ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ପିଆର୍ସିଆଇର ମିଳିତ ସହଯୋଗରେ ଜାତୀୟ କର୍ମଶାଳା

ଆୟୋଜିତ ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ଏବଂ ପବ୍ଲିକ ରିଲେସନ୍ସ କାଉନସିଲ ଅଫ୍ ଇଣ୍ଡିଆ (ପିଆର୍ସିଆଇ)ର ମିଳିତ ସହଯୋଗରେ “ରିଡିଫାଇନିଂ ପବ୍ଲିକ ରିଲେସନ୍ସ ଇନ୍ ଦି ଚେଜିଂ…
Read More...

ସିଦ୍ଧେଶ୍ବର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଅମର୍ଦ୍ଦାରୋଡ଼: ବସ୍ତା ବ୍ଲକ୍ ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସୃଷ୍ଟ ଛାତ୍ର ଅଶାନ୍ତି ଓ ବର୍ଷା ପାଣି ପଶିବା ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ଣରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର…
Read More...

୨ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ୧୦ ହଜାର ଲେଖାଏଁ ଜରିମାନା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ଅଞ୍ଚଳରେ ଗତ ୪ ଜାନୁଆରୀ ୨୦୧୭ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାରେ ସେସନ ଜଜ ସମ୍ବଲପୁର ତାଙ୍କର ଶୁଣାଣି ୨ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦…
Read More...

ଦ୍ୱାଦଶ ବିଶ୍ୱକର୍ମା ମହୋତ୍ସବ ଉଦ୍‌‌ଘାଟିତ: ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ

ପିପିଲି:ପିପିଲିର ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ସ୍ଥାନୀୟ ଜୟପୁର ଛକ ଠାରେ ଦୁଇଦିନିଆ ଦ୍ୱାଦଶ ବିଶ୍ୱକର୍ମା ମହୋତ୍ସବ-୨୦୨୪ ସମାରୋହରେ ଉଦ୍‌‌ଘାଟିତ ହୋଇଯାଇଛି। ଏହି ଅବସରରେ ୧୨ଜଣ ମେଧାବୀ…
Read More...

ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା…
Read More...

ବିପଦ ସଙ୍କେତ ଉପରେ ସୂବର୍ଣ୍ଣରେଖା, ୫ ଟି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ

ବାଲିଆପାଳ: ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ଉପର ମୁଣ୍ଡରେ ଥିବା ଗାଲୁଡିହ ବ୍ୟାରେଜରୁ ଗେଟ ଖୋଲାଯିବା ସହ ବନ୍ୟାଜଳ ନିଷ୍କାସନ ହେବା ଫଳରେ ତଳମୁଣ୍ଡରେ ଥିବା ବାଲିଆପାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…
Read More...

ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ: ଘରୋଇ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଶୁ…

ଭୁବନେଶ୍ବର:  ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ। ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣଙ୍କୁ…
Read More...

ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ରକ୍ତଦାନ ଶିବର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ପ୍ରଧାନ ସେବକ ଭାବେ ନେତୃତ୍ୱ ନେଇ ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସମ୍ମାନ ପ୍ରତିଷ୍ଠା କରାଇଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ମା ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱର ଠାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାନସଭାରେ ବିରୋଧି ଦଳର ଉପ ନେତା ପ୍ରସନ୍ନ…
Read More...

ଗୋଳନ୍ଥରାରେ ବିଜେପି ସଭ୍ୟ ସଂଗ୍ରହ ଅଭିଯାନ ବୈଠକ, ପଞ୍ଚାୟତ ଓ ବୁଥସ୍ତରରେ ସଭ୍ୟ ସଂଗ୍ରହକୁ ଜୋରଜାରକୁ ଗୁରୁତ୍ଵ

ଗୋପାଳପୁର:  ଗୋଳନ୍ଥରା ସ୍ଥିତ ବିଜେପି କାର୍ଯ୍ୟଳୟ ବନ୍ଦେ ମାତରଂ ଅଫିସରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେପିର ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନିତ କରିବା ପାଇଁ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ…
Read More...

ହରଭଙ୍ଗାରେ ଘରେ ଘରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ, ୧୦ଜଣ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ହରଭଙ୍ଗା : ମଙ୍ଗଳବାର ଘରେ ଘରେ ସୁଭଦ୍ରା ଯୋଜନାକୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଖେଳ ପଡିଆରେ ବ୍ଲକ ପକ୍ଷରୁ ଏକ ସଭାର ଆୟୋଜନ…
Read More...

ସ୍ୱଚ୍ଛତା ପାଇଁ ସ୍ୱେଚ୍ଛାସେବୀ ଏବଂ ସାମୂହିକ କାର୍ଯ୍ୟକୁ ମଜବୁତ କରିବା ପାଇଁ ଏକ ପଦକ୍ଷେପ

ଭୁବନେଶ୍ବର:  ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ “ସ୍ଵଚ୍ଛତା ହିଁ ସେବା” ଅଭିଯାନ ପାଳନ କରାଯାଉଛି । ରେଳ ଷ୍ଟେସନ, ଟ୍ରେନ୍, ରେଳବାଇ ଆବାସିକ କଲୋନୀ ଏବଂ ଉତ୍ପାଦନ…
Read More...

ଜନ୍ମ ଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କହିଲେ ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ଓଡିଶା ବିକାଶର…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର…
Read More...

 ଅସୁରକ୍ଷିତ  ହାତୀ ଛୁଆକୁ  ଉଦ୍ଧାର କଲା ବନ ବିଭାଗ

ନର୍ଲା: ଗତ ଶୁକ୍ରବାର ଦିନ ସକାଳୁ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡି ମାଲ୍ ନିକଟସ୍ଥ ଜଙ୍ଗଲ ପାର୍ଶ୍ଵରେ ଏକ ମାଇ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା ।ପାରିପାର୍ଶ୍ବିକ…
Read More...

ଅଟୋ ଓ ସ୍କୁଟି ସହ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ଅଟୋ, ସ୍କୁଟି ସହ ୧୪ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ପୁଲିସର ସୂଚନା ଅନୁସାରେ ଶନିବାର ଫୁଲବାଣୀ-ବାଲିଗୁଡା ମୁଖ୍ୟ ରାସ୍ତାର…
Read More...

କନ୍ଦାଗାଡ଼ ଗାଁରେ ଝାଡ଼ାବାନ୍ତିରେ ୨ ମୃତ

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ କନ୍ଦାଗାଡ ଗାଁରେ ତିନି ଦିନ ହେଲା ଝାଡ଼ାବାନ୍ତି ବ୍ୟାପୀ ଦୁଇଜଣଙ୍କ ମୃତ୍ୟୁ ହୋଇଛି। କନ୍ଦାଗାଡ଼ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଖବର ପାଇବା ପରେ ଆଜି  ସେହି ଗାଁକୁ ଯାଇ…
Read More...

ଜାତୀୟ ସ୍ତରୀୟ  କମ୍ୟୁନିଟି  ସଙ୍ଗୀତ କାର୍ଯ୍ୟକ୍ରମରେ  ଯୋଗଦେଲେ ଗାଇଡ କ୍ୟାପଟେନ ଅନସୂୟା ଦେବତା

ରେଙ୍ଗାଲିକ୍ୟାମ୍ପ: ନୂଆଦିଲ୍ଲୀ ସ୍ଥିତ ଭାରତ ସ୍କାଉଟ ଗାଇଡ ର ଜାତୀୟ ମୁଖ୍ୟ କାର୍ଯ୍ୟାଳୟରେ  ଦୀର୍ଘ ସାତ ଦିନ ଧରି ଜାତୀୟ ସ୍ତରୀୟ କାମ୍ୟୁନିଟି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ  ଭାରତର ବିଭିନ୍ନ…
Read More...

କୋଟିଆ ରେ ବୁଲିଲା ସୁଭଦ୍ରା ସଚେତନତା ରଥ

ପଟାଙ୍ଗି : ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପଟାଙ୍ଗି ବ୍ଳକ ପ୍ରଶାସନ ପକ୍ଷରୁ  ଗତ୧୩ ତାରିଖରୁ ୧୬ ତାରିଖ ଯାଏଁ ଦୀର୍ଘ ୪ ଦିନ ଧରି ବ୍ଳକର ୧୪ ପଞ୍ଚାୟତ ପରିଭ୍ରମଣ କରି ସୁଭଦ୍ରା ଯୋଜନା ଉପରେ ସଚେତନତା କରିଥିବା ବେଳେ…
Read More...

ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୂଆଁଖାଇ ଭେଟଘାଟ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ…
Read More...

କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନସିପ୍ ୨୦୨୪

ଭୁବନେଶ୍ୱର: ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ଆଥଲେଟିକ୍ସ ଅସୋସିଏସନ ର ଯୁଗ୍ମ ଉଦ୍ୟମ ରେ, ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪ ଭୁବନେଶ୍ୱରର କଳିଙ୍ଗ…
Read More...

ଚାକିଡି ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ଜଳବନ୍ଦୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଠାରୁ ପ୍ରାୟ ୩୦ କିମି ଦୂରତା ରେ ଥିବା ଚାକିଡି ଗ୍ରାମ ପଞ୍ଚାୟତର ବହୁ ଗାଁ ଏବେ ଜଳବନ୍ଦୀ। ଗତ ତିନି ଦିନ ଧରି ଲଗାଣ ବର୍ଷା ଫଳରେ ଫୁଲଝରା ଓ ବାସିଲକଚା ନିକଟରେ…
Read More...

ଗଞ୍ଜେଇ ସହ ଅଟୋ ଜବତ, ୬ ଅଭିଯୁକ୍ତ କୋର୍ଟ ଚାଲାଣ

ଦେଓଗାଁ : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଳକ କୁଳୁତା ପଡ଼ା ପଞ୍ଚାୟତର ଖଇର ଗୁରା ଛକ ଠାରେ ତୁଷୁରା ଅବକାରୀ ବିଭାଗ ଚଢ଼ାଉ କରି ଗଂଜେଇ ସହ ଅଟୋ କୁ ଜବତ କରି ୬ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ…
Read More...

କଲେଜ ଅଧ୍ୟକ୍ଷଙ୍କ ପୁଅକୁ ୪ଘଣ୍ଟା ବାକ୍ସରେ ପୁରାଇ ରଖିଲା ଛାତ୍ର!

ନୀଳଗିରି: କଲେଜ ଅଧ୍ୟକ୍ଷଙ୍କ ପୁଅକୁ ଜଣେ ଛାତ୍ର ଦୀର୍ଘ ୪ଘଣ୍ଟା କାଳ ବାକ୍ସ ଭିତରେ ପୁରାଇ ରଖିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ୬ନଂ ୱାର୍ଡ଼ ଅଧୀନ ମଙ୍ଗଳାସାହି ଅଞ୍ଚଳରେ…
Read More...

ଆସୁଛନ୍ତି ମୋଦୀ: ବଢ଼ୁଛି ଉତ୍ସାହ

ଭୁବନେଶ୍ୱର: ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ଗାଁ ଗାଁରେ ଉତ୍ସାହ ବଢୁଛି । ଆସନ୍ତାକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଯୋଗ୍ୟ ହିତାଧିକାରୀମାନଙ୍କୁ ସେହିଦିନ…
Read More...

ବିପଦ ସଙ୍କେତଠୁ ଉର୍ଦ୍ଧ୍ବରେ ଜଳକା

ଅମର୍ଦ୍ଦାରୋଡ଼: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି।ଗତକାଲି ମଧ୍ୟରାତ୍ରୀରେ ନଦୀର ମଥାନୀ ଠାରେ ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟର ଅତିକ୍ରମ କରି ୬.୫୮ ମିଟର…
Read More...

ସରିଲା ଖୁଦୁରୁକୁଣି ଓଷା, ଭକ୍ତିଭାବରେ କମ୍ପିଲା ପରିବେଶ

ଭୁବନେଶ୍ୱର:  ଚଳିତ ବର୍ଷର ପାରମ୍ପରିକ ରୀତିନୀତିରେ ଖୁଦୁରିକୁଣି ଓଷା ପାଳିତ ହୋଇଯାଇଛି।  ୪ ପାଳି ଧରି ଚାଲିଥିବା ଖୁଦୁରୁକୁଣି ଓଷା ସରିଛି। ଶେଷ ସନ୍ଧ୍ୟାରେ ଝିପି ଝିପି ବର୍ଷା ହୋଇଥିଲେ ହେଁ ପୂଜାରେ କିଛି ଫରକ…
Read More...

ଧାମରାରେ ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ଦିବସ ପାଳିତ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗାରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ ବିଶ୍ୱକର୍ମା ଦିବସ ପାଳିତ ହୋଇଯାଇଛି। ସାରା ବିଶ୍ୱକୁ ବିଶ୍ୱକର୍ମା ନିର୍ମାଣ କରିଥିବା ବେଳେ ଏହାକୁ ମନେ…
Read More...

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟରେ ‘ଫିନ୍‌‌ଏକ୍ସପୋ ୨.୦’: ‘ଆର୍ଥିକ ବିବର୍ତ୍ତନର କେନ୍ଦ୍ର – ଏକ ସମୃଦ୍ଧ ଭବିଷ୍ୟତ ପାଇଁ…

ପିପିଲି:ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଖ୍ୟାତି ଅର୍ଜନ କରିଥିବା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସ୍କୁଲ କମର୍ସ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ନିଜିଗଡ଼କୁରୁକି ସ୍ଥିତ ନୂତନ କ୍ୟାମ୍ପସ ଠାରେ…
Read More...

ବିଦ୍ୟୁତ ବିଭାଗ ଶାଖା ପକ୍ଷରୁ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗ।ଲିକ୍ୟାମ୍ପ ବିଦ୍ୟୁତ୍ ଶାଖା ପକ୍ଷରୁ କନିଷ୍ଠ ଯନ୍ତ୍ରୀ  ବାସୁଦେବ ରାୟଗୁରୁଙ୍କ ଅଧ୍ୟକ୍ଷତା  ରେ ମହା ସମାରୋହରେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ…
Read More...

ସୁଭଦ୍ରା ଯୋଜନାର ସ୍ଵାଗତ ପଦଯାତ୍ରା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ରେ ସୁଭଦ୍ରା ଯୋଜନା ପଦଯାତ୍ରା  ହୋଇଛି। ଏହି ପଦଯାତ୍ରା ପଞ୍ଚାୟତ ସମିତି ଠାରୁ ଆରମ୍ଭ କରି କଲ୍ୟାଣସିଂହପୁର ସହର ପରିକ୍ରମା କରି ସ୍ଥାନୀୟ ଦେବଗିରି ମହା…
Read More...

କାମରେ ଆସୁନି ବାଇକ ଆମ୍ବୁଲାନ୍ସ, ଭାରରେ ବୁହାହେଲେ ଗର୍ଭବତୀ ମହିଳା

ପଟ୍ଟାଙ୍ଗି: ସ୍ଵାଧୀନତା ର ୭୮ ବର୍ଷ ପରେ ବି କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ପଟାଙ୍ଗି ବ୍ଳକର ବହୁ ଗ୍ରାମକୁ ପକ୍କା ଦିବା ସ୍ଵପ୍ନ ହୋଇରହିଛି। ଯାହା ଫଳରେ ଏବେବି ବହୁ ଗ୍ରାମ ବାସୀ ଗର୍ଭବତୀ ମହିଳାଙ୍କ ଙ୍କୁ…
Read More...

ଇତିହାସ ବିଭାଗର ଜାତୀୟ ଆଲୋଚନାଚକ୍ର ଉଦଯାପିତ

ଆଠଗଡ: ଗୋପବନ୍ଧୁ ବିଜ୍ଞାନ କଲେଜରେ ଚାଲିଥିବା ଇତିହାସ ବିଭାଗର ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ରବିବାର ଉଦଯାପିତ ହୋଇଯାଇଛି । ଗୋପବନ୍ଧୁ ବିଜ୍ଞାନ କଲେଜର ଇତିହାସ ବିଭାଗ, ଭାରତୀୟ ଇତିହାସ ଗବେଷଣା ପରିଷଦ(ଆଇସିଏଚଆର)ର…
Read More...

ସାଇ ଇଣ୍ଟିଗ୍ରାଲ୍‌‌ ସ୍କୁଲର ବାର୍ଷିକ ବିଜ୍ଞାନମେଳା

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଟିଚର୍ସ କଲୋନୀ ସ୍ଥିତ ସାଇ ଇଣ୍ଟିଗ୍ରାଲ ସ୍କୁଲର ୯ମ ବାର୍ଷିକ ବିଜ୍ଞାନମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଉପଦେଷ୍ଠା ତଥା କଲ୍ୟାଣପୁର ବିଜ୍ଞାନ ଉଚ୍ଚ…
Read More...

ସେପ୍ଟେମ୍ବର ୧୭ରେ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟ ଛୁଟି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭(ମଙ୍ଗଳବାର)ରେ ବିଏମସି ଅଧୀନ ସବୁ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ‘ସୁଭଦ୍ରା ଯୋଜନା’ ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର…
Read More...

ଖୁଣ୍ଟୁଣି ଥାନା ଡାଳଭାଗ ଗାଁରେ ବଜ୍ରପାତ, ଜଣେ ମୃତ

ଆଠଗଡ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ଡାଳଭାଗ ଗ୍ରାମର ନାରାୟଣ ବାରିକ ସନ୍ଧ୍ୟାରେ ଘର ସମ୍ମୁଖରେ ବସିଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା।…
Read More...

ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା

ଅମର୍ଦ୍ଦାରୋଡ଼: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର ମଥାନୀ ଠାରେ ସକାଳ ୬ଟା ସୁଦ୍ଧା ଜଳସ୍ତର ୫.୯୮ ମିଟର ରହିଥିବା ବେଳେ ସନ୍ଧ୍ୟା ୭ଟା…
Read More...

ଓଡିଶାରେ ରେଳ ବିକାଶ କ୍ଷେତ୍ରରେ ସୁବର୍ଣ୍ଣ ଯୁଗର ଅୟମାରମ୍ଭ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Read More...

ଆରମ୍ଭ ହେଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଟ୍ରେନ, କେନ୍ଦୁଝରର ଗମନାଗମନ ଓ ପର୍ଯ୍ୟଟନ ହେବ ଆହୁରି ସୁଦୃଢ଼

କେନ୍ଦୁଝର ସଦର: ରାଜ୍ୟରେ ରବିବାର ଦୁଇ ଗୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ କରିଛି । ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି।…
Read More...

ଶୁଣିଲାନି ପ୍ରଶାସନ, ଡ୍ରେନ ମରାମତି କଲେ ମହିଳା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତର ଇନ୍ଦିରା କଲୋନୀ ସାହିର ମହିଳା ପୁରୁଷ ମିଶି ଡ୍ରେନ ମରାମତି କରିଥିବା ଦେଖିବାକୁ ମିଳିଛି। ଅଳ୍ପ ବର୍ଷା ହେଲେ ସାହି ମଝିରେ ପାଣି…
Read More...

ଭାରତରତ୍ନ ଏମ. ବିଶ୍ୱଶେରିଆଙ୍କ ବୈଷୟିକ କ୍ଷେତ୍ରରେ ଅବଦାନ ଅତୁଳନୀୟ

ଭୁବନେଶ୍ବର: ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ ରେ 57 ତମ ଇଞ୍ଜିନୀୟରସ ଦିବସ ପାଳନ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା , ମୁଖ୍ୟବକ୍ତା ଭାବରେରେ…
Read More...

ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ଜନ୍ମ ଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ୧୩୭ତମ ପବିତ୍ର ଜନ୍ମ ଦିବସ ରବିବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ଉଷା କୀର୍ତନ, ସମବେତ ପାର୍ଥନା, ଠାକୁର ଙ୍କ ଜନ୍ମ ଲଗ୍ନ ଘୋଷଣା,…
Read More...

‘ସୁଭଦ୍ରା’ରେ ସ୍ୱୟଂ ସମ୍ପୂର୍ଣ୍ଣା ହେବେ ମହିଳା: ପ୍ରଭାତୀ

ଭୁବନେଶ୍ୱର: ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢୁଛି । ଏବେ ସୁଦ୍ଧା ‘ସୁଭଦ୍ରା’ ଯୋଜନା ପାଇଁ ୬୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଆବେଦନ କରିସାରିଲେଣି ବୋଲି ‘ସୁଭଦ୍ରା’ ସଚେତନତା ପଦଯାତ୍ରାରେ…
Read More...

‘ସୁଭଦ୍ରା’ ଶୁଭାରମ୍ଭ ପ୍ରସ୍ତୁତି ତଦାରଖ ପାଇଁ ଗଠିତ ପ୍ରଶାସନିକ ସ୍ତରୀୟ ବିଭିନ୍ନ କମିଟିର ସମନ୍ୱୟ ବୈଠକ

ଭୁବନେଶ୍ୱର:  ଆଗାମୀ ୧୭ତାରିଖରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଜନକଲ୍ୟାଣକାରୀଯୋଜନା “ସୁଭଦ୍ରା”ର ଶୁଭାରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର  ଜନତା ମଇଦାନରେ ବିଶିଷ୍ଟ ଅତିଥି, ହିତାଧିକାରୀମହିଳା ଓ ଅନ୍ୟ…
Read More...

ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା…
Read More...

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

କଟକ: କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ବର୍ଷରେ ବିଦ୍ୟାଳୟ ଆନୁକୁଲ୍ୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଟକ ବକଲି ବାଳିକା ଉଚ୍ଚ…
Read More...

କଟକ ଏସସିବି ମେଡିକାଲ କଲେଜରେ ଆରମ୍ଭ ହେବ ପିଏଚଡି ପାଠ୍ୟକ୍ରମ

କଟକ:କଟକ ଏସସିବି ମେଡିକାଲ କଲେଜରେ ଆରମ୍ଭ ହେବ ପିଏଚଡି ପାଠ୍ୟକ୍ରମ। ପ୍ରଥମେ ହେମାଟୋଲୋଜି ବିଭାଗକୁ ସେଣ୍ଟର ଫର ଏକ୍ସିଲାନସି ର ମାନ୍ୟତା ଦିଆଯାଇ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ଘୋଷଣା କରିଛନ୍ତି…
Read More...

ଶୁଭଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କୁନି ଝିଅ ଶୁଭଶ୍ରୀ ନନ୍ଦିଙ୍କ ଅସାଧାରଣ ପ୍ରତିଭା ଦେଖି ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜ୍ୱଳ…
Read More...

ରାଜ୍ୟ ସରକାରଙ୍କ ବିକାଶ ‌‌ଯାତ୍ରା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଓସ୍ବାନ କକ୍ଷରେ ରାଜ୍ୟ ସରକାରଙ୍କ ଫଳପ୍ରସୂ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ସମାବେଶ ଆୟୋଜନ ସମ୍ପର୍କରେ ଆଭାସି ଯୋଗେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କୁ ଲୋକଙ୍କ…
Read More...

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ  ‘ଲିଡ଼ର୍ସ ଏକାଦଶ’ ବିଜୟୀ,  ଅଭିନନ୍ଦନ ଜଣାଇଲେ ଉପମୁଖ୍ୟମନ୍ତ୍ରୀ…

‘ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମସ୍ତଙ୍କ ମନରେ ଏକତା ଏବଂ ଭାଇଚାରା ସୃଷ୍ଟି କରିବ’ ‘ସମୃଦ୍ଧ ଓଡିଶା ଗଠନରେ ସରକାରୀ କର୍ମଚାରୀ, ମିଡ଼ିଆ ଏବଂ କର୍ପୋରେଟ କର୍ମଚାରୀଙ୍କ ସହଭାଗିତାର ଆବଶ୍ୟକତା ରହିଛି’…
Read More...

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୨, ୩୨୧ମାମଲା ଫଇସଲା; ୯.୭୦କୋଟି ଟଙ୍କା ଜୋରିମାନା ଓ କ୍ଷତିପୂରଣ ଆଦାୟ

କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲା କୋର୍ଟ ଏବଂ ବଡବିଲ, ହାଟଡିହି ଓ ତେଲକୋଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର…
Read More...

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶନିବାର ଦିନ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ବିକାଶ ପାଇଁ କାର୍ଯ୍ୟକାରୀ କରିଥିବା ସୁଭଦ୍ରା ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ…
Read More...

ସେପ୍ଟେମ୍ବର ୧୭ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର…
Read More...

କନିଷ୍ଠ ମହିଳା କଲେଜରେ ଡେଙ୍ଗୁ, ମ୍ୟାଲେରିଆ ସଚେତନତା ସୃଷ୍ଟି

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ) ଏନଏସଏସ ଆନୁକୂଲ୍ୟରେ ଏବଂ ଯୁବ ରେଡକ୍ରସ ଓ ସ୍କାଉଟ-ଗାଇଡର ମିଳିତ ସହଯୋଗରେ ଶନିବାର ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ସମ୍ପର୍କିତ…
Read More...

ଧୈର୍ଯ୍ୟ, ନିଷ୍ଠା ଓ ସାହାସ; ସାଫରେ ଚମକିଲେ ଓଡ଼ିଆ କ୍ରୀଡ଼ାବିତ୍

ଭୁବନେଶ୍ୱର: ନିକଟରେ ଚେନ୍ନାଇରେ ଶେଷ ହୋଇଥିବା ଦକ୍ଷିଣ ଏସୀୟ ଆଥଲେଟିକ୍ସ ଫେଡେରେସନ୍ ଜୁନିୟର ଚାମ୍ପିୟନଶିପ୍ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ ୪୮ ଟି ପଦକ ସହ ଭାରତ ଏହି ପ୍ରତିଯୋଗିତାରେ ଟେବୁଲର ଶୀର୍ଷରେ ରହିଛି ।…
Read More...

ଦ୍ୱାରଶୁଣି ଘାଟି ରାସ୍ତାରେ ଖସିଲା ପଥର ଅତଡା, ଯାତାୟାତ ବାଧାପ୍ରାପ୍ତ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲାରେ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଆଜି କିଛି ପରିମାଣରେ ପଥର ମାଟି ଅତଡା ଖସି ପଡିଛି । ବାଙ୍ଗିରିପୋଷି ଘାଟିରେ ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିଛି।…
Read More...

ବୋଲେରୋ ଓଲଟି ୭ ଆହତ

ମୋହନା: ବୋଲେରୋ ଓଲଟି ଗୋଟିଏ ପରିବାରର ୭ଜଣ ଆହତ ହୋଇଥିବା ସୂଚନା ମିଛି। ଆହତଙ୍କ ମଧ୍ୟରେ ୩ଶିଶୁ ରହିଛନ୍ତି। ଆହତ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବ୍ରହ୍ମପୁରରୁ ଫେରୁଥିବାବେଳେ ଅଡ଼ବା ପଦା…
Read More...

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ଢେଙ୍କାନାଳ: ଦୁର୍ଘଟଣା ପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ଢେଙ୍କାନାଳ ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଜାତୀୟ ରାଜପଥ ଅବରୋଧ। କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…
Read More...

ଭଦ୍ରକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୩୮୧ ଟି ମୋକଦ୍ଦମା ଆପୋଷ ସମାଧାନ

ଭଦ୍ରକ: ତୃତୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକାରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜ଼ିଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ…
Read More...

ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ, ପରିବେଶ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ

ପିପିଲି : ପିପିଲି ବ୍ଲକ ର ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ଆରୁହା ୟୁଜିୟୁପି ବିଦ୍ୟାଳୟ ,ଅଡଙ୍ଗପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲ, ତଲଉ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ,…
Read More...

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର…
Read More...

ତୁଳାପଡା ଗ୍ରାମରେ ନୂଆଖାଇ ଭେଟଘାଟ

ନର୍ଲା:  ତୁଳାପଡା ଗ୍ରାମରେ ନୂଆଖାଇ ଭେଟଘାଟ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି । ସକାଳ ସମୟରେ ମା' ପାଝରାଣୀ ଦେବୀ ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିର ନିକଟ ମଞ୍ଚରେ ସ୍ଥାପନ କରାଯାଇ ଥିଲା । ତାପରେ…
Read More...

ଅଧିଷ୍ଠାତ୍ରୀ ଦେବୀ ମା’ ପିତାବଳିଙ୍କ ଯନ୍ତାଳ ଯାତ୍ରା 

ଫୁଲବାଣୀ : କନ୍ଧମାଳ ଜିଲା  ଫିରିଙ୍ଗିଆ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ  ମା’ ପିତାବଳିଙ୍କ ଯନ୍ତାଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଯଥା ଵିଧି ଚଳିତ ବର୍ଷ ବୁଧବାର ରାତିରେ ବାର ଓ ଠାକୁରାଣୀଙ୍କୁ…
Read More...

ସର୍ପାଘାତରେ ବୃଦ୍ଧାଙ୍କ ମୃତ୍ୟୁ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ଗ୍ରାମରେ ସର୍ପାଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ଫଦୋଲ ପାତ୍ର (୬୨) ବୋଲି ଜଣାପଡିଛି।…
Read More...

ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ, ଶୋଭାଯାତ୍ରାରେ ସଚେତନତା ସୃଷ୍ଟି ସହ ପରିବେଷଣ କଲେ କ୍ଷୁଦ୍ର ନାଟକ

ଭଦ୍ରକ: ଭଦ୍ରକ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ବଚ୍ଛତା ପଖୱାଡା(ପକ୍ଷ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ…
Read More...

ଅଜଣା ଗାଡ଼ି ଧକ୍କାରେ ଦୁଇ ଆହତ, ଜଣେ ଗୁରୁତର

ଆଠଗଡ଼: ଖୁଣ୍ଟୁଣୀ-ନରସିଂହପୁର ୬୫ ନଂ ରାଜ୍ୟପଥର ଗୋପୀନାଥପୁର ଛକ ନିକଟରେ ଶୁକ୍ରବାର ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ପାଟଲିଙ୍ଗା ଗ୍ରାମର ବଚିଆ ଓରଫ୍…
Read More...

ଭୁବନେଶ୍ୱର ଓ କଟକ ଅଞ୍ଚଳର ରାସ୍ତା ମରାମତି ଅକ୍ଟୋବର ୫ ସୁଦ୍ଧା ସାରିବାକୁ ପୂର୍ତ୍ତମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଥିବା ସମସ୍ତ ରାସ୍ତାର ମରାମତି ଓ ଉନ୍ନତିକରଣ ନେଇ ଆଜି ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ…
Read More...

ସୁରକ୍ଷା ଓ ନିରାପତ୍ତା ପାଇଁ ସବୁଠି ସ୍ଥାପିତ ହେବ ସିସିଟିଭି କ୍ୟାମେରା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ମୁଖ୍ୟ କାର୍ଯ୍ୟାଳୟରେ ନିଗମର ବିଭିନ୍ନ ଗୋଦାମର କାର୍ଯ୍ୟକଳାପ ଉପରେ ଆଜି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମୀକ୍ଷା…
Read More...

କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଅଧ୍ୟାପିକାଙ୍କ ଅଭିଯୋଗ, ଗୁରୁଡ଼ିଝାଟିଆ ଥାନାରେ ଏତଲା

କଟକ: କଲେଜର ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ ଓ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ। ଅଭିଯୋଗ କରିଛନ୍ତି କଲେଜର ଅଧ୍ୟାପିକା। ଜଣେ କି ଦୁଇ ଜଣ ନୁହନ୍ତି, ୪ ଜଣ ଅଧ୍ୟାପିକା ଏହି ଅଭିଯୋଗ କରିବା ସହ ପୁଲିସର ଦ୍ୱାରସ୍ଥ…
Read More...

ପୁଲିସ ଭ୍ୟାନ ଧକ୍କାରେ ୨ ଆହତ,

କଟକ: ପୁଲିସ ଭ୍ୟାନ ଧକ୍କାରେ ଦୁଇ ଆହତ। କଟକ ବିଜୁ ପଟ୍ଟନାୟକ ଛକରେ ଦୁଇ ଜଣଙ୍କୁ ଧକ୍କା ଦେଲା ପୁଲିସ ଭ୍ୟାନ। ପୁଲିସ ଗାଡ଼ିଟି ଦ୍ରୁତ ଗତିରେ ଜଣେ ସାଇକେଲ ଆରୋହୀଙ୍କୁ ପଛ ପଟୁ ଧକ୍କା ଦେଇ ରାସ୍ତାକଡ଼ରେ ଥିବା ଜୋତା…
Read More...

ଖୋର୍ଦ୍ଧା ଜିଲାସ୍ତରୀୟ ପେନସନ ଅଦାଲତ, ୨୭୭୮ଟି ମାମଲାର ଶୁଣାଣି 

ଖୋର୍ଦ୍ଧା : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ…
Read More...

ଓଡ଼ିଶାର ଆଧ୍ୟାତ୍ମିକ-ସାଂସ୍କୃତିକ ଐତିହ୍ୟ ଉପରେ ଆଲୋଚନା

ଭୁବନେଶ୍ବର : ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସହଯୋଗରେ ଭୁବନେଶ୍ବରଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ମୌସୁମୀ ବୈଠକ ଅନୁଷ୍ଠିତ…
Read More...

‘ରଙ୍ଗୀନ ମାଛ’ ଆପ୍ ଆରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ

ଭୁବନେଶ୍ବର: କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ଆଇସିଏଆର-ସିଫା)ରେ "ରଙ୍ଗିନ ମାଛ" ମୋବାଇଲ୍ ଆପ୍‌ ( "Rangeen Machhli" Mobile App)କୁ କେନ୍ଦ୍ର ମତ୍ସ୍ୟ ଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ…
Read More...

ବଦଳିଲା ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରର ନାମ, ଶ୍ରୀବିଜୟପୁରମ ଭାବେ ନାମିତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ନାମ ପାଇଲା ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାର। ଶ୍ରୀବିଜୟପୁରମ ଭାବେ ନାମିତ କଲେ କେନ୍ଦ୍ର ସରକାର। ଏଣିକି ପୋର୍ଟବ୍ଲେୟାର ବଦଳରେ ଶ୍ରୀବିଜୟପୁରମ ଭାବେ ପରିଚିତି ଲାଭ କରିବ। ଆଜିଠାରୁ…
Read More...

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା, ସାରା ଓଡ଼ିଶାରେ ବିଭିନ୍ନ ମହଲରୁ ଭୁୟସୀ ପ୍ରଶଂସା

ଭୁବନେଶ୍ବର: ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଆଭା" ଜଣେ ଭିନ୍ନକ୍ଷମ ନାରୀର କାହାଣୀ ଓଡ଼ିଶାର ୧୮ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି। ସ୍ଵାତୀ ସିନେପ୍ଲେକ୍ସ ରେ ପ୍ରିମିୟର ଶୋ…
Read More...

ଶୁକ୍ରବାର ମୟୁରଭଞ୍ଜ ଜିଲାରେ ସ୍କୁଲ ଛୁଟି, ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ବର: ଆସନ୍ତକାଲି(ଶୁକ୍ରବାର) ମୟୂରଭଞ୍ଜ ଜିଲାରେ ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ମୟୂରଭଞ୍ଜ ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ଗୁଡ଼ିକ ପାଇଁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ପାଣିପାଗ ବିଭାଗର…
Read More...

ପୂର୍ବତନ ଉପଜିଲାପାଳଙ୍କୁ ଜେଲ

ଭୁବନେଶ୍ବର: ପୂର୍ବତନ ଉପଜିଲାପାଳଙ୍କୁ ଜେଲ ଦଣ୍ଡାଦେଶ। ଝାରସୁଗୁଡ଼ା ପୂର୍ବତନ ଉପଜିଲାପାଳଙ୍କୁ ଜେଲ ଦଣ୍ଡାଦେଶ। ପୂର୍ବତନ ଉପଜିଲାପାଳ ପ୍ରଦୀପ କୁମାର ବାରିକଙ୍କୁ ଜେଲ ଦଣ୍ଡାଦେଶ। ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ…
Read More...

ପୁବାଶାସନ ସ୍ଥିତ ମହାତ୍ମାଗାନ୍ଧୀ ସ୍ମୃତି ଶିକ୍ଷା ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପ୍ରଶ୍ନୋତ୍ତର…

ପିପିଲି:ପିପିଲି ନିକଟବର୍ତ୍ତି ପୁବାଶାସନ ସ୍ଥିତ ମହାତ୍ମାଗାନ୍ଧୀ ସ୍ମୃତି ଶିକ୍ଷା ବୈଷୟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କାୟାକଳ୍ପ ସାହିତ୍ୟ ପତ୍ରିକା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରଶ୍ନୋତ୍ତର…
Read More...

ଜଳପଥ ସୁରକ୍ଷା ଢିଲା: ଅଧାରୁ ଅଧିକ ବୋଟ୍‌ ଚାଲୁନି, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅସୁରକ୍ଷିତ

ଭୁବନେଶ୍ବର: ମୁମ୍ବଇରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ଉପକୂଳ ସୁରକ୍ଷା ପାଇଁ ୧୮ଟି ଥାନା ପାଇଁ ଅନୁମୋଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୧୩ଟି ଉପକୂଳ ଥାନା ପ୍ରତିଷ୍ଠା ହୋଇଥିଲା।…
Read More...

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣା:ଇଟାଭାଟି ସୁପରଭାଇଜର ଗିରଫ, ମାଲିକ ଫେରାର

ରାଉରକେଲା : ରାଉରକେଲା ବନଖଣ୍ଡର ପାନପୋଷ ବନାଞ୍ଚଳ ଅନ୍ତର୍ଗତ ନୂଆଗାଁରେ ୧୦ ତାରିଖରେ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାତୀ ମୃତ୍ୟୁ ପାଇଁ ସେଠାକାର ଜଣେ…
Read More...

ଶିତଳାପଲ୍ଲୀ ଠାରେ ଥିବା ଘରୋଇ ଡାକ୍ତରଖାନରେ ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବା ନେଇ ଉତ୍ତେଜନା

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଶିତଲାପଲ୍ଲୀ ଠାରେ ଥିବା ଏକ ଘରୋଇ ଡାକ୍ତରଖାନ ରେ ରୋଗୀ ମୃତ୍ୟୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତ୍ୟାଧିକ ବିଲ୍ ଆଦାୟ ଅଭିଯୋଗ ରେ ଡାକ୍ତରଖାନା ପରିସରରେ ଉତ୍ତେଜନା…
Read More...

ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ ସଂକ୍ରାନ୍ତୀୟ ବୈଠକ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନେଇ ବୈଠକ ଆଜି କୃଷିଭବନ ସମ୍ମିଳନୀ କକ୍ଷରେ ଆୟୋଜିତ…
Read More...

ଓଡ଼ିଶାର ବିଭିନ୍ନ ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର ଖୋଲାଯିବା ନେଇ ବୈଠକ, ସୌରଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ…

ଭୁବନେଶ୍ୱର: ଆଜି କୃଷିଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ…
Read More...

ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି, ମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୫ ଲକ୍ଷ ଫର୍ମ ହେଲାଣି…

ଭୁବନେଶ୍ୱର: ମାର୍ଗଦର୍ଶିକା ଜାରି ହେଲା ଦିନରୁ ସାରା ଓଡ଼ିଶାରେ ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜିକରଣ ଜୋରସୋର ଆଗେଇ ଚାଲିଛି । ଲୋକମାନଙ୍କ ଉତ୍ସାହକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ବୈଠକ କରାଯାଇ…
Read More...

ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ପରିଷ୍କାର ପରିଚ୍ଛନ୍ନତା ଏବଂ ଜନସାଧାରଣଙ୍କ ସ୍ୱଚ୍ଛତା ଦିଗରେ ଏକ ପ୍ରମୁଖ ଧାରାରେ, ସ୍ଵଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତି ଉପରେ ମିଳିତ ସମୀକ୍ଷାବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ…
Read More...

ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମାମଲା, ବିଧାୟକ କେ. ଅନିଲ କୁମାରଙ୍କୁ ଜବାବ ଦାଖଲ ନୋଟିସ୍‌‌

କଟକ: ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କୁ ହାଇକୋର୍ଟ ନୋଟିସ୍‌‌ ଜାରି କରିଛନ୍ତି। ଭୋଟର ମନୋଜ କୁମାର ପଣ୍ଡାଙ୍କ ପକ୍ଷରୁ ଆଗତ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ବିଚାରପତି ଶଶିକାନ୍ତ ମିଶ୍ର ଏହି…
Read More...

ପୁରୁଷୋତ୍ତମପୁର ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ମାମଲା: ଭୋଟ୍‌‌ ହେବ, ଫଳ ପ୍ରକାଶ ପାଇବନି

କଟକ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌‌ଏସିର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌‌ ହୋଇପାରିବ; ତେବେ ଏହାର ଫଳାଫଳ ଘୋଷଣା କରାଯାଇ ପାରିବ ନାହିଁ ଉଚ୍ଚ ନ୍ୟାୟାଳୟ ଗୁରୁବାର ଅନ୍ତରୀଣ ଅାେଦଶରେ…
Read More...

ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହଙ୍କୁ ନୋଟିସ୍‌

କଟକ: ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ମାମଲାର ଶୁଣାଣି କରି ପ୍ରତିପକ୍ଷ ଭାଜପା ବିଧାୟକ ବାବୁ ସିଂହଙ୍କୁ…
Read More...

ସୁଭଦ୍ରାକୁ ନେଇ ନିମାପଡାରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା, ନିର୍ବାଚନମଣ୍ଡଳୀରେ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ

ନିମାପଡ଼ା/ଭୁବନେଶ୍ୱର:ଗତକାଲି ବିଧାନସଭାର କାର୍ଯ୍ୟକାଳ ଶେଷହେବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ନିର୍ବାଚନମଣ୍ଡଳୀ ନିମାପଡା ଗସ୍ତ କରିଥିଲେ। ନିମାପଡାରେ ସୁଭଦ୍ରା ଯୋଜନାକୁ ନେଇ ଜନତାଙ୍କ…
Read More...

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓ ଜର୍ଜ କୁରିଅନଙ୍କ ସିଫା ପରିଦର୍ଶନ; ୮ଟି ଭାଷାରେ ରଂଗୀନ ମାଛ ଆପ୍ ଉନ୍ମୋଚିତ

ପିପିଲି:କେନ୍ଦ୍ର ମତ୍ସ୍ୟ, ପଶୁ, ଗୋପାଳନ, ପଂଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ମତ୍ସ୍ୟ, ଗୋପାଳନ, ସଂଖ୍ୟାଲଘୁ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ୍ ଗୁରୁବାର ଭାରତୀୟ କୃଷି ଅନୁସନ୍ଧାନ ପରିଷଦ…
Read More...

ଅନନ୍ୟ ଜୈବ ସମ୍ବଳ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ…
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦେୟମୁକ୍ତ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ, ଯୋଗ ଦେଲେ ୮୨,୭୦୦…

ଭୁବନେଶ୍ବର: ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର ଆୟାରଙ୍କ…
Read More...

ସୀତାରାମ ୟେଚୁରିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ବିଶିଷ୍ଟ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ୟେଚୁରି…
Read More...

୫ବର୍ଷରୁ ଊର୍ଦ୍ଧ୍ବ ଧରି ସରୁନି ୫୫ ନଂ ଜାତୀୟ ରାଜପଥର ରାସ୍ତାକାମ, ପାଲଟିଛି ମରଣଯନ୍ତା

ଗୁରୁଡିଝାଟିଆ: ମଙ୍ଗୁଳିରୁ ଅନୁଗୁଳ ଦେଇ ସଂଯୋଗ କରିଛି ୫୫ ନଂ ଜାତୀୟ ରାଜପଥ। ସଂପ୍ରସାରଣ ଓ ଉନ୍ନତି କାର୍ଯ୍ୟ ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ବ ହୋଇଥିଲେ ମଧ୍ୟ ରାସ୍ତାକାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ। ଦୈନିକ ରାସ୍ତାର…
Read More...

ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରେରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ 

ମାଲକାନଗିରି: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଦିନିକିଆ ମାଲକାନଗିରି ଜିଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲା ପରିଷଦ…
Read More...

ସୁଭଦ୍ରା ଯୋଜନା ରଥ ଉଦଘାଟିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ  କାର୍ଯ୍ୟାଳୟ ପରିସରରେ ଆଜି ସୁଭଦ୍ରା ଯୋଜନା ପ୍ରଚାରର ରଥ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ମନୀଷା ଦାସ  ଯୋଗ ଦେଇ ପାରମ୍ପରିକ…
Read More...

ନିଯୁକ୍ତି ମେଳା: ୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ

ନିଷ୍ଠା, କର୍ମପ୍ରବଣତା ଦ୍ୱାରା ସାଧାରଣ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରନ୍ତୁ- ନୂତନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋଜନାର ସୁଫଳ…
Read More...

ଭାଲୁଡୁଙ୍ଗୁରୀରେ ନୂଆଁଖାଇ ଭେଟଘାଟ, ସମ୍ବର୍ଦ୍ଧିତ ହେଲେ ଉପଖଣ୍ଡର ମାଟ୍ରିକ ଟପ୍ପର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଣେଶ ପୂଜା କମିଟୀର ସମ୍ପାଦକ ଭଗବାନ…
Read More...

ଚିକିତ୍ସାରେ ତ୍ରୁଟି ନେଇ ଯୁବକଙ୍କ ମୃତ୍ୟୁ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କେନ୍ଦୁଝର ସଦର:କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନିହାଲ…
Read More...

ବଣୁଆ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ମାରୱାଡି ବନ୍ଧ ଗ୍ରାମରେ ବଣୁଆ ହାତୀ ଉପଦ୍ରବ କରିଛନ୍ତି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିବା ସୂଚନା ମିଳିଛି। ସୋମବାର…
Read More...

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଷଷ୍ଠ ସଂଧ୍ୟା,ଅସୀମବନ୍ଧୁ ଭଟ୍ଟାଚାର୍ଯ୍ୟ ଓ ସାଥୀଙ୍କ ଦ୍ୱାରା କଥକ…

ଭୁବନେଶ୍ୱର  : ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଷଷ୍ଠ ସନ୍ଧ୍ୟାରେ ବିଶିଷ୍ଟ କଥକ ନୃତ୍ୟ ପ୍ରଦର୍ଶକ…
Read More...