ସମ୍ପତ୍ତିି ପାଇଁ ହତ୍ୟା, ୩ଜଣଙ୍କୁ ଆଜୀବନ

ଯାଜପୁର: ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗରେ ୩ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୯ରେ ସଦର ଥାନା ନୀରପାଟଣା ଗାଁର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌‌ ହତ୍ୟା ଅଭିଯୋଗରେ ୩ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି। ସମ୍ପତ୍ତି ଲୋଭରେ ପୁତୁରା ଦାଦାଙ୍କୁ ନିର୍ମମ ହତ୍ୟା କରିଥିଲା।

Comments are closed.