୧୨ଦଫା ଦାବି ନେଇ ବିକେ ଷ୍ଟିଲ କାରଖାନା ସମ୍ମୁଖରେ ଧାରଣା

ଗୁରୁଡିଝାଟିଆ: ଆଶା ଦେଖାଇଥିଲା। କଥା ବି ଦେଇଥିଲା। କାରଖାନାରୁ ଉତ୍ପାଦନ ଆରମ୍ଭ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ କରିବ। ଅର୍ଥନୈତିକ ସମୃଦ୍ଧି ଘଟିବ। ଶିକ୍ଷା,ଗମନାଗମନ, ନିଯୁକ୍ତି ଓ ପରିବେଶ ସୁରକ୍ଷା କ୍ଷେଜ୍ରରେ…
Read More...

ବ୍ରହ୍ମପୁର ଗାଁର ୩ ମନ୍ଦିରରୁ ଚୋରି: ଅଳଙ୍କାର ଊଦ୍ଧାର, ୨ଅଟକ

ଗୁରୁଡିଝାଟିଆ: ଗୋଟିଏ ରାତିରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ୩ମନ୍ଦିର ରୁ ଚୋରିହେବା ଘଟଣା ଗାଁରେ ଆଲୋଡନ ସୃଷ୍ଟି କରିଛି। ଏ ସଂପର୍କରେ ଗ୍ରାମବାସୀ ଅଭିଯୋଗ କରିବା ଫଳରେ ଖୁଣ୍ଟୁଣୀ ପୁଲିସ ପହଞ୍ôଚ…
Read More...

ମୃତ୍ୟୁପରେ ଚକ୍ଷୁଦାନ କଲେ ବିଜେଡି ନେତା ପ୍ରଦୀପ

ଗୁରୁଡିଝାଟିଆ: ଆଠଗଡ଼ର ଲଢୁଆ ବରିଷ୍ଠ ବିଜେଡି ନେତା ପ୍ରଦୀପ ବିଶ୍ୱାଳ(୫୬)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଆଜି…
Read More...

ଜଗନ୍ନାଥ ପଟ୍ଟନାୟକଙ୍କ ନିଶା ଓ ପେଶା ଥିଲା ଇତିହାସ ରଚନା ଓ ଶିକ୍ଷାଦାନ

ଭୁବନେଶ୍ୱର: ଓଡ଼ିଶା ଇତିହାସ ଜଗତର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସନ୍ଧ୍ୟା ଉପଲକ୍ଷେ ଆଜି ଭୁବନେଶ୍ବରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read More...

“ଶିଶୁ ଯୌନ ଶୋଷଣ” ଉପରେ ସୁପ୍ରିମ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟକୁ ସମର୍ଥନ ଜଣେଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ । ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ…
Read More...

ଜିଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ସଭାକକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ବିଡ଼ିଓ ସୂର୍ଯ୍ୟ କୁମାର ନାୟକଙ୍କ ସଂଯୋଜନା କ୍ରମେ ତଥା ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକଙ୍କ ଅଧ୍ୟକ୍ଷତାରେ…
Read More...

ସମାଜର ଉନ୍ନତିକ୍ଷେତ୍ରରେ ଜନପ୍ରତିନିଧି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ:- ବାଚସ୍ପତି

ଭୁବନେଶ୍ବର: ବିଶ୍ୱରେ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯାଇଥିବାବେଳେ, ଏହାର ଏକ ସୁଦୀର୍ଘ ବିବିଧ ଗଣତାନ୍ତ୍ରିକ ପରମ୍ପରା ରହିଛି। ନିର୍ବାଚିତ ଜନ ପ୍ରତିନିଧି ମାନଙ୍କର ସମାଜର ଉନ୍ନତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…
Read More...

ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ଭୁବନେଶ୍ୱର :ଆଜି ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ବ୍ଲକର ବିଭିନ୍ନ ଆପତ୍ତି ଅଭିଯୋଗ ନେଇ…
Read More...

ଘାଟି ରାସ୍ତା ପରିଦର୍ଶନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟି ରାସ୍ତା ପାଲଟିଛି ମରଣଯନ୍ତା। କେବେ ଦୁର୍ଘଟଣା ପାଇଁ ତ ଆଉ କେବେ ବିପର୍ଯ୍ୟନ୍ତ ରାସ୍ତା ପାଇଁ ଗାଡି ଖରାପ…
Read More...

ଆଇଆଇଏମ୍ ସମ୍ବଲପୁରରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପଦ୍ଧତିକୁ ବଦଳାଇବ ଏଆଇ: ପ୍ରଫେସର ମହାଦେବ ଜୟସ୍ୱାଲ

ସମ୍ବଲପୁର: ଦେଶରଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଏଆଇକୁ ବ୍ୟାପକ ଭାବେ ପ୍ରଚଳନ କରିବାକୁ ଘୋଷଣା କରାଯାଇଛି ଯାହା ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଶୈଳୀରେ ପରିବର୍ତନ ଆଣିବ।…
Read More...

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ସମସ୍ୟା, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର…
Read More...

ଜିଲା କୃଷକ ସଂଘର ଧାରଣା,

ସିମୁଳିଆ: ଜିଲା କୃଷକ ସଂଘ ପକ୍ଷରୁ ସିମୁଳିଆ ବ୍ଲକ ସମ୍ମୁଖରେ ବିଦ୍ୟୁତ ବିଭାଗର ହିତାଧିକାରୀଙ୍କୁ ସେବା ଯୋଗାଇ ଦେବା ନିୟମ ପାଳନ କରୁ ନ ଥିବାରୁ ଦୁଇ ଘଣ୍ଟିଆ ଧାରଣା ଦେବା ସହ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀଙ୍କ ନିକଟରେ…
Read More...

ଓଡ଼ିଶାକୁ କୃଷି ସମୃଦ୍ଧ ରାଜ୍ୟ କରାଯିବ: ସାଂସଦ 

ଜି.ଉଦୟଗିରି: ଆଜି  କୃଷି ଜିଲ୍ଲା କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି  ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଓଡ଼ିଶାକୁ କୃଷି ସମୃଦ୍ଧ ରାଜ୍ୟ କରିବାକୁ ପରାମର୍ଶ…
Read More...

ଫିରିଙ୍ଗିଆ ବ୍ଲକରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ ସଭାଗୃହ ପରିସରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ମାସର ତୃତୀୟ ସୋମବାର ଏହି ଅଭିଯୋଗ ଶୁଣାଣି ଶିବିର ଏହି ଫିରିଙ୍ଗିଆ…
Read More...

ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ

ପିପିଲି :ପିପିଲି ତହସିଲ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଭୂମିହୀନ ପରିବାରକୁ ସରକାରଙ୍କ ପକ୍ଷରୁ ୪ଡିସିମିଲ ଲେଖାଏଁ ଘରଡିହ ଜମି ପ୍ରଦାନ କରିବା ଦାବିରେ ସିପିଆଇ(ଏମ୍‌‌ଏଲ୍‌‌) ଲିବରେସନ ଦଳ ପକ୍ଷରୁ ସୋମବାର ପିପିଲିରେ…
Read More...

ଜିଲା ସ୍ତରୀୟ ବିକାଶ ମେଳା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ: ପ୍ରଗତି ର ନୂତନ ସୂର୍ଯ୍ୟୋଦୟ ତଥା ଜିଲ୍ଲା ସ୍ତରୀୟ ବିକାଶ ମେଳା ଅବସରରେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଆସିଥିଲା କଳାକାରଙ୍କ…
Read More...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ଥାନାକୁ ଆସୁନାହାନ୍ତି ଡିଏଫଓ

ଭବାନୀପାଟଣା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାର ବିଭାଗୀୟ ତଦନ୍ତ ହେବ। ସିସିଏଫ ରାଙ୍କର ଅଧିକାରୀ ଏହି ଘଟଣା ର ତଦନ୍ତ କରିବେ ବୋଲି ପିସିସିଏଫ ଦେବିଦତ୍ତ ବିଶ୍ବାଳ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ…
Read More...

ଶିଶୁ ସୁରକ୍ଷା ଓ ବ୍ୟବସ୍ତା ଉପରେ କର୍ମଶାଳା

ଫୁଲବାଣୀ:ଶିଶୁ ସୁରକ୍ଷା ଓ ବ୍ୟବସ୍ତା ଉପରେ ଏକା କର୍ମଶାଳା ଫୁଲବାଣୀ ବଚପନ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ମରେ ବଚପନ ଟ୍ରଷ୍ଟ ର ନିର୍ଦେଶକ ଅର୍ପିତା ପଟ୍ଟନାୟିକ ଯୋଗଦେଇ ଶିଶୁ ସୁରକ୍ଷା ଓ…
Read More...

ଭଦ୍ରକ-ବାଲେଶ୍ବର ଜାତୀୟ ରାଜପଥ-୧୬: ତିନି ବର୍ଷରେ ୬୫୦ ଜୀବନହାନି; ସରୁନି କାମ

ସୋର: ଦୀର୍ଘ ୬ ବର୍ଷ ବିତିଲାଣି; ତଥାପି ସମ୍ପୂର୍ଣ୍ଣ ହୋଇପାରୁନି ବାଲେଶ୍ବର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ବାଲେଶ୍ୱର ସେକ୍ସନ ଅନ୍ତର୍ଗତ ମଇତାପୁର-ଫୁଲାଡ଼ି ୬୨.୫ କିମି ରାସ୍ତାର ପ୍ରଶସ୍ତୀକରଣ…
Read More...

ଭରତପୁର ଥାନା ଘଟଣା: ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କୋର୍ଟ ତଦାରଖରେ ତଦନ୍ତ ପାଇଁ…

ଭୁବନେଶ୍ୱର: ଭରତପୁର ଥାନା ଘଟଣା ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ…
Read More...

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର

ଭୂବନେଶ୍ୱର : ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’। ରବିବାର ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକ ପରେ ସର୍ବସମ୍ମତିକ୍ରମେ…
Read More...

ପୁରୀରେ ହଣାକଟା, ୩ ଆହତ

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁରୀ ଗାଣ୍ଡୁଆ ଚଉରା ଛକରେ ରବିବାର ହଣାକଟା ହୋଇଛି। ସେଥିରେ ତିନିଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
Read More...

କ୍ୟାମ୍ପସ୍‌ ନିଯୁକ୍ତିକୁ ଫେରୁଛନ୍ତି ଆଇଟି କମ୍ପାନୀ, ମହାବିଦ୍ୟାଳୟ ଉପରେ ନଜର

ବେଙ୍ଗାଲୁରୁ: ବ୍ୟବସାୟରେ ଅଭିବୃଦ୍ଧି ହେବା ଆଶା ମଧ୍ୟରେ ପ୍ରାୟ ଏକ ବର୍ଷର ବ୍ୟବଧାନ ପରେ ଆଇଟି କମ୍ପାନୀ ସେମାନଙ୍କ କ୍ୟାମ୍ପସ୍ ନିଯୁକ୍ତି ଡ୍ରାଇଭକୁ ପୁନଃ ଆରମ୍ଭ କରୁଛନ୍ତି। ୬ରୁ ୯ ଲକ୍ଷ ଟଙ୍କା ଦରମା ମଧ୍ୟରେ କୁଶଳୀ…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ଖୋଲିଲା ସୋଲଫେଜ୍, ଗୋଟିଏ ଛାତ ତଳେ ମିଳିବ ଅତ୍ୟାଧୁନିକ ମ୍ୟୁଜିକ୍ ସିଷ୍ଟମ

ଭୁବନେଶ୍ୱର: ଅଡ଼ିଓ, ଭିଡ଼ିଓ ଅଟୋମେସନ ଲାଇଫଷ୍ଟାଇଲ ସାମଗ୍ରୀରେ ୧୨ ବର୍ଷରୁ ଅଧିକ ପୁରୁଣା କମ୍ପାନୀ, ସୋଲଫେଜ ଏବେ ତା’ର ରିଟେଲ ବ୍ୟବସାୟ ବୃଦ୍ଧିକରଣ ଦିଗରେ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏବେ ଭୁବନେଶ୍ୱର…
Read More...

ପରିବର୍ତ୍ତନ ପାଇଁ ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ଅନ୍ୟମାନଙ୍କ ସେବା

ଭୁବନେଶ୍ୱର : କଥାରେ ଅଛି – ମାନବ ସେବା ହିଁ ମାଧବଙ୍କ ସେବା । ସେବା ମାଧ୍ୟମରେ ହିଁ ନିଜ ସହ ଅନ୍ୟକୁ ପରିବର୍ତ୍ତିତ କରିବା ସମ୍ଭବପର। ଶନିବାର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ସେବା ମାଧ୍ୟମରେ ଆତ୍ମ ପରିବର୍ତ୍ତନ…
Read More...

ନବଗୁଞ୍ଜର ସମ୍ମାନରେ ପୁରସ୍କୃତ ହେଲେ ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର ପଟ୍ଟନାୟକ, ଡ.ଅନୀତା ସାବତଙ୍କୁ ଏବର୍ଷର…

ଭୁବନେଶ୍ବର: ରାଜ୍ୟର ସୁପରିଚିତ ସଂସ୍କୃତି ମଞ୍ଚ 'ନବଗୁଞ୍ଜର' ପକ୍ଷରୁ ଓଡ଼ିଶାର ସଂସ୍କୃତି, ଇତିହାସ ଓ ଅସ୍ମିତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୁଇଜଣ ପ୍ରତିଭାଧରଙ୍କୁ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସଭାଗାରରେ…
Read More...

ବିଶ୍ୱାସର ପ୍ରତୀକ ଲାଞ୍ଜିଗଡ ଝାମୁଯାତ୍ରା

 ଲାଞ୍ଜିଗଡ: ଯୁଗ ବଦଳୁଛି । ଏହାସହିତ ଆଧୁନିକତା ସହିତ ତାଳ ଦେଇ ବଦଳୁଛି ମଣିଷର ସ୍ଥିତି, ଗତି ଓ ଚରିତ୍ର । କିନ୍ତୁ ଆଜି ବି ମଣିଷ ନିଜ ମନର ବାଦ୍ ଦେଇ ପାରିନାହିଁ ଆଧ୍ୟାତ୍ମିକତା ଓ ଧାର୍ମିକ ବିଶ୍ୱାସ ।  ଏହି…
Read More...

କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ରିଲିଫ ବଣ୍ଟନ

ଫୁଲବାଣୀ:  ଆଜି ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ଶିକ୍ଷାର ବିକାଶ ହେଲେ ରାଜ୍ୟ ତଥା ଦେଶର ବିକାଶ ହେବ

ମାଲକାନଗିରି : ମାଲକାନଗିରି ସଦର ମହକୁମାସ୍ଥିତ ଡି ଏନ୍ କେ ଖେଳ ପଡ଼ିଆରେ ସୂଚନା- ଶିକ୍ଷା - ସଞ୍ଚାର କାର୍ଯ୍ୟକ୍ରମ ଓ ଜିଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…
Read More...

ଲୋକଙ୍କ ମୁହଁରେ ନୁହେଁ, ହୃଦୟରେ ହସ ଫୁଟାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ  ସରକାର ଲୋକଙ୍କ ମୁହଁରେ ନୁହେଁ, ହୃଦୟରେ ହସ ଫୁଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ନିର୍ବାଚନ ପୂର୍ବରୁ ଆମେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲୁ। ଆମର ସଂକଳ୍ପପତ୍ର ଘୋଷଣା କରିଥିଲୁ।ଏହା ଲୋକଙ୍କ…
Read More...

ଚାରି ଦିନିଆ ଦିଲ୍ଲୀ ଗସ୍ତରେ ବାଚସ୍ପତି

ଭୁବନେଶ୍ୱର:  ଦଶମରାଜ୍ୟ ଗୋଷ୍ଠୀସଂସଦୀୟସଂଘ, ଭାରତୀୟଆଞ୍ଚଳିକ ସମ୍ମିଳନୀ ଦିଲ୍ଲୀର ପାର୍ଲିଆମେଣ୍ଟଠାରେ ଅନୁଷ୍ଠିତ ହେଉଅଛି । ଲୋକ ସଭାର ବାଚସ୍ପତି ଶ୍ରୀଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି କାର୍ଯ୍ୟକ୍ରମରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରେ ଯାନ୍ତ୍ରିକ ତ୍ରୁଟି, ମୟୂରଭଞ୍ଜ ଗସ୍ତ ବାତିଲ

ଭୁବନେଶ୍ବର: କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଆସିବା ନେଇ…
Read More...

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ, ପୀଡ଼ିତାଙ୍କୁ ୬ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦେଶ

ବାରିପଦା: ୨୦୧୯ ମସିହାରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଡସାହି ଥାନା ଦେଉଳିଆ(ନୂଆସାହି) ଗ୍ରାମର କମଲ ଲୋଚନ ସିଂ(୩୫)କୁ ଶନିବାର ବାରିପଦା ଅତିରିକ୍ତ ଜିଲା ଓ ଦୌରାଜଜ୍‌(ପୋକ୍ସୋ ଫାଷ୍ଟଟ୍ରାକ ସ୍ପେଶାଲ…
Read More...

ଟ୍ରକ୍‌ ଧକ୍କାରେ ଦୁଇ ଭଉଣୀ ମୃତ, ମା’ ଗୁରୁତର

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ରସୋଳ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏଥିରେ ସେମାନଙ୍କ ମା’ ଗୁରୁତର ହୋଇଛନ୍ତି। ପ୍ରକାଶ ଯେ ଶନିବାର ସନ୍ଧ୍ୟା ୬ଟା ସମୟରେ ହିନ୍ଦୋଳ ବ୍ଲକ…
Read More...

ମହୁମାଛି ଆକ୍ରମଣରେ ଜଣେ ମୃତ, ୪ ଗୁରୁତର

ବିଶ୍ୱନାଥପୁର: କଳାହାଣ୍ଡି ଜିଲା ବିଜେପୁର ଥାନା ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୪ ଗୁରୁତରଙ୍କୁ ବେନଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବେତିଆପଡ଼ା ଗାଁର…
Read More...

ଆଇଟିଆଇ ଅତିଥି ପ୍ରଶିକ୍ଷକଙ୍କ ଅନଶନ ଅବ୍ୟାହତ : ୨ ଅସୁସ୍ଥ,ଏସ୍‌ସିବିରେ ଭର୍ତ୍ତି

କଟକ: ସ୍ଥାୟୀ ନିଯୁକ୍ତି ଏବଂ ଚାକିରି କ୍ଷେତ୍ରରେ ସୁରକ୍ଷା ଦାବିରେ ବିଭିନ୍ନ ସରକାରୀ ଶିଳ୍ପ ତାଲିମ୍‌ ଅନୁଷ୍ଠାନ(ଆଇଟିଆଇ)ରେ ଅତିଥି ପ୍ରଶିକ୍ଷକମାନେ ଅନଶନ କରୁଛନ୍ତି। ବୈଷୟିକ ଶିକ୍ଷା ନିର୍ଦେଶାଳୟ ସମ୍ମୁଖରେ ଏହି…
Read More...

ନନ୍ଦନକାନନରେ ଅସୁସ୍ଥ ଜଳହସ୍ତୀର ମୃତ୍ୟୁ

ନନ୍ଦନକାନନ:  ନନ୍ଦନକାନନ ପ୍ରାଣୀଉଦ୍ୟାନର ଆକର୍ଷଣ ସାଜିଥିବା ଏକ ଅଣ୍ଡିରା ଜଳହସ୍ତୀର ମୃତ୍ୟୁ ଘଟିଛି। ଚଳିତ ମାସ ପହିଲାରୁ ସେ ଅସୁସ୍ଥ ଥିଲା। ୩ବର୍ଷର ଏହି ଅଣ୍ଡିରା ଜଳହସ୍ତୀ ସହ ଅନ୍ୟ ଏକ ୧୦ ବର୍ଷର ଅଣ୍ଡିରା…
Read More...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ସଉରୀ ପଞ୍ଚାୟତ ଅଲ୍ଲିପୁର ଗ୍ରାମର ମନୋଜ ସାମଲ (୨୭) ଓ ତାଙ୍କ ନାବାଳିକା ପ୍ରେମିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମନୋଜଙ୍କ ପିତା ପବିତ୍ର କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟାରେ…
Read More...

ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ, କହିଲେ ତୃଣମୂଳ ସ୍ତରରେ କାମ କରୁଥିବା…

ଭୁବନେଶ୍ୱର: ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶୃତି ଦେବା ସହ ଆବଶ୍ୟକ ପଡିଲେ ତାଙ୍କ ସହ…
Read More...

ମାନବଜାତି ପାଇଁ ସବୁଠୁ ବଡ଼ ଉପହାର ‘ନ୍ୟୁରାଲିଙ୍କ ବ୍ଲାଇଣ୍ଡସାଇଟ’, ଦୃଷ୍ଟିହୀନ ଫେରିପାଇବେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ମାନବଜାତି ପାଇଁ ସବୁଠୁ ବଡ଼ ଉପହାର ‘ନ୍ୟୁରାଲିଙ୍କ ବ୍ଲାଇଣ୍ଡସାଇଟ’, ଉପକରଣ। ନ୍ୟୁରୋ ଟେକ୍ନୋଲୋଜିରେ ଏଲନ୍ ମସ୍କଙ୍କ ନୂତନ ଉଦ୍ଭାବନ ‘ ନେଉରାଲିଙ୍କ ବ୍ଲାଇଣ୍ଡସାଇଟ’ ଡିଭାଇସକୁ ନେଇ ଆସିଛି ସବୁଠୁ ବଡ଼…
Read More...

ଆଦିବାସୀ ମହିଳାଙ୍କ ଦ୍ୱାରା ଗଠିତ ଜାଗରଣ ଉତ୍ପାଦକ କମ୍ପାନୀର ସାଧାରଣ ପରିଷଦ ବୈଠକ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଆଦିବାସୀ ମହିଳାଙ୍କ ଦ୍ୱାରା ଗଠିତ ଜାଗରଣ ଉତ୍ପାଦକ କମ୍ପାନୀ ପ୍ରାଇଭେଟ ଲିଃ ର ଷଷ୍ଠ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ କଲ୍ୟାଣ ମଣ୍ଡପରେ ଶନିବାର ଅନୁଷ୍ଠିତ…
Read More...

ପାଟଣାକୁ ସବ ଡିଭିଜନ ଘୋଷଣା ଦାବିରେ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିକାଶ ମଞ୍ଚ ପ୍ରତିନିଧି

ପାଟଣା : କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ କେନ୍ଦୁଝର ସର୍କିଟ ହାଉସରେ ପାଟଣା…
Read More...

‘କନ୍ୟା ଅନମୋଲ ହୈ’ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର: ରୋଟାରୀ ଇଣ୍ଟରନ୍ୟାସନାଲ ୩୨୬୨ ଏବଂ “କନ୍ୟା ଅନ୍ମୋଲ ହୈ” ଚାରିଟେବଲ ଟ୍ରଷ୍ଟ ତରଫରୁ “କନ୍ୟାର ସୁରକ୍ଷା ଆମର ଦାୟିତ୍ୱ” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ “ରୋଟାରୀ…
Read More...

ଦୈନିକ ରୋଗୀ ସଂଖ୍ୟା, ଏମ୍‌ସ ଭୁବନେଶ୍ୱରର ସଫଳତାକୁ ପ୍ରତିଫଳିତ କରୁଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ଆଜି ଦ୍ୱାଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଅର୍ନ୍ତଭୁକ୍ତୀକରଣ ସହିତ ପାଳନ କରିଛି। ଉପ-ମୁଖ୍ୟମନ୍ତ୍ରୀ କନକ…
Read More...

ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’

ଭୁବନେଶ୍ୱର: ଆଜି ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’ରେ ସମ୍ମାନିତ ହୋଇଛି । ଦିଲ୍ଲୀର ଲୋଧି ରୋଡ଼୍‌ସ୍ଥିିତ ଇଣ୍ଡିଆ ହାବିଟାଟ୍‌ ସେଣ୍ଟରଠାରେ ଅନୁଷ୍ଠିତ ୯୯ତମ…
Read More...

ସାଧାରଣ ଜୀବନରେ କାମ କରୁଥିବା ଲୋକଙ୍କ ଜୀବନାନୁଭୂତି ସ୍ବତନ୍ତ୍ର ମହତ୍ତ୍ବ ରଖିଥାଏ: ନବୀନ

୨୪ ବର୍ଷରେ ବିଭିନ୍ନ କ୍ଷେତ୍ରରେ ନବୀନ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି: ପ୍ରଭୁ ଚାୱଲା ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ‘ମୋ ଜୀବନ ମୋ ସମୟ’କୁ ବିରୋଧୀ ଦଳ ନେତା ନବୀନ…
Read More...

ମଙ୍କି ପକ୍ସ ରୋଗ ନେଇ କୈାଣସି ଆଶଙ୍କା ଓ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ

ଭୁବନେଶ୍ୱର : ଭୂତାଣୁ ଜନିତ ମଙ୍କି ପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ କୈାଣସି ଆଶଙ୍କା ଓ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ଓଡିଶାରେ ମଙ୍କି ପକ୍ସ ରୋଗରେ…
Read More...

ପରିବର୍ତ୍ତନରସୂତ୍ରଧର ହେଉଛନ୍ତି ପ୍ରଗତିଶୀଳ ଲେଖକ : ବାଚସ୍ପତି

ଭୁବନେଶ୍ୱର: ସମାଜକୁ ପରିବର୍ତ୍ତନକରିବା କ୍ଷେତ୍ରରେକବି, ଲେଖକ ଓ ସାରସ୍ୱତ ସାଧକମାନଙ୍କର ଭୂମିକାଗୁରୁତ୍ୱପୂର୍ଣ୍ଣ। ପାରମ୍ପରିକ ଚିନ୍ତାଧାରାରୁ ବାହାରକୁ ଯାଇ ଯେତେବେଳେ ଲେଖକ ଲେଖନୀ ଚାଳନାକରେ, ସେତେବେଳେ ତାକୁ…
Read More...

ସରକାର ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ମେଳାର ଉଦ୍‌ଘାଟନ କରିଛନ୍ତି। ସୂକେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମରେ…
Read More...

ପୁଣି ରତ୍ନଭଣ୍ଡାର ହେବ ଯାଞ୍ଚ:  ଦିନ ଗୋଟାଏରୁ ଦର୍ଶନ ବନ୍ଦ, ରେଡାର ମାଧ୍ୟମରେ ଗୁପ୍ତ କୋଠରି ଖୋଜାଯିବ

ପୁରୀ: ଶନିବାରଠାରୁ ଲଗାତାର ତିନିଦିନ ଧରି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ପୁନଃ ଯାଞ୍ଚ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିନେଇ ସୂଚନା ଦିଆଯାଇଛି। ଭିତର ଏବଂ ବାହାର ରତ୍ନଭଣ୍ଡାର…
Read More...

ଆଧୁନିକ ଓଡିଆ କବିତାରେ ପଲ୍ଲୀର ମହତ୍ତ୍ୱ ପାଠଚକ୍ର

କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ‘ଆଧୁନିକ ଓଡ଼ିଆ କବିତାରେ ପଲ୍ଲୀର ମହତ୍ତ୍ୱ” ଶୀର୍ଷକ ଏକ ପାଠଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଅଛି।…
Read More...

ଟିମ୍ କଟକ ହେଲା ଓଭରଅଲ୍‌ ଚାମ୍ପିୟନ୍‌, ୩ ଦିନରେ ୨୨ଟି ମିଟ୍ ରେକର୍ଡ ସୃଷ୍ଟି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆଜି ୭୦ତମ ଓଡିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୦୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି…
Read More...

ସାନ୍ତାଳୀ ଅସ୍ମିତା ପ୍ରତି ଏକ ଶକ୍ତ ପ୍ରହାର ଓ ଉପହାସ, ମାରିସା ପକ୍ଷରୁ ଦୃଢ଼ ବିରୋଧ

ବାଙ୍ଗିରିପୋଷି :ବାଙ୍ଗିରିପୋଷି ଅନ୍ତର୍ଗତ କଳାବାଡିଆ ଠାରେ ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ନେତୃତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବୈଠକର ସିନ୍ଧାନ୍ତକ୍ରମେ ନିର୍ଦ୍ଦେଶକ ଶିକ୍ଷକ ଓ ରାଜ୍ୟ ଶିକ୍ଷକ…
Read More...

ସରପଞ୍ଚମାନେ ପଞ୍ଚାୟତକୁ ଆସୁଥିବା ଅର୍ଥକୁ ସୁବିନିଯୋଗ କଲେ ଗ୍ରାମାଞ୍ଚଳର ବିକାଶ ସମ୍ଭବ: ସାଂସଦ

ଜି.ଉଦୟଗିରି:ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଆପେଡା) ପକ୍ଷରୁ ଜିଲା ପ୍ରଶାସନ-କନ୍ଧମାଳ ଓ ଅନନ୍ୟାଙ୍କ ସହଯୋଗରେ ଗୋଟିଏ…
Read More...

ସିମୁଳିଆ ପଞ୍ଚାୟତ ସମିତିର ସପ୍ତମ ବୈଠକ, ବିଭିନ୍ନ ବିଭାଗରେ ଅନିୟମିତତା ନେଇ ଅସନ୍ତୋଷ

ସିମୁଳିଆ: ସିମୁଳିଆ ପଞ୍ଚାୟତ ସମିତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବ୍ଲକର ସମସ୍ତ ବିଭାଗ ସରକାରୀ…
Read More...

ବାହାବଳପୁର ଥାନାରେ ଉତ୍ତେଜନା ଥାନାଧିକାରୀଙ୍କ ବଦଳି ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଅମର୍ଦ୍ଦାରୋଡ଼: ଜଣେ ବ୍ରାଉନସୁଗାର ବେପାରୀକୁ ଲୋକେ ପୋଲିସ ଜିମାରେ ଦେବା ପରେ ପୁଲିସ ଉକ୍ତ ବେପାରୀକୁ ଛାଡ଼ିଦେବା ଘଟଣା ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ୱର ଜିଲା ବାହାବଳପୁର…
Read More...

ସମାଜ ସେବା, ଗରିବ ଲୋକଙ୍କୁ ସହାୟତା ଆମ ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରେ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲାଇଫ୍ ସେଭର୍ସ ଗ୍ରୁପ ଟ୍ରଷ୍ଟର ତୃତୀୟ ବାର୍ଷିକୀ ଉତ୍ସବରେ ଯୋଗଦେଇ କହିଛନ୍ତି ଯେ କେନ୍ଦୁଝରର ବିକାଶ…
Read More...

ସ୍କ୍ରବ ଟାଇଫସ ରୋଗନେଇ ସମୀକ୍ଷା ବୈଠକ, ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ

ଭୁବନେଶ୍ୱର :  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜ଼ିଲ୍ଲା ସ୍ୱାସ୍ଥ୍ୟ…
Read More...

ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି

ଭୁବନେଶ୍ୱର : ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ମେଜରଙ୍କ ବାନ୍ଧବୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଏମ୍ସରେ ଭେଟିଛନ୍ତି।ଉପମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ପୀଡିତଙ୍କୁ ଭେଟି ପୁରା ଘଟଣା…
Read More...

ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଆଜି ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନ ପରିସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ମିଶନ ଶକ୍ତି ବିଭାଗର କଲ୍ ସେଣ୍ଟର ଓ…
Read More...

ପଞ୍ଚାୟତ ସମିତି ବୈଠକରେ ଯୋଗଦେଲେ ସାଂସଦ ଓ ବିଧାୟକ, ଉନ୍ନୟନମୂଳକ ବିଷୟରେ କଲେ ଆଲୋଚନା 

ରାଇକିଆ:  ରାଇକିଆ ପଞ୍ଚାୟତ ସମିତି ବୈଠକ ଗୃହରେ ଆଜି ଶୁକ୍ରବାର ସମିତି ବୈଠକ ଅନୁଷ୍ଠିତ ହୋଇଛି। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସହ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ…
Read More...

ଆସୁଛି ଦୁର୍ଗାପୂଜା, ହାଇକୋର୍ଟଙ୍କ ନିର୍ଦେଶ ପରେ ସିଏମସି ତତ୍ପର

କଟକ: ଆସୁଛି ଦୁର୍ଗାପୂଜା। ହାଇକୋର୍ଟ ନିୟମ ଅନୁଯାୟୀ ସେପ୍ଟେମ୍ବର ୨୬ ପୂର୍ବରୁ  କଟକର ସମସ୍ତ ରାସ୍ତା  ମରାମତି କାମ ସରିବ। ଏନେଇ ସ୍ପଷ୍ଟ କରିଛନ୍ତି କଟକ ମହାନଗର ନିଗମ ମେୟର ସୁବାସ ସିଂ। ସିଏମସି ମେୟର ସୁବାସ ସିଂ…
Read More...

ସରୋଜିନୀ ସାହୁଙ୍କୁ ମିଳିବ ଶାରଳା ପୁରସ୍କାର

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା କଥାକାର ସରୋଜିନୀ ସାହୁ ପାଇବେ ଶାରଳା ପୁରସ୍କାର। ଶାରଳା ପୁରସ୍କାର ବାବଦରେ ତାଙ୍କୁ ଉତ୍ତରୀୟ, ମାନପତ୍ର, ଫଳକ ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ତାଙ୍କର ସାହିତ୍ୟ…
Read More...

ଫରେଷ୍ଟର୍‌ ଆତ୍ମହତ୍ୟା ଘଟଣାରେ ଭିନ୍ନମୋଡ଼, ଡିଏଫ୍‌ଓଙ୍କ ଚାପ ଅଭିଯୋଗ !

ଭବାନୀପାଟଣା: କଳାହାଣ୍ଡି ଜିଲା ସଦର ମହକୁମା ଭବନୀପାଟଣା ନିକଟ ଜାରିଂ ହାଇଟେକ୍ ନର୍ସରୀ ଦାୟିତ୍ୱରେ ଥିବା ଫରେଷ୍ଟର ସଞ୍ଜୟ ନାୟକ(୩୪)ଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ରାୟଗଡ଼଼଼ା ସ୍ଥିତ ବିଭାଗୀୟ…
Read More...

ସବୁ ଜିଲାରେ ଖୋଲିବ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନକୁ ୧୦୦ଦିନ ପୂରଣ ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟର ୩୦ଜିଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଖୋଲିବ ବୋଲି ସୂଚନା ଦେଇଛନ୍ତି।…
Read More...

ଖଣିଖନନ ବିରୋଧୀଙ୍କୁ ଗିରଫ ପ୍ରତିବାଦରେ କାଶୀପୁର ଥାନା ଘେରାଉ: ଉତ୍ତ୍ୟକ୍ତଙ୍କ ଥାନାରେ ଭଙ୍ଗାରୁଜା, ପୋଡ଼ାଜଳା

ରାୟଗଡା : ଖଣିଖନନ ବିରୋଧୀଙ୍କୁ ଗିରଫ ପ୍ରତିବାଦରେ ଶୁକ୍ରବାର କାଶୀପୁର ଥାନା ଘେରାଉ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା । ଏଥିସହ ଉତ୍ତ୍ୟକ୍ତ ଲୋକେ ଥାନାକୁ ଧସେଇ ପଶି ଚେୟାର, କବାଟ, ଝରକା ଆଦି ଭଙ୍ଗାରୁଜା କରିବା ସହ…
Read More...

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା ସିବିଆଇ ତଦନ୍ତ, କାହିଁକି ନହେବ ଜଣାଇବାକୁ ସରକାରଙ୍କୁ ନିର୍ଦେଶ

କଟକ: ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ମାମଲାର ତଦନ୍ତ ଦାୟିତ୍ୱ କାହିଁକି ସିବିଅାଇକୁ…
Read More...

ୱାଗନ ଛାଡ଼ି ଚାଲିଗଲା ରେଳଇଞ୍ଜିନ

ସମ୍ବଲପୁର: ସମ୍ବଲପୁର ଜଙ୍କସନ ରେଳଷ୍ଟେସନରୁ ମାତ୍ର ୧ କିମି ଦୂର ଫାଟକରେ ଗୁରୁବାର ଅପରାହ୍ଣ ୫ଟାରେ ୱାଗନ ଛାଡି ରେଳଇଞ୍ଜିନ ଚାଲି ଯାଇଥିଲା। ଝାରସୁଗୁଡ଼ା ପଟୁ ଆସୁଥିବା ଉକ୍ତ କୋଇଲା ବୋଝେଇ ମାଲଗାଡିକୁ ଟାଣିବା ପାଇଁ…
Read More...

୨୩ରୁ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୩ ତାରିଖ ସୁଦ୍ଧା ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସମ୍ଭବତଃ ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୪୮ ଘଣ୍ଟା ମଧ୍ୟରେ ପାରାଦ୍ବୀପ ପାଖାପାଖି ଓଡ଼ିଶା…
Read More...

ଦୁଇଜଣ ଫେରାର ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆଠଗଡ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ ଘଟିଥିବା ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ଫେରାର ହୋଇଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ୨୦୦୮ ମସିହା ମେ…
Read More...

ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଆକ୍ରମଣ ମାମଲା, ଗିରଫ ହେବେ ରୋଡ ରୋମିଓ: ଡିଜିପି

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂହ ଗୋସାଲ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଆକ୍ରମଣ ଘଟଣା ଭିନ୍ନ ମୋଡ଼ ନେଇଛି। ଘରକୁ ଫେରିବା ବାଟରେ ସେମାନଙ୍କୁ ଆକ୍ରମଣ କରିଥିବା ରୋଡ଼ ରୋମିଓଙ୍କୁ ଗିରଫ…
Read More...

ଆନ୍ଦୋଳନରୁ ଓହରି ଜୁନିୟର ଡାକ୍ତର, ଶନିବାରରୁ କାର୍ଯ୍ୟରେ ଯୋଗଦେବେ

ଭୁବନେଶ୍ବର: ଆସନ୍ତାକାଲି(ଶନିବାର)ଠାରୁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଆନ୍ଦୋଳନରୁ ଓହରିବେ ଏବଂ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହାସହିତ ଶନିବାରଠାରୁ ଜରୁରୀ ମେଡ଼ିକାଲ ସେବାରେ ଯୋଗଦେବେ, କିନ୍ତୁ…
Read More...

ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ, ଓଡ଼ିଶାର ୧୦ ଲକ୍ଷରୁ ଉର୍ଦ୍ଧ୍ବ ଜନଜାତି ପରିବାର ହେବେ…

ଭୁବନେଶ୍ବର: ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ୨୭ ଟି ଜିଲ୍ଲାର ୨୩୨ ବ୍ଲକର…
Read More...

ଜିଲାସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

ଖୋର୍ଦ୍ଧା: ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଜିଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲା ପରିଷଦ…
Read More...

ଓଡ଼ିଶା ଶିଳ୍ପୀ ମହାସଂଘର ନୂତନ କାର୍ଯ୍ୟକାରୀ ସମିତି ଗଠିତ, ଭାସ୍କର୍ଯ୍ୟ ଶିଳ୍ପୀ ଉଦୟ ମହାନ୍ତି ସଭାପତି

ଭୁବନେଶ୍ୱର: ଓଡ଼ିଶା ଶିଳ୍ପୀ ମହାସଂଘର ନୂତନ କାର୍ଯ୍ୟକାରୀ ସମିତି ଗଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଦୃଷ୍ଟି ଆଢ଼ୁଆଳରେ ବାବାଡେରା ଗୁମ୍ଫା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାରେ ରହିଛି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ। ସେଥିମଧ୍ୟରୁ ଜିଲାର ଲଇକେରା ବ୍ଲକ ପାକେଇପଡ଼ାରେ ରହିଛି ଅନ୍ୟ ଏକ ଦର୍ଶନୀୟ ସ୍ଥାନ ବାବାଡେରା ଗୁମ୍ଫା। ଯାହା ଏବେ ସୋସିଆଲ…
Read More...

ଶଙ୍ଖଭଵନରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ: କର୍ମୀଙ୍କ ସହିତ ୱାନ ଟୁ ୱାନ କଥାହେଲେ ନବୀନ, ସଂଗଠନ…

ହରଭଙ୍ଗା :ଆଜି ବୌଦ୍ଧ ଜିଲା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶଙ୍ଖଭଵନ ଠାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଖାକିରେ ଲାଗିଲା କଳଙ୍କ: କୁଲଡିହା ଗଜ ଶିକାର ଘଟଣାରେ ୫ ବନ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଜଙ୍ଗଲରେ ୨ଟି ମୃତହାତୀର ଅଙ୍ଗ ଛେଦନ କରାଯାଇ ଏକ ପଥର ଗୁମ୍ଫାରେ ପୁରାଇ ଦିଆଯିବା ଘଟଣାରେ ବନବିଭାଗ ପକ୍ଷରୁ ଆଜି ୫ଜଣ ବନକର୍ମଚାରୀଙ୍କୁ ଗିରଫ କରାଯାଇଛି। ଯାହାକୁ ନେଇ…
Read More...

ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ

ଭୁବନେଶ୍ବର : ଓଡ଼ିଶାରେ ବିନିଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ। ପାରମ୍ପରିକ ବ୍ୟବସାୟରେ ନିବେଶ ପରେ ଏବେ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନିବେଶ ପାଇଁ ନିବେଶକଙ୍କ ଆଗ୍ରହ ବଢ଼ୁଛି। ଓଡ଼ିଶାର…
Read More...

୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ ହିରୋ ସ୍କିଲାଚିଙ୍କ ପରଲୋକ

ରୋମ୍‌ : ଇଟାଲୀ ଫୁଟ୍‌ବଲ ଦଳର ପୂର୍ବତନ ଖ୍ୟାତନାମା ଖେଳାଳି ସାଲ୍‌ଭାଟୋର ସ୍କିଲାଚିଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ଘଟିଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ରେ ସ୍କିଲାଚି ସର୍ବଶ୍ରେଷ୍ଠ…
Read More...

୧୦୦ ଦିନ ମଧ୍ୟରେ ପାଳନ କରିଛୁ ସମସ୍ତ ମୁଖ୍ୟ ପ୍ରତିଶ୍ରୁତି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦…
Read More...

ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା, ପ୍ରଦର୍ଶନ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: ଶାରଦୀୟ ଦୁଗାପୂଜୋତ୍ସବ ଅବସରରେ ପୂଜାସ୍ଥଳୀଗୁଡ଼ିକରେ ଲେଜର ଲାଇଟ ଏବଂ ଫାଇୟଗନ ପ୍ରଦର୍ଶନକୁ ଜିଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଚଳିତବର୍ଷ ପୂଜାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବେ ପାଳନ କରିବାକୁ କଟକ…
Read More...

ଜଳବାୟୁ ସଙ୍କଟ; ଅନାହାରରେ ରହିବେ ୪୦ ନିୟୁତ ପିଲା

ନୂଆଦିଲ୍ଲୀ: ଜଳବାୟୁ ସଙ୍କଟ ଗୁରୁତର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ୨୦୫୦ ସୁଦ୍ଧା ବିଶ୍ବରେ ପ୍ରାୟ ୪୦ ନିୟୁତ ପିଲା ଗୁରୁତର ଅନାହାର ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ‘ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ…
Read More...

ଗବେଷଣାକୁ ପ୍ରଶଂସା, ନରୱେ ସରକାରଙ୍କ ସହଯୋଗ ନେଇ ପ୍ରତିଶୃତି

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ଠାରେ ନିରନ୍ତର ଖାଦ୍ୟ ସୁରକ୍ଷା ସାଧନ ପାଇଁ କ୍ଷୁଦ୍ରଚାଷୀଙ୍କ ନିମନ୍ତେ ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ସଂକ୍ରାନ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ…
Read More...

ଚାରି ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୪ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୁଖ୍ୟତଃ ବିଦ୍ୟୁତ୍‌, ଇନ୍ଧନ, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ଏବଂ କେତେକ ପରିବା ମୂଲ୍ୟ ହ୍ରାସ ହେତୁ ଜୁଲାଇ ତୁଳନାରେ ଅଗଷ୍ଟରେ…
Read More...

ଜାତୀୟ ସବ୍‌ଜୁନିୟର ବାଳିକା ଫୁଟବଲ:ଓଡ଼ିଶା ଉପବିଜେତା

କଟକ : ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ସବ୍‌ ଜୁନିୟର ବାଳିକା ଫୁଟବଲ ଚମ୍ପିଆନସିପ୍‌-୨୦୨୪ରେ ଓଡ଼ିଶା ରନର୍ସଅପ ହୋଇଛି। ମଙ୍ଗଳବାର ଖେଳାଯାଇଥିବ​‌ା ଫାଇନାଲରେ ମଧ୍ୟପ୍ରଦେଶ ୧-୨ ଗୋଲରେ ଓଡ଼ିଶାକୁ ପରାସ୍ତ କରି…
Read More...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ୍‌: କିସ୍‌ ଛାତ୍ରୀ ମୀନାଙ୍କୁ ୩, ଜ୍ୟୋତ୍ସ୍ନାଙ୍କୁ ୧ ପଦକ

କଟକ : ଫିଜିର ଶୁଭାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋନ ଚମ୍ପିଆନସିପରେ କିସ୍‌ ବିଶ୍ବବିଦ୍ୟାଳୟର ଦୁଇ ଛାତ୍ରୀ ମୀନା ଶାନ୍ତା ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ, ଜ୍ୟୋତ୍ସ୍ନା ସାବର ଗୋଟିଏ ସ୍ବର୍ଣ୍ଣ ପଦକ…
Read More...

ଏସ୍‌ସିବିରେ ଗବେଷଣା ଆରମ୍ଭ:ଜିନ୍‌ ଟେଷ୍ଟରେ ହେବ ମାନସିକ ରୋଗୀଙ୍କ ଚିକିତ୍ସା, ଶରୀରରେ ଔଷଧର ପ୍ରଭାବ ଜାଣିହେବ

କଟକ: ଏଣିକି ସହଜ ହେବ ମାନସିକ ରୋଗୀଙ୍କ ଚିକିତ୍ସା। ରୋଗୀର ଶରୀରରେ ଔଷଧର କି ପ୍ରତିକ୍ରିୟା ରହିଛି ତାହା ମଧ୍ୟ ଜାଣି ହେବ। ଏପରିକି ଆବଶ୍ୟକତା ଅନୁଯାୟୀ ଔଷଧର ମାତ୍ରା କମ ବେଶି କରିହେବ। କଟକ ବଡ଼ ଡାକ୍ତରଖାନା ମାନସିକ…
Read More...

ପିପିଲିରେ ମାଟି ତଳେ ନିଆଁ ଥିବା ଆଶଙ୍କା, ଜବାହର ବିଦ୍ୟାପୀଠର ଚଟାଣ ତାତୁଛି, ବିନା ନିଆଁରେ ଗରମ ହେଉଛି ପାଣି

ପିପିଲି :ପୁରୀ ଜିଲା ଅନ୍ତର୍ଗତ ପିପିଲି ପୌରାଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଜବାହର ବିଦ୍ୟାପୀଠ ଠାରେ ଥିବା ଏକ ଘରର ଚଟାଣ ତାତୁଛି। ଗତ ୧୦ ତାରିଖ ଠାରୁ ଚଟାଣ ଗରମ ହେଉଥିବା ବେଳେ ଦିନକୁ ଦିନ ସେହିସ୍ଥାନରେ ଉତ୍ତାପ…
Read More...

ହଳଦିଆପଦରରୁ ଚୋରି ଟ୍ରକ ଗୁଡ଼ିପଡାରୁ ଠାବ, କୁଖ୍ୟାତ ଅପରାଧୀ ଗୋବିନ୍ଦ ରାଉତ ଗିରଫ

ଗୋପାଳପୁର: ଗତ ୧୪ତାରିଖ ମଧ୍ୟ ରାତ୍ରରେ ଗୋଳନ୍ଥରା ଥାନା ଅଧୀନ ହଳଦିଆପଦରର ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି ହୋଇଥିବା ବେଳେ ଆଜି ଗୋଳନ୍ଥରା ପୋଲିସ ଉକ୍ତ ଟ୍ରକକୁ ଠାବ କରିଵା ସହ ଚୋରି କରିଥିବା ଅଭିଯୁକ୍ତକୁ…
Read More...

ଜୟପୁର-ନବରଙ୍ଗପୁର ନୂତନରେଳପଥ ଘୋଷଣାକୁ ବିଜେପିର ସ୍ୱାଗତ

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ  ଅବସରରେ  ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୟପୁର- ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ର ଶିଳାନ୍ୟାସ କୁ ଜିଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ।ଏହି…
Read More...

ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ପିଆର୍ସିଆଇର ମିଳିତ ସହଯୋଗରେ ଜାତୀୟ କର୍ମଶାଳା

ଆୟୋଜିତ ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ଏବଂ ପବ୍ଲିକ ରିଲେସନ୍ସ କାଉନସିଲ ଅଫ୍ ଇଣ୍ଡିଆ (ପିଆର୍ସିଆଇ)ର ମିଳିତ ସହଯୋଗରେ “ରିଡିଫାଇନିଂ ପବ୍ଲିକ ରିଲେସନ୍ସ ଇନ୍ ଦି ଚେଜିଂ…
Read More...

ସିଦ୍ଧେଶ୍ବର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଅମର୍ଦ୍ଦାରୋଡ଼: ବସ୍ତା ବ୍ଲକ୍ ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସୃଷ୍ଟ ଛାତ୍ର ଅଶାନ୍ତି ଓ ବର୍ଷା ପାଣି ପଶିବା ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ଣରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର…
Read More...

୨ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ୧୦ ହଜାର ଲେଖାଏଁ ଜରିମାନା

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ଅଞ୍ଚଳରେ ଗତ ୪ ଜାନୁଆରୀ ୨୦୧୭ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାରେ ସେସନ ଜଜ ସମ୍ବଲପୁର ତାଙ୍କର ଶୁଣାଣି ୨ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦…
Read More...

ଦ୍ୱାଦଶ ବିଶ୍ୱକର୍ମା ମହୋତ୍ସବ ଉଦ୍‌‌ଘାଟିତ: ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ

ପିପିଲି:ପିପିଲିର ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ସ୍ଥାନୀୟ ଜୟପୁର ଛକ ଠାରେ ଦୁଇଦିନିଆ ଦ୍ୱାଦଶ ବିଶ୍ୱକର୍ମା ମହୋତ୍ସବ-୨୦୨୪ ସମାରୋହରେ ଉଦ୍‌‌ଘାଟିତ ହୋଇଯାଇଛି। ଏହି ଅବସରରେ ୧୨ଜଣ ମେଧାବୀ…
Read More...

ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା…
Read More...

ବିପଦ ସଙ୍କେତ ଉପରେ ସୂବର୍ଣ୍ଣରେଖା, ୫ ଟି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ

ବାଲିଆପାଳ: ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ଉପର ମୁଣ୍ଡରେ ଥିବା ଗାଲୁଡିହ ବ୍ୟାରେଜରୁ ଗେଟ ଖୋଲାଯିବା ସହ ବନ୍ୟାଜଳ ନିଷ୍କାସନ ହେବା ଫଳରେ ତଳମୁଣ୍ଡରେ ଥିବା ବାଲିଆପାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…
Read More...

ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ: ଘରୋଇ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଶୁ…

ଭୁବନେଶ୍ବର:  ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ। ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣଙ୍କୁ…
Read More...

ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ରକ୍ତଦାନ ଶିବର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପରେ ପ୍ରଧାନ ସେବକ ଭାବେ ନେତୃତ୍ୱ ନେଇ ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହ ସମ୍ମାନ ପ୍ରତିଷ୍ଠା କରାଇଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ମା ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱର ଠାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାନସଭାରେ ବିରୋଧି ଦଳର ଉପ ନେତା ପ୍ରସନ୍ନ…
Read More...