କଟକ: କର୍ମଚାରୀ ଏବଂ ସୁରକ୍ଷାକର୍ମୀ ଆନ୍ଦୋଳନଙ୍କ ଯୋଗୁ ନେତାଜୀ ବସ ଟର୍ମିନାଲରେ ଅଚଳାବସ୍ଥା ଦେଖାଦେଇଛି। ବିଭିନ୍ନ ଦାବି ନେଇ ବ ଟର୍ମିନାଲ କର୍ମଚାରୀ ଆନ୍ଦୋଳନ କରିଥିିବା ସୂଚନା ମିଳିଛି। ଟିକଟ କାଉଣ୍ଟର ବନ୍ଦ ରହିଥିବାବେଳେ ଆନ୍ଦୋଳନରେ ବସଷ୍ଟାଣ୍ଡର ସୁରକ୍ଷାକର୍ମୀ ସାମିଲ ହୋଇଛନ୍ତି।
Popular Categories



