www.samajalive.in
Friday, December 12, 2025
14.1 C
Bhubaneswar

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ସଉରୀ ପଞ୍ଚାୟତ ଅଲ୍ଲିପୁର ଗ୍ରାମର ମନୋଜ ସାମଲ (୨୭) ଓ ତାଙ୍କ ନାବାଳିକା ପ୍ରେମିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମନୋଜଙ୍କ ପିତା ପବିତ୍ର କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟାରେ ପୁଅ ବାଇକ ଧରି ଘରୁ ଯାଇ ଫେରିନଥିଲା। ବାଇକ୍‌ଟି ଶିଶୁଆ ପଞ୍ଚାୟତ ନାଳିଆମୁହଁ ନିକଟରେ ଥିବା ଜଣାପଡ଼ିଥିଲା। ମନୋଜ କେଉଁଠି ଥିଲା ତାହା ଜଣାପଡ଼ିନଥିଲା। ପରଦିନ ସକାଳୁ ପୁଣି ପବିତ୍ର ନାଳିଆମୁହଁ ଆଡ଼େ ଯିବାବେଳେ ଏକ ଚାକୁଣ୍ଡା ଗଛରେ ମନୋଜ ଓ ନାବାଳିକାକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ମନୋଜ ବିବାହିତ ଏବଂ ତାଙ୍କର ୩ ବର୍ଷର ପୁତ୍ର ସନ୍ତାନ ରହିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories