୍ଚଳର ଜୋହନ ମିଞ୍ଜ(୬୩)ଏବଂ ତାଙ୍କ ପୁଅ ଏକ ହତ୍ୟା ମାମଲାରେ…
Read More...

ନିଖିଲ  ଭାରତ ସମବାୟ ସପ୍ତାହ,  ପ୍ରଥମ ସ୍ଥାନରେ ଅତାବିରା  ଦୁଗ୍ଧ ସମବାୟ ସମିତି  

ରେଙ୍ଗାଲିକ୍ୟାମ୍ପ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ  ଅନୁଷ୍ଠିତ  ଓଡ଼ିଶା ରାଜ୍ୟ  ସମବାୟ  ଦୁଗ୍ଧ  ସଂଘ  ତରଫରୁ   ଭୁବନେଶ୍ୱରର  ୭୧ ତମ ନିଖିଲ ଭାରତ ସମବାୟ  ସପ୍ତାହ  ୨୦୨୪ରେ ଅତାବିରା  ଦୁଗ୍ଧ ସମବାୟ ସମିତି…
Read More...

ଅଜଣା ଟ୍ରକ ଧକ୍କାରେ ୨ ଗୁରୁତର ଘଟଣା, ଜଣେ ମୃତ

ପାଟଣା : ଗତ ୩୦ ତାରିଖ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟର ଭାରତ ପେଟ୍ରୋଲ ପମ୍ପ ନିକଟରେ ଅଜଣା ଟ୍ରକ ଧକ୍କାରେ ବାଇକରେ ଥିବା ୨ଜଣ ଯୁବକ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ କଟକରେ ଚିକିତ୍ସା ଧୀନ…
Read More...

ଅନ୍ନପୂର୍ଣ୍ଣା ଥିଏଟର ପରିଚାଳକ ଶ୍ରୀମନ୍ତ ଦାସଙ୍କ ପରଲୋକ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ ଅଧୀନ କାଣ୍ଡଗରଡ଼ି ଅଞ୍ଚଳର ଶ୍ରୀମନ୍ତ ଦାସଙ୍କ ୮୪ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ବର୍ଷ ଧରି ଅନ୍ନପୂର୍ଣ୍ଣା ଥିଏଟରରେ ସହପରିଚାଳକ ଏବଂ…
Read More...

ସାଧାରଣ ଶ୍ରେଣୀର ଯାତ୍ରୀଙ୍କ ପାଇଁ ସୁବିଧା ପ୍ରଦାନ କରିବା ହେଉଛି ରେଳବାଇର ସର୍ବୋଚ୍ଚ ପ୍ରାଥମିକତା

ଭୁବନେଶ୍ବର: ରେଳ ଯାତ୍ରା ପ୍ରତି ସାଧାରଣ ଜନତାଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ଆଗ୍ରହ ଏବଂ ଆକର୍ଷଣକୁ ଦୃଷ୍ଟିରେ ରଖି ରେଳବାଇ ମଧ୍ୟ ସେହି ଅନୁଯାୟୀ ସୁବିଧା ପ୍ରଦାନର ବିସ୍ତାରକୁ ତ୍ୱରାନ୍ୱିତ କରୁଛି। ଏହି କ୍ରମରେ…
Read More...

କଟନିଛଟନି ରହିତ ଧାନ ସଂଗ୍ରହ ଆମର ମୂଳ ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଆଜି ପୁରୀ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି (ଖରିଫ ବିପଣନ ବର୍ଷ ୨୦୨୪-୨୫)ର ବୈଠକରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଚାଷୀ ମାନଙ୍କଠାରୁ କିପରି ସୂଚାରୁ ରୂପେ ଧାନ ସଂଗ୍ରହ କରାଯିବ ସେ…
Read More...

ଖେଳାଳୀ, ଦର୍ଶକ ଓ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୯, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି…
Read More...

ଜୈନ ସନ୍ୟାସୀଙ୍କ କଟକରୁ ଛତିଶଗଡ଼ ଅଭିମୁଖେ ପଦଯାତ୍ରା

ଗୁରୁଡିଝାଟିଆ: ଅହିଂସା ପରମ ଧର୍ମ। ଏହି ବାର୍ତ୍ତାକୁ ଧରି ଜୈନ ସନ୍ୟାସୀମାନେ କଟକରୁ ଛତିଶଗଡ଼ ଅଭିମୁଖେ ପଦଯାତ୍ରା କରିଛନ୍ତି। କଟକରୁ ବାହାରିଥିବା ଏହି ପଦଯାତ୍ରା କଖଡି, ଧବଳେଶ୍ୱର, ଆଠଗଡ଼, ରେଢାଖୋଲ, ସମ୍ବଲପୁର,…
Read More...

ସଂରକ୍ଷିତ ଜଙ୍ଗଲରୁ ବାଲି ବୋଝେଇ ଟ୍ରାକ୍ଟର ଜବତ

ଗୁରୁଡିଝାଟିଆ: ଗୋବରା ସଂରକ୍ଷିିତ ଜଙ୍ଗଲ ଭିତରେ ଅନାଧିକାର ଭାବେ ପ୍ରବେଶ କରି ଏକ ଝରଣା ନିକଟରୁ ବାଲି ବୋଝେଇ କରିଥିବା ଟ୍ରାକ୍ଟରକୁ ବନ ବିଭାଗ ଜବତ କରିଛି। ବେଆଇନ ଭାବେ ଜଙ୍ଗଲ ମଧ୍ୟରୁ ବାଲି ବୋଝେଇ କରିବା ସଂପର୍କରେ…
Read More...

ଶିକାରୀଙ୍କ କାତି ଆକ୍ରମଣରେ ବିଦ୍ୟୁତ ବିଭାଗ ସୁପରଭାଇଜର ଗୁରୁତର

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନ ସିଙ୍ଗାବାଡି ନିକଟ ଝାଡବାଙ୍କ ନିକଟରେ ବାରହା ଶିକାର ପାଇଁ ବିଦ୍ୟତ ତାର ବିଛା ଯାଇଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ପ୍ରତିବାଦ କରିବାରୁ ଶିକାରୀ ଜଣଙ୍କ ଏକ ଧାରୁଆ କାତିରେ …
Read More...

ଡିଆନାଳୀ ଗ୍ରାମରୁ ସିରିଜ ଚୋରୀ, ଲୁଟିନେଲେ ଟଙ୍କା ଓ ସୁନାଗହଣା

ପାଟଣା: ପାଟଣା ଥାନା ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥ ସଂଲଗ୍ନ ଡିଆନାଳୀ ଗ୍ରାମରେ ସିରିଜ ଚୋରୀ ହୋଇଛି।୩ ଟି ଘରେ ପଶି ଚୋରମାନେ ଟଙ୍କା ଓ ଟଙ୍କା ସୁନାଗହଣା ଚୋରୀ କରି ନେଇଛନ୍ତି। ଘରଲୋକେ ବିଲକୁ କାମ କରିବା ପାଇଁ…
Read More...

ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ପାଟଣା: ଗତ ୧୭ ତାରିଖ ସନ୍ଧ୍ୟାରେ ପାଟଣା ଥାନା ଅଞ୍ଚଳ ସାହାରପଡା-ମାଛଗଡ଼ ରାସ୍ତାର ଭାଲିଆଡିହା ନିକଟରେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହି ଗୁରୁତର ହୋଇଥିଲେ। ଗୁରୁତର ପିଙ୍ଗୁପାଟଣା ଗ୍ରାମର ହିନ୍ଦୁ ମାଝୀ (୪୨)ଙ୍କୁ…
Read More...

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ…
Read More...

ଶୋଚନୀୟ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର

ଫୁଲବାଣୀ:ଶିଶୁ ବିକାଶ ନାଁ ରେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରଦା ହେଉଛି, ସତ କିନ୍ତୁ ବାସ୍ତବର ନଗ୍ନ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସବୁ କାଗଜ କଲମରେ ଚାଲିଛି , ଫଳାଫଳ ଶୂନ। ଯାହାରି ଜଳନ୍ତା ଉଦାହରଣ ଦେଖିବାକୁ…
Read More...

ଲାଞ୍ଜିଗଡ ଠାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଶାମୁକ୍ତ ଅଭିଯାନ

ଲାଞ୍ଜିଗଡ :କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ମଙ୍ଗଳବାର ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ…
Read More...

ବ୍ଲକ୍ ସ୍ତରୀୟ  ‘ସରଗୀ ଫୁଲ’ କାର୍ଯ୍ୟକ୍ରମ ଉଦଯାପିତ 

ରାଇକିଆ : ରାଇକିଆ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସର ରେ  ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ' ସରଗିଫୁଲ' କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ବ୍ଲକର ବିଭିନ୍ନ ଆବାସିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ …
Read More...

ୟୁନିକ୍‌‌ କପ୍‌‌ କ୍ରିକେଟ, ଫାଇନାଲରେ ପ୍ରଗତି ସ୍ପୋର୍ଟିଂ

କେନ୍ଦୁଝରଗଡ଼଼: ୟୁନିକ୍‌‌ କ୍ରିକେଟ ଏକାଡେମୀ ପକ୍ଷରୁ କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ରବିବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ୟୁନିକ୍‌‌ କପ୍‌‌ କ୍ରିକ୍ରେଟ ପ୍ରତିଯୋଗିତାରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ…
Read More...

ଆଳୁ ବିହନ ନଷ୍ଟ ମାମଲା-ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦୁଝରଗଡ଼଼: ଓଡିଶା ରାଜ୍ୟକୁ ଆଳୁ ଉତ୍ପାଦନରେ ୧ ନମୂର କରିବା ପାଇଁ ବିଜେପିର ମୋହନ ସରକାର ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲାରେ ଉଦ୍ୟାନ ବିଭାଗର ଅବହେଳା ଓ…
Read More...

ଚାଷୀ ଶୋଷଣର ଶୀକାର ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝରଗଡ଼଼: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଜିଲା ବିଜେପି କାର୍ଯ୍ୟାଳୟରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଠାରେ ବୁଧବାର ଠାରୁ ଖରିଫ୍‌‌ ଧାନ କ୍ରୟ କାର୍ଯ୍ୟକ୍ରମର…
Read More...

ତିନି ବର୍ଷ ଧରି ଟାୱାର ଅଚଳ, ଖତ ଖାଉଛି ବିଦ୍ୟାଳୟର କମ୍ପୁଟର 

ଫୁଲବାଣୀ: ନେଟୱାର୍କର କରୁଣ ଚିତ୍ର  ଦେଖିବାକୁ ମିଳିଛି କନ୍ଧମାଳରେ। ଟାୱାର ଧରୁନି  ପାଠ ପଢା ସହ ସରକାରୀ କାମ ବ୍ୟାହତ  ସୃଷ୍ଟି ହେଉଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲାର ଅନେକ ଅଞ୍ଚଳ ଦୁର୍ଗମ। ଯେଉଁଠି  ଟାୱାର…
Read More...

ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା

ଫୁଲବାଣୀ: କନ୍ଧମାଳ ଜିଲା ସଦର ମହକୁମାକୁ ରେଳପଥ ସଂଯୋଗ ନେଇ ଜିଲା ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ମନ୍ତ୍ରୀଙ୍କ ହସ୍ତକ୍ଷେପ…
Read More...

ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୪୦ହଜାର ୫୧ଟଙ୍କା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୩୫ହଜାର ଟଙ୍କା ବାହାରି ଥିବା ଜଣାପଡିଛି । ଦେବତ୍ତର ବିଭାଗର ତହସିଲଦାର ରଞ୍ଜନ କୁମାର ମାନସେଠଙ୍କ ତତ୍ତ୍ୱାବଧାନରେ ମନ୍ଦିର…
Read More...

କନ୍ଧମାଳ ହଳଦୀ, ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଜିନିଷ କିଣିବାକୁ ଲୋକଙ୍କ…

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪। ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ବିଭିନ୍ନ ଉତ୍ପାଦର ବିଶେଷ ଚାହିଦା…
Read More...

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇଲେ ଏମ୍‌ସ…

ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌)…
Read More...

ଦୁର୍ଘଟଣାରେ ଜଣେ ମୃତ, ତିନି ଆହତ 

ସାକ୍ଷୀଗୋପାଳ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିଲେ।…
Read More...

ପୂର୍ବ ଶତ୍ରୁତାରୁ ବୋମାମାଡ, ଜଣେ ଆହତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋ ପଞ୍ଚାୟତ ଅଧିନ ପାଟ୍ଟଲିଙ୍ଗା ଗ୍ରାମ ନିକଟସ୍ଥ ଶିଳାପାଟ୍ଟ ଗ୍ରାମରେ ପୂର୍ବ ଶତ୍ରୁତାରୁ ବୋମାମାଡ ହେବାରୁ ଜଣେ ବ୍ୟକ୍ତି ଆହତ ହୋଇଥିବା ଅଭିଯୋଗ ହୋଇଛି । ଶିଳାପାଟ୍ଟ ଗ୍ରାମର…
Read More...

ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’

ସମ୍ବଲପୁର: ମତ୍ସ୍ୟ ପାଳନକୁ ଅଗ୍ରାଧିକାର ଦେବା ସହ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ ମତ୍ସ୍ୟ ସମ୍ପଦ ଯୋଜନା’ ଆରମ୍ଭ କରିଛନ୍ତି। ଆଗାମୀ ବର୍ଷମାନଙ୍କରେ ମତ୍ସ୍ୟ ଉତ୍ପାଦନ ସହ ମାଛ…
Read More...

ଓଡିଶା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା

ପିପିଲି: ପିପିଲି ବ୍ଲକ ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପ୍ରକଳ୍ପ ଗୁଡିକୁ…
Read More...

ୟୁନିକ୍‌‌ କପ୍‌‌ କ୍ରିକେଟ, ୟୁନିୟନ ସ୍ପୋର୍ଟିଂ କଟକ ବିଜୟୀ 

କେନ୍ଦୁଝରଗଡ଼଼ : ୟୁନିକ୍‌‌ କ୍ରିକେଟ ଏକାଡେମୀ ପକ୍ଷରୁ କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ରବିବାର ଠାରୁ ଆରମ୍ଭ ହୋଇଥିବା ପଞ୍ଚମ ୟୁନିକ୍‌‌ କପ୍‌‌ କ୍ରିକ୍ରେଟ ପ୍ରତିଯୋଗିତାରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ…
Read More...

ଗୋଷ୍ଠୀ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁରବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେଗୋଷ୍ଠି ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…
Read More...

ନୀଳକଣ୍ଠେଶ୍ୱର ମନ୍ଦିର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି । ସାହିତ୍ୟରତ୍ନ ସୂର୍ଯ୍ୟପୀଠର ବ୍ରହ୍ମଶ୍ରୀ…
Read More...

ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ 

ପିପିଲି: ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ପିପିଲି ବ୍ଲକ ସ୍ତରୀୟ ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜବାହାର ବିଦ୍ୟାପୀଠ ଠାରେ ଏହି ଅବସରରେ ବ୍ଲକ…
Read More...

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି । ନଭେମ୍ବର ୧୫ରୁ ୧୭ ତାରିଖ…
Read More...

ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଆଉ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲା ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୨ରେ ଗୁରୁତର…
Read More...

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସମସ୍ତଙ୍କ ପ୍ରଥମ ପସନ୍ଦ ‘ଓଡ଼ିଶା ମଣ୍ଡପ’

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ଆଜି ଥିଲା ଚତୁର୍ଥ ଦିବସ । ଏହି ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ…
Read More...

କବରାପାଲି ଗ୍ରାମକୁ ଏସବିଆଇ ଅଟଳ ଗ୍ରାମ ରୂପେ ପୋଷ୍ୟ ଗ୍ରହଣ କରିବ

ସମ୍ବଲପୁର: ଜାତୀୟ ସ୍ତରରେ ବିଭିନ୍ନ ଗ୍ରାମକୁ ଅଟଲ ଗ୍ରାମ ଭାବରେ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରାଯିବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ବଲପୂର ଜିଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ କବରାପାଲି ଗ୍ରାମକୁ ଏସବିଆଇ…
Read More...

ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ଆନ୍ତଃ ଏମଇ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ ଚାମ୍ପିୟନ

ସମ୍ବଲପୁର: ଜିଲା ବର୍ଷିୟାନ କ୍ରିଡା ସଂଘ ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ସିଂହପାଲି-କାଈଁଶୀର ଖେଳ ପଡ଼ିଆ ଠାରେ ଶନିବାର ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ଆନ୍ତଃ ଏମ.ଇ. ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ…
Read More...

କଟକ ବାଲିଯାତ୍ରାରେ ଅଘଟଣ, ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ: କଟକ ଐତିହାସିକ ବାଲିଯାତ୍ରାରେ ଅଘଟଣ। ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ନାବାଳକ ମୃତ। ଲିଚୁ ଲାଇଟ ଧରିଦେବାରୁ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସେ ସାଙ୍ଗମାନଙ୍କ ସହିତ ବାଲିଯାତ୍ରା…
Read More...

ଓଡ଼ିଶା ହକି ଦଳର ଏହି ବିଜୟ ଐତିହାସିକ ଓ ଦଳର କ୍ରୀଡ଼ାବିତ୍ ମାନେ ହେଲେ ଓଡ଼ିଶାର ସମସ୍ତ ଯୁବ କ୍ରୀଡ଼ାବିତ୍ ଙ୍କ ପାଇଁ…

ଭୁବନେଶ୍ୱର : ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନ୍‌ସିପ୍ ରେ ଓଡ଼ିଶା ହକି ଦଳକୁ ସ୍ବର୍ଣ୍ଣ ପଦକ ମିଳିବାପରେ ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ଦଳର…
Read More...

ପ୍ରସ୍ତାବ ଅନୁମୋଦନ ପରେ ତୁରନ୍ତ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି: ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ

ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ୨୦୩୬ ମସିହାସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକ ପାଳନ କରାଯିବାକୁ ଥିବାରୁ ୨୦୪୭ ସୁଦ୍ଧା ବିକଶିତ…
Read More...

ବାଇକକୁ ପିଟିଲା ଟ୍ରକ, ୨ ମୃତ

ବାଲୁଗାଁ: ବାଇକକୁ ପଛରୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ସହିତ…
Read More...

ଓଡ଼ିଶାର ସମ୍ବଲପୁରରେ ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ

ସମ୍ବଲପୁର: ସମଗ୍ର ବିଶ୍ଵରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ଵୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓଡ଼ିଶାର ସମ୍ବଲପୁରରେ ବୋଲି ଦୃଢ଼ ତଥ୍ୟ ଓ ପ୍ରମାଣ ଦର୍ଶାଇଛନ୍ତି ଓଡ଼ିଶାର…
Read More...

ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା ବୈଠକ: ଆସନ୍ତା ୨୦ ଓ ୨୨ ରୁ ବରଗଡ଼ ଏବଂ ସମ୍ବଲପୁରରେ ଧାନ ସଂଗ୍ରହ…

ଭୁବନେଶ୍ୱର:  ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ…
Read More...

ବିଦ୍ୟୁତ ସଂସ୍ପର୍ଷରେ ବୃଦ୍ଧଙ୍କ ମୃତ୍ୟୁ

ବାସୁଦେବପୁର : ବିଦ୍ୟୁତ ସଂସ୍ପର୍ଷରେ ଆସିବା କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏମିତି ଘଟଣା ଏକଡାଳ ଗାଁରେ ଘଟିଥିବା ପୁଲିସ ସୁତ୍ରରୁ ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ବାହାବଳପୁର ପଞ୍ଚାୟତ ଏକଡାଳ…
Read More...

ତିନି ବର୍ଷର ଶିଶୁ ପାଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ସିମୁଳିଆ: କୁନି ପାଟିରେ କଥା ଠିକ ଭାବରେ କହି ପାରୁ ନ ଥିବା ବେଳେ ଖେଳିବା ବୁଲିବା ବୟସରେ ଥଂଗେଇ ଥଂଗେଇ ସଂସ୍କୃତ ଶ୍ଳୋକ, ରାଜ୍ୟ ଓ ଦେଶ ବିଦେଶର ରାଜଧାନୀ,ନଦୀ,ସଂଖ୍ୟା ଗଣନା,ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ,…
Read More...

ଧାମରାରେ ଗଙ୍ଗାମାତା ପୂଜା

ଧାମରା : ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଗଙ୍ଗାମାତା ଙ୍କ ପୂଜା ମହାଆଡମ୍ବରେ ଆରମ୍ଭ ହୋଇଛି। ଦୀର୍ଘ ୪୪ବର୍ଷ ଧରି ଚନ୍ଦନୀପାଳ ଠାରେ ନିଜର ମତ୍ସ୍ୟ ବ୍ୟବସାୟ ଆରମ୍ଭ କରିଥିବା ମତ୍ସ୍ୟ ଜିବୀ ମାନେ ଏହି ପୂଜା କରି…
Read More...

କେବଳ ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ-ପଦ୍ମଶ୍ରୀ ରସ୍କିନ୍‍

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ସୋହା ଅଲ୍ଲୀ ଖାଁ, ଲେଖିକା ପ୍ରୀତି ସେନୋୟ, କିଟ୍‍ ଓ କିସ୍‍…
Read More...

ନଭେମ୍ବର ୨୩ରୁ ମିଡିଆ ମହାକୁମ୍ଭ: ଯୋଗଦେବେ ୭୦ଟି ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍ ଓ ଗବେଷକ

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମ କନକ୍ଲେଭର ଅଷ୍ଟମ ସଂସ୍କରଣ ନଭେମ୍ବର ୨୩ରୁ ତିନିଦିନ ଧରି ଭୁବନେଶ୍ୱରସ୍ଥିତ କିଟ ବିଶ୍ୱବିଦ୍ୟାଳୟ ପରିସରରେ କିମସ ଅଡିଟୋରିୟମରେ ଆରମ୍ଭ ହେବାକୁ ଯାଉଛି। ଆଜି ଏହାର ଲୋଗୋ ଏବଂ ପୋଷ୍ଟର…
Read More...

ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ-ଓଡ଼ିଶା ହକି ଦଳର ଐତିହାସିକ ବିଜୟ

ଭୁବନେଶ୍ୱର : ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍‌ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଆଜିର…
Read More...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅନ୍ୟତମ ଆକର୍ଷଣ ‘ଓଡ଼ିଶା ମଣ୍ଡପ’

ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଝଟକୁଛି ‘ଓଡ଼ିଶା ମଣ୍ଡପ’। ଦେଶ ବିଦେଶରୁ ପ୍ରତିଦିନ ଏହି ମେଳାକୁ ଆସୁଥିବା ଦର୍ଶକମାନେ ଓଡ଼ିଶା ମଣ୍ଡପ ବୁଲିବାକୁ…
Read More...

ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ ହେବ

ପିପିଲି:ଗଣତନ୍ତ୍ରରେ ବାକ୍‌‌ ସ୍ୱାଧୀନତା ଓ ତାହାର ପରିପ୍ରକାଶର ମୌଳିକ ମାଧ୍ୟମ ହେଉଛି ଗଣମାଧ୍ୟମ। କାର୍ଯ୍ୟପାଳିକା, ନ୍ୟାୟପାଳିକା, ଆଇନ ପ୍ରଣୟନକାରୀ ସଂସ୍ଥା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗଣମାଧ୍ୟମ ମଧ୍ୟ ସେତିକି…
Read More...

କଟକ ବାଲିଯାତ୍ରା: କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା କମିଶନରେଟ ପୁଲିସ

କଟକ: କଟକ ଐତିହାସିକ ବାଲିଯାତ୍ରାରେ ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର…
Read More...

ଗୁଳିମାଡ଼ରେ ଯୁବକ ଗୁରୁତର

ଝରିଗାଁ: ମଦ୍ୟପର ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ପାଳିଆ ପଞ୍ଚାୟତ ବାସୁଦେବାଗୁଡ଼ାରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ପାଟିତୁଣ୍ଡ କରୁଥିବା ମଦ୍ୟପକୁ ବୁଝାସୁଝା କରୁଥିବାବେଳେ ଗୁଳିମାଡ଼…
Read More...

ରାଜଧାନୀରେ ୨ଟି ବାର ସିଲ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜଧାନୀର କଟକ ରୋଡରେ ଥିବା ୨ଟି ବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ନିୟମ ଖିଲାପ କରି ବାର ଚାଲୁଥିବା ଅବକାରୀ ବିଭାଗ ଅଧିକାରୀ ଦେଖିବାକୁ…
Read More...

ଏସସିବିରେ ପ୍ରଥମଥର ପାଇଁ ହେବ ହୃତପିଣ୍ଡ ପ୍ରତିରୋପଣ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଉନ୍ନତ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ, କଟକରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ପ୍ରଥମ ରୋଗୀଙ୍କ…
Read More...

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍‌‌

ପିପିଲି:ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ପୋଟଳ ଗ୍ରାମ ପାଟଣା ସାହିର ହୁଲାସ ମହାପାତ୍ର ନାମ୍ନୀ ୬୩ ବର୍ଷୀୟା ମହିଳାଙ୍କ ବେକରୁ ଶନିବାର ସକାଳେ ଦୁର୍ବୁତ୍ତ ସୁନାଚେନ୍‌‌ ଝାମ୍ପି ନେଇଥିବା ପୁଲିସରେ ଅଭିଯୋଗ…
Read More...

୨୦୨୯ ସୁଦ୍ଧା ୧୦୦ ଲୋକସଂଖ୍ୟା ଥିବା ଗ୍ରାମକୁ ସବୁଦିନିଆ ରାସ୍ତା

ଭୁବନେଶ୍ୱର: ଗମନାଗମନର ସୁଦୃଢ଼ୀକରଣ ଏବଂ ନିର୍ମାଣଜନିତ ପ୍ରତିବନ୍ଧକକୁ ଦୂର କରି ରାଜ୍ୟରେ ରାସ୍ତା ନିର୍ମାଣ ନେଇ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି କ୍ରମରେ ଆଜି…
Read More...

ଭାରତ ବର୍ଷକୁ ସ୍ବାଧୀନତା ଆଣିବାରେ ଏବଂ ପରବର୍ତ୍ତୀ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି…

ଭୁବନେଶ୍ୱର :ଆଜି   ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୪ ଜୟଦେବ ଭବନ ଏବଂ ଲୋକସମ୍ପର୍କ ଭବନ ଠାରେ ସମାରୋହରେ ପାଳିତ ହୋଇଯାଇଅଛି । ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏବଂ…
Read More...

ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ଅଭିଯୋଗ, ପୁରୀ ବାସେଳିସାହି ଥାନାରେ ଏତଲା

ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ପୁରୀ ବାସେଳିସାହି ଥାନାରେ ଏତଲା ଦାୟର କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି। ମାଟିତୋଟା ମୌଜାରେ…
Read More...

ଅନାସ୍ଥା ହାରିଲେ ବିଜେଡି ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକରେ ବିଜେଡି ସମର୍ଥିତ ରାଜଶ୍ରୀ ନାୟକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ।  ସେ ଆଜି ବ୍ଲକ ଅଧ୍ୟକ୍ଷ ପଦ ହରାଇଛନ୍ତି। ଆଜି ହୋଇଥିବା ଅନାସ୍ଥା ଭୋଟ୍‌ରେ ୧୭ ଜଣ ଅଧ୍ୟକ୍ଷା ରାଜଶ୍ରୀ…
Read More...

ଅମିନଙ୍କୁ ନିଲମ୍ବନ, ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

ରେଢ଼ାଖୋଲ: ଜିଲା ପରିଷଦଙ୍କୁ ତହସିଲଦାର ଓ ଅମିନଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।  ଉପଜିଲାପାଳଙ୍କ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ବର: ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ…
Read More...

କଟକ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର, ୧୩୭ଗୋଟି ଅଭିଯୋଗ ଫଇସଲା

କଳାପଥର (ବାଙ୍କୀ):ବାଙ୍କୀ ବ୍ଲକରେ କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ଏକ ଜନଅଭିଯୋଗ ଶୁଣାଣି କରି ୧୩୭ଗୋଟି ଅଭିଯୋଗର ଫଇସଲା କରିଥିଲେ । ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବା ଓ ଜନସାଧାରଣଙ୍କ ସହଯୋଗରେ…
Read More...

