www.samajalive.in
Sunday, December 14, 2025
23.1 C
Bhubaneswar

ମା’ଙ୍କୁ ଶୀତଳ ଭୋଗ ଦେଇ ଶାନ୍ତ କଲେ ଗ୍ରାମବାସୀ  

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚୈତ୍ର ମାସରେ ମାଆଙ୍କୁ ଶୀତଳ ଭୋଗ ଦେଇ ଗ୍ରାମବାସୀ ଶାନ୍ତ କରିଥିବା ଦେଖିବାକୁ ମିଳିଛି । ଏହି ଚୈତ୍ରମାସରେ ଗ୍ରାମରେ ମାଆ ଗ୍ରାମଦେବୀଙ୍କ ଘଟ ଯାତ୍ରା  ଅଣାଯାଇନଥିଲା । ଆଜି ଚୈତ୍ର ମାସ ଶେଷ ମଙ୍ଗଳବାରରେ ମାଆଙ୍କୁ ଶୀତଳ ଲାଗି କରିଥିବା ଦେଖିବାକୁ ମିଳିଛି । ପୂଜକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ କୁକୁଡ଼ା, ଛେଳି ,ପାରା ବଳି ଦେବା ସହ ଲିଆ ମୁହାଁ, ପଣା,ପିଠା ଭୋଗ ଦେଇ ମାଆଙ୍କୁ ଶାନ୍ତ କରିଥିଲେ । ଆଜି ସମସ୍ତ ଦେବା ଦେବୀ ପୀଠରେ  ଭକ୍ତଙ୍କ ଭିଡ଼ ଲାଗିଥିବ ଦେଖିବାକୁ ମିଳିଛି । ବ୍ଲକର  ପ୍ରତି ପଞ୍ଚାୟତ ପଞ୍ଚାୟତର ପ୍ରତ୍ୟେକଗ୍ରାମର ମୁଣ୍ଡରେ ଜାନି ବା ଦିଶରୀଙ୍କ ଦ୍ୱାରା ମାଆଙ୍କ  ଭେଲା ଗୁଡା, ମହୁଲ, କାନ୍ଦୁଲ, ଶିମ୍ବ ,ଚାରୁକୋଳି ଓ ଛାଗ ବଳି ଦେଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories