www.samajalive.in
Sunday, December 7, 2025
26.1 C
Bhubaneswar

ମାତ୍ର ୩ ଦିନ ପରେ ବୁଧ କରିବେ ଚଳନ; ଏହି ରାଶିଙ୍କୁ କରିବେ ଧନବାନ୍‌, ସୁନା ଭଳି ଚମକିବ ଭାଗ୍ୟ..

ଗ୍ରହ ରାଶି ପରିବର୍ତ୍ତନ କରିବା ସମୟରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ବୁଧଙ୍କ କନ୍ୟା ରାଶିରେ ଚଳନ ଜ୍ୟୋତିଷ ଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । କନ୍ୟା ରାଶି ବୁଧଙ୍କ ନିଜ ରାଶି । ଫଳରେ ବୁଧ ଚଳନ ବୁଧଙ୍କ ସକରାତ୍ମକ ଶକ୍ତିର ଅଧିକ ଶୁଭଫଳ ମିଳିବ । ଏହି ଗ୍ରହଙ୍କ ଚଳନ ବ୍ୟକ୍ତିଙ୍କ ଚିନ୍ତା କରିବାର କ୍ଷମତା, ବିଶ୍ଲେଷଣ କରିବାରେ ବୃଦ୍ଧି ହୋଇଥାଏ । ନୂଆ କାମ ଆରମ୍ଭ କରିବା ପାଇଁ ଏହି ସମୟ ଖୁବ୍‌ ଶୁଭ ।ବୁଧଙ୍କ ପ୍ରଭାବରେ ସମ୍ପର୍କରେ ମଧୁରତା ଆସିବା ସହ ବିବାଦ ଦୂର ହୋଇଥାଏ । ଜାଣନ୍ତୁ ରାଶି ଉପରେ ଏହାର ପ୍ରଭାବ..

ବୁଧଙ୍କ ରାଶି ପରିବର୍ତ୍ତନ ୨୩ ସେପ୍ଟେମ୍ବରରେ ୯ଟା ୫୯ରେ ହେବ। ଏହି ଗ୍ରହଙ୍କ ରାଶି ପରିବର୍ତ୍ତନରେ ସେୟାର ମାର୍କେଟରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ । ବ୍ୟକ୍ତିଙ୍କୁ ଘର, ଧନସମ୍ପତ୍ତିରେ ସକରାତ୍ମକ ପ୍ରଭାବ ମିଳିବ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଚାକିରିରେ ପରିବର୍ତ୍ତନ ହୋଇପାରେ । ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ଅନେକ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି, ଉନ୍ନତି ସହ ବ୍ୟବସାୟରେ ଲାଭ ହେବ।

ମିଥୁନ – ୨୩ ସେପ୍ଟେମ୍ବର ୨୦୨୪ ପରେ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ । ଅନେକ ଖୁସି ମିଳିବ । ପଦନ୍ନୋତି ସହ ଜୀବନ ସୁଖମୟ ହେବ । ଶୁଭ ଖବର ମିଳିବ।

ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ଧନ ଲାଭର ମଧ୍ୟ ଯୋଗ ରହିଛି । ଆୟରେ ବୃଦ୍ଧି ସହ ସଫଳତା ମିଳିବ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ହେବ । ଚାକିରିରେ ଉନ୍ନତି ହେବ । ବ୍ୟବସାୟରେ ଖୁବ୍‌ ଲାଭ ହେବ ।
ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରିରେ ନୂଆ ସୁଯୋଗ ମିଳିବ । କାମ କରି ସଫଳତା ପାଇବେ । ସଞ୍ଚୟ କରିବେ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories