www.samajalive.in
Sunday, December 7, 2025
16.1 C
Bhubaneswar

ପିତୃପକ୍ଷରେ କରନ୍ତୁ ଏହି କାମ; ସାତ ପୁରୁଷ ହେବେ ଖୁସି, ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ପିତୃପକ୍ଷର ଅନେକ ମହତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ ଏହି ସମୟ ପୂର୍ବପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ଅଟେ। ଏହି ସମୟରେ ଲୋକମାନେ ପୂର୍ବପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ପିତୃପକ୍ଷ ଭଦ୍ରପଦ ମାସର ପୂର୍ଣ୍ଣିମା ତିଥିରୁ ଅଶ୍ୱିନ ମାସର କୃଷ୍ଣପକ୍ଷର ଅମାବାସ୍ୟ ତିଥି ପର୍ଯ୍ୟନ୍ତ ରହିଥାଏ। ଚଳିତ ଥର ୧୮ ସେପ୍ଟେମ୍ବରରୁ ପିତୃପକ୍ଷ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨ରେ ଏହା ଶେଷ ହେବ। ଏହି ସମୟରେ ଯଦି ଆପଣ କଳା ରାଶି ଉପାୟ ଅବଲମ୍ବନ କରନ୍ତି ତେବେ ଆପଣଙ୍କୁ ପୂର୍ବପୁରୁଷଙ୍କ ଠାରୁ ବହୁ କୃପା ମିଳିବ। ଏହି ଉପାୟ ଏତେ ଶକ୍ତିଶାଳୀ ହୋଇଥାଏ ଯେ ଆପଣଙ୍କ ସାତପୁରୁଷ ଧରି ଏହାର ଫଳ ଉପଭୋଗ କରିଥାନ୍ତି।
ଶ୍ରାଦ୍ଧ କର୍ମରେ କଳା ରାଶି ବ୍ୟବହାରର ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଏଥିପାଇଁ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧା ଦେବା ସମୟରେ କଳା ରାଶି ଓ କୁଶ ନିଶ୍ଚିତ ଭାବରେ ପାଣିରେ ମିଶିଯାଏ। ଏହା ବିନା ପୂର୍ବପୁରୁଷମାନେ ମୁକ୍ତି ପାଆନ୍ତି ନାହିଁ। ବିଶ୍ୱାସ ରହିଛି ଯେ ତର୍ପଣରେ କଳା ରାଶିର ବ୍ୟବହାର କଲେ ସାଥ ପିଢିକୁ ଏହାର ଫାଇଦା ମିଳିଥାଏ। ଏହାବ୍ୟତୀତ ପିତୃପକ୍ଷରେ ଓସ୍ତ ଗଛ ତଳେ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ପୂଜା କରିବା ଦ୍ୱାରା ପରିବାରକୁ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହାସହିତ ଯଦି ପିତୃପକ୍ଷରେ ଆପଣଙ୍କ ଘରେ ଅଶାନ୍ତି ବାତାବରଣ ହେଉଛି ତେବେ ଏକାଦଶୀରେ କ୍ଷୀରରେ କଳା ରାଶି ମିଶାଇ ଓସ୍ତ ଗଛ ତଳେ ଅର୍ପଣ କରିବା ଦ୍ୱାରା ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories