ଭୁବନେଶ୍ୱର: ଦିଲ୍ଲୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ସଭାପତି ମନୋନୟନ ବିଳମ୍ବ ହୋଇଛି। ଦିନେ ଦୁଇଦିନ ମଧ୍ୟରେ ରାଜ୍ୟ ବିଜେପି ସଭାପତିଙ୍କ ନାମ ଘୋଷଣା କରାଯିବ। ନୂଆ ଚେହେରାଙ୍କୁ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଦିଆଯିବ କି ମନମୋହନ ସାମଲଙ୍କୁ ପୁଣି ଥରେ ମନୋନୀତ କରାଯିବ ତାହା ଦଳ ନିଷ୍ପତ୍ତି ନେବ ବୋଲି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ଏସବୁ କଥା କୋର କମିଟି ବୈଠକରେ ଆଲୋଚନା ହୋଇନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
Popular Categories



