ମୋବାଇଲ ପାଇଁ ଝୁଲିପଡ଼ିଲା ନାବାଳକ ଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital (RM) Last updated Feb 16, 2025 Share ରେଢ଼ାଖୋଲ: ମୋବାଇଲ ପାଇଁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆମ୍ବେଦକର ନଗରରେ ଏକ ଗଛରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୋବାଇଲ ଦେଖିବାକୁ ମା’ ମନା କରିଥିବାରୁ ନାବାଳକ ଜଣକ ଗଛରେ ଝୁଲିପଡ଼ିଥିବା ସୂଚନା ମିଳିଛି। Share FacebookTwitterWhatsApp
Comments are closed.