୧୬୪ ଅତିରିକ୍ତ ବିଡିଓ ପଦବୀ ଖାଲି, ଅର୍ଥ ବିଭାଗ ଦ୍ୱାରା ଅନୁମୋଦିତ କାଡ଼ର ଫାଇଲ ଟେବୁଲ ତଳେ

ଭୁବନେଶ୍ବର: ନିଖିଳ ଓଡିଶା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଘର ଦ୍ବିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ସଂଘର ସଭାପତି…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ବିତୀୟ ପ୍ରବେଶ ପଥ ଉଦଘାଟିତ

ଭୁବନେଶ୍ବର:  ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପ୍ରବେଶ ପଥକୁ ଆଜି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ କୁଳସଚିବ ଡ.କାହ୍ନୁଚରର ଧୀର ଓ ବିତ୍ତ ନିୟନ୍ତ୍ରକ…
Read More...

ଦେଉଳିଧରପୁର ଗ୍ରାମ ପଞ୍ଚାୟତ ପରିସରରେ ଖୋର୍ଦ୍ଧା ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ଭୁବନେଶ୍ୱର : ଜନ ସାଧାରଣଙ୍କୁ ହାତ ପାଆନ୍ତାରେ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ସମାଧାନ କରି ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଓ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ତରରୁ, ଜିଲା, ବ୍ଲକ ଏବଂ…
Read More...

ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ,  ଅଡିଓ -ଭିଜୁଆଲ ଟେକ୍ନିସିଆନରେ ଦକ୍ଷତା…

ଭୁବନେଶ୍ବର : ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଡିଓ-ଭିଜୁଆଲ ଟେକ୍ନିସିଆନ (ଏଭିଟି) କର୍ମବିଦ୍ୟା ସମ୍ପର୍କରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ…
Read More...

ସାଇ ଇଣ୍ଟିଗ୍ରାଲ ସ୍କୁଲର ବାର୍ଷିକ କ୍ରୀଡାତ୍ସୋବ

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଟିଚର୍ସ କଲୋନୀ ସ୍ଥିତ ସାଇ ଇଣ୍ଟିଗ୍ରାଲ ସ୍କୁଲର ବିଂଶତମ କ୍ରୀଡା ଉତ୍ସବ ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ କଲ୍ୟାଣପୁର ବିଜ୍ଞାନ ମହାବିଦ୍ୟାଳୟର…
Read More...

ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ବିସ୍ମୃତ ଖାଦ୍ୟର ବ୍ୟବସାୟୀକରଣ ଓ ଉଦ୍ୟୋଗୀକରଣ ସମ୍ପର୍କରେ ଆଲୋଚନା

ଭୁବନେଶ୍ବର:  ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ…
Read More...

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’, ଯୋଗଦେବେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହେଉଛି। ନଭେମ୍ବର ୧୨ ରୁ ୧୪ ତାରିଖ ଯାଏଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩…
Read More...

ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ, ଶଯ୍ୟାଶାୟୀ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସୁବିଧା ମିଳୁଛି

ପୁରୀ: ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ବର୍ଗଦ୍ବାର ବ୍ୟାଙ୍କ ଅଫ୍‌ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି ।…
Read More...

କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଚମକିଲା ଭାରତ:ଶ୍ରେଷ୍ଠ ୧୦୦ ରେ ୭ ଭାରତୀୟ ଅନୁଷ୍ଠାନ

ନୂଆଦିଲ୍ଲୀ: କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା : ଏସିଆ ୨୦୨୫ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷାର ଗତିଶୀଳ ଦୃଶ୍ୟକୁ ପ୍ରତିଫଳିତ କରେ, ଯେଉଁଥିରେ ଶିକ୍ଷା ଓ ଗବେଷଣା ଏବଂ ଉଦ୍ଭାବନରେ ଉତ୍କୃଷ୍ଟ ଶୀର୍ଷ…
Read More...

ମହର୍ଷିରେ ଛାତ୍ର ଅଶାନ୍ତି, ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କଲେଜ ବନ୍ଦ

ଭୁବନେଶ୍ବର: ମହର୍ଷି କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଥିବାରୁ ଆଜି କଲେଜକୁ  ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆବଶ୍ୟକସ୍ଥଳେ ଛୁଟି ଅବଧି ବଢ଼ାଯିବ ବୋଲି…
Read More...