ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..

ନୂଆଦିଲ୍ଲୀ : ସିନେ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ଯେଉଁମାନେ ଫିଲ୍ମକୁ ହଲ୍‌ରେ ଦେଖିବା ପାଇଁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ବମ୍ପର ଅଫର୍‌ ଆସିଛି । ଜାତୀୟ ସିନେମା ଦିବସ ଅବସରରେ ଆପଣ ନିଜର ପ୍ରିୟ ସିନେମାକୁ ମାତ୍ର ୯୯ ଟଙ୍କାରେ ଦେଖି ପାରିବେ । ଚଳିତ ବର୍ଷ ଜାତୀୟ ସିନେମା ଦିବସ ୨୦ ସେପ୍ଟେମ୍ବର ଶୁକ୍ରବାରରେ । ଗତ ବର୍ଷ ୨୦୨୩ରେ ଏହା ୧୩ ଅକ୍ଟୋବରରେ ପାଳନ କରାଯାଇଥିଲା … Continue reading ଜବରଦସ୍ତ ଅଫର୍‌ ; ଏହି ଦିନ ମାତ୍ର ୯୯ ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେମିତି କରିବେ ବୁକ୍‌..