www.samajalive.in
Thursday, December 11, 2025
15.1 C
Bhubaneswar

ବରଗଡ଼଼ ଧନୁଯାତ୍ରା ମହୋତ୍ସବ ପାଇଁ ନିର୍ମାଣ ହେବ ସ୍ଥାୟୀ ରାଜମହଲ, ୧୨କୋଟିି ୭୯ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର: ବରଗଡ଼଼ବାସୀଙ୍କ ପାଇଁ ଆସିଲା ବଡ଼ ଖବର। ରାଜ୍ୟ ସରକାରଙ୍କ ପକ୍ଷରୁ ବରଗଡ଼଼ ଧନୁଯାତ୍ରା ମହୋତ୍ସବ ପାଇଁ ସ୍ଥାୟୀ ରାଜମହଲ ନିର୍ମାଣ ହେବ।  ଏଥିପାଇଁ ରାଜ୍ୟ ସରକାର ୧୨କୋଟିି ୭୯ଲକ୍ଷ ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଚିଠିରେ ବରଗଡ଼଼ ଧନୁଯାତ୍ରା ମହୋତ୍ସବ ପାଇଁ ସ୍ଥାୟୀ ରାଜମହଲ ନିର୍ମାଣ ଳାଗି ରାଜ୍ୟ ସରକାର ୧୨କୋଟିି ୭୯ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଉଲ୍ଲେଖ କରାଯାଇଛି।

- Advertisement -

ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ ଏବଂ ଓଡ଼ିଶାର ପରିଚୟ ବୋଲି ପ୍ରକାଶ କରିଥିଲେ। ୧୨କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ବରଗଡ଼଼ ସହରରେ ଚିତ୍ତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିବା ସହିତ ଜିରା ନଦୀରେ ୮୦କୋଟି ଟଙ୍କା ବ୍ୟୟରେ ଆନିକଟ ନିର୍ମାଣ କରାଯିବ ଏବଂ ବରଗଡ଼଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇଦେବେ ବୋଲି କହିକଲେ । ଏହାସହିତ କଂସ ଦରବାରରୁ ବରଗଡ଼଼ ଧନୁଯାତ୍ରା ଅନୁଦାନ ଏକ କୋଟିକୁ ବୃଦ୍ଧି କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories